Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୦୪ ନଭେମ୍ବର୨୦୨୦,ବୁଧବାର,ଭଗବାନ ଗଣେଶଙ୍କ କୃପାରୁ ଆଜି ଏହି ୭ ଟି ରାଶିର ଲୋକଙ୍କର ବନୁଛି ଅପାର ଧନଲାଭ ର ଯୋଗ, ପଢନ୍ତୁ।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ବୁଧବାର ୪ ନଭେମ୍ବର ର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୪ ନଭେମ୍ବର ୨୦୨୦।

ମେଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଚାକିରୀ କ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। କର୍ମନିଷ୍ଠ ହୋଇ ସବୁ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ପ୍ରୟାସ କରିବେ। ସାମାଜିକ ସ୍ଥଳରେ ଆପଣଙ୍କୁ ମାନସମ୍ମାନ ପ୍ରାପ୍ତ ହେବ। କ୍ରୋଧ କରନ୍ତୁ ନାହିଁ। ସରକାରୀ କାର୍ଯ୍ୟ ସଫଳତାର ସହିତ ସମ୍ପନ୍ନ ହେବ।

ବୃଷ ରାଶି –

ଆଜି ବାହାରେ ଖାଇବା ଦ୍ବାରା ଆପଣ ସ୍ବାସ୍ଥ୍ୟ ବିଗିଡି ପାରେ। କାହା ସହିତ ବିବାଦ କରନ୍ତୁ ନାହିଁ। ଆପଣଙ୍କର ସାମାଜିକ ମାନସମ୍ମାନ ରେ ବୃଦ୍ଧି ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟାପାର କରୁଥିବା ଲୋକଙ୍କ କାରବାର ରେ ଉନ୍ନତି ହେବ। ସବୁ ଦୁଃଖକଷ୍ଟ ସମାପ୍ତ ହେବ ଏବଂ ପରିବାର ରେ ସୁଖଶାନ୍ତି ଭରି ଯିବ। କୌଣସି ଯାତ୍ରା ରେ ଯାଇ ପାରନ୍ତି।

ମିଥୁନ ରାଶି –

ଆଜି କୌଣସି ବନ୍ଧୁ ଆପଣଙ୍କୁ ସହଯୋଗ କରି ପାରନ୍ତି। ଧନଲାଭ ହେବାର ସମ୍ଭାବନା ରହିଛି। ଆଜି ଆପଣଙ୍କୁ ସାବଧାନ ରହିବାର ଆବଶ୍ୟକତା ରହିଛି। ଧାର୍ମିକ କାର୍ଯ୍ୟରେ ରୁଚି ରଖିବେ। ପିତା ଆପଣଙ୍କ ସପକ୍ଷରେ ରହିବେ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଲମ୍ବା ଯାତ୍ରା କରି ପାରନ୍ତି। ଘରେ ଏବଂ କାର୍ଯ୍ୟଳୟ ରେ ବା ବ୍ୟବସାୟିକ କ୍ଷେତ୍ରରେ କର୍ମଚାରୀ ଙ୍କ ବ୍ୟବହାର ନକାରାତ୍ମକ ରହିପାରେ।

Google

କର୍କଟ ରାଶି –

ପାରିବାରିକ ଲୋକଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ମାନସମ୍ମାନ ରେ ବୃଦ୍ଧି ହେବ। ନୂଆ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। କ୍ରୋଧ କରନ୍ତୁ ନାହିଁ। ମାନସିକ ଅବସାଦ ର ଶିକାର ହୋଇ ପାରନ୍ତି। ସନ୍ତାନ ଙ୍କ ପାଇଁ ଚିନ୍ତା ବଢିପାରେ। ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥ ଅନୁଭବ କରି ପାରନ୍ତି। ନିଜ ପାଇଁ ସମୟ ବାହାର କରନ୍ତୁ।

ସିଂହ ରାଶି –

ଉଚ୍ଚ ଶିକ୍ଷା ପାଇଁ ଯାତ୍ରା କରି ପାରନ୍ତି। ସିଂହ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଆପଣଙ୍କ ବ୍ୟବହାର ରେ ପରିବର୍ତ୍ତନ ଆସିପାରେ। ଆୟ ରେ ବୃଦ୍ଧି ହେବ। ଶିକ୍ଷା କ୍ଷେତ୍ରରେ ଉଚିତ ପରିଣାମ ପ୍ରାପ୍ତ ହେବ। ଜୀବନସାଥୀ ଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ଧନ ମାମଲାରେ ବାଧା ସୃଷ୍ଟି ହୋଇ ପାରେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ।

କନ୍ୟା ରାଶି –

ଆଜି ଆପଣ କରୁଥିବା ପ୍ରୟାସ ସଫଳ ରହିବ। ସମୟ ଆପଣଙ୍କ ଅନୁରୂପ ରହିବ। ପାରିବାରିକ ସଦସ୍ୟଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିବ। ବନ୍ଧୁଙ୍କ ସହିତ ମନୋରଞ୍ଜନ ରେ ସମୟ ଅତିବାହିତ କରିବେ। ଉତ୍ତମ ଭୋଜନ କରି ପାରନ୍ତି। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଦିନଟି ଦୁର୍ବଳ ରହିଛି ।

ତୁଳା ରାଶି –

ଚିନ୍ତା ଅଧିକ ବଢିପାରେ। ଘରର ମାହୋଲ ସୁଖମୟ ରହିବ। କୌଣସି ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ସୁଦୂର ଯାତ୍ରାରେ ଲାଭ ମିଳିପାରେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଭାଇଭଉଣୀଙ୍କ ତରଫରୁ ସ୍ନେହ ପ୍ରେମ ପ୍ରାପ୍ତ ହେବ। ନିଜର କଥା ବନ୍ଧୁଙ୍କ ସହିତ ସେୟାର କରିବେ। ମିଡ଼ିଆ ଏବଂ ଆଇଟି କ୍ଷେତ୍ରରେ ଥିବା ଜାତକ ଙ୍କୁ ସଫଳତା ମିଳିବ। ଲାଭ ର ଅବସର ମିଳିବ।

ବିଛା ରାଶି –

ଆଜି ଆପଣ ଉତ୍ସାହ ରେ ଭରି ରହିବେ। ସର୍ବଦା ଧର୍ଯ୍ୟ ରଖନ୍ତୁ, ଯାହାଦ୍ବାରା ଆପଣଙ୍କୁ ଲାଭ ମିଳିବ। ଆପଣ ନିଜର ଦାୟିତ୍ୱ କୁ ଉଚିତ ଢଙ୍ଗରେ ତୁଲାଇବେ। ସାମାଜିକ ରୂପରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ରାଜନୈତିକ ତଥା ପ୍ରଶାସନ ସମ୍ବନ୍ଧିତ ମାମଲାରେ ଆପଣଙ୍କୁ ଲାଭ ମିଳିବ।

ଧନୁ ରାଶି –

ଆଜି ଆପଣଙ୍କ ସାମ୍ନାରେ ଅପ୍ରତ୍ୟାଶିତ ଖର୍ଚ୍ଚ ଆସିପାରେ। ଜୀବିକା କ୍ଷେତ୍ରରେ ସଫଳତା ମିଳିବ। ଶିକ୍ଷା ପ୍ରତିଯୋଗିତା ରେ ଆପଣଙ୍କୁ ଲାଭ ମିଳିବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପ୍ରେମୀଙ୍କ ସହିତ ମତଭେଦ ହୋଇପାରେ । ଘରେ ସୁଖଶାନ୍ତି ର ବାତାବରଣ ରହିବ। ଗରିବଙ୍କୁ କମ୍ବଳ ଦାନ କରନ୍ତୁ। ପୁରୁଣା ରୋଗ ଉଭରି ପାରେ।

Google

ମକର ରାଶି-

ଏହି ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ସାମାନ୍ୟ ରହିଛି। ଆପଣଙ୍କର ସବୁ କାର୍ଯ୍ୟ ଉଚିତ ରୂପରେ ସମ୍ପନ୍ନ ହେବ। ଆପଣଙ୍କର ସବୁ ସମ୍ପର୍କ ସୁଦୃଢ ରହିବ। ଧନ ଏବଂ ମାନ ସମ୍ମାନ ରେ ବୃଦ୍ଧି ହେବ। ପାରିବାରିକ ଜୀବନରେ କିଛି ସ୍ୱଳ୍ପ ରହିପାରେ। ଭାଇ ମାନଙ୍କ ସହିତ ବିବାଦ ହୋଇପାରେ। ଭାଇ ମାନଙ୍କ ସହିତ ବିବାଦ ହୋଇପାରେ। ଜମିବାଡ଼ି ମାମଲାରେ ବିବାଦ ହେବାର ସମ୍ଭାବନା ରହିଛି।

କୁମ୍ଭ ରାଶି –

ପ୍ରେମ ଜୀବନରେ ଆଜି ଆପଣଙ୍କୁ ସଫଳତା ମିଳିବ। ପାରିବାରିକ ଜୀବନ ସୁଖମୟ ରହିବ। ପିତାମାତାଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। କୌଣସି ସ୍ତ୍ରୀ ବର୍ଗଙ୍କ ଠାରୁ ସହଯୋଗ ପାଇବେ। ଆର୍ଥିକ ପକ୍ଷ ସୁଦୃଢ ରହିବ। କୌଣସି ବାହାର ସ୍ଥାନକୁ ଯାଇ ପାରନ୍ତି। ପ୍ରେମ ଜୀବନ ସୁଖମୟ ରହିବ। ପେଟ ବ୍ୟଥା ସମସ୍ୟା ଦେଖା ଦେଇପାରେ।

ମୀନ ରାଶି –

ଆଜି ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ସମାଜରେ ଆପଣ ନିଜର ଏକ ନୂଆ ପରିଚୟ ସୃଷ୍ଟି। ପୁରା ଉତ୍ସାହ ଯୋଜନା ଆରମ୍ଭ କରିବେ। ବ୍ୟବସାୟ ରେ ସଫଳତା ମିଳିବ। ଧନର ଆଗମନ ହୋଇପାରେ। ପାରିବାରିକ ଏବଂ ବ୍ୟବସାୟିକ ମାମଲାରେ ସଫଳତା ମିଳିବ। ଛାତ୍ର ମାନଙ୍କୁ ପରିଶ୍ରମ କରିବାକୁ ପଡ଼ିବ। ପରିଶ୍ରମ ର ଉଚିତ ପରିଣାମ ପ୍ରାପ୍ତ କରିବେ।

ବନ୍ଧୁଗଣ ଆଜି ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ଶ୍ରୀ ଗଣେଶ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *