ସବୁଠାରୁ ବଡ଼ ମନ୍ତ୍ରକୁ କଣ ଅଟେ ଯାହାକୁ ଜପ କରିଲେ ସମସ୍ତ ମନସ୍କାମନା ତୁରନ୍ତ ପୂରଣ ହୋଇଯାଏ।
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସବୁଠାରୁ ବଡ଼ ମନ୍ତ୍ରକୁ କଣ ଅଟେ ଯାହାକୁ ଜପ କରିଲେ ସମସ୍ତ ମନସ୍କାମନା ତୁରନ୍ତ ପୂରଣ ହୋଇଯାଏ।
ବହୁତ ଲୋକଙ୍କର ଏହା ଅଭିଯୋଗ ଥାଏ କି ହଠାତ ତାଙ୍କ ଘରେ ଓଲଟା ପାଲଟା ହେଉଛି ବହୁତ ଲୋକ ଅଛନ୍ତି ଯେଉଁମାନଙ୍କୁ ହଠାତ କାମ କରିବାକୁ ଇଛା ହୁଏ ନାହିଁ। କୌଣସି ବି କାମ ତାଙ୍କ ଇଛା ଅନୁସାରେ ହେଉନାହିଁ। ଘରର ମାହଲ ଏତେ ନକରାତ୍ମକ ହୋଇଯାଇଛି ଯେ ନିଜ ଘରେ ହିଁ ବଞ୍ଚିବା କଷ୍ଟକର ହୋଇପଡୁଛି। କୌଣସି ବି କାମ କରିବା ସମୟରେ ଖରାପ ଭାବନା ଆସିଥାଏ। ଦିନସାରା ଟେନସନରେ ଭରି ରହିଥାନ୍ତି। ପରିବାରକୁ ନେଇ କିମ୍ବା ଧନ ସମ୍ପତ୍ତିକୁ ନେଇ ତ ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ସକାଳ ସମୟରେ ଏହି ଶବ୍ଦ କହିବାର ଅଛି। ବନ୍ଧୁଗଣ କିଏ ଚାହେନାହିଁ ତାକୁ ଭଗବାନ ଶିବଙ୍କର କୃପା ନମିଳୁ। ଯଦି ଆପଣ ଚାହୁଁଛନ୍ତି ତ ଆଜିର ଏହି ପୋଷ୍ଟଟିକୁ ଶେଷ ଯାଏଁ ପଢ଼ନ୍ତୁ।
ଏମିତିତ ଭୋଳାନାଥ କେବଳ ପୂଜାପାଠରେ ଆଉ ପୁରା ମନରେ ଜଳ ଅର୍ପଣରେ ବା ପ୍ରାର୍ଥନା କରିବାରେ ହିଁ ପ୍ରସନ୍ନ ହୋଇଯାନ୍ତି ଆଉ ନିଜର ଭକ୍ତକୁ ନିଜର ଚମତ୍କାର ଦେଖାଇଥାନ୍ତି କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜଣେଇବି ପ୍ରତିଦିନ ସକାଳୁ ସକାଳୁ ଉଠୁ ଉଠୁ ଆପଣଙ୍କୁ କେବଳ ଏହି ଶବ୍ଦ ବୋଲିବାର ଅଛି ଏବଂ ଏହା କରିବା ଦ୍ୱାରା ଆପଣଙ୍କର ଯାହାବି ଇଛା ଥିବ ତାହା ପୂରଣ ହେବ। ତାହା ପାଇଁ ବାସ ଆପଣଙ୍କୁ ଏହି ଶବ୍ଦ ବୋଲିବାର ଅଛି ଏବଂ ବିନା ପୂଜା ପାଠରେ ବି ଆପଣଙ୍କୁ ଏତେ ଫଳ ପ୍ରାପ୍ତ ହେବ କି ଆପଣ କଳ୍ପନାବି କରିପାରିବେ ନାହିଁ। ବନ୍ଧୁଗଣ ସକାଳୁ ଉଠୁ ଉଠୁ ଆପଣ ଯେଉଁ ଶବ୍ଦ ବୋଲିବେ ଆସନ୍ତୁ ଜାଣିବା।
ବନ୍ଧୁଗଣ ଆପଣ ଯଦି ବିଦ୍ୟାର୍ଥୀ ଅଟନ୍ତି ମାନେ ଛୋଟ ପିଲା ଅଟନ୍ତି ତ ଆପଣ ବି ଏହି ଉପାୟକୁ ନିଶ୍ଚୟ କରିପାରିବେ। ଏହା କରିବା ଦ୍ୱାରା ଆପଣଙ୍କର ମାନସିକ ବିକାଶ ଏତେ ମଜବୁତ ହେବ ଯେ ଆପଣଙ୍କର ପଢିବାରେ ଆଗ୍ରହ ପ୍ରତିଦିନ ବଢି ବଢି ଯିବ। ଆପଣଙ୍କୁ ଆପଣଙ୍କର ପରୀକ୍ଷାରେ ବି ଭଲ ଫଳ ମିଳିବ। ଘରର ସ୍ତ୍ରୀମାନେ ବି ଏହି ଉପାୟ ନିଶ୍ଚୟ କରିବେ। ଆପଣଙ୍କୁ କେବଳ ବାସ ସକାଳୁ ସକାଳୁ ଏହି ଶବ୍ଦ ବୋଲିବାରଅଛି ଏବଂ ଏହା ପାଇଁ ଆପଣଙ୍କୁ ପ୍ରତ୍ୟକ ଉପାୟରେ ଭଗବାନଙ୍କ ସହ ଯୋଡି ହୋଇଯିବେ।
ଏହା ପାଇଁ ଆପଣଙ୍କୁ ସକାଳୁ ସକାଳୁ ସ୍ନାନ କରିବାର ବି କିଛି ଆବଶ୍ୟକତା ନାହିଁ। ପ୍ରତ୍ୟକ ଉପାୟରେ ଭଗବାନଙ୍କ ସହ ଯୋଡି ହୋଇଥିବା କାମରେ ଆପଣଙ୍କୁ ସ୍ୱଚ୍ଛତା ବା ସଫା ସୁତରାର ଧ୍ୟାନ ରଖିବାକୁ ପଡିଥାଏ ଏବଂ ସ୍ନାନ କରି ସ୍ୱଚ୍ଛ ଏବଂ ସଫା କପଡା ବି ପରିଧାନ କରିବାକୁ ପଡିଥାଏ ଓ ତାପରେ ହିଁ ଏହି ଉପାୟକୁ କରିବାକୁ ପଡିଥାଏ କିନ୍ତୁ ଆଜି ଆମେ ଆପଣଙ୍କୁ ଯାହା କହିବାକୁ ଯାଉଛି ତାହାର ଉତ୍ତର କେବଳ ୨ ଟି ଶବ୍ଦ। ଯାହାକୁ ଆପଣ ସକାଳ ସମୟରେ ଉଠୁ ଉଠୁ ହିଁ କରିବାର ଅଛି।
ଯଦି ଘରର ସ୍ତ୍ରୀମାନେ ଏହି ଉପାୟ କରନ୍ତି ଯେ ଘରେ ନୂଆ ବାହା ହୋଇ ଆସିଛନ୍ତି ନୂଆ ବହୁ ଅଛନ୍ତି ସେମାନେ ସକାଳର ସମୟରେ ଯଦି ଏହି ଉପାୟ କରନ୍ତି ତାହେଲେ ଆପଣଙ୍କର ଉତ୍ତମ ସୁନ୍ଦର ସନ୍ତାନ ହେବ ଏବଂ ଆପଣଙ୍କ ବୈବାହିକ ଜୀବନ ଭଲରେ କଟିବ ଏବଂ ଏହାକୁ ଘରର ଗୁରୁଜନମାନେ ବୟସ୍କ ମାନେ ନିଜର ଦୀର୍ଘାୟୁ ପାଇଁ ନିଜର ଭଲ ସ୍ୱାସ୍ଥ୍ୟ ପାଇଁ ଏବଂ ନିଜର ଯଦି ବ୍ୟାପାର ଥିବ ତାକୁ ବଢ଼ାଇବା ଆପଣମାନେ ଏହି ଉପାୟ କରିପାରିବେ। ତ ବନ୍ଧୁଗଣ ସକାଳୁ ସକାଳୁ ଉଠୁ ଉଠୁ ସବୁ ଦେବତାଙ୍କର ଧ୍ୟାନ କରିବା ଉଚିତ ଏବଂ ତାହା ଛଡା ଆପଣଙ୍କୁ ଆପଣଙ୍କ ଦିନର ଆରମ୍ଭ ଦେବତାଙ୍କର ପୂଜା ପାଠରେ କରିବା ଉଚିତ।
ଯାହା ଦ୍ୱାରା ଆପଣଙ୍କୁ ଠିକ ଓ ଶୁଭ ଫଳ ମିଳିବ। ଏବଂ ଆପଣଙ୍କୁ ଆପଣଙ୍କ ଜୀବନ ଭିତରେ ସବୁ ଭଲ କାମ ଦେଖିବାକୁ ମିଳିବ। ଆପଣଙ୍କୁ ସକାଳୁ ଦୁଇ ହାତ ଯୋଡି ଏହି ଶବ୍ଦ କହିବାର ଅଛି ଯାହା ଏହି ପ୍ରକାରର ଅଟେ। “ଓଁ ସମ୍ଭବେ ନମଃ” ଏହା ମହାମୃତ୍ୟୁଞ୍ଜୟ ମନ୍ତ୍ର ଅଟେ। ଏହି ମନ୍ତ୍ରର ଜପ କରି ଆପଣ ନିଜ କୁଣ୍ଡଳୀରେ ଯେତେବି ଦୋଷ ଥିବ ତାହାବି ମଧ୍ୟ ଦୂର ହୋଇଯିବ। ଏହା ଛଡା ଆପଣ ଦୁଇ ହାତ ଯୋଡି ଏହି ମନ୍ତ୍ରର ଜପ କରିବା ଉଚିତ। “ଓଁ ତ୍ରୟେମ୍ବକମ ଜଂଜାମହି ସୁଗନ୍ଧି ପୁଷ୍ଟି ବର୍ଦନଂମ ଉରୁବାରୁକମାବର୍ଦ୍ଧନାମ ମୃତ୍ୟୁମୁଖଶ୍ୟମାମୁତ୍ରମ।
ଏହି ମନ୍ତ୍ରକୁ ମହାମୃତ୍ୟୁଞ୍ଜୟ ମନ୍ତ୍ର ବା ସଂଜୀବନି ମନ୍ତ୍ର ମଧ୍ୟ କୁହନ୍ତି। ଏହି ମନ୍ତ୍ର ଅତ୍ୟନ୍ତ ପ୍ରଭାବଶାଳି ମନ୍ତ୍ର ଅଟେ। ଏହାକୁ ପ୍ରଭାତରୁ ଉଠି ଆଖି ଖୋଲିବା ପୂର୍ବରୁ ୩ ଥର ଜପ କରି ନିଅନ୍ତୁ। ଏହାର ଉଚାରଣରେ ବା ଧ୍ୱନୀରେ ଶରୀରରେ ଚାରିପଟରେ ଦୈବଶକ୍ତିର ସଂଚାର ହୋଇଥାଏ। ଏହି ମନ୍ତ୍ର ଉଚାରଣ କରି ଶୁଣିବା ଦ୍ୱାରା ସବୁ ଅମଙ୍ଗଳ ଶକ୍ତି ବି ଦୂର ହୋଇଥାଏ ଏବଂ ଆପଣଙ୍କ ଘର ପରିବାରରେ ସୁଖ ସମୃଦ୍ଧିର ବୃଦ୍ଧି ହୋଇଥାଏ।