Excuse Me Odisha

ଯାହା କହିବୁ ସତ କହିବୁ

ନବରାତ୍ରିରେ ଏହି ୫ଟି ରାଶିର ଭାଗ୍ୟ ଚମକି ଉଠିବ , ହୋଇଯିବେ ମାଲାମାଲ

ସେୟାର୍ କରନ୍ତୁ

ନବରାତ୍ରି ଆରମ୍ଭ ହୋଇ ସାରିଛି ଆଉ ପାଞ୍ଚଟି ରାଶି ଉପରେ ଏହାର ଭଲ ପ୍ରଭାବ ଦେଖିବାକୁ ମିଳୁଛି । ଏହି ପାଞ୍ଚଟି ରାଶିରେ ଭାଗ୍ୟ ବଦଳିବାକୁ ଯାଉଛି କାହିଁକି ନା ଗ୍ରହରେ ମହାସଂଯୋଗ ହେବାକୁ ଯାଉଅଛି ।ଉଆ ତେବେ ଏହି ରାଶି ଚିହ୍ନର ଲୋକ ମାନଙ୍କ ଉପରେ ସୁପ୍ରଭାବ ପଡ଼ିବାକୁ ଯାଉଛି । ତେବେ ସେହି ରାଶି ଗୁଡ଼ିକ ହେଉଛି:-

୧ . ମେଷ ରାଶି:- କର୍ମ କ୍ଷେତ୍ରରେ ଉନ୍ନତି ହେବା ସହିତ ଚାକିରୀ କ୍ଷେତ୍ରରେ ମଧ୍ୟ ଲାଭବାନ ହେବେ । ପାରିବାରିକ ସୁଖ ବୃଦ୍ଧ ପାଇବା ସହିତ ଭାତ୍ରୁ ସମ୍ପର୍କ ମଧୁର ହେବ । ମାତାଙ୍କ ଆଶୀର୍ବାଦ କାରଣରୁ ଭବିଷ୍ୟତରେ ଆପଣଙ୍କର ଅଧା ରହି ଯାଇଥିବା କାମ ପୁରା ହେବ । ଏହି ରାଶିର ଲୋକ ମାନଙ୍କୁ ନୂଆ ନୂଆ କାମ ମିଳିବ । ଏମାନେ ନୂଆ ମିତ୍ର ସ୍ଥାପନ କରିବେ । ବ୍ୟବସାୟରେ ଲାଭ ମିଳିବା ସହିତ ଧନ ସମସ୍ୟା ଦୂର ହେବ ।

୨ . ବୃଷ ରାଶି:- ଚାକିରି କ୍ଷେତ୍ରରେ ଉନ୍ନତି ହେବ । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ଅଧା ରହି ଯାଇଥିବା ଗୃହ କାମ ପୁରା ହେବ । ମହିଳା ମାନେ ଶୁଭ ସମ୍ବାଦ ପାଇ ଖୁସି ହେବେ । ଛାତ୍ର ଛାତ୍ରୀ ମାନେ ପ୍ରତିଯୋଗିତାରେ ସଫଳ ହେବେ । ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପାରିବାରିକ ସୁଖ ଏହି ରାଶିର ଲୋକ ମାନଙ୍କୁ ମିଳିବ । ଭାଗ୍ୟର ପୁରା ସହଯୋଗ ମିଳିବ ।

୩ . ତୁଳା ରାଶି:- କର୍ମ କ୍ଷେତ୍ରରେ ବାଧା ବିଘ୍ନ ଦୂର ହେବା ସହିତ ବ୍ୟବସାୟରେ ଅଗ୍ରଗତି କରିବେ । ଆର୍ଥିକ ଅବସ୍ଥା ଦୃଢ଼ ହେବ । ଯେଉଁ ମିତ୍ର ମାନେ ପ୍ରତିଶ୍ରୁତି ଦେଇଥିବେ , ସେମାନେ ହଠାତ୍ ନିଜ ମତ ବଦଳାଇବେ । ପାରିବାରିକ ଜୀବନ ସୁଖମୟ ହେବ । ମାତାଙ୍କ କୃପାରୁ ଆପଣଙ୍କୁ ଆଗକୁ ଶୁଭ ସଂକେତ ମିଳିବାକୁ ଯାଉଛି । ଏହି ରାଶିର ଲୋକ ମାନେ ଯେତେ ନୂତନ କାମ ଆରମ୍ଭ କରିବେ , ସେଥିରେ ସଫଳତା ପାଇବେ । ଏମାନଙ୍କ ଜୀବନରେ ଆର୍ଥିକ ସମସ୍ୟା ରହିବ ନାହିଁ । ବ୍ୟବସାୟରେ ଲାଭବାନ ହେବେ । ଚାକିରୀ କରୁଥିବା ଲୋକ ମାନଙ୍କ ପଦୋନ୍ନତି ହେବାର ସମ୍ଭାବନା ଅଛି । ସମାଜରେ ମାନ ସମ୍ମାନ ମିଳିବ ।

୪ . ସିଂହ ରାଶି:- କର୍ମ କ୍ଷେତ୍ରରେ ଉନ୍ନତି ହୋଇପାରେ । ଦୁର୍ଘଟଣା ହେବା ଠାରୁ ଦୂରେଇ ରୁହନ୍ତୁ । ମହିଳା ମାନଙ୍କର ସମସ୍ତ ସମସ୍ୟା ଦୂର ହେବାକୁ ଯାଉଛି । ବନ୍ଧୁ ମାନଙ୍କର ସହଯୋଗ ମିଳିବ । ଭାଗ୍ୟର ସହଯୋଗ ଏହି ରାଶିର ଲୋକଙ୍କୁ ମିଳିବ । ଭାଗ୍ୟ ବଳରେ ଏମାନେ ସବୁଥିରେ ସଫଳତା ହାସଲ କରିବେ । ନୂତନ କାର୍ଯ୍ୟ ଆରମ୍ଭ କଲେ ଆପଣଙ୍କୁ ସଫଳତା ମିଳିବ । ଆସନ୍ତା ସମୟରେ ଏହି ଲୋକଙ୍କ ଜୀବନରେ ଧନର ଅଭାବ ରହିବ ନାହିଁ ଏବଂ ସୁଖ ଶାନ୍ତି ମଧ୍ୟ ପ୍ରାପ୍ତ ହେବ ।

୫ . କୁମ୍ଭ ରାଶି:- ନୂତନ କର୍ମ ମିଳିବ । ଧନ ସମ୍ପଦ ବୃଦ୍ଧି ହେବ । ଶତ୍ରୁ ମାନେ ପରାଜିତ ହେବେ । ପାରିବାରିକ ସୁଖ ବୃଦ୍ଧି ପାଇବ । ବ୍ୟବସାୟରେ ଲାଭବାନ ହେବେ। ସନ୍ତାନ ସୁଖ ପ୍ରାପ୍ତ ହେବ । ଛାତ୍ର ଛାତ୍ରୀ ମାନେ ଉଚ୍ଚ ଶିକ୍ଷା ଲାଭ କରିବେ । ଏମାନେ ଖୁବ୍ ଶୀଘ୍ର ମାଲାମାଲ ହେବାକୁ ଯାଉଛନ୍ତି । ଯଦି ଏମାନଙ୍କ ଜୀବନରେ କିଛି ସମସ୍ୟା ଥିବ , ତେବେ ମାତାଙ୍କ କୃପାରୁ ସବୁକିଛି ଠିକ୍ ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *