Excuse Me Odisha

ଯାହା କହିବୁ ସତ କହିବୁ

ଆଖି ଡେ଼ଇଁଲେ କଣ ହୋଇଥାଏ, ପଢନ୍ତୁ ବଛା ବଛା ଅନୁଚିନ୍ତା ସାଧୁବାଣୀ ।

ସେୟାର୍ କରନ୍ତୁ

ଯେଉଁ ବ୍ୟକ୍ତି ମାନେ ଏଠି ସେଠି ଛେପ ପକାଇବାର ଖରାପ ଅଭ୍ୟାସ ରଖିଥାନ୍ତି ସେମାନଙ୍କୁ କେବେବି ମାନ ସମ୍ମାନ ପ୍ରାପ୍ତ ହୋଇନଥାଏ ଏବଂ ସେମାନଙ୍କୁ ପୂର୍ବରୁ ମିଳିଥିବା ମାନ ସମ୍ମାନ ନଷ୍ଟ ହୋଇଯାଇଥାଏ। ତେଣୁ ଉପଯୁକ୍ତ ସ୍ଥାନରେ ଛେପ ପକାଇବା ପାଇଁ ଚେଷ୍ଟା କରନ୍ତୁ। ଏମିତି କଲେ ଆପଣଙ୍କର ମଙ୍ଗଳ ହୋଇଥାଏ।

ମନେରଖନ୍ତୁ ଯେଉଁମାନଙ୍କର ଖାଇବା ସାରିବା ପରେ ଅଇଁଠା ବାସନ ଛାଡିକି ଯିବା ଅଭ୍ୟାସ ଅଛି ସେମାନଙ୍କୁ ମିଳିଥିବା ସଫଳତା ଶୀଘ୍ର ନଷ୍ଟ ହୋଇଥାଏ କିମ୍ବା ସଫଳତା ପାଇଁ ବହୁତ କଷ୍ଟ ସହିବାକୁ ପଡିଥାଏ। ଏଣୁ ବନ୍ଧୁଗଣ ମନେରଖନ୍ତୁ କେବେବି ଖାଇବା ସାରିବା ପରେ ଅଇଁଠା ବାସନ ଛାଡିକି ଯାଆନ୍ତୁ ନାହିଁ।ନଚେତ ଏହା ଦ୍ବାରା ମା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୋଇଥାନ୍ତି।

ସର୍ବଦା ମନେରଖନ୍ତୁ ଯେଉଁ ବ୍ୟକ୍ତି ମାନେ ସୂର୍ଯ୍ୟଉଦୟ ସମୟରେ ଏବଂ ସୂର୍ଯ୍ୟ ଅସ୍ତ ସମୟରେ ଏବଂ ଦିନ ୧୨ ଟାରେ ଖାଇବା,ଶୋଇବା କିମ୍ବା ଝ-ଗଡା କରିବା ଅଭ୍ୟାସ ଥାଏ ସେମାନଙ୍କର ଦୁର୍ଭାଗ୍ୟ ଓ ଦରିଦ୍ରତା ବୃଦ୍ଧି ହୋଇଥାଏ।

ଯେଉଁ ବ୍ୟକ୍ତିମାନେ ସର୍ବଦା ଦାନ୍ତରେ ନଖ ଛିଡାଇଥାଆନ୍ତି ଏବଂ ଖାଇବା ସାରିବା ପରେ ଥାଳିରେ ହାତ ଧୋଇଥାଆନ୍ତି ସେମାନେ ଜୀବନରେ ସର୍ବଦା ଦରିଦ୍ରତାର ଶି-କା-ର ହୋଇଥାନ୍ତି। ଏଣୁ ଆପଣ କେବେବି ଏପରି ଭୁଲ କରନ୍ତୁ ନାହିଁ।

ମନେରଖନ୍ତୁ ଯେଉଁ ବ୍ୟକ୍ତି ମାନଙ୍କର ଅମାବାସ୍ୟା ଦିନ ମାଂ-ସ ଓ ମ-ଦ ଖାଇବାର ଅଭ୍ୟାସ ଥାଏ। ସେମାନଙ୍କର ବହୁତ ଶୀଘ୍ର ଦୁ-ର୍ଘଟ-ଣା ହେବାର ସମ୍ଭାବନା ଦେଖାଦିଏ ଏବଂ ଦରିଦ୍ରତା ବୃଦ୍ଧି ପାଇଥାଏ।

ଯେଉଁ ପରିବାରରେ ବାହାରୁ ଆସୁଥିବା ଲୋକମାନଙ୍କୁ ସ୍ୱଚ୍ଛ ପାଣି ପିଇବାକୁ ଦିଆଯାଏ ସେ ପରିବାର ଉପରେ ରାହୁଙ୍କ ଅଶୁଭ ପ୍ରଭାବ ପଡିନଥାଏ ଏବଂ ପରିବାରରେ ମଙ୍ଗଳ ହୋଇଥାଏ।

ଯେଉଁ ବ୍ୟକ୍ତିମାନେ ମଙ୍ଗଳବାର, ଗୁରୁବାର,ଶନିବାର ଏକାଦଶୀ,ଚତୁର୍ଦଶି,ଅମାବାସ୍ୟା ଓ ପୂର୍ଣ୍ଣିମାରେ ବାଳ କାଟିବାର ଅଭ୍ୟାସ ରହିଥାଏ ସେମାନଙ୍କୁ ଘୋର ଦୁଃଖ ଦରିଦ୍ରତା ପ୍ରାପ୍ତ ହୋଇଥାଏ।

ଖାଇବା ସମୟରେ ଖାଦ୍ୟ ପଦାର୍ଥରେ ଚୁଟି ବାହାରିଲେ ଆପଣଙ୍କ ସ୍ୱାସ୍ଥ୍ୟର ଅମଙ୍ଗଳ ହେବା ସହ ଏବଂ ଏହା ରୋଗର କାରଣ ମଧ୍ୟ ହୋଇଥାଏ।

ଯେଉଁ ବ୍ୟକ୍ତିମାନେ ବାରମ୍ବାର ଚୁଟିକୁ ଛୁଇଁବା କିମ୍ବା ଚୁଟିରେ ହାତ ମା-ରି-ବାର ଖରାପ ଅଭ୍ୟାସଥାଏ ତେବେ ସେମାନଙ୍କର ବହୁତ ଅମଙ୍ଗଳ ହୋଇଥାଏ।

ଯେଉଁ ବ୍ୟକ୍ତିମାନେ ଚୁଟି ନ ବାନ୍ଧି ଚୁଟି ଖୋଲାକରି ରଖିବାର ଖରାପ ଅଭ୍ୟାସଥାଏ ଏହା ସେମାନଙ୍କ ପାଇଁ ଅଶୁଭ ହୋଇଥାଏ ଏବଂ ଚୁଟି ବାନ୍ଧିକରି ରଖିଲେ ଚେହେରାର ଚମକ ଆସିଥାଏ।

ଘରେ ଠାକୁର ପୂଜା କଲାବେଳେ ପୁରୁଷ ଓ ସ୍ତ୍ରୀ ଲୋକମାନେ କେବେବି ମୁଣ୍ଡ ଖୋଲା କରି ଠାକୁର ପୂଜା କରିବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ।

ଯେଉଁ ବ୍ୟକ୍ତିମାନେ ରାତିରେ ମୁଣ୍ଡ କୁଣ୍ଡାଇ ବା ଖରାପ ଅଭ୍ୟାସ ରଖିଥାନ୍ତି ଏହା ସେମାନଙ୍କ ପାଇଁ ଅମଙ୍ଗଳ ହୋଇଥାଏ ଏବଂ ମୁଣ୍ଡ କୁଣ୍ଡାଇଲା ବେଳେ କାଠ ପାନିଆ ବ୍ୟବହାର କରିବା ଉଚିତ।

ଚୁଟି କୁଣ୍ଡାଇଲା ବେଳେ ହାତରୁ ପାନିଆ ଯଦି ଖସିପଡେ ତେବେ ଏହା ଅଶୁଭ ହୋଇଥାଏ ଏବଂ କାନରେ ଚୁଟି ଉଠିଲେ ଅଶୁଭ ହୋଇଥାଏ।

ମହିଳାମାନଙ୍କର ବାମ ଆଖି ଡେଇଁଲେ ଶୁଭ ସୂଚନା ମିଳେ ଓ ପୁରୁଷଙ୍କ ଡାହାଣ ଆଖି ଡେଇଁଲେ ଶୁଭ ସୂଚନା ମିଳି ଥାଏ ।

ଯେଉଁ ବ୍ୟକ୍ତିମାନେ ସର୍ବଦା ଗରମ ପାଣିରେ ଗାଧୋଇବାର ଖରାପ ଅଭ୍ୟାସ ଥାଏ ସେମାନଙ୍କର ବାଳ ଝଡ଼ିବା ସହିତ ଆଖି ଖରାପ ହେବାର ସମ୍ଭାବନା ଦେଖାଦେଇଥାଏ।

ଯେଉଁ ବ୍ୟକ୍ତିମାନେ ଘରେ ଲାଗିଥିବା ଗଛରେ ସକାଳେ ସନ୍ଧ୍ୟାରେ ପାଣି ଦିଅନ୍ତି ସମାନଙ୍କର ସବୁ ଦୁଃଖ କଷ୍ଟ ସମସ୍ୟା ସହିତ ଜଡ଼ିତ ଲଢିବାର ଶକ୍ତି ଆସିଥାଏ। ସେମାଙ୍କର ଅବସାଦ ଓ ଚିନ୍ତା ଦୂର ହୋଇଥାଏ।

ଯେଉଁ ଲୋକମାନେ ବାହାରୁ ଆସି ଜୋତା ଚପଲ ଓ ମଜା ଏଠି ସେଠି ପକାଇବାର ଖରାପ ଅଭ୍ୟାସ ଥାଏ ସେମାନଙ୍କର ଶତ୍ରୁ ବୃଦ୍ଧି ହୋଇଥାଏ ଏବଂ ଅମଙ୍ଗଳ ହୋଇଥାଏ।

ଯେଉଁ ବ୍ୟକ୍ତିମାନେ ସକାଳୁ ଉଠିବା ପରେ ସେଜକୁ ଅସଜଡ଼ା କରି ଛାଡି ଦିଅନ୍ତି ସେମାନଙ୍କୁ ଦିନ ସାରା ବହୁତ ଅଶାନ୍ତି ମିଳିଥାଏ ଏବଂ ସେମାନେ ଅନ୍ୟମାନଙ୍କୁ ମଧ୍ୟ ଅଶାନ୍ତ କରିଥାନ୍ତି।

ଗାଧୋଇବା ବେଳେ ପାଦ ଭଲକରି ସଫା କରିବା ଉଚିତ ଏବଂ ବାହାରୁ ଆସିଲେ ପାଦ ଭଲକରି ଧୋଇବା ଉଚିତ ଏହା ଦ୍ୱାରା ମନସ୍ଥିର ହୋଇଥାଏ ମନର ଶକ୍ତି ବୃଦ୍ଧି ହୋଇଥାଏ ଏବଂ କ୍ରୋ-ଧ କମିଥାଏ।

ଯେଉଁ ବ୍ୟକ୍ତିମାନେ ଦୂରକୁଯାଇଥିବା ସମୟରେ ଘରକୁ ଫେରିଲା ବେଳେ ଖାଲି ହାତରେ ଫେରିବାର ଖରାପ ଅଭ୍ୟାସ ଥାଏ ସେମାନଙ୍କର ଦରିଦ୍ରତା ଧୀରେ ଧୀରେ ବୃଦ୍ଧି ହୋଇଥାଏ ଏବଂ ଘରେ ଅଶାନ୍ତି ଦେଖାଦେଇଥାଏ। ଏଣୁ ବନ୍ଧୁଗଣ ଘରକୁ ଆପଣ ଜେବେବି ଫେରିବେ ଫେରିବା ସମୟରେ କିଛି ନାଁ କିଛି ଜିନିଷ ସାଙ୍ଗରେ ଆଣିବା ଉଚିତ। ଏହା ଦ୍ୱାରା ଘରେ ମା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି ଧନ ବୃଦ୍ଧି ହୋଇଥାଏ ଏବଂ ପରିବାରରେ ସୁଖ ଶାନ୍ତି ବୃଦ୍ଧି ହୋଇଥାଏ।

ଯେଉଁ ବ୍ୟକ୍ତିମାନେ ନାକରେ ବାରମ୍ବାର ହାତ ଭର୍ତ୍ତି କରିବାର ଖରାପ ଅଭ୍ୟାସ ରଖିଥାନ୍ତି କିମ୍ବା ଦାନ୍ତ ରୋଗଡ଼ିବାର ଖରାପ ଅଭ୍ୟାସ ରଖିଥାନ୍ତି ସେମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ ଏବଂ ସାମାଜିକ ପ୍ରତିଷ୍ଠା ନଷ୍ଟ ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *