Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୨୭ ଅକ୍ଟୋବର ୨୦୨୦,ମଙ୍ଗଳବାର,ଏହି ୭ ଟି ରାଶିର ଲୋକଙ୍କ ପାଇଁ ଉତ୍ତମ ରହିବ ଆଜିର ଦିନଟି, ଅତିରିକ୍ତ ଆମଦାନୀ ହେବାର ଯୋଗ ରହିଛି।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ମଙ୍ଗଳବାର ୨୭ ଅକ୍ଟୋବର ର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୨୭ ଅକ୍ଟୋବର ୨୦୨୦।

ମେଷ ରାଶି –

ଆଜି ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରି ପାରନ୍ତି। ଏଥିପାଇଁ ଆଜିର ଦିନଟି ଶୁଭ ରହିବ। ପରିବାରର ମାହୋଲ ଅଶାନ୍ତି ରେ ଭରି ଯାଇପାରେ। ପରସ୍ପର ମଧ୍ୟରେ ବିବାଦ ଉତ୍ପନ୍ନ ହୋଇପାରେ। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି । କୌଣସି ମହତ୍ୱପୂର୍ଣ୍ଣ ବ୍ୟକ୍ତି ଆପଣଙ୍କ ପାଇଁ ବାଧା ସୃଷ୍ଟି କରି ପାରନ୍ତି। ପ୍ରେହା ପ୍ରସଙ୍ଗ ବିଷୟରେ ବିଚାର କରିବେ।

ବୃଷ ରାଶି –

ଆଜି କାହାକୁ ଉଧାର ଦେବା ପୂର୍ବରୁ ସାବଧାନ ରୁହନ୍ତୁ। ନିଜ ସହିତ କାମ କରୁଥିବା ଲୋକଙ୍କ ସହିତ ଉତ୍ତମ ତାଳମେଳ ରଖନ୍ତୁ। ବନ୍ଧୁଙ୍କ ସହିତ କୌଣସି କଥାକୁ ନେଇ ବିବାଦ ହୋଇପାରେ। ନିଜ ଜୀବନକୁ ନେଇ ଆପଣ କିଛି କଠିନ ପରିସ୍ଥିତି ରେ ପଡି ପାଇଁ ପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ମିଥୁନ ରାଶି –

ପରିଜନଙ୍କ ସହିତ ମତଭେଦ ହୋଇପାରେ, ଏଥିପ୍ରତି ଧ୍ୟାନ ରଖନ୍ତୁ। ବ୍ୟବସାୟ ପାର୍ଟନର ଙ୍କ ସହିତ ସମ୍ବନ୍ଧ ବିଗିଡି ପାରେ। ଜୀବନସାଥୀ ଙ୍କ କ୍ରୋଧ ବଢେଇବା କାର୍ଯ୍ୟ କରନ୍ତୁ ନାହିଁ। ବିଦ୍ୟାର୍ଥୀ ମାନଙ୍କ ସହିତ ହସଖୁସିରେ ସମୟ ଅତିବାହିତ କରିବେ। କ୍ୟାରିୟର ପାଇଁ ଉତ୍ତମ ପରିଶ୍ରମ କରିବେ।

Google

କର୍କଟ ରାଶି –

ଆଜି ଆପଣଙ୍କ ବ୍ୟାପାର ଉତ୍ତମ ଚାଲିବ। ନିବେଶ କରିବା ପାଇଁ ଉତ୍ତମ ସମୟ ରହିବ। ଆୟ ସାମାନ୍ୟ ରହିବ। କାର୍ଯ୍ୟ ମାମଲାରେ ସୁଖଦ ପରିଣାମ ପ୍ରାପ୍ତ ହେବ। ପରିବାର ଲୋକଙ୍କ ସହିତ କୌଣସି ଯାତ୍ରାରେ ଯାଇ ପାରନ୍ତି । ପରିବାର ସହିତ ସାମାଜିକ ଗତିବିଧିରେ ଭାଗ ନେଇ ପାରନ୍ତି।ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ଆପଣଙ୍କର ମାନସମ୍ମାନ ରେ ବୃଦ୍ଧି ହେବ।

ସିଂହ ରାଶି –

ଆଜି ଆପଣଙ୍କର ପୁରୁଣା ସମସ୍ୟା ଦୂର ହୋଇ ଯିବ। ଆପଣଙ୍କ ଚିନ୍ତାଧାରା ପୂରାପୂରି ବଦଳି ଯିବ। ସନ୍ତାନଙ୍କ ତରଫରୁ ଆପଣଙ୍କୁ କିଛି ଆଶ୍ଚର୍ଯ୍ୟକର କଥା ଜଣା ପଡିପାରେ। ବ୍ୟବହାରିକ ଏବଂ ତର୍କ ସଙ୍ଗତ କଥା ଉପରେ ଆପଣ ରୁଜ୍ଞାନ ଅନୁଭବ କରିବେ। କାର୍ଯ୍ୟରେ ସଫଳତା ପାଇବାକୁ ହେଲେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ବରିଷ୍ଠ ଲୋକଙ୍କ ସହିତ ସମ୍ପର୍କ ବଢିବ।

କନ୍ୟା ରାଶି –

ଏହି ରାଶିର ଲୋକଙ୍କର କାର୍ଯ୍ୟରେ ମନ ଲାଗିବ ନାହିଁ। ଆପଣ ନିଜର ଦାୟିତ୍ୱ କୁ ଭଲଭାବରେ ତୁଲାଇବେ । ଆଜି ଆପଣଙ୍କ ମନ ବିଲୁକୁଲ ଲାଗିବ ନାହିଁ। କାର୍ଯ୍ୟକ୍ଷେତ୍ରରେ ଆପଣ ଉତ୍ତନ ପରିଣାମ ହାସଲ କରିବେ । ବ୍ୟବସାୟ କରୁଥିବା ଲୋକଙ୍କୁ ଲାଭ ମିଳିବ। କାର୍ଯ୍ୟକ୍ଷେତ୍ରରେ ଅନେକ ଅବସର ମିଳିବ।

ତୁଳା ରାଶି –

ଯାତ୍ରା ହୋଇପାରେ। କ୍ୟାରିୟର ରେ ବାଧା ସମାପ୍ତ ହୋଇପାରେ। ନୂଆ ରୂପରେ ପାଗକୁ ବଢିବେ।
ଟଙ୍କାକୁ ନେଇ ନୂଆ ସଉଦା ହୋଇପାରେ। ବାଣୀ ପ୍ରୟୋଗ ସମୟରେ ସାବଧାନ ରୁହନ୍ତୁ। ପ୍ରେମୀଙ୍କ ସହିତ ସମ୍ବନ୍ଧ ମଧୁର ରହିବ ।କାରବାର ସାମାନ୍ୟ ରହିବ। ଆପଣଙ୍କ ସକାରାତ୍ମକ ବ୍ୟବହାର ରେ ଘରର ମାହୋଲ ସୁଖମୟ ରହିବ।

ବିଛା ରାଶି –

ପରିବାରରେ ପତ୍ନୀ ଏବଂ ପୁତ୍ରଙ୍କ ଠାରୁ ସୁଖଦ ସମାଚାର ମିଳିବ। ଆପଣଙ୍କୁ ରୋମାନ୍ସ ର ଅବସର ମିଳିବ। ଉତ୍ତମ ଭୋଜନ ର ଆନନ୍ଦ ନେଇ ପାରନ୍ତି। ଧନ ସମ୍ବନ୍ଧିତ ମାମଲାରେ ସତର୍କ ରହିବାକୁ ପଡ଼ିବ । ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

ଧନୁ ରାଶି –

ବୈବାହିକ ଜୀବନ ପାଇଁ ଆଜିର ଦିନଟି ସୁଖମୟ ରହିଛି। ଫାଲତୁ ଖର୍ଚ୍ଚ ବଢିପାରେ। ପିଲାମାନଙ୍କ ପ୍ରଦର୍ଶନ ଦେଖି ପ୍ରଭାବିତ ହୋଇ ପାରନ୍ତି। କାର୍ଯ୍ୟ ମାମଲାରେ ଡେରି ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ସମ୍ପତ୍ତି ମାମଲାରେ ନିବେଶ କରନ୍ତୁ ନାହିଁ। ଅଧିକ ଉତ୍ସାହିତ ରହିବା ଆପଣଙ୍କ ପାଇଁ ହାନିକାରକ ଅଟେ।

Google

ମକର ରାଶି –

ବିବାହ ଇଛୁକ ବ୍ୟକ୍ତିଙ୍କୁ ଜୀବନସାଥୀ ମିଳିବାର ଯୋଗ ରହିଛି। ଆଶାନୁରୂପ ଫଳ ପ୍ରାପ୍ତି ପାଇଁ ସମୟ ଲାଗିପାରେ। ପାଠପଢ଼ାରେ ଉତ୍ତମ ପ୍ରଦର୍ଶନ ରହିବ।ସାଥୀ ଙ୍କ ସହିତ ଉତ୍ତମ ସମ୍ବନ୍ଧ ରହିବ। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବୃଷ ଲୋକଙ୍କ ଆଶୀର୍ବାଦ ନିଅନ୍ତୁ।

କୁମ୍ଭ ରାଶି –

ଆଜି ଆପଣ ନିଜକୁ ନିୟନ୍ତ୍ରଣ ରଖିବାକୁ ପ୍ରୟାସ କରନ୍ତୁ।ଏଥିରେ ଆପଣ ସଫଳ ରହିବେ। ଚାକିରୀ ଉପରେ ଆପଣଙ୍କୁ ଉତ୍ତମ ପରାମର୍ଶ ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରୟାସ ସଫଳ ରହିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ପ୍ରଶଂସା ହୋଇପାରେ।

ମୀନ ରାଶି –

କୋର୍ଟ କଚେରୀ ମାମଲା ସମାଧାନ ହୋଇଯିବ। ନିଜ କ୍ରୋଧ ଉପରେ ସଂଯମତା ରକ୍ଷା କରନ୍ତୁ। ବ୍ୟର୍ଥ ବିବାଦ ରେ ଫସି ଯାଇ ପାରନ୍ତି। କୌଣସି ଆରାମଦାୟକ ଯାତ୍ରା ରେ ଯାଇ ପାରନ୍ତି। ପ୍ରେମ ସମ୍ବନ୍ଧରେ ସୁଧାର ଆସିବ। ନିକଟତର ସମ୍ବନ୍ଧ ସୁଦୃଢ ରହିବ। ଆନନ୍ଦଦାୟକ ପ୍ରବାସ ହେବ। ଆନନ୍ଦଦାୟକ ପ୍ରବାସ ହେବ।

ବନ୍ଧୁଗଣ ଆଜି ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ହନୁମାନ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *