Excuse Me Odisha

ଯାହା କହିବୁ ସତ କହିବୁ

ଜୁଲାଇ ମାସରେ ଆସୁଛି ଖୁସି ଖବର,୫ ଟି ରାଶି ହେବେ ଭାଗ୍ୟଶାଳୀ, ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜିର ଦୁନିଆରେ ସମସ୍ତେ ଏହା ଭାବି ଥାଆନ୍ତି ଯେ ଶୀଘ୍ର ରୁ ଅତି ଶୀଘ୍ର ଧନ ସମ୍ପତ୍ତି ମିଳିଯାଉ। ଖୁବ ଶୀଘ୍ର ଧନ ଓ ପ୍ରତିଷ୍ଠା ବ୍ୟକ୍ତି ହୋଇଯାଉ। ଯାହା ଦ୍ୱାରା ସେ ନିଜର ସମସ୍ତ ଆବଶ୍ୟକତାକୁ ପୂରଣ କରିପାରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୨ ଟି ରାଶି ବିଷୟରେ କୁହାଯାଇଛି।ସବୁ ରାଶିର ବ୍ୟକ୍ତିଙ୍କ ଠାରେ କିଛି ବିଶେଷ ଗୁଣରହିଥାଏ। ଯାହା ସେମାନଙ୍କୁ ଅନ୍ୟ ରାଶିର ବ୍ୟକ୍ତି ମାନଙ୍କ ଠାରୁ ଭିନ୍ନ ବନେଇଥାଏ। କିନ୍ତୁ ସମସ୍ତଙ୍କୁ ଧନୀ ହେବାର ଇଛା ବହୁତ ରହିଥାଏ। ଏଣୁ ବ୍ୟକ୍ତି ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରି ଧନୀ ହୋଇପାରିବେ। ତେଣୁ ଆଜି ଆମେ କିଛି ରାଶି ଗୁଡିକ ବିଷୟରେ ଜଣେଇବାକୁ ଯାଉଛୁ ଯେଉଁମାନେ ଏହି ୨୦୨୧ ମସିହାରେ ଧନୀ ହେବାକୁ ଯାଉଛନ୍ତି ଜୁଲାଇ ମାସରେ। ଏମାନଙ୍କୁ ଧନୀ ବେବାରୁ କେହି ଅଟକାଇ ପାରିବେ ନାହିଁ। ଏହି ରାଶିର ବ୍ୟକ୍ତି ମାନଙ୍କୁ ନିଜର କଠୋର ପରିଶ୍ରମର ଫଳର ଜୁଲାଇ ମାସରେ ଖୁବଶୀଘ୍ର ମିଳିବାକୁ ଯାଉଛି। ଅତି ଶୀଘ୍ର ଏହି ରାଶିଙ୍କୁ ଖୁସି ଏବଂ ଧନ ସମ୍ପତ୍ତି ମିଳିବା ପାଇଁ ଯାଉଛି। ଯାହାକି ସେମାନେ ପୂର୍ବରୁ କଳ୍ପନା ମଧ୍ୟ କରିନଥିବେ।ପ୍ରକୃତରେ ଏହି ଜୁଲାଇ ମାସରେ ଗ୍ରହ ମାନଙ୍କର ସ୍ଥିତି ଓ ସ୍ଥାନ ପରିବର୍ତ୍ତନ ହେବାକୁ ଯାଉଛି। ଗ୍ରହ ମାନଙ୍କର ସ୍ଥାନ ପରିବର୍ତ୍ତନ ହେବାର ଶୁଭ ଫଳ ଏହି ୫ ଟି ରାଶି ଉପରେ ପଡିବ। ତେବେ କଣ ସେହି ରାଶି ଗୁଡିକ ଆସନ୍ତୁ ଜାଣିବା।

ବୃଷ ରାଶି:-

ବନ୍ଧୁଗଣ ଜାଣି ରଖନ୍ତୁ ଯେ ଶୁକ୍ରଙ୍କୁ ବୃଷ ରାଶିର ସ୍ୱାମୀ ଭାବରେ ଗ୍ରହଣ କରାଯାଇଥାଏ। ଶୁକ୍ର ବହୁତ ଏକ ଶୁଭ ସୁଖ ସୁବିଧାର ସ୍ୱାମୀ ଅଟନ୍ତି। ଆପଣଙ୍କ କୁଣ୍ଡଳୀରେ ଏହି ବର୍ଷ ଜୁଲାଇ ମାସରେ ଶୁକ୍ର ବଲବାନ ଅଟେ। ତେଣୁ ଏହି ବର୍ଷ ଆପଣଙ୍କୁ ଧନବାନ ହେବାରୁ କେହିବି ମଧ୍ୟ ରୋକି ପାରିବେ ନାହିଁ। ଏହି ରାଶିରେ ସ୍ୱାମୀ ଶୁକ୍ର ମଧ୍ୟ ବହୁତ ବଳବାନ ଅଟନ୍ତି। ଏହି ରାଶିର ଲୋକେ ନିଶ୍ଚିତ ଭାବରେ ଏହି ମାସରେ ଧନୀ ହୋଇଥାନ୍ତି।

ମିଥୁନ ରାଶି:-

ଏହି ରାଶିର ଜନ୍ମ କୁଣ୍ଡଳୀ ମଧ୍ୟରେ ଯଦି ସ୍ୱାମୀ ଉଚ୍ଚ ସ୍ଥାନରେ ରହିଥାନ୍ତି ତାହେଲେ ଏହି ରାଶିର ବ୍ୟକ୍ତିଙ୍କ ପାଖକୁ ଅପାର ଧନ ସମ୍ପତ୍ତି ଆସିଥାଏ। ୨୦୨୧ ମସିହା ଜୁଲାଇ ମାସ ସେହି ସମୟ ଅଟେ। ସେତେ ପର୍ଯ୍ୟନ୍ତ ଆପଣ ବହୁତ ସ୍ୱାଭିମାନ ଓ ପରିଶ୍ରମ ସହିତ କାର୍ଯ୍ୟ କରୁଛନ୍ତି ଯାହାର ଫଳ ଆପଣଙ୍କୁ ଏହି ଜୁଲାଇ ମାସରେ ନିଶ୍ଚିତ ଭାବରେ ମିଳିବ। ଶୁଭ ଖବର ପାଇଁ ପ୍ରସ୍ତୁତ ରୁହନ୍ତୁ।

ଧନୁ ରାଶି:-

ଗୁରୁଙ୍କୁ ଧନୁ ରାଶିର ସ୍ୱାମୀ ବୋଲି କୁହାଯାଇଥାଏ। ଏହି ରାଶିର ଲୋକଙ୍କ ଭାଗ୍ୟ ବିଶେଷ ଭଲ ହୋଇନଥାଏ। କିନ୍ତୁ ଏମାନେ ନିଜର ପରିଶ୍ରମ ବଳରେ ସବୁକିଛି ପ୍ରାପ୍ତ କରିଥାନ୍ତି। ଏହି ରାଶିର ଲୋକମାନଙ୍କୁ ସବୁକିଛି ଭାଗ୍ୟ ଉପରେ ନଛାଡି ନିଜ ପରିଶ୍ରମ ଉପରେ ଧ୍ୟାନ ଦେବା ଆବଶ୍ୟକ। କିନ୍ତୁ ଯେଉଁଦିନ ଏମାନଙ୍କ ଭାଗ୍ୟ ପରିବର୍ତ୍ତନ ହୁଏ ଲୋକେ ଏମାନଙ୍କୁ ଦେଖି ଆ-ଶ୍ଚର୍ଯ୍ୟ ହୋଇଯାନ୍ତି। ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ପରିବର୍ତ୍ତନ ହେବାର ସମୟ ଆସି ପହଂଚିଯାଇଛି। କଠିନ ପରିଶ୍ରମର ଫଳ ଏହି ଜୁଲାଇ ମାସରେ ଆପଣଙ୍କୁ ନିଶ୍ଚିତ ଭାବରେ ମିଳିବାକୁ ଯାଉଛି। ଏହି ବର୍ଷ ଆପଣଙ୍କ ରାଶିରେ ଶୁକ୍ର ସାମିଲ ହେବେ। ଯାହାର ଶୁଭ ଫଳ ଆପଣଙ୍କୁ ନିଶ୍ଚିତ ଭାବରେ ଏହି ମାସରେ ମିଳିବ।

କୁମ୍ଭ ରାଶି:-

ଶନିଙ୍କୁ କୁମ୍ଭ ରାଶିର ସ୍ୱାମୀ ବୋଲି କୁହାଯାଏ। ଯାହାର ରାଶି କୁମ୍ଭ ଅଟେ ଏବଂ ଶନି ସୁଦୃଢ଼ ଅଟନ୍ତି ଏବଂ ସେହି ଲୋକମାନେ ବିନା ପରିଶ୍ରମରେ ଧନୀ ହୋଇଯାଆନ୍ତି। ଏହି ବର୍ଷ ବିନା ପରିଶ୍ରମରେ ଏହି ରାଶିର ଲୋକଙ୍କ ଭାଗ୍ୟ ଏହି ଜୁଲାଇ ମାସରେ ବଦଳିବାକୁ ଯାଉଛି। ଆପଣ କେବଳ ସେହି ଦିନକୁ ଅପେକ୍ଷା କରିଥାନ୍ତୁ ଏବଂ ନିଜର କଠିନ ପରିଶ୍ରମ ଜାରି ରଖନ୍ତୁ।

ତୁଳା ରାଶି:-

ଏହି ରାଶିର ସ୍ୱାମୀ ଶୁକ୍ର ଅଟନ୍ତି। ଯେଉଁ ରାଶିରେ ସ୍ୱାମୀ ଶୁକ୍ର ଅଟନ୍ତି ସେହି ରାଶିର ଲୋକ ଧନୀ ହୋଇଥାନ୍ତି।ଯେଉଁମାନଙ୍କ କୁଣ୍ଡଳୀରେ ମଧ୍ୟମରେ ଶୁକ୍ର ଉଚ୍ଚ ରାଶିରେ ରହୁଛନ୍ତି ସେମାନଙ୍କୁ ଧନୀ ହେବାରୁ କେହିବି ଅଟକାଇ ପାରିବେ ନାହିଁ। ଶୁଭ ଖବର ପାଇବା ପାଇଁ ପ୍ରସ୍ତୁତ ରୁହନ୍ତୁ। ଏହି ଜୁଲାଇ ମାସରେ ଆପଣଙ୍କୁ ଧନ ସମ୍ପତ୍ତି ମିଳିବା ସହିତ ଭୌତିକ ସୁଖ ସୁବିଧା ପ୍ରାପ୍ତ ମଧ୍ୟ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *