Excuse Me Odisha

ଯାହା କହିବୁ ସତ କହିବୁ

ଏହି ଗଛର ପତ୍ର ଆକର୍ଷିତ କରେ ଟଙ୍କା । କେଉଁଠି ମିଳିଲେ ଛାଡ଼ନ୍ତୁ ନାହିଁ ।

ସେୟାର୍ କରନ୍ତୁ

ବରକୋଳି ଗଛର ପତ୍ରକୁ ଆପଣମାନେ ନିଶ୍ଚୟ ଦେଖିଥିବେ । ଯେଉଁ ପତ୍ରକୁ ତନ୍ତ୍ର ସାଧନାରେ ଅଧିକ ବ୍ୟବହାର କରାଯାଇଥାଏ । ହୁଏତ ଏ ବିଷୟରେ ଖୁବ କମ ଲୋକ ଜାଣିଥିବେ । ଏହାର ଅନେକ ଦୈବିକ ଶକ୍ତି ମଧ୍ୟ ରହିଛି । ଧାର୍ମିକ ଦୃଷ୍ଟିରୁ ମଧ୍ୟ ଏହାର ତିନୋଟି ପ୍ରୟୋଗ ରହିଛି । ଯାହାକି ଘରେ ସୁଖ ଶାନ୍ତି ଧନ ଏବଂ ବୈଭବ ବଢ଼ାଇ ଥାଏ । ବରକୋଳିରେ ଭିଟାମିନ , ମିନେରାଲସ ଏବଂ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ମାତ୍ରାରେ ରହିଥାଏ । ମୁଣ୍ଡ ବ୍ୟଥା ଏବଂ ଆଖି ଜନିତ ଯନ୍ତ୍ରଣାକୁ ମଧ୍ୟ ଏହା ରୋକିବାର କାମ କରିଥାଏ । ସାଧରଣତଃ ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକେ ଅନେକ କାରଣରୁ ଆଖି ଜନିତ ସମାସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାର ଅନେକ ଆଧ୍ୟାତ୍ମିକ ସୂଚନା ବିଷୟରେ ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ।

ତେଣୁ ଏହି ପରିସ୍ଥିତିରେ ବରକୋଳି ଗଛ ଛାଲି ନେଇ ତାହାକୁ ପେଶୀ ଆଖି ଚାରି ପାଖରେ ଲଗାଇବାକୁ ପଡ଼ିଥାଏ । ଆଖି ଜନିତ ସମସ୍ୟା ଏହାଦ୍ବାରା ଦୂର ହୋଇଯାଏ । ଅନେକ ଲୋକଙ୍କର ଅର୍ଦ୍ଧକପାଳି ସମସ୍ୟା ଏବଂ ନାକରୁ ରକ୍ତ ଝରିବା ସମସ୍ୟା ହୋଇଥାଏ । ତେଣୁ ବରକୋଳି ଗଛର ପତ୍ରକୁ ନେଇ ପେଶୀ ଦିଅନ୍ତୁ ଏବଂ କର୍ଣ୍ଣ ମୂଳରେ ତାହାକୁ ଲଗାଇ ଦିଅନ୍ତୁ । ଏହାଦ୍ବାରା ନାକରୁ ରକ୍ତ ଝରିବା ବନ୍ଦ ହୋଇଯିବ ଏବଂ ଅର୍ଦ୍ଧକପାଳି ସମସ୍ୟା ମଧ୍ୟ ଦୂର ହୋଇଯିବ । ମୁହଁରେ ଯନ୍ତ୍ରଣା କିମ୍ୱା ଘା ହୋଇଥିଲେ ଏହାର ଛାଲିକୁ ପେଶୀ ପାଣି ମିଶାଇ ତାହାକୁ କୁଳି କଲେ ଏହି ସବୁ ସମସ୍ୟା ଦୂର ହୋଇଯିବ । ଯଦି ମଙ୍ଗଳବାର ଦିନ ଶ୍ରୀହନୁମାନଙ୍କୁ ବରକୋଳି ଭୋଗ ଲଗାଯାଏ ତେବେ ଭୌତିକ ସୁଖର ପ୍ରାପ୍ତି ହୋଇଥାଏ ।

ଯଦି କାହାକୁ ମୂତ୍ର ସମ୍ବନ୍ଧୀ ସମସ୍ୟା ରହିଥାଏ ଅର୍ଥାତ ପରିସ୍ରା ସମୟରେ ଯନ୍ତ୍ରଣା କିମ୍ବା ଠିକ ଭାବରେ ପରିସ୍ରା ନହୁଏ ତେବେ ଏହି ବରକୋଳି ଗଛର ପତ୍ର ଆଣି ପେଶୀ ନାଭିରେ ଲଗାଇ ଦିଅନ୍ତୁ । ଏହି ପ୍ରୟୋଗ ଦ୍ୱାରା ପରିସ୍ରା ସମୟରେ ଆସୁଥିବା ସମସ୍ୟାରୁ ମୁକ୍ତି ମିଳିଯିବ । ଏଭଳି ମାନ୍ୟତା ରହିଛି ଯେ ରାମଚନ୍ଦ୍ର ସବରୀ ହାତରୁ ବରକୋଳି ଖାଇଥିଲେ । ତେଣୁ ସେହି ଅନୁଯାୟୀ ରାମନବମୀ ଦିନ ଶ୍ରୀରାମଚନ୍ଦ୍ରଙ୍କୁ ବରକୋଳି ଭୋଗରେ ଅର୍ପିତ କଲେ ଯାହା ମନସ୍କାମନା ଆପଣଙ୍କର ଥିବ ତାହା ପୂରଣ ହୋଇଯିବ । ଏହାଦ୍ବାରା ସବୁ ପ୍ରକାରର ଭୌତିକ ସୁଖ ଏବଂ ଇଚ୍ଛା ମୁତାବକ ଜିନିଷ ପ୍ରାପ୍ତ ହେବ । ମଙ୍ଗଳବାର ଦିନ ଯଦି ଆପଣ ଶ୍ରୀହନୁମାନଙ୍କ ମନ୍ଦିରରେ ଏହି ବରକୋଳି ଭେଟ କରନ୍ତି ତେବେ ଭୌତିକ ସୁଖର ପ୍ରାପ୍ତି ହେବ ।

କେବଳ ସେତିକି ନୁହେଁ ଏହାଦ୍ବାରା ଜାତକରେ ମଙ୍ଗଳ ମଧ୍ୟ ମଜବୁତ ହେବ । ମଙ୍ଗଳ ମଜବୁତ ହେଲେ ଜୀବନ ସମ୍ପୂର୍ଣ୍ଣ ବଦଳିଯିବ ଏବଂ ଆପଣଙ୍କ ଜୀବନ ସୁଖ ସ୍ୱଚ୍ଛନ୍ଦରେ ଭରପୁର ହୋଇଯିବ । ଯଦି ବିବାହରେ ବିଳମ୍ବ ହେଉଥିବ ତେବେ ପାଞ୍ଚଟି ବରକୋଳି ନେଇ ନାଲି କପଡ଼ାରେ ଗୁଡ଼ାଇ ଶରୀର ଉପର ଦେଇ ସାତ ଥର ବୁଲାଇ ଶ୍ରୀହନୁମାନଙ୍କୁ ଚଢ଼ାଇ ଦିଅନ୍ତୁ । ଏହାଦ୍ବାରା ବିବାହ ଜନିତ ସମସ୍ୟା ଦୂର ହୋଇଯିବ । ଯଦି ଅମାବାସ୍ୟା ଦିନ ଏହି ଗଛର ୨୧ଟି କଣ୍ଟା ନିଆଯାଏ ଶତ୍ରୁ ଘର ବାହାରେ ରାତି ୯.୩୦ ପରେ ଫିଙ୍ଗି ଦିଅନ୍ତି ତେବେ ଏହାଦ୍ବାରା ଶତ୍ରୁର ସର୍ବନାଶ ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *