Excuse Me Odisha

ଯାହା କହିବୁ ସତ କହିବୁ

ମାସିକ ରାଶିଫଳ (ଏପ୍ରିଲ) : ଏପ୍ରିଲ ମାସର ୫ ଟି ରାଶିର ଶୋଇଥିବା ଭାଗ୍ୟ ଜାଗ୍ରତ ହେବ , ଦୁଇଟି ରାଶିର ବନିବାକୁ ଯାଉଛି ରାଜଯୋଗ।

ସେୟାର୍ କରନ୍ତୁ

ଲୋକଙ୍କ ମନରେ ଏହି ପ୍ରଶ୍ନ ରହିଥାଏ କି ଆସୁଥିବା ସମୟ ଆମ ପାଇଁ କିପରି ରହିବ? ଆମେ ଆପଣଙ୍କୁ ଏପ୍ରିଲ ମାସର ରାଶିଫଳ କହିବାକୁ ଯାଉଛୁ। ଆମର ଏହି ମାସିକ ରାଶିଫଳରେ ଆପଣ ନିଜ ରାଶି ଅନୁସାରେ ଜାଣି ପାରିବେ ଆସୁଥିବା ମାସ ଆପଣଙ୍କ ପ୍ରେମ, କ୍ୟାରିୟର ତଥା ସ୍ବାସ୍ଥ୍ୟ ଦୃଷ୍ଟିରୁ କିପରି ରହିବ। ଏହି ମାସିକ ରାଶିଫଳରେ ଆପଣଙ୍କୁ ନିଜ ଜୀବନରେ ହେବାକୁ ଥିବା ଏକ ମାସର ଘଟ-ଣାକୁ ସଂକ୍ଷେପରେ ବର୍ଣ୍ଣନ ମିଳିବ। ତେବେ ପଢନ୍ତୁ ରାଶିଫଳ ଏପ୍ରିଲ ୨୦୨୧

ମେଷ ରାଶି –

ଏହି ମାସରେ କିଛି ଦାମୀ ଜିନିଷ ହଜି ଯିବାର ଭୟ ରହିବ। ଏଥିପାଇଁ ଜ-ରୁ-ରୀ ଜିନିଷପତ୍ର ସମ୍ଭାଳି ରଖନ୍ତୁ। ଆପଣଙ୍କୁ ଧନଲାଭ ହେବାର ଯୋଗ ରହିଛି। ସଂପତ୍ତି ମା-ମ-ଲାରେ ଆପଣଙ୍କୁ ସଫଳତା ମିଳିବ। ସବୁ ଲୋକ ଆପଣଙ୍କ ବ୍ୟବହାରରେ ପ୍ରସନ୍ନ ରହିବେ। ଏହି ମାସରେ ଆପଣ ଘରର ଜ-ରୁ-ରୀ କାର୍ଯ୍ୟ ସମ୍ପନ୍ନ କରିବେ। ଜୀବନସାଥୀଙ୍କ ବ୍ୟବହାର ଦ୍ୱାରା ଆପଣ ପ୍ରଭାବିତ ହୋଇ ପାରନ୍ତି। ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ମାସ ଅନୁକୂଳ ରହିବ।

ପ୍ରେମ ମା-ମ-ଲାରେ, ପାର୍ଟନର ଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ନିଜ ବାଣୀ ଉପରେ ନି-ୟନ୍ତ୍ର-ଣ ରଖନ୍ତୁ।

କ୍ୟାରିୟର ମା-ମ-ଲାରେ, ପ୍ରତିଯୋଗୀ ପରୀକ୍ଷା ପାଇଁ କଠିନ ପରିଶ୍ରମ କରିବେ।

ସ୍ବାସ୍ଥ୍ୟ ମା-ମ-ଲାରେ, ସ୍ବାସ୍ଥ୍ୟ ମା-ମ-ଲାରେ ଆପଣ ନିଜକୁ ସୁସ୍ଥ ଅନୁଭବ କରିବେ।

ବୃଷ ରାଶି –

ଆପଣଙ୍କୁ ନିଜ ମନରୁ ନ-କାରା-ତ୍ମକ ବି-ଚା-ରରୁ ଦୂରେଇ ରହିବା ଆବଶ୍ୟକ। କିଛି କାର୍ଯ୍ୟରେ ବାଧା ଉତ୍ପନ୍ନ ହୋଇପାରେ।ଆପଣ କଠିନ ପରିଶ୍ରମ କରିବେ। କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ବି-ଚା-ର କରନ୍ତୁ। କୌଣସି କାର୍ଯ୍ୟ କରିବା ଆଗରୁ ଶୀଘ୍ରତା କରନ୍ତୁ ନାହିଁ। ଜମିବାଡ଼ି ମା-ମ-ଲାରେ ସାବଧାନ ହୋଇ ରୁହନ୍ତୁ । ଆପଣ ନିଜର ଜୀବନକୁ ସୁଦୃଢ କରିବା ପାଇଁ କଠିନ ପରିଶ୍ରମ କରିବେ। ଏହି ରାଶିର ବୃଦ୍ଧ ଲୋକଙ୍କୁ ଉଚିତ ସମୟ ମଧ୍ୟରେ ଔଷଧ ସେବନ କରିବା ଆବଶ୍ୟକ।

ପ୍ରେମ ମା-ମ-ଲାରେ, ଅବିବାହିତ ଲୋକଙ୍କ ଜୀବନ ସୁଖମୟ ରହିବ।

କ୍ୟାରିୟର ମା-ମ-ଲାରେ, ବ୍ୟବସାୟ ରେ ଫାଇଦା ହୋଇପାରେ। ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି ପ୍ରାପ୍ତ ହେବ।

ସ୍ବାସ୍ଥ୍ୟ ମା-ମ-ଲାରେ, ନିଜ ଶରୀରକୁ ଦିଟକ୍ସ କରିବା ପାଇଁ ହାଲକା କ୍ଷାରୀୟ ଭୋଜନ କରନ୍ତୁ ,ଏହାଦ୍ବାରା ଶରୀରରେ ଚାଲିଥିବା ସମସ୍ୟା ଦୂର ହୋଇଯିବ।

Google

ମିଥୁନ ରାଶି –

ଆର୍ଥିକ ସ୍ଥିତି ସୁଦୃଢ ରହିବ। ବାହନ ଏବଂ ସଂପତ୍ତି କିଣାକିଣି କରି ପାରନ୍ତି। ଚାକିରି ପେଶାରେ ଥିବା ଲୋକଙ୍କୁ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ଏହି ମାସରେ ଶ-ତ୍ରୁଙ୍କ ଠାରୁ ବିଜୟ ପ୍ରାପ୍ତ କରିବେ। କିଛି ବଡ଼ ଦାୟିତ୍ଵ ଆପଣ ତୁଲାଇ ପାରନ୍ତି। କିଛି ଉତ୍ତମ ଅବସର ଆପଣଙ୍କୁ ମିଳିବ। ବ୍ୟାପାର ଏବଂ ରାଜନୀତିରେ ଶ-ତ୍ରୁଙ୍କ ଠାରୁ ବିଜୟ ହାସଲ କରିବେ। କାହା ସହିତ ଆପଣଙ୍କର ବି-ବା-ଦ ହୋଇ ପାରେ, ଏଥିପାଇଁ ସାବଧାନ ରୁହନ୍ତୁ।

ପ୍ରେମ ମା-ମ-ଲାରେ, ଏହି ମାସ ପ୍ରେଞ୍ଜ ଯୁଗଳଙ୍କ ମଧ୍ୟରେ ସମ୍ପର୍କ ମଧୁର ରହିବ।

କ୍ୟାରିୟର ମା-ମ-ଲାରେ, ବ୍ୟାପାର କରୁଥିବା ଲୋକଙ୍କୁ ସତର୍କ ରହିବା ଆବଶ୍ୟକ।

ସ୍ବାସ୍ଥ୍ୟ ମା-ମ-ଲାରେ, ତ୍ୱଚା ସମ୍ବନ୍ଧିତ ରୋଗ ସମସ୍ୟାର କାରଣ ହୋଇପାରେ।

କର୍କଟ ରାଶି –

ଏହି ମାସରେ ବନ୍ଧୁଙ୍କ ସହିତ ଭ୍ରମଣ ର କାର୍ଯ୍ୟକ୍ରମ କରି ପାରନ୍ତି। ଭାଇ ତଥା ସମ୍ପର୍କୀୟଙ୍କ ପ୍ରତି ସମ୍ବନ୍ଧ ସୁଦୃଢ ରହିବ। ଅଚାନକ ଧନଲାଭ ହୋଇପାରେ। ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ। ବ୍ୟାପାରରେ ଭାରୀ ଲାଭ ହେବ। ବୁଝି ବିଚାରି ଧନ ନିବେଶ କରନ୍ତୁ। ବ୍ୟର୍ଥ ବି-ବା-ଦରେ ପଡନ୍ତୁ ନାହିଁ।ନୂତନ ଜାଗାରେ ନିବେଶ କରିବା ପୂର୍ବରୁ ଭଲ ଭାବରେ ବି-ଚା-ର କରନ୍ତୁ। ସମ୍ପର୍କୀୟଙ୍କ ସହିତ ମତଭେଦ ହୋଇପାରେ।

ପ୍ରେମ ମା-ମ-ଲାରେ, ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ଆପଣଙ୍କ ସମ୍ପର୍କ ସୁଦୃଢ଼ ରହିବ। ଜୀବନସାଥୀ ପ୍ରତି ପ୍ରେମ ବୃଦ୍ଧି ହେବ।

କ୍ୟାରିୟର ମା-ମ-ଲାରେ, ବିଦ୍ୟାର୍ଥୀ ମାନଙ୍କୁ ଉଚ୍ଚ ଶିକ୍ଷାର ଅବସର ପ୍ରାପ୍ତ ହେବ।

ସ୍ବାସ୍ଥ୍ୟ ମା-ମ-ଲାରେ, ଶାରୀରିକ ରୂପରେ ଆପଣ ନିଜକୁ ସୁସ୍ଥ ଅନୁଭବ କରିବେ।

ସିଂହ ରାଶି –

ଆପଣଙ୍କ ସାଥୀ ଆପଣଙ୍କୁ ଅବସାଦରୁ ବାହାର କରିବାରେ ସହାୟତା କରିବେ। ସାର୍ବଜନୀନ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ। ଜୀବନସାଥୀଙ୍କ ତରଫରୁ ସହଯୋଗ ଏବଂ ସହାୟତା ପ୍ରାପ୍ତ ହେବ। ପରିବାର ଲୋକଙ୍କ ସହିତ ଆନନ୍ଦ ଉଲ୍ଲାସର ସମୟ ଅତିବାହିତ କରିବେ। ଛାତ୍ରଛାତ୍ରୀ ଏବଂ ରୋଜଗାର ନଥିବା ଲୋକଙ୍କୁ କାରବାରରେ ନୂଆ ଅବସର ପ୍ରାପ୍ତ ହେବ। ସନ୍ତାନଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ପ୍ରେମ ମା-ମ-ଲାରେ, ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଏହି ମାସ ସମସ୍ୟାରେ ଭରି ରହିବ।

କ୍ୟାରିୟର ମା-ମ-ଲାରେ, ଏହି ମାସରେ ବ୍ୟାପାରରେ ଆପଣଙ୍କୁ ବହୁତ ଲାଭ ମିଳିବ।

ସ୍ବାସ୍ଥ୍ୟ ମା-ମ-ଲାରେ, ଶାରୀରିକ ରୂପରେ ଆପଣ ସୁସ୍ଥ ଅନୁଭବ କରିବେ।

କନ୍ୟା ରାଶି –

ବାହାର କ୍ଷେତ୍ରରେ ଆପଣଙ୍କୁ ମାନସମ୍ମାନ ପ୍ରାପ୍ତ ହେବ। ଧର୍ମକର୍ମ କାର୍ଯ୍ୟରେ ରୁଚି ବଢିବ। ସାହିତ୍ୟ ଓ କଳା କ୍ଷେତ୍ରରେ ଆପଣଙ୍କ ରୁଜ୍ଞାନ ବଢିବ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ପ୍ରାପ୍ତ ହେବ। ପୁରୁଣା ଋଣ ପରି-ଶୋଧ ହେବ। ଫାଲତୁ ଖର୍ଚ୍ଚ ଉପରେ ନି-ୟନ୍ତ୍ର-ଣ ରଖନ୍ତୁ। ନୂତନ ଆୟର ମାର୍ଗ ପ୍ରାପ୍ତ ହେବ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ। ଜୀବନସାଥୀଙ୍କ ସହିତ ସାମଞ୍ଜସ୍ୟ ବନେଇ ରଖନ୍ତୁ,ନଚେତ ମତଭେଦ ହେବାର ସମ୍ଭାବନା ରହିଛି।

ପ୍ରେମ ମା-ମ-ଲାରେ, ବୈବାହିକ ଜୀବନରେ କିଛି ମତଭେଦ ଦେଖା ଦେଇପାରେ। ଜୀବନସାଥୀ ଆପଣଙ୍କ ଉପରେ କ୍ରୋ-ଧ ପ୍ରଦର୍ଶନ କରି ପାରନ୍ତି।

କ୍ୟାରିୟର ମା-ମ-ଲାରେ, ରୋଜଗାର ନଥିବା ଲୋକଙ୍କୁ ପ୍ରାଇଭେଟ୍ ଚାକିରି ମିଳିପାରେ।

ସ୍ବାସ୍ଥ୍ୟ ମା-ମ-ଲାରେ, ସ୍ବାସ୍ଥ୍ୟ ପ୍ରତି ସ-ତ-ର୍କ ରୁହନ୍ତୁ। ବାହାର ଖାଦ୍ୟ ସେବନ ରୁ ବଞ୍ଚିତ ହେବା ଉଚିତ।

Google

ତୁଳା ରାଶି –

ଏହି ମାସ ଆପଣଙ୍କୁ ଆକସ୍ମିକ ଧନଲାଭ ହୋଇପାରେ। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି। କୌଣସି ନୂଆ ଅ-ର୍ଡ-ର ମିଳିପାରେ। ଆପଣଙ୍କୁ ସବୁ କ୍ଷେତ୍ରରେ ସମ୍ମାନ ପ୍ରାପ୍ତ ହେବ। ଆପଣଙ୍କ ପରିବାର ରେ ଆପଣଙ୍କ ସ୍ଥିତି ସୁଦୃଢ ରହିବ। ବ୍ୟବସାୟ ମା-ମ-ଲାରେ କୌଣସି ଅନୁଭବୀଙ୍କ ପରାମର୍ଶ ନିଅନ୍ତୁ। ଏକାପଣ ରୁ ଦୂରେଇ ରୁହନ୍ତୁ। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଲୁଚି ରହିଥିବା ଶତ୍ରୁ ଆପଣଙ୍କ ବିରୁ-ଦ୍ଧରେ ଷ-ଡ଼ଯ-ନ୍ତ୍ର କରି ପାରନ୍ତି।

ପ୍ରେମ ମା-ମ-ଲାରେ, ସ୍ବାସ୍ଥ୍ୟ ସାମାନ୍ୟ ରହିବ। ଚିନ୍ତା କରିବାର ଆବଶ୍ୟକତା ନାହିଁ।

କ୍ୟାରିୟର ମା-ମ-ଲାରେ, ରୋଜଗାର ନଥିବା ଲୋକଙ୍କୁ ଚାକିରି ମିଳିବାର ଯୋଗ ରହିଛି ।

ସ୍ବାସ୍ଥ୍ୟ ମା-ମ-ଲାରେ, ମାସର ଶେଷାର୍ଦ୍ଧରେ ଆପଣଙ୍କ ଶରୀର ଅସୁସ୍ଥ ହୋଇପାରେ।

ବିଛା ରାଶି –

ଆଚାର ବି-ଚା-ରରେ ସଂଯମତା ରକ୍ଷା କରନ୍ତୁ। ଅନୈତିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଆପଣଙ୍କୁ ନିଜ କାର୍ଯ୍ୟରେ ଧ୍ୟାନ ଦେବା ଆବଶ୍ୟକ । କାର୍ଯ୍ୟ ଚାପ ବଢିପାରେ। ପରିବାର ପ୍ରତି ଆପଣ ଦାୟିତ୍ଵ ବୁଝିବେ। କୌଣସି କାର୍ଯ୍ୟ କରିବା ପୂର୍ବରୁ ଆପଣଙ୍କୁ ନିଜ ମନ ଶାନ୍ତ ରଖିବା ଆବଶ୍ୟକ । ଆପଣଙ୍କ କାର୍ଯ୍ୟ ଉଚିତ ସମୟ ମଧ୍ୟରେ ସମ୍ପନ୍ନ ହେବ। ଟଙ୍କା ସହିତ ଜ-ଡ଼ି-ତ ମା-ମ-ଲାରେ ଉଚିତ ବୁଝାମଣା କରିବା ଆବଶ୍ୟକ।

ପ୍ରେମ ମା-ମ-ଲାରେ, ପ୍ରେମୀ ଯୁଗଳଙ୍କ ପାଇଁ ଏହି ସମୟ ସାମାନ୍ୟ ରହିବ। ସମ୍ପତ୍ୟ ଜୀବନ ସୁଖମୟ ରହିବ।

କ୍ୟାରିୟର ମା-ମ-ଲାରେ, ଚାକିରି ପେଶାରେ ଥିବା ଲୋକଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ। ଖର୍ଚ୍ଚରେ ବୃଦ୍ଧି ହେବ। ଆମଦାନୀ ରେ ବୃଦ୍ଧି ହେବ।

ସ୍ବାସ୍ଥ୍ୟ ମା-ମ-ଲାରେ, ଯେଉଁ ମାନେ କମ୍ପ୍ୟୁଟର କ୍ଷେତ୍ରରେ କାର୍ଯ୍ୟରତ ଅଛନ୍ତି ସେମାନଙ୍କର ଆଖି ସମସ୍ୟା ଦେଖା ଦେଇପାରେ। ସେମାନଙ୍କୁ ଆଖି କୁ ଥଣ୍ଡା ପାଣି ରେ ଧୋଇବା ଆବଶ୍ୟକ।

ଧନୁ ରାଶି –

ଏହି ମାସରେ ବ୍ୟାପାର ବ୍ୟବସାୟରେ ଉନ୍ନତି ମିଳିବ। କିଛି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି। ଆପଣ କିଛି ଲୋକଙ୍କୁ ଇମ୍ପ୍ରେଶ କରି ପାରନ୍ତି। ଚାକିରି ବଦଳି ପାରନ୍ତି ବା ଅଧିକ ଉପାର୍ଜନ ପାଇଁ ନୂତନ ମାର୍ଗ ପ୍ରାପ୍ତ ହେବ। ନୂଆ ଆରମ୍ଭ କରିବାରେ ଆପଣ ସଫଳ ରହିବେ,ଯାହା ଆପଣଙ୍କ ଭବିଷ୍ୟତ ପାଇଁ ପଇଡ଼ ସାବ୍ୟସ୍ତ ହେବ। ସନ୍ତାନଙ୍କ ପକ୍ଷରୁ ସୁଖଦ ସମାଚାର ମିଳିପାରେ। ପାରିବାରିକ ଜୀବନ ସୁଖମୟ ରହିବ।

ପ୍ରେମ ମା-ମ-ଲାରେ, ପ୍ରେମ ଜୀବନରେ ସୁଖଦ ପରିଣାମ ପ୍ରାପ୍ତ ହେବ।

କ୍ୟାରିୟର ମା-ମ-ଲାରେ, ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି ।

ସ୍ବାସ୍ଥ୍ୟ ମା-ମ-ଲାରେ, ଆପଣ ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ । ସ୍ବାସ୍ଥ୍ୟରେ ସୁଧାର ଆସିବ।

ମକର ରାଶି –

ଏହି ମାସରେ ଉଚ୍ଚ ଅଧିକାରୀଙ୍କ ଶୁଭ ଦୃଷ୍ଟି ଯୋଗୁଁ କାର୍ଯ୍ୟରେ ସଫଳତା ମିଳିବ। ଆପଣଙ୍କୁ ଭବନାତ୍ମକ ସହଯୋଗ ପ୍ରାପ୍ତ ହେବ। ସାମାଜିକ ଏବଂ ସାମୁହିକ କାର୍ଯ୍ୟ ପାଇଁ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଦୃଢ଼ ମନୋବଳ ଏବଂ ଆତ୍ମବିଶ୍ବାସ ସହିତ ପ୍ରତ୍ୟେକ କାର୍ଯ୍ୟ ସଫଳ କରିବେ। ଗୃହସ୍ଥ ଜୀବନ ସୁଖମୟ ରହିବ। ପାରିବାରିକ ଶାନ୍ତି ବିରାଜମାନ ହେବାପାଇଁ ଅଯଥା ବି-ବା-ଦ କରନ୍ତୁ ନାହିଁ। ଭାଇ ମାନଙ୍କ ସହିତ ସମ୍ବନ୍ଧ ସୁଦୃଢ ରହିବ।

ପ୍ରେମ ମା-ମ-ଲାରେ, ଦାମ୍ପତ୍ୟ ଜୀବନରେ ଜୀବନସାଥୀଙ୍କ ସମ୍ବନ୍ଧ ବଢିଆ ରହିବ ଏବଂ ଆପଣଙ୍କ ସମ୍ପର୍କ ସୁଦୃଢ ରହିବ।

କ୍ୟାରିୟର ମା-ମ-ଲାରେ, କ୍ୟାରିୟର କୁ ନେଇ ଆପଣଙ୍କ ମନରେ ସବୁ ସନ୍ଦେହ ଦୂର ହୋଇଯିବ।

ସ୍ବାସ୍ଥ୍ୟ ମା-ମ-ଲାରେ, ଆପଣଙ୍କୁ ନିଜ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଆବଶ୍ୟକ।

Google

କୁମ୍ଭ ରାଶି –

ଆପଣଙ୍କର ନୂଆ ବନ୍ଧୁ ବନି ପାରନ୍ତି। ସମୋଷ୍ଟ୍ୟ ଜୀବନରେ ସମସ୍ୟା ଦୂର କରିବା ପାଇଁ ଆପଣଙ୍କୁ ପ୍ରୟାସ କରିବା ଆବଶ୍ୟକ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଅଧିକ ଧ୍ୟାନ ଦେବା ଆବଶ୍ୟକ। ବ୍ୟର୍ଥ ଚିନ୍ତା କରି କାହାକୁ ଓଲଟା କଥା କୁହନ୍ତୁ ନାହିଁ। ଆୟ ରେ ବୃଦ୍ଧି ହେବ। ପରିବାରରେ ସୁଖଶାନ୍ତି ବିରାଜମାନ କରିବ। ସମ୍ପର୍କୀୟଙ୍କ ସହିତ କଳହ ପ୍ରସଙ୍ଗ ଉପୁଜି ପାରେ। ଆପଣଙ୍କୁ ନକା-ରା-ତ୍ମକ ବି-ଚା-ରରୁ ଦୂରେଇ ରହିବା ଉଚିତ।

ପ୍ରେମ ମା-ମ-ଲାରେ, ପ୍ରେମ ଜୀବନ ପାଇଁ ସମୟ ଅନୁକୂଳ ରହିଛି। ପ୍ରେମୀଙ୍କ ସହିତ ସମୟ ଅତିବାହିତ କରିବା ପାଇଁ ଅନୁକୂଳ ସମୟ ରହିଛି।

କ୍ୟାରିୟର ମା-ମ-ଲାରେ, କାର୍ଯ୍ୟ କ୍ଷେତ୍ରରେ କାର୍ଯ୍ୟ ଚାପ କମ୍ ରହିବ। କ୍ୟାରିୟରରେ ଆଗକୁ ବଢିବା ପାଇଁ ଅନୁକୂଳ ସମୟ ରହିଛି।

ସ୍ବାସ୍ଥ୍ୟ ମା-ମ-ଲାରେ, ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ଥକା ଅନୁଭବ ହୋଇପାରେ।

ମୀନ ରାଶି –

କ୍ରୋ-ଧ ଉପରେ ନି-ୟନ୍ତ୍ର-ଣ ରଖନ୍ତୁ। ଧନ ନିବେଶ କରି ପାରନ୍ତି। କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ, ଯାହାଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ। ଚାକିରି କ୍ଷେତ୍ରରେ ଆପଣଙ୍କର ସ୍ଥାନାନ୍ତରଣ ହୋଇପାରେ। ଅଫିସରେ ସଂ-ଘ-ର୍ଷ ବା ମତଭେଦ ହେବାର ସମ୍ଭାବନା ରହିଛି। ନକା-ରା-ତ୍ମକ ବି-ଚା-ରରୁ ଦୂରେଇ ରହିବା ଆବଶ୍ୟକ। ବ୍ୟବସାୟିକ କ୍ଷେତ୍ରରେ ଉଚ୍ଚ ଅଧିକାରୀଗଣଙ୍କ କୃପା ଦୃଷ୍ଟି ଯୋଗୁଁ ଆପଣଙ୍କ ପ୍ରଗତିର ମାର୍ଗ ପ୍ରଶସ୍ତ ହେବ। ଆପଣଙ୍କ କାର୍ଯ୍ୟରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଆପଣଙ୍କୁ ସବୁ କ୍ଷେତ୍ରରେ ଫାଇଦା ମିଳିବ।

ପ୍ରେମ ମା-ମ-ଲାରେ, ଆପଣଙ୍କ ସମ୍ପର୍କ ସୁଦୃଢ ରହିବ। ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ।

କ୍ୟାରିୟର ମା-ମ-ଲାରେ, ବ୍ୟାପାର କରୁଥିବା ଲୋକଙ୍କୁ ନିଜର ପ୍ରଡକ୍ଟ ଉପରେ ଧ୍ୟାନ ଦେବା ଆବଶ୍ୟକ।

ସ୍ବାସ୍ଥ୍ୟ ମା-ମ-ଲାରେ, ଶରୀର ଗରମ ହେବାରେ ଅଧିକ ଥଣ୍ଡା ପାଣି ସେବନ କରନ୍ତୁ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *