Excuse Me Odisha

ଯାହା କହିବୁ ସତ କହିବୁ

ଜାଣନ୍ତୁ କେଉଁ ମାନେ କେଉଁ ବୟସରେ ହୋଇଥାନ୍ତି ଅତ୍ୟନ୍ତ ଧନୀ

ସେୟାର୍ କରନ୍ତୁ

ସମସ୍ତଙ୍କ ମନରେ ସର୍ବଦା ଗୋଟିଏ ପ୍ରଶ୍ନ ଉଙ୍କି ମାରିଥାଏ ଯେ ମୁଁ କେବେ ଧନୀ ହେବି, ପ୍ରଚୁର ଧନର ଅଧିକାରୀ ହେବି ବା ପ୍ରଚୁର ଧନ ରୋଜଗାର କରିବି। ଏମିତିକି ମଧ୍ୟ ଅନେକ ଜ୍ଯୋତିଷଙ୍କୁ ମଧ୍ୟ ପ୍ରଶ୍ନ କରିଥାନ୍ତି। ସର୍ବଦା ଏହାକୁ ଜାଣିବାକୁ ଇଚ୍ଛା ରଖିଥାନ୍ତି। ଏହାର ଏକ ସରଳ ଉପାୟଟିଏ ଋଷି ଶ୍ରେଷ୍ଠ ଭୃଗୁ ସଂହିତାରେ ଲେଖିଯାଇଛନ୍ତି। ଯାହାଦ୍ୱାରା ଅତି ସହଜରେ ଆପଣମାନେ ଏହି ପ୍ରଶ୍ନର ଉତ୍ତର ପାଇପାରିବେ। କେବଳ ଏତିକି ନୁହେଁ ଭୃଗୁ ସଂହିତାରେ ଭବିଷ୍ୟତ, ଅତୀତ, ବର୍ତ୍ତମାନ, ପୂର୍ବଜନ୍ମ, ପରଜନ୍ମ ଜାଣିବାର ସୂତ୍ର ମଧ୍ୟ ରହିବହି। ଆଜି ଆମେ ଜାଣିବା କେଉଁ ମାନଙ୍କର ଭାଗ୍ୟ ଉଦୟ କେଉଁ ବୟସରେ ହୋଇଥାଏ। ଏହି ବିଷୟରେ ଭୃଗୁ ସଂହିତାରେ କଣ ବର୍ଣିତ ଅଛି।

ସମସ୍ତଙ୍କର ଜାତକରେ ଏକ ରାଶିଚକ୍ର ରହିଥାଏ। ବାରୋଟି ଗ୍ରହ ଓ ନଅଟି ରାଶି ରହିଥାନ୍ତି। ସେହି ନଅଟି ଗ୍ରହ ମଧ୍ୟରୁ ଯେଉଁ ରାଶିର ଘରେ ଚନ୍ଦ୍ର ରେଖା ଥାଏ କିମ୍ବା ଲଗ୍ନ ରେଖା ଥାଏ ତାହା ଆପଣଙ୍କର ପ୍ରଥମ ଭାବ ଅଟେ। ଏଣୁ ଏହି ଲଗ୍ନ ଅନୁସାରେ ଜାତକ ୧୨ପ୍ରକାରର ହୋଇଥାଏ। ଆସନ୍ତୁ ଜାଣିବା ଲଗ୍ନ ଅନୁସାରେ କେବେ ଜଣେ ବ୍ୟକ୍ତି ରୋଜଗାର କରିଥାନ୍ତି ।

ମେଷ:-

ମେଷ ରାଶିର ଘରେ ଲଗ୍ନ ରେଖା ଥିଲେ। ସେହି ମେଷ ଲଗ୍ନର ବ୍ୟକ୍ତିମାନଙ୍କର ବୟସ ୧୨, ୧୬, ୨୮, ୩୨ ଓ ୩୬ ବର୍ଷ ବୟସରେ ଉନ୍ନତି କରିଥାନ୍ତି।

ବୃଷ:-

ବୃଷ ରାଶିର ଘରେ ଲଗ୍ନ ରେଖା ଥିଲେ। ସେହି ବୃଷ ଲଗ୍ନର ବ୍ୟକ୍ତିମାନଙ୍କର ବୟସ ୨୫, ୨୮, ୩୬ ଓ ୪୧ ବର୍ଷ ବୟସରେ ଉନ୍ନତି କରିଥାନ୍ତି।

Google

ମିଥୁନ:-

ମିଥୁନ ରାଶିର ଘରେ ଲଗ୍ନ ରେଖା ଥିଲେ। ସେହି ମିଥୁନ ଲଗ୍ନର ବ୍ୟକ୍ତିମାନଙ୍କର ବୟସ ୨୨, ୩୨, ୩୫, ୩୬ ଓ ୪୨ ବର୍ଷ ବୟସରେ ଉନ୍ନତି କରିଥାନ୍ତି।

କର୍କଟ :-

କର୍କଟ ରାଶିର ଘରେ ଲଗ୍ନ ରେଖା ଥିଲେ। ସେହି କର୍କଟ ଲଗ୍ନର ବ୍ୟକ୍ତିମାନଙ୍କର ବୟସ ୧୬, ୨୨, ୨୪, ୨୫, ୨୮ ଓ ୩୨ ବର୍ଷ ବୟସରେ ଉନ୍ନତି କରିଥାନ୍ତି।

ସିଂହ:-

ସିଂହ ରାଶିର ଘରେ ଲଗ୍ନ ରେଖା ଥିଲେ। ସିଂହ ଲଗ୍ନର ବ୍ୟକ୍ତିମାନଙ୍କର ବୟସ ୧୬, ୨୨, ୨୪, ୨୮, ୩୨ ଓ ୩୬ ବର୍ଷ ବୟସରେ ଉନ୍ନତି କରିଥାନ୍ତି।

କନ୍ୟା :-

କନ୍ୟା ରାଶିର ଘରେ ଲଗ୍ନ ରେଖା ଥିଲେ। ସେହି କନ୍ୟା ଲଗ୍ନର ବ୍ୟକ୍ତିମାନଙ୍କର ବୟସ ୧୬, ୨୨, ୨୫, ୩୨, ୩୩ ,୩୪ ଓ ୩୬ ବର୍ଷ ବୟସରେ ଉନ୍ନତି କରିଥାନ୍ତି।

ତୁଳା :-

ତୁଳା ରାଶିର ଘରେ ଲଗ୍ନ ରେଖା ଥିଲେ। ସେହି ତୁଳା ଲଗ୍ନର ବ୍ୟକ୍ତିମାନଙ୍କର ବୟସ ୨୪, ୨୫, ୩୨ ଓ ୩୫ ବର୍ଷ ବୟସରେ ଉନ୍ନତି କରିଥାନ୍ତି।

ବିଛା :-

ବିଛା ରାଶିର ଘରେ ଲଗ୍ନ ରେଖା ଥିଲେ। ସେହି ବିଛା ଲଗ୍ନର ବ୍ୟକ୍ତିମାନଙ୍କର ବୟସ ୨୨, ୨୪, ୨୮ ଓ ୩୨ ବର୍ଷ ବୟସରେ ଉନ୍ନତି କରିଥାନ୍ତି।

Google

ଧନୁ:-

ଧନୁ ରାଶିର ଘରେ ଲଗ୍ନ ରେଖା ଥିଲେ। ସେହି ଧନୁ ଲଗ୍ନର ବ୍ୟକ୍ତିମାନଙ୍କର ବୟସ ୧୬, ୨୨ ଓ ୩୨ ବର୍ଷ ବୟସରେ ଉନ୍ନତି କରିଥାନ୍ତି।

ମକର:-

ମକର ରାଶିର ଘରେ ଲଗ୍ନ ରେଖା ଥିଲେ। ସେହି ମକର ଲଗ୍ନର ବ୍ୟକ୍ତିମାନଙ୍କର ବୟସ ୨୫, ୩୩, ୩୫ ଓ ୩୬ ବର୍ଷ ବୟସରେ ଉନ୍ନତି କରିଥାନ୍ତି।

କୁମ୍ଭ:-

କୁମ୍ଭ ରାଶିର ଘରେ ଲଗ୍ନ ରେଖା ଥିଲେ। ସେହି କୁମ୍ଭ ଲଗ୍ନର ବ୍ୟକ୍ତିମାନଙ୍କର ବୟସ ୨୫, ୨୮, ୩୬ ଓ ୪୨ ବର୍ଷ ବୟସରେ ଉନ୍ନତି କରିଥାନ୍ତି।

Google

ମୀନ:-

ମୀନ ରାଶିର ଘରେ ଲଗ୍ନ ରେଖା ଥିଲେ। ସେହି ମୀନ ଲଗ୍ନର ବ୍ୟକ୍ତିମାନଙ୍କର ବୟସ ୧୬, ୨୨, ୨୮ ଓ ୩୩ ବର୍ଷ ବୟସରେ ଉନ୍ନତି କରିଥାନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀ-ବ-ନର ସବୁ ଦୁଃ-ଖ କ-ଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *