Excuse Me Odisha

ଯାହା କହିବୁ ସତ କହିବୁ

ମାତା ଲକ୍ଷ୍ମୀଙ୍କୁ ସବୁବେଳେ ଭଲ ଲାଗେ ଏହି ଦୁଇଟି ରାଶି, ଦୁନିଆର ସବୁଠାରୁ କୋଟିପତି ରାଶି

ସେୟାର୍ କରନ୍ତୁ

ବନ୍ଧୁଗଣ ଟଙ୍କା ନାମ ଶୁଣିଲେ ସମସ୍ତେ ପ୍ରସନ୍ନ ହୋଇଥାନ୍ତି। ଟଙ୍କା ଅଧିକ ଉପାର୍ଜନ କରିବା ପାଇଁ ଅନେକ ଜାଗାରେ ଲୋକେ କାର୍ଯ୍ୟ କରିଥାନ୍ତି। କିନ୍ତୁ କେତେଥର ମଧ୍ୟ ମନ ଚାହୁଁଥିବା ଆବଶ୍ୟକତା ମିଳି ପାରି ନଥାଏ। କିନ୍ତୁ ଜୀବନରେ ଏମିତି ଗୋଟେ ଅବସର ଆସିଯାଏ, ଯାହା ବ୍ୟକ୍ତିର ଜୀବନକୁ ବଦଳେଇ ଦେଇଥାଏ। ଚତୁର୍ଦ୍ଦିଗରୁ ଆସିଥାଏ ଟଙ୍କାପଇସା ଧନ ସଂପତ୍ତି। ତେବେ ବନ୍ଧୁଗଣ ଜାଣି ରଖନ୍ତୁ ଯେ ଭଲ ଓ ଖରାପ ସମୟର ଖେଳ ଆକାଶଗଙ୍ଗା ରେ ରହିଥିବା ଗ୍ରହ ମାନଙ୍କର ଚଳନ ଯୋଗୁଁ ହୋଇଥାଏ। ଏହି ଗ୍ରହ ମାନଙ୍କର ସମ୍ବନ୍ଧ ଆପଣଙ୍କ ରାଶି ସହିତ ଜ-ଡି-ତ ରହିଥାଏ ଏବଂ ନିର୍ଦ୍ଧାରିତ ହୋଇଥାଏ। ଏହି ପରିସ୍ଥିତିରେ କିଛି ରାଶିର ଲୋକଙ୍କ ଭାଗ୍ୟ ଚମକି ପାରେ। ଅର୍ଥାତ ଏହି ରାଶି ଗୁଡିକର ଭାଗ୍ୟ ଏମିତି ବଦଳିବ ଯେ ଏମାନଙ୍କୁ ଅଚାନକ ଲାଭ ହିଁ ଲାଭ ମିଳିଥାଏ। ଚାଲନ୍ତୁ ଡେରି ନକରି ଜାଣିବା ସେହି ରାଶି ଗୁଡିକ କଣ ଅଟେ , ଯାହାକି ଦେବୀ ଲକ୍ଷ୍ମୀଙ୍କୁ ବହୁତ ପ୍ରିୟ ଅଟେ।

Google

ତେବେ ଜାଣି ରଖନ୍ତୁ କି ଏହି ରାଶି ଗୁଡ଼ିକୁ ଧନ ଉପାର୍ଜନ କରିବାର ଅନେକ ପ୍ରକାର ଅବସର ପ୍ରାପ୍ତ ହେବ। ଖାସ୍ କରି ଯେଉଁ ଲୋକେ ଚାକିରି ଖୋଜୁଛନ୍ତି, ସେମାନଙ୍କୁ ଆଶାନୁରୂପ ଚାକିରି ପ୍ରାପ୍ତ ହେବ। ଏହାସହିତ ବ୍ୟାପାର କରୁଥିବା ଲୋକଙ୍କୁ ଅଧିକ ଲାଭ ପ୍ରାପ୍ତ ହେବ। ଯାହାଫଳରେ ସେମାନଙ୍କ ବ୍ୟାପାର ରେ ଅଚାନକ ଭାବରେ ଲାଭ ମିଳିବାର ଯୋଗ ରହିଛି। ଏହାସହିତ ଜାଣି ରଖନ୍ତୁ କି ସେହି ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ଲ-ଟେ-ରୀ ଲାଗିବାର ଯୋଗ ରହିଛି। ସଂପତ୍ତି ବା ବା-ହ-ନ କିଣି ପାରନ୍ତି। ଅନ୍ୟ କୌଣସି ମାର୍ଗରୁ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ। ଆପଣଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କ କୃପା ରହିଛି। ଯଦି ଆପଣଙ୍କୁ କିଛି ଅବସର ମିଳୁଛି ତାହେଲେ ଏହାକୁ ହାତରୁ ଯିବାକୁ ଦିଅନ୍ତୁ ନାହିଁ। ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ନିଜ ଉପରେ ସର୍ବଦା ରଖିବା ପାଇଁ ପ୍ରତ୍ୟେକ ଦିନ ମାତା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରି ତାଙ୍କ ସାମ୍ନାରେ ଘିଅ ଦୀପ ପ୍ର-ଜ୍ବଳ-ନ କରନ୍ତୁ। ତେବେ ଦର୍ଶକ ବନ୍ଧୁ ଚାଲନ୍ତୁ ଦେରୀ ନକରି ଜାଣିବା ସେହି ଦୁଇଟି ରାଶି ବିଷୟରେ। ବନ୍ଧୁଗଣ ସେହି ଦୁଇଟି ରାଶି ହେଉଛି ତୁଳା ରାଶି ଏବଂ କୁମ୍ଭ ରାଶି ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖି ଦିଅନ୍ତୁ । ମାତାଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *