Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯଦି ଜୀବନରେ ସଫଳ ହେବାକୁ ଚାହୁଁଥିବେ ତାହେଲେ ଏହି ୫ ଟି କଥା ମନେ ରଖନ୍ତୁ। ତେବେ ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ବନ୍ଧୁଗଣ କିଛି ଲୋକ ଏମିତି ହୋଇଥାନ୍ତି ଯେଉଁମାନେ ଅନ୍ୟକୁ ଅପମାନ କରି ଆନନ୍ଦ ପାଇଥାନ୍ତି। ଏପରି ଲୋକ ବାରମ୍ବାର ସମସ୍ତଙ୍କ ସାମ୍ନାରେ କାହାର ନାଁ କାହାର ଖରାପ କରି ତାକୁ ଅପମାନ କରିବା ପାଇଁ ଚେଷ୍ଟା କରିଥାନ୍ତି।ଯଦି ଆପଣଙ୍କ ସହିତ କିଏ ଏପରି କରୁଥାଏ ତ ଆପଣଙ୍କୁ କଣ କରିବା ଉଚିତ। ନିଜେ ଭଗବାନ ଶ୍ରୀକୃଷ୍ଣ ଜବାବ ଦେଇଛନ୍ତି। ମହାଭାରତରେ ଭଗବାନ ଶ୍ରୀକୃଷ୍ଣ ଏବଂ ଶିଶୁପାଳ ପ୍ରସଙ୍ଗ ପ୍ରସିଦ୍ଧ ଅଟେ। ସେହି ପ୍ରସଙ୍ଗରୁ ଆମେ ଶିଖି ପାରିବା ଯେ ଯଦି କିଏ ଆମର ଅପମାନ କରୁଥାଏ ତ ଆମକୁ କଣ କରିବା ଉଚିତ। ମହାଭାରତରେ ଶିଶୁପାଳ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରସଙ୍ଗ ବହୁତ ଚର୍ଚ୍ଚିତ ଅଟେ। ଶିଶୁପାଳ ଭଗବାନ ଶ୍ରୀକୃଷ୍ଣଙ୍କର ବୁଆଙ୍କ ପୁତ୍ର ଅଟନ୍ତି ଏବଂ ଚଉଦି ନଗରର ରାଜା ଥିଲେ।ଭଗବାନ ଶ୍ରୀକୃଷ୍ଣ ଶିଶୁପାଳଙ୍କର ମାତାଙ୍କୁ ଏହା ବଚନ ଦେଇଥିଲେ କି ସେ ଶିଶୁପାଳଙ୍କର ଶହେ ଭୁଲକୁ କ୍ଷମା କରିବେ। କିନ୍ତୁ ଶହେ ଭୁଲ ପୁରା ହୋଇଗଲେ ସେ ତାଙ୍କ ଉଚିତ ଦଣ୍ଡ ଅବଶ୍ୟ ଦେବେ। ଦୁଦର୍ମା ରାଜାଙ୍କର ରୁକ୍ମି,ରୁକ୍ମତ,ରୁକମବାହୁ,ରୁକମକେଶ,ରୁକମବାଲୀ ନାମକ ୫ ଟି ପୁତ୍ର ଥିଲେ। ତାଙ୍କର ଗୋଟିଏ ପୁତ୍ରୀ ଥିଲା ଯାହାର ନାମ ରୁକ୍ମଣୀ। ରୁକ୍ମଣୀଙ୍କ ମାତା ପିତା ତାଙ୍କର ବିବାହ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ କରିବାକୁ ଚାହୁଁଥିଲେ। କିନ୍ତୁ ରୁକ୍ମଣୀଙ୍କର ବଡ଼ ଭାଇ ଚାହୁଁଥିଲେ କି ତାଙ୍କର ଭଉଣୀଙ୍କ ବିବାହ ଚଉଦ ନଗରର ରାଜା ଶିଶୁପାଳ ସହିତ ହେଉ ବୋଲି।ଏଥିପାଇଁ ସେ ରୁକ୍ମଣୀଙ୍କୁ ଶିଶୁପାଳ ପାଖକୁ ପଠାଇଦେଲେ।ରୁକ୍ମଣୀ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରେପ କରୁଥିଲେ। ଏଥିପାଇଁ ଭଗବାନ ଶ୍ରୀକୃଷ୍ଣଙ୍କୁ ଗୋଟିଏ ବ୍ରାହ୍ମଣ ହାତରେ ସନ୍ଦେଶ ପଠାଇଲେ।ଭଗବାନ ଶ୍ରୀକୃଷ୍ଣ ମଧ୍ୟ ରୁକ୍ମଣୀଙ୍କୁ ପ୍ରେମ କରୁଥିଲେ। ଏବଂ ସେ ଏହାବି ଭାବିଥିଲେ କି ରୁକ୍ମଣୀଙ୍କ ବାପା ମା ତାଙ୍କର ବିବାହ ମୋ ସହ କରିବାକୁ ଚାହୁଁଛନ୍ତି। କିନ୍ତୁ ତାଙ୍କ ବଡ଼ ଭାଇ ରୁକ୍ମି ଭଗବାନ ଶ୍ରୀକୃଷ୍ଣଙ୍କୁ ଶତ୍ରୁ ବୋଲି ଭାବୁଥିଲେ। ଏହି କାରଣରୁ ସେ ଏହି ବିବାହ ହେବାକୁ ଦେଉନଥିଲେ। ଭଗବାନ ଶ୍ରୀକୃଷ୍ଣ ରୁକ୍ମିକଙ୍କ ବିରୋଧ ସତେ ବି ରୁକ୍ମଣୀଙ୍କୁ ବିବାହ କରିନେଲେ।ଏହି ବିବାହକୁ ଚଉଦି ନଗରର ରାଜା ଶିଶୁପାଳ ଅପମାନ ବୋଲି ଭାବିନେଲେ ଏବଂ ଶ୍ରୀକୃଷ୍ଣଙ୍କୁ ନିଜର ଶତ୍ରୁ ବୋଲି ମାନିନେଲେ। କିଛି ସମୟ ପରେ ଯେବେ ଯୁଧିଷ୍ଠିର ସୂର୍ଯ୍ୟଯଜ୍ଞର ଆୟୋଜନ କରୁଥିଲେ ତ ସେହି ଯଜ୍ଞରେ ସବୁ ରାଜା ଆମନ୍ତ୍ରିତ ହୋଇଥିଲେ। ସେ ଯଜ୍ଞରେ ଶିଶୁପାଳ ମଧ୍ୟ ଆସିଥିଲେ। ଦେବତାଙ୍କ ଜାଗାରେ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜା କରାଯାଉଛି ଦେଖି ଶିଶୁପାଳ ବହୁତ କ୍ରୋଧିତ ହୋଇଗଲା। ସେ ଶ୍ରୀକୃଷ୍ଣଙ୍କୁ ଅପଶବ୍ଦ କହିବା ଆରମ୍ଭ କରିଦେଲା।ଯଜ୍ଞରେ ଉପସ୍ଥିତ ସବୁ ଲୋକ ଶିଶୁପାଳକୁ ବୁଝାଇବାକୁ ବହୁତ ଚେଷ୍ଟା କଲେ କିନ୍ତୁ ସେ ମାନିନଥିଲେ। ଅର୍ଜୁନ ଭୀମ ଶିଶୁପାଳକୁ ମାରିବାକୁ ଠିଆ ହୋଇଗଲେ। କିନ୍ତୁ ଶ୍ରୀକୃଷ୍ଣ ସେ ଦୁହିଁଙ୍କୁ ମନା କଲେ। ଶିଶୁପାଳ ଲଗାତାର ଗାଳି ଦେବାରେ ଲାଗିଗଲେ। ଏବଂ ଶ୍ରୀକୃଷ୍ଣ ତାଙ୍କର ଗାଳିକୁ ଶୁଣି ଧୀରେ ରହୁଥିଲେ। ଯେବେ ଶିଶୁପାଳ ଅପଶବ୍ଦ କହିଲେ ତ ଶ୍ରୀକୃଷ୍ଣ କହିଲେ ଏବେ ତୁମେ ରହିଯାଅ। ନଚେତ ପରିଣାମ ଭଲ ହେବନାହିଁ। ଶ୍ରୀକୃଷ୍ଣ ବୁଝାଇବା ପରେ ମଧ୍ୟ ଶିଶୁପାଳ ରହିଲେ ନାହିଁ ନିଜର ଅପଶବ୍ଦ କହିଚାଲିଥିଲେ। ଶ୍ରୀକୃଷ୍ଣ ବୁଝାଇବା ପରେ ମଧ୍ୟ ଶିଶୁପାଳ ମୁହଁରୁ ଆଗରୁ ଯେମିତି ଅପଶବ୍ଦ ବାହାରୁଥିଲା ଠିକ ସେମିତି ସେ କହିଚାଲିଥିଲେ। ତ ଶ୍ରୀକୃଷ୍ଣ ନିଜର ସୁଦର୍ଶନ ଚକ୍ରରେ ତାଙ୍କର ମସ୍ତକକୁ କାଟିଦେଲେ। ବନ୍ଧୁଗଣ ଏହି ପ୍ରସଙ୍ଗରେ ଆମେ ଏହା ଶିଖିବା ଯେ ଯଦି କୌଣସି ବ୍ୟକ୍ତି ବାରମ୍ବାର ଆମର ଅପମାନ କରୁଛି ତ ତାକୁ ବୁଝାଇବା ପାଇଁ ପ୍ରୟାସ କରନ୍ତୁ। କିନ୍ତୁ ଯଦି ବାରମ୍ବାର ବୁଝାଇବା ପରେ ମଧ୍ୟ ସେ ବ୍ୟକ୍ତି ବୁଝୁନି ଆମର ମାନ ସମ୍ମାନକୁ ହାନି ପହଂଚାଉଛି ତ ତାକୁ ଉଚିତ ଜବାବ ଦେବା ଜରୁରୀ। ଏପରି ଲୋକଙ୍କୁ ଚୁପ କରିବା ପାଇଁ ଆମକୁ ଶ୍ରେଷ୍ଠ କାମ କରିବା ଉଚିତ। ଏବଂ ତା କଥାକୁ ଭୁଲ ସାବ୍ୟସ୍ତ କରିବା ଉଚିତ। ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ ଏବଂ ଶିଶୁପାଳଙ୍କର ଏହି ପ୍ରସଙ୍ଗ ଦ୍ୱାରା ଆମେ ସେହି ଲୋକଙ୍କୁ ଉଚିତ ଶିକ୍ଷା ଦେଇପାରିବା।ଯେଉଁମାନେ ଆମର ସବୁବେଳେ ଅପମାନ କରିଥାନ୍ତି। ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା ଜୀବନରେ ସଫଳ ପାଇବା ପାଇଁ ଶ୍ରୀକୃଷ୍ଣ କହିଥିବା ୭ ଟି ମହତ୍ୱପୂର୍ଣ କଥା ବିଷୟରେ। ବନ୍ଧୁଗଣ ପ୍ରତ୍ୟକ ବ୍ୟକ୍ତିଙ୍କ ଜୀବନରେ ଏପରି ସମୟ ଆସିଥାଏ ଯେବେ ସେ ନିଜକୁ ସମସ୍ୟାରେ ଦେଖିଥାଏ। ସେ ସମୟରେ ତାକୁ ଦୁଃଖ ଓ ନିରାଶା ଦେଖାଯାଏ। ଏପରି ନାନୁଷ୍ୟ ପୁରା ଭାଙ୍ଗିଯାଏ। ତାକୁ ତାର ଜୀବନ ଗୋଟିଏ ବୋଝ ପରିକା ଲାଗେ। ଏହିପରି ସମୟରେ ଆମେ ଶ୍ରୀକୃଷ୍ଣଙ୍କ କିଛି କହିଥିବା କଥାକୁ ମନେରଖିବା ଉଚିତ। ଦୁଃଖ ସମସ୍ୟା ସମୟରେ ଭଗବାନ ଶ୍ରୀକୃଷ୍ଣ କିଛି କଥାକୁ ବ୍ୟକ୍ତି ମନେରଖେ ତ ତାକୁ ଖରାପ ସମୟକୁ ଲଢ଼ିବା ପାଇଁ ଶକ୍ତି ମିଳିଥାଏ। ତ ଆସନ୍ତୁ ବନ୍ଧୁଗଣ ଆପଣଙ୍କୁ କହିବୁ ଭଗବାନ ଶ୍ରୀକୃଷ୍ଣ କହିଥିବା ଏପରି କିଛି ୭ ଟି ଜ୍ଞାନ କଥା। ଯାହାକୁ ଆପଣ ଖରାପ ସମୟରେ ମନେ ପକାଇବେ ତ ଆପଣଙ୍କର ପ୍ରତ୍ୟକ ସମସ୍ୟା କମ ହେବାକୁ ଲାଗିବ। ଏବଂ ଆପଣଙ୍କର ପ୍ରତ୍ୟକ ଦୁଃଖ ସହିତ ଲଢ଼ିବାକୁ ଶକ୍ତି ମିଳିବ।

Google

ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି କଣ ପାଇଁ ବୃଥା ଚିନ୍ତା କରୁଛ।କେଉଁ କଥାକୁ ତୁମେ ଡ଼ରୁଛ।କିଏ ତୁମକୁ ମାରିପାରିବ। ଆତ୍ମା ଜନ୍ମ ହୁଏ ନାଁ କେବେ ମରେ।

ଶ୍ରୀକୃଷ୍ଣ କୁହନ୍ତି କି ଯାହା ହେଲା ବହୁତ ଭଲ ହେଲା। ଯାହାବି ହେଉଛି ବହୁତ ଭଲ ହେଉଛି। ଯାହାବି ହେବ ତାହାବି ବହୁତ ଭଲ ହେବ। ତୁମେ ଭୁଲର ପଶ୍ଚାତାପ କର ନାହିଁ। ଭବିଷ୍ୟତ ଚିନ୍ତା କର ନାହିଁ। ବାସ ବର୍ତ୍ତମାନ ସହିତ ଚାଲ।

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ତୁମର କଣ ଭୁଲକି ତୁମେ କାନ୍ଦୁଛ। ତୁମେ କଣ ଆଣିଥିଲ ଆଉ କଣ ହରେଇ ଦେଲ। ତୁମେ କଣ ତିଆରି କରିଥିଲ କି। ଯାହା ନଷ୍ଟ ହୋଇଗଲା। ନାହିଁ ତୁମେ କିଛି ନେଇକି ଆସିଥିଲ ନାହିଁ କିଛି ନେଇକି ଯିବ। ତୁମେ ଖାଲି ହାତରେ ଆସିଥିଲ ଏବଂ ଖାଲି ହାତରେ ହିଁ ଯିବ। ଆଜି ଯାହା ତୁମର କାଲି ତାହା ଆଉ କାହାର ଥିଲା। ପରେ ଅନ୍ୟ କାହାର ହୋଇଯିବ। ତୁମେ ଏହାକୁ ନିଜର ଭାବି ଚିନ୍ତା କରିବା ଉଚିତ ନୁହେଁ। ଏହି କଥାକୁ ନେଇ ତୁମର ପ୍ରସନ୍ନତାକୁ ନଷ୍ଟ କରି ତୁମକୁ ଦୁଃଖ ଦେଉଛି। ତୁମ ଦୁଃଖର କାରଣ ମଧ୍ୟ ଏହା ଅଟେ।

ଭଗବାନ ଶ୍ରୀକୃଷ୍ଣ କହିଥିଲେ କି ବର୍ତ୍ତମାନର ନିୟମ ଯାହାକୁ ତୁମେ ଦୂତ ଭାବୁଛ ତାହାତ ଜୀବନ୍ତ ଅଟେ। ଏ ସମୟରେ ତୁମେ କୋରଣପୋତି ବନିଜିବ।ଏବଂ ଅନ୍ୟ ସମୟରେ ତୁମେ ଦରିଦ୍ର ହୋଇଯିବ। ତୋର ମୋର ଛୋଟ ବଡ଼ ଆପଣା ପର ମନରୁ ହଟେଇ ଦିଅ। ବିଚାରରୁ ଏହାକୁ ବାହାର କରିଦିଅ। ସବୁ ତୁମର ଏବଂ ତୁମେ ସମସ୍ତଙ୍କର।

Google

ଶ୍ରୀକୃଷ୍ଣ କହିଥିଲେ ନାଁ ଏହି ଶରୀର ତୁମର ନାଁ ଏହି ଆତ୍ମା। ଏହି ଅଗ୍ନି,ଜଳ,ବାୟୁ,ପ୍ରଥିବୀ, ଆକାଶ ସହିତ ବନିଛି ଏବଂ ଏଥିରେ ବି ଏହା ମିଳେଇ ଯିବ।କିନ୍ତୁ ତୁମର ଆତ୍ମା ସବୁବେଳେ ଅସ୍ଥିର ରହିବ।

ଶ୍ରୀକୃଷ୍ଣ କହିଥିଲେ ତୁମେ ନିଜକୁ ନିଜେ ଭଗବାନଙ୍କୁ ସମର୍ପିତ କରିଦିଅ। ଏହାହିଁ ସବୁଠୁ ଉତ୍ତମ ସାହାରା। ଯିଏ ନିଜର ସାହାରାକୁ ଆପଣାଏ ଦୁଃଖ ସୁଖ ଠାରୁ ମୁକ୍ତ ହୋଇଯାଏ।

ଭଗବାନ ଶ୍ରୀକୃଷ୍ଣ କହିଥିଲେ ଯାହା କିଛିବି ତୁମେ କରୁଛ ତାହା ଭଗବାନଙ୍କୁ ଅର୍ପଣ କରିଦିଅ। ଏହା କରିବା ଦ୍ୱାରା ତୁମେ ସବୁବେଳେ ଜୀବନକୁ ଆନନ୍ଦ ସହ ଅନୁଭବ କରିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *