Excuse Me Odisha

ଯାହା କହିବୁ ସତ କହିବୁ

ଏପ୍ରିଲ ୬ ପୂର୍ଣ୍ଣିମା ହନୁମାନ ଜୟନ୍ତୀ ଦିନ ଏକ COIN ଚୁପଚାପ ରଖି ଦିଅନ୍ତୁ ଏହି ସ୍ଥାନରେ , ସବୁ କଷ୍ଟ ଏବଂ ସଙ୍କଟରୁ ମିଳିବ ମୁକ୍ତି ।

ସେୟାର୍ କରନ୍ତୁ

ଚୈତ୍ର ମାସ ପୂର୍ଣ୍ଣିମା ଦିନ ହନୁମାନ ଜୟନ୍ତୀ ପାଳିତ ହେଉଛି ଏବଂ ଏହିଦିନ ଅନେକ ବିଶେଷ ସଂଯୋଗ ମଧ୍ୟ ବନୁଛି । ହନୁମାନ ଜୟନ୍ତୀ ପାଳିତ ହେବା ପଛରେ ଏକ ପୌରାଣିକ କଥା ମଧ୍ୟ ରହିଛି । ଯେତେବେଳେ ଶ୍ରୀହନୁମାନ ସୂର୍ଯ୍ୟଙ୍କୁ ଆମ୍ବ ଭାବି ଖାଇବା ପାଇଁ ଆକାଶରେ ଉଡ଼ି ଯାଉଥିଲେ , ସେହିଦିନ ରାହୁ ମଧ୍ୟ ସୂର୍ଯ୍ୟ ଉପରେ ଗ୍ରହଣ ଲଗାଇବାକୁ ଚାହୁଁଥିଲେ । ମାତ୍ର ହନୁମାନଙ୍କୁ ଦେଖି ସେ ଅନ୍ୟ ରାହୁ ଭାବିଲେ , ସେହିଦିନ ଚୈତ୍ର ମାସ ପୂର୍ଣ୍ଣିମା ଥିଲା ।

ଅନ୍ୟ ହନୁମାନ ଜୟନ୍ତୀ କଥା ଅନୁଯାୟୀ ଥରେ ମାତା ସୀତା ହନୁମାନଙ୍କ ଭକ୍ତି ଏବଂ ସମର୍ପଣକୁ ଦେଖି ତାଙ୍କୁ ଅମରତ୍ୱର ବରଦାନ ଦେଲେ ଏବଂ ସେହିଦିନ ନରକ ଚତୁର୍ଦ୍ଦଶୀ ଥିଲା । ତେଣୁ ମାଘ ମାସରେ କିଛି ବିଶେଷ ଉପାୟ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ବିଶେଷ କୃପା ଦୃଷ୍ଟି ମଧ୍ୟ ଦିଅନ୍ତି । ଏହିଦିନ କୋଏନର ପ୍ରୟୋଗ କରାଯାଏ ଏବଂ ଶ୍ରୀହରି ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ପୂଜା କଲେ ଧନ ଐଶ୍ୱର୍ଯ୍ୟ ସୁଖ ସମୃଦ୍ଧି ବଢ଼ିଥାଏ ।

ପ୍ରଥମ ଉପାୟ ଅନୁଯାୟୀ ସକାଳୁ ଉଠି ଏକ ଲୋଟା ଜଳରେ କଳା ତିଳ , କିଛି ବୁନ୍ଦା କ୍ଷୀର ଏବଂ କିଛି ମିଠା ବସ୍ତୁ ମିଶାଇ ଅଶ୍ୱତ୍ଥ ଗଛ ମୂଳରେ ଢ଼ାଳି ଦିଅନ୍ତୁ । ଏହିଦିନ ମାତା ଲକ୍ଷ୍ମୀଙ୍କ ଆଗମନ ଅଶ୍ୱତ୍ଥ ବୃକ୍ଷ ଜରିଆରେ ହୋଇଥାଏ । ଏହାପରେ ତୁଳସୀ ଗଛରେ ସିଞ୍ଚି ଦିଅନ୍ତୁ ଏବଂ ଅଶ୍ୱତ୍ଥ ବୃକ୍ଷରେ ଅର୍ପିତ କରି ପିତୃଙ୍କୁ ମଧ୍ୟ ପ୍ରସନ୍ନ କରନ୍ତୁ । ଆର୍ଥିକ ସମସ୍ୟାରୁ ମୁକ୍ତି ପାଇଁ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ଏକ କୋଏନ ଅର୍ପିତ କରି ଦିଅନ୍ତୁ ।

ଧନ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବା ପାଇଁ ସର୍ବ ପ୍ରଥମେ କୌଣସି ବ୍ୟକ୍ତି ଠାରୁ ଟଙ୍କା ନେଉଥିବା ସମୟରେ ପାଞ୍ଚ ଅଙ୍ଗୁଠିରେ ଧରି ନିଅନ୍ତୁ ଏବଂ ଆପଣଙ୍କ ଠାରୁ ଟଙ୍କା ନେଉଥିବା ବ୍ୟକ୍ତି ମଧ୍ୟ ପାଞ୍ଚ ଆଙ୍ଗୁଠିରେ ଧରି ନେବା ଉଚିତ । ଏହାଦ୍ବାରା ଧନ ଧାନ୍ୟରେ ଉନ୍ନତି ହେବ । ଯଦି ଆପଣ କାହାକୁ ଟଙ୍କା ଶୁଭ ଆକାରରେ ଦେଉଛନ୍ତି ତେବେ ୧୧ , ୨୧ , ୧୦୧ ଏହିଭଳି ଦିଅନ୍ତୁ । ଅନେକ ସମୟରେ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇଁ କୋଏନର ଏହି ଉପାୟ କରି ପାରିବେ ।

ଏଭଳି ପରିସ୍ଥିତିରେ ଏକ ନାଲି କପଡ଼ା ମାତା ଲକ୍ଷ୍ମୀଙ୍କ ସମ୍ମୁଖରେ ରଖି ତାହା ଉପରେ ଦୁଇଟି ଲବଙ୍ଗ ଏବଂ ଗୋଟିଏ କୋଏନ ରଖି ପୂଜା କରି ଗୁଡ଼ାଇ ଦିଅନ୍ତୁ ଏବଂ ଘରେ ଧନ ରଖା ଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ଏହା ଉପାୟ ଦ୍ବାରା ଆର୍ଥିକ ସମୃଦ୍ଧି ହୋଇଥାଏ । ଆଉ ଏକ ଉପାୟ ଅନୁଯାୟୀ ଏକ କୋଏନରେ ନିଜ ନାମର ପ୍ରଥମ ଅକ୍ଷର ସିନ୍ଦୁର କିମ୍ବା କୌଣସି ରଙ୍ଗ ଦ୍ୱାରା ଲେଖି ଛାତ ଉପରେ ଥିବା ପାଣି ଟାଙ୍କି ଉପରେ ରାତି ସାରା ରଖି ଦିଅନ୍ତୁ ।

ଯେଭଳି ନାମ ଲେଖା ଥିବା ପାର୍ଶ୍ଵ ରାତିସାରା ଚନ୍ଦ୍ର ଛାୟାରେ ରହିବ । ନାମ ଲେଖା ଥିବା ପାର୍ଶ୍ୱକୁ ଆକାଶ ଦିଗରେ ରଖନ୍ତୁ । ଆଗାମୀ ଦିନ ତାହାକୁ ଉଠାଇ ଆଣି ନିଜ ପର୍ସରେ ରଖି ଦିଅନ୍ତୁ । ଯେତେଦିନ ଏହି କୋଏନ ଆପଣଙ୍କ ପର୍ସରେ ଥିବ , ସେତେଦିନ ପର୍ଯ୍ୟନ୍ତ ଆପଣଙ୍କ ପର୍ସ ଖାଲି ହେବନାହିଁ । କରଜ ସମସ୍ୟା ଥିଲେ ଏକ ଧଳା କପଡ଼ା ଉପରେ ଅଳ୍ପ ନାଲି ମସୁର ଡାଲି , ଅଳ୍ପ ଚାଉଳ ଏବଂ ଗୋଟିଏ କୋଏନ ରଖି ନିଜ ମୁଣ୍ଡ ଉପରେ ସାତ ଥର ବୁଲାଇ କୌଣସି ଅଶ୍ୱତ୍ଥ ବୃକ୍ଷ ତଳେ ରଖି ଦିଅନ୍ତୁ ।

ବିନା ପଛକୁ ବୁଲି ଘରକୁ ପଳାଇ ଆସନ୍ତୁ । କରଜ ସମସ୍ୟା ଦୂରେଇ ଯିବ । ଅଧିକ ଆର୍ଥିକ ସମସ୍ୟା ଥିଲେ ଲଗାତାର ପାଞ୍ଚ ଦିନ ପର୍ଯ୍ୟନ୍ତ ଏକ ମାଟି କଳସି କିମ୍ବା ଦୀପରେ ସ୍ୱସ୍ତିକ ଚିହ୍ନ କରି ପାଣି ରଖି ଏକ କୋଏନ ରଖି ଦିଅନ୍ତୁ । ଆଗାମୀ ଦିନ ପାଣିକୁ ଗଛ ମୂଳରେ ଦିଅନ୍ତୁ । ଉପାୟ ସମ୍ପୂର୍ଣ୍ଣ ହେବା ପରେ କୋଏନକୁ ନେଇ ଧନ ରଖାଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ଘରେ ମାତା ଲକ୍ଷ୍ମୀଙ୍କ ସ୍ଥାୟୀ ବାସ ପାଇଁ ମାଟି କଳସି କିମ୍ବା ଦୀପରେ ଅଳ୍ପ ଚାଉଳ , ଦୁବ ଏବଂ ଗୋଟିଏ କୋଏନ ରଖି ନାଲି କପଡ଼ାରେ ଗୁଡ଼ାଇ ଧନ ରଖା ଯାଉଥିବା ସ୍ଥାନରେ ରଖି ଦିଅନ୍ତୁ ।

କିମ୍ବା ଆପଣ ଏପରି ମଧ୍ୟ କରି ପାରିବେ ଯେ ଏକ ପ୍ଲେଟ ଉପରେ ଏକ କୋଏନ ଏବଂ କିଛି ଚାଉଳ ରଖି ପୂଜା ସ୍ଥାନରେ ରଖି ଦିଅନ୍ତୁ । ସେଥିରେ ସିନ୍ଦୁର ଲଗାଇ ପୂଜା ଅର୍ଚ୍ଚନା କରନ୍ତୁ ଏବଂ ପ୍ରତ୍ୟେକ ଦିନ କୌଣସି କାମ ପାଇଁ ବାହାରକୁ ଯାଉଥିଲେ ଗୋଟିଏ ଲେଖାଏଁ ଚାଉଳ ଦାନା ଉଠାଇ ପର୍ସରେ ରଖି ବାହାରକୁ ଯାଆନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କର ସେହି କାମ ପୂରଣ ହେବ ।

ଶନି ଦୋଷ ଥିଲେ ଏକ କଳା କପଡ଼ା ଉପରେ ଏକ କୋଏନ ରଖି କିଛି ମୁଗ ଦାନା ରଖି ନିଜ ମୁଣ୍ଡ ଉପର ଦେଇ ତିନି ଥର ବୁଲାଇ କୌଣସି ସ୍ଥାନରେ ଅଶ୍ୱତ୍ଥ ଗଛ ମୂଳରେ ରଖି ଦିଅନ୍ତୁ । ଏହାଦ୍ବାରା ଶନି ଦୋଷ ସମ୍ବନ୍ଧୀୟ କୌଣସି ସମସ୍ୟା ଦୂର ହୋଇଯିବ । ଅମାବାସ୍ୟା କିମ୍ବା ପୂର୍ଣ୍ଣିମା ଦିନ ଗଣେଶଙ୍କ ପୂଜା କରିବା ସମୟରେ ଏକ କୋଏନ ଏବଂ ସୁପାରି ନିଶ୍ଚିତ ଅର୍ପିତ କରି ଦିଅନ୍ତୁ । କୋଏନକୁ ଶ୍ରୀଗଣେଶଙ୍କ ପାଖରେ ରଖି ସୁପାରିକୁ ନିଜ ପର୍ସରେ ନେଇ ଯାଆନ୍ତୁ । ଏହାଦ୍ବାରା ଆପଣଙ୍କର ସବୁ କାର୍ଯ୍ୟ ସଫଳ ହେବ । ପୁଣିଥରେ ସେହି ସୁପାରିକୁ ଆଣି ଗଣେଶଙ୍କ ସାମ୍ନାରେ ରଖି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *