Excuse Me Odisha

ଯାହା କହିବୁ ସତ କହିବୁ

ଅକ୍ଟୋବର ୨୮ ଚନ୍ଦ୍ରଗ୍ରହଣରେ ଏହି ରାଶି ମାନେ ହେବେ କୋଟିପତି । ସ୍ୱାମୀ ସ୍ତ୍ରୀ ନିଶ୍ଚୟ ଥରେ ଦେଖି ଦିଅନ୍ତୁ ।

ସେୟାର୍ କରନ୍ତୁ

ବର୍ଷର ଶେଷ ଚନ୍ଦ୍ର ଗ୍ରହଣରେ ୫୨ ପ୍ରକାରର ଶୁଭ ସଂଯୋଗ ଲାଗିବାକୁ ଯାଉଛି । ଯାହାର ପ୍ରଭାବ ସମସ୍ତ ୧୨ ଟି ରାଶି ଉପରେ ପଡ଼ିବାକୁ ଯାଉଛି ଏବଂ ସେଥିମଧ୍ୟରୁ ଛଅଟି ରାଶିର ଭାଗ୍ୟ ସମ୍ପୂର୍ଣ୍ଣ ବଦଳିବାକୁ ଯାଉଛି । ଅକ୍ଟୋବର ୨୮ ରେ ଲାଗିବାକୁ ଯାଉଥିବା ଚନ୍ଦ୍ର ଗ୍ରହଣ ଅନେକ ଶୁଭ ଯୋଗ ଆଣିବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଚନ୍ଦ୍ର ଗ୍ରହଣକୁ ଅଶୁଭ ମାନାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଚନ୍ଦ୍ର ଗ୍ରହଣ କାରଣରୁ ବାତାବରଣରେ ନକରାତ୍ମକ ଶକ୍ତି ବଢ଼ିଯାଏ । ଯାହାର ପ୍ରଭାବ ମନୁଷ୍ୟ ମାନଙ୍କ ଉପରେ ମଧ୍ୟ ପଡ଼ିଥାଏ । ତେଣୁ ଏହି ସମୟରେ କିଛି ଖାସ ଏବଂ ସହଜ ଉପାୟ କଲେ ଖରାପ ପ୍ରଭାବ ଏତେ କ୍ଷତି ପହଞ୍ଚାଇ ପାରେ ନାହିଁ ।

ଏହି ଦିନ ଚନ୍ଦ୍ର ଗ୍ରହଣ ସହିତ ଶରତ ପୂର୍ଣ୍ଣିମା ମଧ୍ୟ ପଡ଼ୁଛି । ଏହି ସବୁ ଉପାୟ କଲେ ମାତା ଲକ୍ଷ୍ମୀ ମଧ୍ୟ ଅତ୍ୟନ୍ତ ପ୍ରସନ୍ନ ହେବେ । ଏହି ସମୟରେ କରାଯାଉଥିବା ଉପାୟ କେବେବି ବ୍ୟର୍ଥ ହୁଏନାହିଁ । ଚନ୍ଦ୍ର ଗ୍ରହଣ ଦିନ ରାତିରେ ଯଦି ବ୍ୟକ୍ତି ସମ୍ପୂର୍ଣ୍ଣ ନିୟମ ଅନୁଯାୟୀ କିଛି ଉପାୟ କରେ ତେବେ ତାହା ନିଶ୍ଚୟ ସଫଳ ହେବ । ଅକ୍ଟୋବର ୨୮ ରାତିରେ ଚନ୍ଦ୍ରଗ୍ରହଣ ରାତି ୧୧.୨୩ ରେ ଉପଛାୟାରେ ପ୍ରବେଶ କରିବ । ଏହାର ଆରମ୍ଭ ୧.୦୫ , ମଧ୍ୟ ଭାଗ ୧.୪୪ ଏବଂ ସମାପ୍ତି ୨.୨୪ ରେ ହେବ ।

କିନ୍ତୁ ସୂତକ କାଳ ଶୁକ୍ରବାର ସନ୍ଧ୍ୟା ୪.୩୨ ରେ ହେବ । ଏହି ସୂତକ କାଳ ସମୟରେ କିଛି କାମ ଏପରି ରହିଛି ଯାହା କରିବା ସମ୍ପୂର୍ଣ୍ଣ ବର୍ଜିତ ଅଟେ । ଆଉ କିଛି ଏପରି କାମ ରହିଛି ଯାହାକୁ ଯଦି ଆପଣ କରନ୍ତି ତେବେ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବ । ସୂତକ କାଳ ସମୟରେ ତାମସିକ ଭୋଜନ ଠାରୁ ଦୂରେଇ ରହିବା ଉଚିତ । ଏହି ସମୟରେ ମଦିରର କବାଟ , ପୂଜା ପାଠ , ପାନିଆର ସ୍ପର୍ଶ କିମ୍ବା ବ୍ୟବହାର ଆଦି ବର୍ଜିତ ଅଟେ । ଏମିତିକି ଏହି ସମୟରେ କେଶ ଏବଂ ନଖ କାଟିବା ମଧ୍ୟ ବର୍ଜିତ ଅଟେ । ନିଜ ଜୀବନସାଥୀ ସହିତ ଏହି ସମୟରେ ଶାରୀରିକ ସମ୍ପର୍କରେ ବନାଇବା ଉଚିତ ନୁହେଁ ।

ନଚେତ ଏହି ସମୟରେ ଅନେକ ସମସ୍ୟା ହୋଇପାରେ । ଏକ ପିତ୍ତଳ ପାତ୍ର ଆଣି ସେଥିରେ ଗଙ୍ଗା ଜଳ ଢ଼ାଳି ଗୋଟିଏ ଏକ ଟଙ୍କିଆ କୋଏନ ଧୋଇ ତାହାକୁ ରାତିରେ ବାହାରେ ଚନ୍ଦ୍ର ଆଲୋକ ପଡୁଥିବା ଭଳି ସ୍ଥାନରେ ରଖି ଦିଅନ୍ତୁ ଏବଂ ଆଗାମୀ ଦିନ ଅର୍ଥାତ ଅକ୍ଟୋବର ୨୯ ସକାଳେ ସ୍ନାନ ସାରି ସେହି ଏକ ଟଙ୍କିଆ କୋଏନକୁ ଏକ ନାଲି କପଡ଼ାରେ ବାନ୍ଧି ଘରର ସିନ୍ଧୁକରେ ରଖି ଦିଅନ୍ତୁ । ଏହି ଗୋଟିଏ ଉପାୟ ଆପଣଙ୍କ ଜୀବନରେ ଧନ ଆକର୍ଷିତ କରିବା କାମ କରିବ । ଏହାଦ୍ବାରା ସୁଖ ସମୃଦ୍ଧି ଏବଂ ବୈଭବ ମଧ୍ୟ ଆସିବ । ଏହି ଚନ୍ଦ୍ର ଗ୍ରହଣ କାରଣରୁ ଯେଉଁ ରାଶିର ଜୀବନ ବଦଳିବାକୁ ଯାଉଛି , ସେହି ରାଶି ମାନ ହେଉଛନ୍ତି ମକର ରାଶି , ତୁଳା ରାଶି , କନ୍ୟା ରାଶି , ମେଷ ରାଶି , ସିଂହ ରାଶି ଏବଂ କୁମ୍ଭ ରାଶି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *