Excuse Me Odisha

ଯାହା କହିବୁ ସତ କହିବୁ

ରାକ୍ଷୀ ପୂର୍ଣ୍ଣିମା ୨୦୨୧: ରାକ୍ଷୀ ପୂର୍ଣ୍ଣିମାରେ ଦେଢ଼ ଘଣ୍ଟା ରହିବ ରାହୁ କାଳ, ଏହି ୫ଟି ଭୁଲ କରିବାରୁ ରୁହନ୍ତୁ ସାବଧାନ।

ସେୟାର୍ କରନ୍ତୁ

ରାକ୍ଷୀ ପୂର୍ଣ୍ଣିମାର ପବିତ୍ର ପାଇବ ଶ୍ରାବଣ ମାସ ପୂର୍ଣ୍ଣିମା ତିଥିରେ ପାଳନ କରାଯାଇଥାଏ। ଏହିଦିନ ଭଉଣୀ ମାନେ ଭାଇର ଲମ୍ବା ଆୟୁଷ ଏବଂ ସୁଖ ସମୃଦ୍ଧିର କାମନା କରିବା ପାଇଁ ହାତରେ ରାକ୍ଷୀ ବାନ୍ଧିଥାନ୍ତି। ଜ୍ୟୋତିର୍ବିଦ ମାନେ କହିଥାନ୍ତି ରାକ୍ଷୀ ପୂର୍ଣ୍ଣିମା ଦିନ ଲୋକେ ଜାଣତରେ ହେଉ ବା ଅଜାଣତରେ କିଛି ଭୁଲ କରିଦେଇ ଥାଆନ୍ତି,ଯାହା ଅତ୍ୟନ୍ତ ଅଶୁଭ ହୋଇଥାଏ। ଆସନ୍ତୁ ଆମେ ଆପଣଙ୍କୁ କହିବୁ ରାକ୍ଷୀ ପୂର୍ଣ୍ଣିମା ଦିନ କେଉଁ ଭୁଲ କରିବାରୁ ବଞ୍ଚିତ ହେବା ଉଚିତ।

ରାକ୍ଷୀ ପୂର୍ଣ୍ଣିମାରେ ଭଦ୍ରା କାଳ ଓ ରାହୁ କାଳରେ ରାକ୍ଷୀ ବନ୍ଧା ଯାଇ ନଥାଏ। ଏଥର ରାକ୍ଷୀ ପୂର୍ଣ୍ଣିମାରେ ଭଦ୍ରାର ଛାଇ ରହିବ ନାହିଁ। କିନ୍ତୁ ସନ୍ଧ୍ୟା ୫ ଟା ବାଜି ୧୬ ମିନିଟରୁ ଆରମ୍ଭ କରି ୬ ଟା ବାଜି ୫୪ ମିନିଟ ପର୍ଯ୍ୟନ୍ତ ରାହୁ କାଳ ରହିବ। ଏହି ସମୟରେ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧନ୍ତୁ ନାହିଁ।

୨୨ ଅଗଷ୍ଟ ସକାଳ ୬ଟା ବାଜି ୧୪ ମିନିଟ ପର୍ଯ୍ୟନ୍ତ ଭଦ୍ରା ରହିବ। ଏହାପରେ ସାରା ଦିନ ରାଖୀ ପୂର୍ଣ୍ଣିମା ପାଳନ କରି ପାରିବେ। ଯାହାକି ପୂର୍ଣ୍ଣିମା ତିଥି ସନ୍ଧ୍ୟା ୫ଟା ବାଜି ୩୧ ମିନିଟ ପର୍ଯ୍ୟନ୍ତ ରହିବ। ଏଥିପାଇଁ ୫:୩୧ ଘଟିକା ପୂର୍ବରୁ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ଦିଅନ୍ତୁ।

ଅନେକ ସମୟରେ ରାକ୍ଷୀ ଗୁଡ଼ିକୁ କିଣି ସାରି ଘରକୁ ଆଣିବା ପରେ ରାକ୍ଷୀ ଭାଙ୍ଗି ଯାଇଥାଏ ଏବଂ ଆମେ ଏହାକୁ ପୁଣିଥରେ ଯୋଡ଼ିଦେଇ ଠିକ୍ କରି ଦେଇଥାଉ। ଜ୍ୟୋତିଷ ଅନୁସାରେ ଯଦି କୌଣସି ରାକ୍ଷୀ ଖଣ୍ଡିତ ହୋଇଯାଏ, ତାହେଲେ ତାହାର ପ୍ରୟୋଗ ବାରଣ ଅଟେ। ଏଭଳି ରାକ୍ଷୀକୁ ଭାଇର ହାତରେ ବାନ୍ଧିବା ଉଚିତ ନୁହେଁ।

ବଜାରରେ ଆପଣଙ୍କୁ ପ୍ଲାଷ୍ଟିକରେ ନିର୍ମିତ ରଙ୍ଗବେରଙ୍ଗର ରାକ୍ଷୀ ଦେଖିବାକୁ ମିଳିବ। କିନ୍ତୁ କଣ ଆପଣ ଜାଣିଛନ୍ତି ପ୍ଲାଷ୍ଟିକକୁ କେତୁର ପଦାର୍ଥ ମାନା ଯାଇଛି ଏବଂ ଏହା ଅପଯଶକୁ ବଢାଇ ଥାଏ। ଏଥିପାଇଁ ଏହି ପର୍ବରେ ଆପଣଙ୍କୁ ପ୍ଲାଷ୍ଟିକ ରାକ୍ଷୀ କିଣିବାରୁ ବଞ୍ଚିତ ହେବା ଉଚିତ।

ବଜାରରେ ରାକ୍ଷୀ କିଣିବା ସମୟରେ ଏହିକଥା ଧ୍ୟାନ ରଖନ୍ତୁ କି ତାହା କୌଣସି ତୀକ୍ଷ୍ଣ ବସ୍ତୁରେ ପ୍ରସ୍ତୁତ ହୋଇ ନଥିବା ଉଚିତ। ଶୁଭ ଅବସରରେ ଏଭଳି ବସ୍ତୁକୁ ଅଶୁଭ ମାନା ଯାଇଥାଏ, ଏଥିପାଇଁ ଏହି ରାକ୍ଷୀ କିଣିବାରୁ ବଞ୍ଚିତ ହୁଅନ୍ତୁ।

ରାକ୍ଷୀ ପୂର୍ଣ୍ଣିମାରେ ଭାଇ ରାକ୍ଷୀ ବାନ୍ଧୁଥିବା ଭଉଣୀଙ୍କୁ ଉପହାର ଦେଇଥାନ୍ତି।କିନ୍ତୁ ଏହି ମାମଲାରେ ମଧ୍ୟ ସେମାନେ ଭୁଲ କରି ଦେଇଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହିଦିନ ଭଉଣୀଙ୍କୁ ତୀକ୍ଷ୍ଣ ବସ୍ତୁ ଉପହାର ଦେବା ଉଚିତ ନୁହେଁ। ଯେପରି ଛୁରୀ କଣ୍ଟାର ସେଟ, ମିକ୍ସି, ଆଇନା ବା ଫୋଟୋ ଫ୍ରେମ ଭଳି ବସ୍ତୁ ଦେବା ଉଚିତ ନୁହେଁ।

ଏହାଛଡା ଭଉଣୀଙ୍କୁ ରୁମାଲ, ଜୋତା ଚପଲ ଭଳି ବାସ୍ତୁ ଉପହାର ଦେବା ଉଚିତ ନୁହେଁ।ଜ୍ୟୋତିଷରେ ବୁଧଙ୍କୁ ଭଉଣୀ ମାନଙ୍କ କାରକ କୁହାଯାଏ।ଏଥିପାଇଁ ଆପଣ ଏହି ସମ୍ବନ୍ଧିତ ବସ୍ତୁ ଦେଇ ପାରିବେ। ଆପଣ ସେମାନଙ୍କୁ କୌଣସି ଇଲେକ୍ଟ୍ରୋନିକ ଜିନିଷ ଉପହାର ଦେଇ ପାରିବେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *