Excuse Me Odisha

ଯାହା କହିବୁ ସତ କହିବୁ

ତୁଳସୀ ଗଛ ମୂଳରେ ଏହି ଗୁ-ପ୍ତ ମ-ନ୍ତ୍ର ଜ-ପ କରିବା ଦ୍ୱାରା ରୋଗ ଦୁଃ-ଖ ଦୂର ହେବ। ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆମ ହିନ୍ଦୁଧର୍ମରେ ତୁଳସୀ ପୂଜାର ବିଶେଷ ମହତ୍ତ୍ୱ ରହିଛି।କାହିଁକିନା ତୁଳସୀର ଗଛକୁ ମାତା ଲକ୍ଷ୍ମୀଙ୍କର ପ୍ରତୀକ ଭାବେ ମାନିନିଆଯାଇଥାଏ। କୁହାଯାଇଥାଏ କି ଯେଉଁ ଘର ପ୍ରତ୍ୟକ ଦିନ ତୁଳସୀ ଗଛକୁ ପୂଜା କରାଯାଇଥାଏ ସେହି ଘରେ କେବେ ଦରିଦ୍ରତା ଓ ଦୁ-ର୍ଭା-ଗ୍ୟର ବାସ ହୋଇନଥାଏ ଓ ସେହି ଘରେ ସବୁବେଳେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଏହା ସହିତ ତୁଳସୀ ପୂଜା କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ ଓ ପା-ପର ନା-ଶ ହୋଇଥାଏ। ତୁଳସୀ ୩ ପ୍ରକାରର ହୋଇଥାଏ। କୃଷ୍ଣ ତୁଳସୀ, ରାମ ତୁଳସୀ ଓ ଧଳା ତୁଳସୀ। ଏହିସବୁ ମଧ୍ୟରୁ କୃଷ୍ଣ ତୁଳସୀର ବହୁତ ମହତ୍ତ୍ୱ ରହିଛି। ତୁଳସୀର ପ୍ରତ୍ୟକ ଦିନ ଦର୍ଶନ ଓ ଜଳ ଅର୍ପଣ କରିବା ଦ୍ୱାରା ପା-ପ ନା-ଶ ହୋଇଥାଏ। କୁହାଯାଇଥାଏ କି ଯେଉଁ ଘରେ ତୁଳସୀ ଗଛ ରହିଥାଏ ସେଠାରେ ଦେବୀ ଦେବତାଙ୍କର ବାସ ହୋଇଥାଏ। ଏହା ସହିତ ହିଁ ସେହି ଘରର ନାକାରାତ୍ମକ ଶକ୍ତିକୁ ନା-ଶ କରିଥାଏ ଓ ଘରେ ସକାରାତ୍ମକ ଉର୍ଜାକୁ ସଞ୍ଚୟ କରିଥାଏ। ପୌରାଣିକ ମାନ୍ୟତା ଅନୁସାରେ ପ୍ରତ୍ୟକ ଦିନ ତୁଳସୀ ପୂଜା କରିବାରେ ଧନ ସୁଖବ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ପଦ୍ମ ପୁରାଣ ଅନୁସାରେ ଯେଉଁ ଜାଗାରେ ତୁଳସୀ ଗଛ ରହିଥାଏ ସେଠାରେ ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱରଙ୍କ ବାସ ହୋଇଥାଏ। ଯଦି ଆପଣଙ୍କ ଘରେ କ୍ଳେଶ ଓ ଦ-ରିଦ୍ର-ତା ସବୁବେଳେ ଲାଗିରହୁଥିବ ଏବଂ ଧନ ସଞ୍ଚୟ ହୋଇପାରୁନାହିଁ ଏବଂ ଆପଣଙ୍କ ଜୀବନରେ ସବୁବେଳେ ଦୁଶ୍ଚିନ୍ତା ଲାଗିରହୁଥିବ ତେବେ ଆଜି ଆମେ ଆପଣଙ୍କୁ ଗୋଟେ ଉପାୟ ବିଷୟରେ ଜଣେଇବୁ ଆପଣ ଯଦି ଏହି ଉପାରେ ତୁଳସୀର ଗଛକୁ ପୂଜା କରୁଥିବେ ତାହେଲେ କିଛି ଦିନ ମଧ୍ୟରେ ଆପଣଙ୍କର ସମସ୍ତ ମନସ୍କାମନା ପୁର୍ଣ ହେବା ସହ ସବୁ ଚିନ୍ତା ଦୂର ହୋଇଯିବ।ଏହା ସହ ମା ବୃନ୍ଦାବତୀଙ୍କ ଆଶୀର୍ବାଦରୁ ହସ ଖୁସିର ବାତାବରଣ ରହିବ। ତେବେ ଆସନ୍ତୁ ଜାଣିବା ସେହିସବୁ ଉପାୟ ବିଷୟରେ।

ତ ବନ୍ଧୁଗଣ ଆପଣ ପ୍ରଥମେ ସକାଳୁ ସ୍ନାନ ସାରି ଆପଣଙ୍କ ଇଷ୍ଟ ଦେବାଦେବୀଙ୍କୁ ପୂଜା କରି ଆଳତୀ କରିନେବେ ଏବଂ ତା ପରେ ହିଁ ଆପଣ ତୁଳସୀ ଚଉରା ପାଖରେ ଯାଇ ତୁଳସୀ ମାଙ୍କୁ ପ୍ରଣାମ କର ତୁଳସୀ ଗଛ ମୂଳରେ ଶୁଦ୍ଧ ଜଳ ଅର୍ପଣ କରିନିଅନ୍ତୁ। ଏହା ପରେ ସିନ୍ଦୁର ଏବଂ ହଳଦୀ ଚଢାଇବେ। ଏହା ତୁଳସୀ ମାଙ୍କର ସିଙ୍ଗାର ହୋଇଥାଏ। ଏହା ପରେ ତୁଳସୀ ଚଉରା ତଳେ ଘିଅର ଦୀପ ଜ-ଳା-ବେ ଓ ଧୂପ କାଠି ମଧ୍ୟ ଜା-ଳି-ବେ ଏବଂ ତୁଳସୀ ଚଉରା ଚାରିପାଖରେ ୭ ଥର ପରିକ୍ରମା କରିବେ। ଏହା ପରେ ତୁଳସୀ ଚଉରା ପାଖରେ ବସି ୧୧ ଥର ତୁଳସୀ ମାଳା ଧରି ଏହି ମ-ନ୍ତ୍ରଟି ଜ-ପ କରିବେ। ମ-ନ୍ତ୍ରଟି ହେଉଛି – ମହାପ୍ରସାଦ ଜନନୀ ସର୍ବ ସୌଭାଗ୍ୟବର୍ଦ୍ଧିନି ଆଧି ବ୍ୟାଧି ହରାଂ ନିତ୍ୟଂ ତୁଳସୀତ୍ଵଂ ନମସ୍ତୁତେ। ଏହି ମନ୍ତ୍ରର ଜପ ଅବଶ୍ୟ କରିନେବେ। ଜପ କରିସାରିବା ପରେ ଆପଣଙ୍କ ମନସ୍କାମନା ମା ତୁଳସୀଙ୍କୁ ଛୁଇଁକି ଜଣାଇବେ। ଏମିତି କରିବାରେ ଆପଣଙ୍କ ମନସ୍କାମନା ନିଶ୍ଚୟ ପୂରଣ ହେବ। ଏବଂ ଘରେ ସୁଖ ସମୃଦ୍ଧି ଧନଧାନ୍ୟରେ ପରିପୂର୍ଣ୍ଣ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃ-ଖ କ-ଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *