ପର ସ୍ତ୍ରୀ ସହ ଖରାପ ସମ୍ପର୍କ ରଖିଲେ, ମିଳିଥାଏ ଏହି ଯମଦ-ଣ୍ଡ !
ବନ୍ଧୁଗଣ, ବର୍ତ୍ତମାନ କଳିଯୁଗର ସମୟ।ଆପଣ ମାନେ ଅନୁଭବ କରିଥିବେ ଯେ ଆଜିର ସମୟରେ କୌଣସି ସମ୍ପର୍କର ମାନ୍ୟତା ନାହିଁ। ଅଧିକାଂଶ ମହିଳା ମାନେ ପ୍ରତ୍ୟେକଦିନ ଶାରୀରିକ ଓ ମାନସିକ ରୂପରେ ଶୋଷଣର ଶି-କାର ହୋଇଥାନ୍ତି। ଅନେକ ପୁରୁଷ ଅଛନ୍ତି, ଯେଉଁ ମାନେ ମହିଳାଙ୍କୁ କେବଳ ଉପଭୋଗ କରିବାର ବସ୍ତୁ ଭାବିଥାନ୍ତି।
ଏଭଳି ପୁରୁଷ ମାନେ ଜାଣି ରଖନ୍ତୁ ଯେ, ଆପଣଙ୍କୁ ବର୍ତ୍ତମାନ ସମୟରେ ଯେଉଁ ଆନନ୍ଦ ମିଳୁଛି, ମୃ-ତ୍ୟୁ ପରେ ଏହାର ପରିଣାମ କଣ ହେବାକୁ ଯାଉଛି।ଏଭଳି ହେବାର ସବୁଠାରୁ ବଡ଼ କାରଣ ହେଉଛି, ଆଜିକାଲି କାହା ପାଖରେ ଶାସ୍ତ୍ରର ଜ୍ଞାନ ନାହିଁ। ପର ସ୍ତ୍ରୀଙ୍କ ସହିତ କୌଣସି ପୁରୁଷ ସମ୍ବନ୍ଧ ରଖିଲେ, ମୃତ୍ୟୁ ପରେ ତାଙ୍କୁ କଣ ଦ-ଣ୍ଡ ମିଳିଥାଏ, ଆସନ୍ତୁ ସେହି ବିଷୟରେ ସମ୍ପୂର୍ଣ୍ଣ ବିସ୍ତାରରେ ଜାଣିବା।
ପର ସ୍ତ୍ରୀଙ୍କ ସହିତ ଯେଉଁ ପୁରୁଷ ସମ୍ବନ୍ଧ ରଖିଥାନ୍ତି ବା ତାଙ୍କୁ ଖରାପ ନଜରରେ ଦେଖିଥାନ୍ତି, ତାହେଲେ ନିଶ୍ଚିତ ଭାବରେ ସେହି ପୁରୁଷ ଲୋକର କୂଳ ନା-ଶ ହେବ। ଉଦାହରଣ ସ୍ୱରୂପ, ରାମାୟଣରେ ମାତା ସୀତାଙ୍କୁ ଅପ-ହରଣ କରିବା ପରେ ଲଙ୍କାଦେଶ ସମ୍ପୂର୍ଣ୍ଣ ଭସ୍ମ ହୋଇଗଲା। ମହାଭାରତରେ ରାଣୀ ଦ୍ରୌପଦୀଙ୍କ ଚିରହରଣ କରିବା ଦ୍ଵାରା ସମଗ୍ର କୌରବ ବଂଶର ନା-ଶ ହୋଇଥିଲା।
ଆଜିକାଲି ପର ସ୍ତ୍ରୀଙ୍କ ସହିତ ସମ୍ବନ୍ଧ ରଖିବା ଯୋଗୁଁ ଆଇ-ନଗତ ଦ-ଣ୍ଡ ମଧ୍ୟ ରହିଛି। ସ୍ତ୍ରୀଙ୍କୁ ଯ-ନ୍ତ୍ରଣା ଦେଲେ, ଏଥିପାଇଁ ପୁରୁଷଙ୍କୁ ଆଇ-ନଗତ ଦ-ଣ୍ଡ ମିଳିଥାଏ। ଗରୁଡ଼ ପୁରାଣ ଅନୁସାରେ, ପର ସ୍ତ୍ରୀଙ୍କ ସହିତ ସମ୍ବନ୍ଧ ରଖିବା ଘୋର ପାପ ବୋଲି ମାନା ଯାଇଛି।ଏଭଳି ପୁରୁଷ ମାନଙ୍କୁ ମୃ-ତ୍ୟୁ ପରେ ଯମଲୋକରେ ବହୁତ ଯ-ନ୍ତ୍ରଣା ଭୋଗ କରିବାକୁ ପଡ଼ିଥାଏ।
ଏହାସହିତ ଯମଲୋକରେ ଏଭଳି ପୁରୁଷଙ୍କ ଲି-ଙ୍ଗକୁ କ-ଟା ଯାଇ ତତଲା ଲୁହା ସହିତ ବାନ୍ଧି ଦିଆଯାଇଥାଏ। ଆଗାମୀ ଜନ୍ମରେ ଏମାନେ ସ୍ତ୍ରୀ ଯୋ-ନିରେ ହିଁ ଜନ୍ମ ହୋଇଥାନ୍ତି।ଗରୁଡ ପୁରାଣ ଅନୁସାରେ, ଯେଉଁ ସ୍ତ୍ରୀ ନିଜ ସ୍ଵାମୀ ବ୍ୟତୀତ ପର ପୁରୁଷଙ୍କ ସହିତ ସମ୍ପର୍କ ରଖିଥାଏ, ତାକୁ ଯମଲୋକରେ ଖୁବ୍ କଷ୍ଟ ଯ-ନ୍ତ୍ରଣା ମିଳିଥାଏ।
ଏହି ଦ-ଣ୍ଡ ଭୋଗ କରି ସାରିବା ପରେ ସେହି ସ୍ତ୍ରୀ ବାଦୁଡ଼ି ବା ଏଣ୍ଡୁଅ ଭାବରେ ଜନ୍ମ ନେଇଥାଏ। ଯେଉଁ ପୁରୁଷ ଅଳ୍ପ ବୟସ କନ୍ୟା ସହିତ ସମ୍ପର୍କ ରଖିଥାଏ, ତାକୁ ନ-ର୍କରେ ଅନେକ ଯନ୍ତ୍ର-ଣା ସହିବା ପରେ ଅଜଗର ସାପ ଜନ୍ମ ମିଳିଥାଏ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ଲେଖାଟି କିପରି ଲାଗିଲା, ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମର ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!