Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ୧୦୦ ଟି ସ୍ୱପ୍ନର ମାନେ କଣ ଜଣେଇବୁ, ନିଶ୍ଚିତ ଆର୍ଟିକିଲଟି ପଢନ୍ତୁ ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆମ ଜୀବନ କାଳରେ ଆମେ ଦେଖୁଥିବା ସ୍ୱପ୍ନ ଆମକୁ କିଛି ନାଁ କିଛି ସଂକେତ ଦେଇଥାଏ। କିଛି ସ୍ୱପ୍ନ ନିରାଶା ତ କିଛି ସ୍ୱପ୍ନ ଖୁସିର ସଂକେତ ଦେଇଥାଏ। ବନ୍ଧୁଗଣ ସ୍ୱପ୍ନର ସମ୍ପର୍କ ଆ-ତ୍ମା ସହିତହୋଇଥାଏ ଏବଂ ଯେବେ ବ୍ୟକ୍ତି ନିଦ୍ରା ଅବସ୍ଥାରେ ଥାଏ ସେହି ସମୟରେ ଶରୀରରୁ ଆ-ତ୍ମା ଅଲଗା ହୋଇଯାଇଥାଏ।ଯେବେ ମନୁଷ୍ୟ ନିଦ୍ରା ଅବସ୍ଥାରେ ଥାଏ ତାର ପଞ୍ଚ ଜ୍ଞାନ ଇନ୍ଦ୍ରିୟ ମନ ଓ ପାଞ୍ଚ କର୍ମ ଇନ୍ଦ୍ରିୟ କାମ କରିବା ବନ୍ଦ କରିଦେଇଥାଏ। ଏବଂ ବ୍ୟକ୍ତିର ମସ୍ତିଷ୍କ ପୁର୍ଣ ଭାବରେ ଶାନ୍ତ ରହିଥାଏ। ସେହି ଅବସ୍ଥାରେ ମନୁଷ୍ୟକୁ ଏକ ଅନୁଭବ ହୋଇଥାଏ ଯାହା ବ୍ୟକ୍ତିର ଜୀବନ ସମ୍ବଦ୍ଧିୟ ହୋଇଥାଏ।ଏହି ଅନୁଭବକୁ ସ୍ୱପ୍ନ କୁହାଯାଏ। ଏବଂ ହିନ୍ଦୁଧର୍ମ ଶାସ୍ତ୍ର ଅନୁସାରେ ଏହି ସ୍ୱପ୍ନ ମାଧ୍ୟମରେ ଭୂତ ଭବିଷ୍ୟତ ବର୍ତ୍ତମାନ ବିଷୟରେ ଘଟି ଯାଉଥିବା ବିଷୟରେ ଜାଣିହୁଏ। ତ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ୧୦୦ ଟି ସ୍ୱପ୍ନର ଅର୍ଥ ଓ ସଂକେତ ବିଷୟରେ ଜଣେଇବୁ।

ବନ୍ଧୁଗଣ ସ୍ୱପ୍ନରେ ଶସ୍ୟ ଦେଖିବା ଚିନ୍ତା ବୃଦ୍ଧି ହୋଇଥାଏ। ସ୍ୱପ୍ନରେ ଡାଲିମ୍ବ ଖାଇବା ଧନ ଲାଭ ହୋଇଥାଏ। ଅଜଣା ବ୍ୟକ୍ତଙ୍କୁ ଦେଖିବା ଅନିଷ୍ଟ ଘଟିବାର ପୂର୍ବ ସୂଚନା ଦେଇଥାଏ। ସ୍ୱପ୍ନରେ ଜୁଆଣି ଖାଇବା ସ୍ୱାସ୍ଥ୍ୟ ଲାଭ ହୋଇଥାଏ।ଶିକ୍ଷକ କିମ୍ବା ଅଧ୍ୟାପକଙ୍କୁ ଦେଖିବା ସଫଳ ପ୍ରାପ୍ତି ହୋଇଥାଏ। ସ୍ୱପ୍ନରେ ଅନ୍ଧକାର ଦେଖିବା ବିପତ୍ତି ଆସିଥାଏ। ସ୍ୱପ୍ନରେ ଅକ୍ଷୟ ଦେଖିବା ଭୋଜନ ଓ ଧନ ବୃଦ୍ଧି ହୋଇଥାଏ। ଅନ୍ଧକୁ ଦେଖିବା କାର୍ଯ୍ୟରେ ବାଧା ପ୍ରାପ୍ତ ହୋଇଥାଏ। ଅଫସରା ଦେଖିବା ଧନ ଓ ମାନ ସମ୍ମାନ ବୃଦ୍ଧି ହୋଇଥାଏ। ସ୍ୱପ୍ନରେ ଶବ ଯାତ୍ରା ଦେଖିବା ଧନପ୍ରାପ୍ତି ଓ ଶୁଭ ସମାଚାର ପ୍ରାପ୍ତ ହୋଇଥାଏ। ପିଜୁଳି ଖାଇବା ଧନଲାଭ ହୋଇଥାଏ। ସେହିପରି ସ୍ୱପ୍ନରେ ଅଦା ଖାଇବା ଦେଖିଲେ ମାନ ସମ୍ମାନର ବୃଦ୍ଧି ହୋଇଥାଏ। ବନ୍ଦ ଆଲମାରୀ ସ୍ୱପ୍ନରେ ଦେଖିଲେ ଶୁଭ ଓ ଧନଲାଭ ହୋଇଥାଏ। ଯଦି ସ୍ୱପ୍ନରେ ଖୋଲା ଆଲମାରୀ ଦେଖନ୍ତି ଧନହାନି ହୋଇଥାଏ। ସ୍ୱପ୍ନରେ ଅଙ୍ଗୁର ଖାଇବା ଦେଖିଲେ ସ୍ୱାସ୍ଥ୍ୟ ଲାଭ ହୋଇଥାଏ। ଅଙ୍ଗ ରକ୍ଷକ ଦେଖିଲେ ଆ-ଘାତ ପାଇବାର ସଂକେତ ମିଳିଥାଏ। ସେହିପରି ନିଜକୁ ଆକାଶରେ ଉଡିବାର ଦେଖିଲେ ସଫଳତା ପ୍ରାପ୍ତ ହୋଇଥାଏ। ସ୍ୱପ୍ନରେ କେହି ନିଜକୁ ଆକ୍ରମଣ କରିବା ଦେଖିଲେ ଆୟ ବୃଦ୍ଧି ହୋଇଥାଏ। କଟି ଯାଇଥିବା ଅଙ୍ଗ ସ୍ୱପ୍ନରେ ଦେଖିଲେ ସ୍ୱାସ୍ଥ୍ୟ ଲାଭ ହୋଇଥାଏ। ଅଙ୍ଗ ଦାନ କରିବାର ଦେଖିଲେ ଉଜ୍ଵଳ ଭବିଷ୍ୟତ ଓ ପୁରସ୍କୃତ ହୋଇଥାଏ। ଆଙ୍ଗୁଠି ମୁହଁରେ ଦେବା ଦେଖିଲେ ପୈତୃକ ସମ୍ପତି ବିବାଦ ଲାଗି ରହିଥାଏ। କୌଣସି ଅନ୍ତ୍ୟଷ୍ଟି କ୍ରିୟା ଘରେ ମାଙ୍ଗଳିକ କାର୍ଯ୍ୟ ହୋଇଥାଏ। ସ୍ୱପ୍ନରେ ଅସ୍ତି ଦେଖିବା ସଙ୍କଟ ଟଳି ଯାଇଥାଏ। ସ୍ୱପ୍ନରେ ନିଜକୁ ନିଜେ ଦେଖିବା ଦୂର ଯାତ୍ରା କରିପାରନ୍ତି। ସେହିପରି ସ୍ୱପ୍ନରେ ଖବର କାଗଜ ପଢିବା ଦେଖିବା ବାଦ ବି-ବାଦରେ ପଡିପାରନ୍ତି। ଆଚାର ଖାଇବା ବା ତିଆରି କରିବା ସ୍ୱପ୍ନରେ ଦେଖିଲେ ମୁଣ୍ଡବିନ୍ଧା ଓ ପେଟବ୍ୟଥା ହୋଇଥାଏ। ଅଟହାସ୍ୟ କରୁଥିବାର ସ୍ୱପ୍ନରେ ଦେଖିଲେ ଅଶୁଭ ସମାଚାର ମିଳିଥାଏ। ଅଧ୍ୟକ୍ଷ ହେବାର ସ୍ୱପ୍ନରେ ଦେଖିଲେ ମାନ ସମ୍ମାନ ହାନି ହୋଇଥାଏ। ଅଧ୍ୟୟନ କରିବା ସ୍ୱପ୍ନରେ ଦେଖିଲେ ଅସଫଳତା ମିଳିଥାଏ। ଅପହରଣ କରୁଥିବାର ସ୍ୱପ୍ନରେ ଦେଖିଲେ ଆ-ୟବୃଦ୍ଧି ହୋଇଥାଏ।ଅଭିମାନ କରିବା ଦେଖିଲେ ଅପମାନିତ ହୋଇଥାନ୍ତି। ଅର୍ଦ୍ଧଚନ୍ଦ୍ର ସ୍ୱପ୍ନରେ ଦେଖିଲେ ମହିଳାଙ୍କ ଠାରୁ ସହଯୋଗ ପାଇବେ। ସ୍ୱପ୍ନରେ ଅମାବାସ୍ୟା ଦେଖାଗଲେ ଦୁଃଖ ଓ ସ-ଙ୍କଟରୁ ମୁକ୍ତି ମିଳିଥାଏ। ଅଗର୍ବତୀ ଦେଖିବା ଧାର୍ମିକ ଅନୁଷ୍ଠାନ ହୋଇପାରେ। ଅପଠନିୟ ଅକ୍ଷର ପଢିବା ଦେଖିଲେ ଦୁଃଖ ଖବର ମିଳିଥାଏ। ଅଜଣା ବସ୍ତୁ ଦେଖିବା ପ୍ରିୟଜନଙ୍କ ଆସିବା ଖବର ମିଳିଥାଏ। ସ୍ୱପ୍ନରେ ଅଜଗର ସାପ ଦେଖିଲେ ବ୍ୟାପାରରେ କ୍ଷତି ହୋଇଥାଏ। ଅସ୍ତ୍ର ଶସ୍ତ୍ର ସ୍ୱପ୍ନରେ ଦେଖିବା ସଙ୍କଟରୁ ରକ୍ଷା ମିଳିଥାଏ। ଜଳନ୍ତା କୋଇଲା ଉପରେ ଚାଲିବା ଦେଖିଲେ ଶାରୀରିକ କଷ୍ଟ ମିଳିଥାଏ। ସ୍ୱପ୍ନରେ ସମ ସଂଖ୍ୟା ଦେଖିବା ଅଶୁଭ ହୋଇଥାଏ କିନ୍ତୁ ବିଷମ ସଂଖ୍ୟା ଦେଖିବା ଶୁଭ ହୋଇଥାଏ। ଅସ୍ତ୍ରରେ ନିଜେ କଟିଯାଉଥିବାର ଦେଖିବା ଶୀଘ୍ର କଷ୍ଟ ମିଳିଥାଏ। ସ୍ୱପ୍ନରେ ନିଜ ଦାନ୍ତ ଝଡ଼ିଯିବାର ଦେଖିଲେ ସମ୍ପର୍କୀୟଙ୍କୁ କଷ୍ଟ ହୁଏ। ସେହିପରି ସ୍ୱପ୍ନରେ ଲୁହ ଦେଖିଲେ ପରିବାରରେ ମଙ୍ଗଳ କାର୍ଯ୍ୟ ହୁଏ। କାହାର ଡାକ ସ୍ୱପ୍ନରେ ଶୁଭିଲେ ଭଲ ସମୟ ଆସିବାର ସଂକେତ ମିଳିଥାଏ। ସ୍ୱପ୍ନରେ ଅଧିକ ପବନ ବହିବା ଦେଖିଲେ ସ-ଙ୍କଟରୁ ମୁକ୍ତି ମିଳେ। ଯଦି ସ୍ୱପ୍ନରେ ଦର୍ପଣ ଦେଖନ୍ତି ଇଛା ପୂରଣ ହୋଇଥାଏ। ଯଦି ଦର୍ପଣରେ ନିଜ ମୁହଁ ଦେଖନ୍ତି ଚାକିରୀରେ ସମସ୍ୟା ଏବଂ ପତ୍ନୀଙ୍କ ସହ କଳହ ହୋଇପାରେ। କିନ୍ତୁ ସ୍ୱପ୍ନରେ ସ୍ୱର୍ଗ ଦେଖିବା ଉଚ୍ଚ ପଦ ପ୍ରାପ୍ତି ହୋଇଥାଏ। ସେହିପରି ସ୍ୱପ୍ନରେ ନିଆଁ ଦେଖିବା ଭୁଲ ତରିକାରେ ଧନ ପ୍ରାପ୍ତି ହୋଇଥାଏ। ସ୍ୱପ୍ନରେ ସ୍ଵର୍ଗରେ ନିଜକୁ ଦେଖିବା ସୁଖ ଯାତ୍ରାର ସଂକେତ ମିଳିଥାଏ। ସେହିପରି ସ୍ୱର୍ଗରୁ ତଳକୁ ଖସିବା ଦେଖିବା ବ୍ୟବସାୟରେ ହାନି ହୋଇଥାଏ।ଅଗ୍ନିରେ ଭୋଜନ ତିଆରି କରୁଥିବାର ଦେଖିଲେ ଧନଲାଭ ପଦନ୍ନତି ହୋଇଥାଏ। ନି-ଆଁରେ କପଡାକୁ ପୋଡ଼ୁଥିବାର ଦେଖିଲେ ଅନେକ ଦୁଃଖ ମିଳେ। ସ୍ୱପ୍ନରେ ଆଳୁ ଦେଖିଲେ ଭରପୁର ଭୋଜନ ପ୍ରାପ୍ତି ହୋଇଥାଏ। ସ୍ୱପ୍ନରେ ଅଁଳା ଦେଖିବା ମନସ୍କାମନା ପୁର୍ଣ ହୋଇନଥାଏ। ସେହିପରି ଅଁଳା ଖାଉଥିବାର ଦେଖିଲେ ମନସ୍କାମନା ପୁର୍ଣ ହୋଇଥାଏ। ସ୍ୱପ୍ନରେ ଆମ୍ବ ଖାଇବା ଦେଖିଲେ ଧନ ଓ ସନ୍ତାନ ସୁଖ ମିଳିଥାଏ। ପୁରୁଷ ସ୍ତ୍ରୀକୁ ଆ-ଲିଙ୍ଗନ କରିବାର ସ୍ୱପ୍ନରେ ଦେଖିଲେ କା-ମସୁଖର ପ୍ରାପ୍ତି ହରେଥାଏ। ସେହିପରି ସ୍ତ୍ରୀ ପୁରୁଷକୁ ଆଲି-ଙ୍ଗନ କରିବାର ଦେଖିଲେ ପୋତିକୁ ଧକା ମିଳେ। ପୁରୁଷ ପୁରୁଷକୁ ଆଲି-ଙ୍ଗନ କରିବାର ଦେଖିଲେ ଶ-ତ୍ରୁତା ବୃଦ୍ଧି ହୁଏ। ସେହିପରି ସ୍ୱପ୍ନରେ ମହିଳା ମହିଳାଙ୍କୁ ଆଲିଙ୍ଗନ କରିବାର ଦେଖିଲେ ଧନପ୍ରାପ୍ତି ହୋଇଥାଏ। ସ୍ୱପ୍ନରେ ଆ-ତ୍ମହ-ତ୍ୟା କରୁଥିବାର ଦେଖିଲେ ଆୟବୃଦ୍ଧି ହୋଇଥାଏ। ସ୍ୱପ୍ନରେ ପଣତ ଦେଖିବା ପ୍ରତିଯୋଗିତାରେ ବିଜୟ ଲାଭ ହୋଇଥାଏ। ସେହିପରି ପଣତରେ ଲୁହ ପୋଛିବା ଦେଖିଲେ ଭଲ ସମୟ ଆସିବାର ସଂକେତ ମିଳିଥାଏ। ସ୍ୱପ୍ନରେ ପଣତରେ ମୁହଁ ଲୁଚାଇବା ଦେଖିଲେ ମାନ ସମ୍ମାନ ପ୍ରାପ୍ତି ହୋଇଥାଏ। ସ୍ୱପ୍ନରେ ଆବେଦନ ଲେଖୁଥିବାର ଦେଖିଲେ ଦୂରଯାତ୍ରା ଗମନ ହୋଇଥାଏ। ସ୍ୱପ୍ନରେ ଆଶ୍ରମ ଦେଖିବା ବ୍ୟବସାୟରେ କ୍ଷତି ହୋଇଥାଏ। ସ୍ୱପ୍ନରେ ଅଟା ଦେଖିବା କାର୍ଯ୍ୟ ପୁର୍ଣ ହୋଇଥାଏ। ସ୍ୱପ୍ନରେ ଆଇସକ୍ରିମ ଦେଖିବା ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ। ସ୍ୱପ୍ନରେ ତେନ୍ତୁଳି ଖାବାର ଦେଖିଲେ ମହିଳାଙ୍କ ପାଇଁ ଶୁଭ ହୋଇଥାଏ ଏବଂ ପୁରୁଷ ମାନଙ୍କ ପାଇଁ ଅଶୁଭ ହୋଇଥାଏ। ଇଷ୍ଟଙ୍କ ମୂର୍ତି ଚୋରି ହେବାର ଦେଖିଲେ ମୃ-ତ୍ୟୁତୁ-ଲ୍ୟ କଷ୍ଟ ମିଳିଥାଏ। ସ୍ୱପ୍ନରେ ଅତର ଲଗାଇବା ଦେଖିଲେ ଶୁଭଫଳ ଏବଂ ମାନ ସମ୍ମାନ ବୃଦ୍ଧି ହୋଇଥାଏ। କୋଠା ଘରର ସ୍ୱପ୍ନ ଦେଖିବା ମାନ ସମ୍ମାନ ଓ ଧନଲାଭ ମିଳିଥାଏ। ସ୍ୱପ୍ନରେ ଇଟା ଦେଖିବା କଷ୍ଟ ମିଳିଥାଏ। ସ୍ୱପ୍ନରେ ଇନ୍ଦ୍ରଧନୁ ଦେଖିବା ସଙ୍କଟ ଓ ଧନହାନି ବୃଦ୍ଧି ହୋଇଥାଏ। ଉଦଘାଟନ ହେବାର ଦେଖିଲେ ଅଶୁଭ ସଂକେତ ମିଳିଥାଏ। ଉଧାରୀ ନେବା ବା ଦେବା ଦେଖିଲେ ଧନ ପ୍ରାପ୍ତି ହୋଇଥାଏ। ସ୍ୱପ୍ନରେ ପେଚା ଦେଖିବା ଦୁଃଖ ସଂକେତ ମିଳିଥାଏ। ସ୍ୱପ୍ନରେ ଓଲଟା ବସ୍ତ୍ର ପିନ୍ଧିବା ଅପମାନ ହେବାର ସଂକେତ ମିଳିଥାଏ। ସ୍ୱପ୍ନରେ ଆଲୋକ ଦେଖିବା ଭବିଷ୍ୟତରେ ସଫଳତା ମିଳିଥାଏ। ସ୍ୱପ୍ନରେ ଉଚ୍ଚ ପାହାଡ଼ ଦେଖିବା ପରିଶ୍ରମ ପରେ ସଫଳତା ମିଳିବ। ଉଚ୍ଚ ବୃକ୍ଷ ଦେଖିବା ମନସ୍କାମନା ପୁର୍ଣ ହେବାର ବିଳମ୍ବ ହେବ। କୌଣସି ବ୍ୟକ୍ତିକୁ ଗାତ ଖୋଳୁଥିବାର ଦେଖିବା ଧନ ପ୍ରାପ୍ତି ହୋଇଥାଏ। ସ୍ୱପ୍ନରେ ନିଜର ହତ୍ୟା ଦେଖିବା ଶୁଭ ହୋଇଥାଏ। ସ୍ୱପ୍ନରେ କଲମ ଦେଖିବା ବିଦ୍ୟା ବା ଧନପ୍ରାପ୍ତି ହୋଇଥାଏ। କଳା କୁକୁର ଦେଖିବା ମାନ ସମ୍ମାନ ବୃଦ୍ଧି ହୋଇଥାଏ। ସ୍ୱପ୍ନରେ କର୍ପୂର ଦେଖିବା ବ୍ୟାପାରରେ ବୃଦ୍ଧି ହୋଇଥାଏ। ସ୍ୱପ୍ନରେ କବାଡ଼ି ଖେଳ ଦେଖିବା ଭଲ ସମୟ ଆରମ୍ଭ ହେବାକୁ ଯାଉଛି। ସ୍ୱପ୍ନରେ ପାରା ଦେଖିବା ପ୍ରେମିକା ସହିତ ଦେଖା ହେବ। ସେହିପରି ପାରାଗୋଷ୍ଠୀ ଦେଖିବା ଶୁଭ ସମାଚାର ପ୍ରାପ୍ତି ହୋଇଥାଏ। ସ୍ୱପ୍ନରେ ପଦ୍ମ ଫୁଲ ଦେଖିବା ଜ୍ଞାନ ପ୍ରାପ୍ତି ହୋଇଥାଏ। କପା ଦେଖିବା ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ସ୍ୱପ୍ନରେ ଚୁଡ଼ି ଦେଖିବା ଅପମାନର ସଂକେତ ମିଳିଥାଏ। ସ୍ୱପ୍ନରେ କଖାରୁ ଦେଖିବା ପେଟ ବ୍ୟଥା ହୋଇଥାଏ। କଇଁଛ ଦେଖିବା ଶୁଭ ସମାଚାର ପ୍ରାପ୍ତି ହୋଇଥାଏ। ସ୍ୱପ୍ନରେ କଳସ ଦେଖିବା ସଫଳତା ମିଳିଥାଏ। ସ୍ୱପ୍ନରେ କମ୍ବଳ ଦେଖିବା ରୋଗର ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ସ୍ୱପ୍ନରେ କନ୍ୟାକୁ ଦେଖିବା ଧନ ବୃଦ୍ଧି ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *