Excuse Me Odisha

ଯାହା କହିବୁ ସତ କହିବୁ

ମକର ରାଶିରେ ସୂର୍ଯ୍ୟ ଏବଂ ଶନିଙ୍କ ସଂଯୋଗ, ୪ଟି ରାଶି ଉପରେ ରହିବ ଶୁଭ ପ୍ରଭାବ, ବାକି ଗୁଡିକୁ ଏହି ମାମଲାରେ  ହେବ ସମସ୍ୟା ।

ସେୟାର୍ କରନ୍ତୁ

ଗ୍ରହ ନକ୍ଷତ୍ରର ସ୍ଥିତି ସମୟ ସହିତ ବଦଳି ଥାଏ। ଯେଉଁଥିପାଇଁ ୧୨ ଟି ରାଶି ଉପରେ ପ୍ରଭାବ ପଡିଥାଏ। ଆପଣଙ୍କୁ କହି ରଖୁଛୁ କି ସବୁ ଗ୍ରହରେ ପ୍ରଧାନ ଗ୍ରହ ସୂର୍ଯ୍ୟଙ୍କୁ କୁହାଯାଏ । ଜ୍ୟୋତିଷ ଗଣନା ଅନୁସାରେ ସୂର୍ଯ୍ୟ ଏହି ସମୟରେ ମକର ରାଶିରେ ରହିବେ। ଯେଉଁଥିରେ ଶନି ବିରାଜମାନ କରିବେ।

ଜ୍ୟୋତିଷ ସୂଚନା ଅନୁସାରେ ୧୨ ଫେବୃୟାରୀ ପର୍ଯ୍ୟନ୍ତ ସୁର୍ଯ୍ୟ ଏବଂ ଶନିଙ୍କ ଏହି ସଂଯୋଗ ମକର ରାଶିରେ ରହିବେ। ଏହାଛଡା ସବୁ ଗ୍ରହର ସବୁଠାରୁ  ଅଧିକ ଶୁଭ ଫଳ ଦେଉଥିବା ବୃହସ୍ପତି ମକ ରେ ରହିଛନ୍ତି। ମକର ରାଶିରେ ସୂର୍ଯ୍ୟ,ଶନି ଏବଂ  ବୃହସ୍ପତି ତିନୋଟି ଏକ ସହିତ ଆସି ଯିବା ଦ୍ଵାରା ୧୨ଟି ରାଶି ଉପରେ କିଛି ନା କିଛି ପ୍ରଭାବ ଅବଶ୍ୟ  ପଡ଼ିବ। କହିବା ଅନୁସାରେ କେଉଁ ରାଶି ଉପରେ ଶୁଭ ପ୍ରଭାବ ପଡ଼ିବ ଏବଂ କାହାକୁ ଅଶୁଭ ଫଳର ପ୍ରାପ୍ତ ହେବ। ଚାଲନ୍ତୁ ଜାଣିବା ଏହି ବିଷୟରେ ।

ଆସନ୍ତୁ ଜାଣିବା କେଉଁ ରାଶି ଉପରେ ରହିବ ଶୁଭ ପ୍ରଭାବ:-

ବୃଷ ରାଶିର ଲୋକଙ୍କୁ ଉଚିତ ପରିଣାମ ପ୍ରାପ୍ତ ହେବ । ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦୂର ହେବ। କୌଣସି ପୁରୁଣା ନିବେଶରେ ଭାରୀ ଲାଭ ମିଳିପାରେ। ଆର୍ଥିକ ମାମଲାରେ ଆପଣଙ୍କୁ ସଫଳତା ମିଳିବ। ରାଜନୀତିରେ ଜଡ଼ିତ ଲୋକଙ୍କୁ ମାନସମ୍ମାନ ପ୍ରାପ୍ତ ହେବ। କାରବାର ରେ ବିସ୍ତାର ହେବ। ବନ୍ଧୁଙ୍କ ସହିତ ମିଶି ନୂଆ ବ୍ୟାପାର ଆରମ୍ଭ କରି ପାରନ୍ତି। ସନ୍ତାନଙ୍କ ସଫଳତାର ଖୁସି ଖବର ମିଳିପାରେ।

କର୍କଟ ରାଶିର ଲୋକଙ୍କ ଉପରେ ବଢିଆ ପ୍ରଭାବ ପଡ଼ିବ। ଆପଣଙ୍କର ବିଗିଡି ଥିବା କାର୍ଯ୍ୟ ସମ୍ପନ୍ନ ହେବ। ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ। ନିଜ ବ୍ୟବସାୟକୁ ଆଗକୁ ବଢେଇବା ପାଇଁ ଆପଣ ପ୍ରୟାସ କରିବେ। ପ୍ରଭାବଶାଳୀ ଲୋକଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ସନ୍ତାନଙ୍କ ପକ୍ଷରୁ ସୁଖଦ ସମାଚାର ମିଳିପାରେ, ଯାହାଦ୍ବାରା ଆପଣଙ୍କର ମନ ପ୍ରସନ୍ନ ରହିପାରେ । ଆର୍ଥିକ ସ୍ଥିତି ପ୍ରବଳ ରହିବ। ଆର୍ଥିକ ସ୍ଥିତି ସୁଦୃଢ ରହିବ।

Google

ସିଂହ ରାଶିର ଲୋକଙ୍କ ଉପରେ ଅଧିକ ପ୍ରଭାବ ପଡ଼ିବ। ରୋଜଗାର ନଥିବା ଲୋକଙ୍କୁ ରୋଜଗାର ମିଳିପାରେ। ବିଦ୍ୟାର୍ଥୀ ମାନଙ୍କର ମନ ପାଠପଢ଼ା ପ୍ରତି ଲାଗିବ। କାର୍ଯ୍ୟ ମାମଲାରେ ବନ୍ଧୁଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ବିବାହିତ ଲୋକଙ୍କର ଗୃହସ୍ଥ ଜୀବନ ସୁଖମୟ ରହିବ। ଅଫିସରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟର ପ୍ରଶଂସା କରିବେ। ବ୍ୟବସାୟରେ ଆପଣଙ୍କୁ ଅଧିକ ଲାଭ ମିଳିବ। ସାମାଜିକ ସ୍ତରରେ ମାନସମ୍ମାନ ବୃଦ୍ଧି ପାଇବ।

ବିଛା ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଯେଉଁମାନେ ବ୍ୟବସାୟରେ ଜଡ଼ିତ ରହିଛନ୍ତି ସେମାନଙ୍କୁ ବଡ଼ ପ୍ରୋଜେକ୍ଟ ମିଳିପାରେ। ଅଚାନକ ଧନଲାଭର ସଂକେତ ରହିଛି। ସମ୍ପତ୍ତି କିଣାକିଣି ପାଇଁ ସମୟ ଅନୁକୂଳ ରହିଛି। ପାରିବାରିକ ସମସ୍ୟା ଦୂର ହେବ। ବିଦ୍ୟାର୍ଥୀ ମାନଙ୍କର ମନ ପାଠପଢ଼ାରେ ଲାଗିବ। ଆପଣ ନିଜ ଦାୟିତ୍ୱ ଉଚିତ ଢଙ୍ଗରେ ସମ୍ପନ୍ନ କରିବେ। ହାତରେ ଅନେକ ଅବସର ପ୍ରାପ୍ତ ହେବ। ଜମିବାଡ଼ି ମାମଲାରେ ବିବାଦର ସମାଧାନ ହୋଇଯିବ। ପୈତୃକ ସମ୍ପତ୍ତି ରୁ ଲାଭ ମିଳିବ।

ଆସନ୍ତୁ ଜାଣିବା କେଉଁ ରାଶି ଉପରେ ରହିବ ଅଶୁଭ ପ୍ରଭାବ –

ମିଥୁନ ରାଶିର ଲୋକଙ୍କୁ ଅନେକ ସମସ୍ୟାର ସମ୍ବ କରିବାକୁ ପଡିପାରେ। ଆମଦାନୀ କମିପାରେ। ଘରୋଇ ଆବଶ୍ୟକତା ପଛରେ ଅଧିକ ଖର୍ଚ୍ଚ ବଢିପାରେ। ଅଚାନକ ଆପଣଙ୍କୁ କୌଣସି ଦୁଃଖଦ ସମାଚାର ମିଳିପାରେ। ଆପଣଙ୍କ ମନ ପ୍ରସନ୍ନ ରହିବ। ଜୀବନସାଥୀଙ୍କ ସହିତ କୌଣସି କଥାରେ ମତଭେଦ ହୋଇପାରେ। ବିବାହ ଯୋଗ୍ୟ ଲୋକଙ୍କୁ ବିବାହ ପାଇଁ ପ୍ରସ୍ତାବ ଆସିପାରେ। ପିତାମାତାଙ୍କ ଠାରୁ ଆଶୀର୍ବାଦ ମିଳିବ। ଆପଣଙ୍କ ଆତ୍ମବଳ ସୁଦୃଢ ରହିବ।

ତୁଳା ରାଶିର ଲୋକଙ୍କୁ ଧନ ସମ୍ବନ୍ଧିତ ମାମଲାରେ ସାବଧାନ ରହିବା ଆବଶ୍ୟକ। ଆପଣ ଧନର ଆଦାନ ପ୍ରଦାନ କରିବା ସମୟରେ ସତର୍କ ରୁହନ୍ତୁ ନଚେତ ହାନୀ ହେବାର ସମ୍ଭାବନା ରହିଛି। ମାନସିକ ଚାପ ରହିବ। କୌଣସି ମହିଳାଙ୍କ ଠାରୁ କଷ୍ଟ ଅନୁଭବ ହୋଇପାରେ। ଆପଣ ନିଜର ସବୁ କାର୍ଯ୍ୟ ଉଚିତ ସମୟ ମଧ୍ୟରେ ସମ୍ପନ୍ନ କରିବେ। ଆପଣ ନିଜ ଭବିଷ୍ୟତକୁ ନେଇ ଅଧିକ ଚିନ୍ତିତ ରହିବେ।

ମକର ରାଶିର ଲୋକଙ୍କୁ କୌଣସି ବିବାଦ ରୁ ବଞ୍ଚିତ ହେବା ଉଚିତ । କୌଣସି ପୁରୁଣା କଥାକୁ ନେଇ ଆପଣ ଅଧିକ ଚିନ୍ତିତ ରହିବେ। ସ୍ବାସ୍ଥ୍ୟ ସମ୍ବନ୍ଧିତ ଚିନ୍ତା ବଢିପାରେ। ଆମଦାନୀ ରେ ଅଧିକ ଖର୍ଚ୍ଚ ହୋଇପାରେ, ଯେଉଁଥି ପାଇଁ ଆର୍ଥିକ ବୋଝ ବଢିବ। କୌଣସି ପ୍ରିୟ ବନ୍ଧୁଙ୍କ ସହିତ ମତାନ୍ତର ହୋଇପାରେ। ଆପଣ ଗାଡ଼ି ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

କୁମ୍ଭ ରାଶିର ଲୋକଙ୍କୁ ବ୍ୟାପାର ରେ ସମ୍ଭାଳି ଚାଲିବା ଉଚିତ। କାରଣ କ୍ଷତି ହେବାର ସମ୍ଭାବନା ରହିଛି। ଆପଣଙ୍କୁ ନିଜ ପରିଶ୍ରମ ଅନୁସାରେ ଫଳ ପ୍ରାପ୍ତ ହେବ ନାହିଁ। ଶାରୀରିକ ରୂପରେ ଦୁର୍ବଳତା ଅନୁଭବ କରି ପାରନ୍ତି। ବନ୍ଧୁଙ୍କ ଠାରୁ ସହାୟତା ମିଳିପାରେ। ପ୍ରେମୀ ଯୁଗଳ ପରସ୍ପରକୁ ବୁଝିବା ପାଇଁ ପ୍ରୟାସ କରିବେ। ପିତାମାତାଙ୍କ ସ୍ବାସ୍ଥ୍ୟ କୁ ନେଇ ଚିନ୍ତିତ ରହି ପାରନ୍ତି। ସନ୍ତାନଙ୍କ ନକାରାତ୍ମକ ଗତିବିଧି ଉପରେ ନଜର ରଖନ୍ତୁ।

ଆସନ୍ତୁ ଜାଣିବା ବାକି ରାଶି ଉପରେ କିପରି ରହିବ ପ୍ରଭାବ –

ମେଷ ରାଶିର ଲୋକଙ୍କୁ ସାମାନ୍ୟ ପରିଣାମ ପ୍ରାପ୍ତ ହେବ। କିଛି ଖାସ୍ ବ୍ୟକ୍ତିଙ୍କ ସହିତ ଦେଖାସାକ୍ଷାତ ହୋଇପାରେ, ଯାହାଦ୍ବାରା ଆପଣଙ୍କୁ ଫାଇଦା ମିଳିବ। ଜୀବନରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତୁ। କାରବାର ରେ ସମସ୍ୟା ଦୂର ହୋଇପାରେ। ଆପଣଙ୍କୁ ନିଜ ପାରିବାରିକ ମାହୋଲ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ। ଭାଇଭଉଣୀଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ।

Google

କନ୍ୟା ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। କୌଣସି କାର୍ଯ୍ୟ କୁ ନେଇ ଆପଣ ବ୍ୟସ୍ତ ରହି ପାରନ୍ତି। ଧର୍ମ କର୍ମ ପ୍ରତି ଆପଣଙ୍କର ରୁଚି ବଢିବ। ପିତାଙ୍କ ସ୍ବାସ୍ଥ୍ୟ କୁ ନେଇ ବାଧା ଉତ୍ପନ୍ନ ହୋଇପାରେ। ଆପଣ କୌଣସି ପୁଞ୍ଜି ନିବେଶ କରିବାକୁ ଇଛା କରୁ ଥିଲେ ଘରର ଅନୁଭବୀ ଲୋକଙ୍କ ଠାରୁ ପରାମର୍ଶ ନିଅନ୍ତୁ। ବ୍ୟାପାର ରେ କୌଣସି ପରିବର୍ତ୍ତନ କରନ୍ତୁ ନାହିଁ, ନଚେତ ହାନୀ ହୋଇପାରେ।

ଧନୁ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ସଫଳତାର ମାର୍ଗ ପ୍ରଶସ୍ତ ହେବାର ଯୋଗ ରହିଛି । ଜୀବନସାଥୀଙ୍କ ଠାରୁ ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କୁ ସାମାନ୍ୟ ଫଳ ପ୍ରାପ୍ତ ହେବ। ବ୍ୟାପାରରେ ସମସ୍ୟା ଦେଖା ଦେଇ ଥାଏ।

ମୀନ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଆର୍ଥିକ ସ୍ଥିତି ସୁଦୃଢ ରହିବ। ଆପଣଙ୍କର କୌଣସି ମନସ୍କାମନା ପୂରଣ ହୋଇପାରେ। ଆପଣଙ୍କୁ ନିଜ ବ୍ୟବହାର ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। କାହା ସହିତ କଥାବାର୍ତ୍ତା ସମୟରେ ନିଜର ବ୍ୟବହାର ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। କାର୍ଯ୍ୟ କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଆପଣଙ୍କୁ ଉତ୍ତମ ପରାମର୍ଶ ମିଳିପାରେ। ଶୀଘ୍ରତା ରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ |

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କର ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *