Excuse Me Odisha

ଯାହା କହିବୁ ସତ କହିବୁ

ଆଜିଠାରୁ ଏହି ୫ଟି ରାଶିରେ ଆସିବେ ମାତ ଲକ୍ଷ୍ମୀ, ଧନ ଆଗମନ ହେବ

ସେୟାର୍ କରନ୍ତୁ

ଦର୍ଶକବନ୍ଧୁ ଜ୍ୟୋତିଷ ଗଣନା ଅନୁସାରେ ୧୨ଟି ରାଶି ରହିଛି। ଏହି ୧୨ଟି ରାଶି ଉପରେ ପଡ଼ୁଥିବା ଦଶା ଅନୁସାରେ ହିଁ ଭବିଷ୍ୟତ ଏବଂ ବର୍ତ୍ତମାନର ହେଉଥିବା ଉତ୍ଥାନ ପତନର ସମ୍ଭାବନା ଜଣା ପଡ଼ିଯାଇ ଥାଏ। ଏଠାରେ କହି ରଖୁଛୁ ଯେ ପ୍ରତ୍ୟେକ ରାଶିର ଭଲ ଗୁଣ ଏବଂ ଦୁର୍ବଳତା ମଧ୍ୟ ରହିଥାଏ। ପ୍ରତ୍ୟେକ ରାଶିର ନିଜର ସ୍ଵୟଂ ବିଶିଷ୍ଟ ଗୁଣ, ଇଛା, ଲୋକଙ୍କ ପ୍ରତି ବ୍ୟବହାର ଅଲଗା ଅଲଗା ହୋଇଥାଏ। କହି ରଖୁଛୁ ଯେ ଆଜି ଆପଣଙ୍କୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପରି କିଛି ରାଶି ବିଷୟରେ କହିବାକୁ ଯାଉଛୁ ଯାହାର ଚଳନ କାରଣରୁ ଏପରି ମହାସଂଯୋଗ ଉତ୍ପନ୍ନ ହେଉଛି କି ୨୦୨୦ ଠାରୁ ୨୦୪୦ ପର୍ଯ୍ୟନ୍ତ ଏହି ରାଶି ମାନଙ୍କର ଭାଗ୍ୟ ଚମକିବାକୁ ଯାଉଛି। ଯଦି ରାଶି ଅନୁସାରେ ସବୁଠାରୁ ଶୁଭ ରାଶି ବୋଲି କୁହାଯାଏ, ତାହେଲେ ମଧ୍ୟ ଏହା ଭୁଲ ହେବ ନାହିଁ। ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବାକୁ ଯାଉଛୁ। ତେବେ ଆସନ୍ତୁ ଜାଣିବା ସେହି ରାଶି ବିଷୟରେ।

ମେଷ ରାଶି – ସବୁଠାରୁ ଭାଗ୍ୟବାନ ଲୋକ ମେଷ ରାଶିର ବ୍ୟକ୍ତି ମାନେ ହୋଇଥାନ୍ତି। ଗ୍ରହ ମାନଙ୍କ ଚଳନରେ ଥିବା ମହା ପରିବର୍ତ୍ତନ ଯୋଗୁଁ ମେଷ ରାଶିର ଲୋକମାନଙ୍କୁ ଆଗାମୀ ଭବିଷ୍ୟତରେ ବ୍ୟାପାର ବାଣିଜ୍ୟରେ ଲାଭ ହେବା ସହିତ ଧନ ପ୍ରାପ୍ତିର ନୂଆ ନୂଆ ଉପାୟ ଉତ୍ପନ୍ନ ହେବ। ଦେବୀ ଲକ୍ଷ୍ମୀଙ୍କ କୃପାରୁ ଆଗାମୀ ସମୟ ଆପଣଙ୍କ ପାଇଁ ସୁଖମୟ ରହିବ। ଆଗାମୀ ସମୟରେ ଆପଣଙ୍କୁ ଆପଣଙ୍କ ପରିଶ୍ରମର ଉଚିତ ଫଳ ମିଳିବ। ସିଧା ସିଧା କହିବାକୁ ଗଲେ ମେଷ ରାଶିର ଭାଗ୍ୟ ଏବେ ଖୋଲିବାକୁ ଯାଉଛି।

ସିଂହ ରାଶି – ଆପଣଙ୍କୁ କହି ରଖୁଛୁ କି ଏହି ରାଶିର ଆଗାମୀ ଭବିଷ୍ୟତ ଅତ୍ୟନ୍ତ ସୁଖମୟ ରହିବ। ମାତା ଲକ୍ଷ୍ମୀଙ୍କର କୃପାରୁ ଆପଣଙ୍କୁ ଉପହାର ବା କୌଣସି ଖାସ୍ ଜିନିଷର ପ୍ରାପ୍ତି ହେବ। ଏହାସହିତ ଚାକିରି କରୁଥିବା ଲୋକଙ୍କର ପଦୋନ୍ନତୀ ହେବାର ଯୋଗ ମଧ୍ୟ ବନୁଛି। ନୂଆ ବ୍ୟାପାର ବାଣିଜ୍ୟ ପାଇଁ ଏହି ସମୟ ବହୁତ ଅନୁକୂଳ ଅଟେ। ଆପଣ ଜାଣି ଖୁସି ହେବେ ଆପଣଙ୍କୁ ବ୍ୟାପାରରେ ଧନଲାଭ ହେବାର ଶୁଭ ଯୋଗ ବନୁଛି।

କୁମ୍ଭ ରାଶି – ଏହି ରାଶିର ଭାଗ୍ୟ ଚମକିବାକୁ ଯାଉଛି। ଏହି କୁମ୍ଭ ରାଶିର ଜାତକରେ ଗ୍ରହ ପରିବର୍ତ୍ତନ କାରଣରୁ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଏହି ସମୟ ଆପଣଙ୍କର ସୁଖମୟ ରହିବ। ଯେଉଁମାନେ ଏହି ବର୍ଷ ଚାକିରି ଖୋଜୁଛନ୍ତି, ସେମାନଙ୍କୁ ଚାକିରି ନିଶ୍ଚିତ ମିଳିବ। ଏହାସହିତ ଏହି ସମୟରେ ଭୂମି ଏବଂ ଧନ ସହିତ ଜଡିତ ମାମଲା ଗୁଡ଼ିକ ଖୁବ୍ ଶୀଘ୍ର ସମାପ୍ତ ହୋଇଯିବ।

କନ୍ୟା ରାଶି – ଏହି ରାଶିର ଛାତ୍ର ମାନଙ୍କୁ ବହୁତ ବଡ଼ ଲାଭ ମିଳିବାକୁ ଯାଉଛି। ଯଦି ଆପଣ କୌଣସି କାର୍ଯ୍ୟରେ ସଫଳତା ହାସଲ କରିବା ପାଇଁ ବହୁତ ଦିନରୁ ପ୍ରୟାସ କରୁଛନ୍ତି, ସେହି କାର୍ଯ୍ୟରେ ଆପଣଙ୍କୁ ଅତି ଶୀଘ୍ର ସଫଳତା ମିଳିବାକୁ ଯାଉଛି। ଜାଣି ରଖନ୍ତୁ ଯେ ଦେବୀ ଲକ୍ଷ୍ମୀଙ୍କ କୃପାରୁ ଅନେକ ପ୍ରଚେଷ୍ଟା ପରେ ଆପଣଙ୍କ ଉନ୍ନତି ଏବଂ ଧନଲାଭ ହେବାର ଯୋଗ ମଧ୍ୟ ବନୁଛି। ସନ୍ତାନ ମାନଙ୍କ ତରଫରୁ ଆପଣଙ୍କୁ କୌଣସି ଖୁସି ଖବର ମିଳିପାରେ।

ମୀନ ରାଶି – ଏହି ମୀନ ରାଶିର ଲୋକଙ୍କର ସବୁଠାରୁ ଖାସ୍ କଥା ଏହିକି ଯେ ଏହି ରାଶିର ଲୋକେ ଅଧିକ ଆତ୍ମବିଶ୍ବାସୀ ହୋଇଥାନ୍ତି। ଶନି ଏମାନଙ୍କ ନେତୃତ୍ୱ ନେଇଥାନ୍ତି। ଏହି ରାଶିର ଲୋକେ ନିଜର ପରିଶ୍ରମ ଏବଂ ପ୍ରଚେଷ୍ଟା ବଳରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ।ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିଥିବା ଯୋଗୁଁ କେହି ଚାହିଁଲେ ମଧ୍ୟ କିଛି କ୍ଷତି କରି ପାରିବେ ନାହିଁ। ଆପଣଙ୍କ ଆର୍ଥିକ ମାମଲା ଗୁଡ଼ିକ ଖୁବ୍ ଶୀଘ୍ର ସମାପ୍ତ ହୋଇଯିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *