Excuse Me Odisha

ଯାହା କହିବୁ ସତ କହିବୁ

ରଜ ସଂକ୍ରାନ୍ତି ଜୁନ ୧୫ ରେ ବଦଳିବ ଏହି ଚାରୋଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ । ଆସିବ ପ୍ରଚୁର ଧନ ।

ସେୟାର୍ କରନ୍ତୁ

ଦୀର୍ଘ ୫୦୦ ବର୍ଷ ପରେ ଚଳିତ ବର୍ଷ ରଜ ସଂକ୍ରାନ୍ତିରେ ଗ୍ରହ ମାନଙ୍କର ମହାସଂଯୋଗ କାରଣରୁ ଅନେକ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ କାରଣରୁ ପାଞ୍ଚଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି । ଗ୍ରହ ମାନଙ୍କର ଅଦ୍ଭୁତ ଗତି କାରଣରୁ ସେମାନେ ମାଲମାଲ ହେବାକୁ ଯାଉଛନ୍ତି । ଏହି କାରଣରୁ ମନ ପସନ୍ଦର ଚାକିରୀ ମିଳିବାର ସୁଯୋଗ ମଧ୍ୟ ରହିବ । ଏହି ବ୍ୟକ୍ତି ମାନଙ୍କୁ ଲୋକେ ଅଧିକ ପସନ୍ଦ କରିବା ଆରମ୍ଭ କରିବେ । ତେବେ ଚାଲନ୍ତୁ ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ଜାଣିନେବା ।

୧ . ତୁଳା ରାଶି:-

ଆପଣଙ୍କୁ ଜୀବନରେ ବର୍ତ୍ତମାନ ଅପାର ସଫଳତା ମିଳିବାକୁ ଯାଉଛି । ଘରେ ସୁଖ ସମୃଦ୍ଧି ଏବଂ ଧନର ଆଗମନ ହେବାକୁ ଯାଉଛି । ଏହି ରଜ ସଂକ୍ରାନ୍ତି ଠାରୁ ଆପଣ କିଛି ନୂଆ କରି ଦେଖାଇବାକୁ ଯାଉଛନ୍ତି । ବେରୋଜଗାରୀ ଯୁବକ ମାନଙ୍କୁ ଭଲ ଚାକିରୀ ମିଳିବାର ସୁଯୋଗ ରହିଛି । ନୂଆ କାର୍ଯ୍ୟରେ ଆସୁଥିବା ବିଘ୍ନ ବର୍ତ୍ତମାନ ଦୂର ହେବାକୁ ଯାଉଛି । ସାମାଜିକ କାର୍ଯ୍ୟ କରିବାର ସୁଯୋଗ ପ୍ରାପ୍ତ ହେବ ଏବଂ ଜୀବନର ସମସ୍ୟା ମଧ୍ୟ ଦୂର ହୋଇଯିବ ।

୨ . ବୃଷ ରାଶି:-

ଆର୍ଥିକ କ୍ଷେତ୍ରରେ ଅନେକ ଉନ୍ନତି ଦେଖା ଦେବ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଧନ ଲାଭ ହେବାର ସୁଯୋଗ ରହିଛି । ଜୀବନରେ ଥିବା ସବୁ ପ୍ରକାରର ଦୁଃଖ କଷ୍ଟର ଅନ୍ତ ଘଟିବାକୁ ଯାଉଛି । ଚାକିରୀ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ରଜ ସଂକ୍ରାନ୍ତି ପରର ସମୟ ଅତ୍ୟନ୍ତ ଶୁଭ ରହିବାକୁ ଯାଉଛି । ଏମାନଙ୍କ ଘରେ ଅଧିକ ମାତ୍ରାରେ ଖୁସିର ବର୍ଷା ହେବ ।

୩ . ସିଂହ ରାଶି:-

ଏହି ରାଶିର ବ୍ୟକ୍ତିଙ୍କୁ ଆର୍ଥିକ ସଙ୍କଟ ଠାରୁ ମୁକ୍ତି ମିଳିବ । ଆପଣଙ୍କୁ ନିଶ୍ଚିତ ଭାବରେ ସଫଳତା ମିଳିବ । ଅନେକ ପରିଶ୍ରମ କରି ନିଜର ଏକ ନୂତନ ପରିଚୟ ସୃଷ୍ଟି କରିବେ । ଆଗାମୀ ସମୟରେ ଆପଣଙ୍କ ଭାଗ୍ୟ ପ୍ରବଳ ହେବ । ରଜ ସଂକ୍ରାନ୍ତି ଠାରୁ ଆପଣଙ୍କ ଜୀବନରେ ଖୁସିର ବର୍ଷା ହେବାକୁ ଯାଉଛି । ହଠାତ ଆପଣଙ୍କୁ ଆର୍ଥିକ ଲାଭ ମିଳିବାକୁ ଯାଉଛି ।

୪ . କନ୍ୟା ରାଶି:-

ଆପଣଙ୍କ ଘରେ ସୁଖ ସମୃଦ୍ଧି ଏବଂ ଧନର ଆଗମନ ହେବ । ଯେଉଁ କାରଣରୁ ସମାଜରେ ସମ୍ମାନ ମଧ୍ୟ ପ୍ରତିଷ୍ଠା ହେବ । ଆପଣଙ୍କୁ ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭ ମିଳିବାର ପୁରା ସମ୍ଭାବନା ରହିଛି । ଚାକିରୀ କ୍ଷେତ୍ରରେ ଉନ୍ନତିର କୌଣସି ବଡ଼ ଖୁସି ଖବର ମିଳିବାକୁ ଯାଉଛି ।

୫ . ମେଷ ରାଶି:-

ଶ୍ରୀହନୁମାନଙ୍କ କୃପାରୁ ଆପଣଙ୍କ ଜୀବନରେ ସବୁ ପ୍ରକାରର ସମସ୍ୟା ଦୂର ହେବାକୁ ଯାଉଛି । ଅତି କଠିନ କାମକୁ କରି ଆପଣ ଆଗକୁ ଆଗକୁ ବଢ଼ି ଚାଲିବେ । କଠିନ ପରିଶ୍ରମ ଏବଂ ଶ୍ରମିକ କାର୍ଯ୍ୟ କରୁଥିବା ଲୋକଙ୍କୁ ଶ୍ରୀହନୁମାନଙ୍କ କୃପାରୁ ପ୍ରଚୁର ଧନ ପ୍ରାପ୍ତି ହେବ । ପରିବାରର ସଦସ୍ୟ ମାନଙ୍କ ପାଇଁ ନୂଆ ନୂଆ ଜିନିଷ କିଣି ପାରନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *