Excuse Me Odisha

ଯାହା କହିବୁ ସତ କହିବୁ

ସନ୍ତାନଙ୍କର ଶୀଘ୍ର ବିବାହ ପାଇଁ ମାଆ ମାନେ କରନ୍ତୁ ଏହି ଖାସ ଉପାୟ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଜି ଆମେ ଆପଣଙ୍କୁ କିଛି ବିଶେଷ ଟିପ୍ପଣୀ ବିଷୟରେ କହିବାକୁ ଯାଉଛୁ। ପୌରାଣିକ ମାନ୍ୟତା ଅନୁସାରେ ଭଗବାନ ଶିବ ଖୁବ୍ ଶୀଘ୍ର ପ୍ରସନ୍ନ ହୋଇ ଯାଇଥାନ୍ତି ବୋଲି କୁହାଯାଏ ଏବଂ ସେହିପରି ଖୁବ୍ ଶୀଘ୍ର କ୍ରୋଧିତ ମଧ୍ୟ ହୋଇ ଯାଇଥାନ୍ତି। ଯଦି ଆପଣ ଭଗବାନ ମହାଦେବଙ୍କୁ ଶ୍ରଦ୍ଧା ପୂର୍ବକ ପୂଜାର୍ଚ୍ଚନା କରିବେ ତାହେଲେ ନିଶ୍ଚିତ ଭାବରେ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ। ଆଜି ଆମେ ଆପଣଙ୍କୁ ଏକ ଛୋଟ ପ୍ରୟୋଗ ବିଷୟରେ କହିବୁ, ଯାହାଦ୍ଵାରା ଆପଣଙ୍କ ଭାଗ୍ୟ ଉଦୟ ହୋଇଯିବ।

ଯଦି ଆପଣ ଠାକୁର ଘରେ ଶିବଲିଙ୍ଗ ରଖିଛନ୍ତି, ତାହେଲେ ଏହାକୁ ତଳେ ବସାନ୍ତୁ ନାହିଁ। ଏହାକୁ କୌଣସି ପାତ୍ର ଉପରେ ବସାଇ ପ୍ରତ୍ୟେକଦିନ କ୍ଷୀର ଅର୍ପଣ କରି ପୂଜାର୍ଚ୍ଚନା କରନ୍ତୁ। ହଳଦୀ ଓ ତୁଳସୀ ପତ୍ର କେବେବି ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ ନାହିଁ। ଶିବଲିଙ୍ଗ ପାଖରେ ପ୍ରଭୁ ଶ୍ରୀଗଣେଶ ଓ ଦେବୀ ପାର୍ବତୀଙ୍କ ମୂର୍ତ୍ତିକୁ ମଧ୍ୟ ରଖନ୍ତୁ। କାରଣ ମହାଦେବଙ୍କ ପାଖରେ ତାଙ୍କର ପରିବାର ସର୍ବଦା ରହିଥାଏ।

ଶିବଲିଙ୍ଗ ଉପରେ ପ୍ରତ୍ୟେକଦିନ ବେଲପତ୍ର ଅର୍ପଣ କରନ୍ତୁ। ଏହାଦ୍ବାରା ଭଗବାନ ଶିବ ଖୁବ୍ ଶୀଘ୍ର ଆପଣଙ୍କର ମନସ୍କାମନା ପୂରଣ କରିବେ। ଶିବଙ୍କୁ କେବେବି ସୌନ୍ଦର୍ଯ୍ୟ ପ୍ରସାଦ ଅର୍ପଣ କରନ୍ତୁ ନାହିଁ। ପ୍ରଥମେ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରି ଚାଉଳ ଅର୍ପଣ କରନ୍ତୁ । ଏହାଦ୍ବାରା ଆପଣ ମାନସିକ ରୂପରେ ସକାରାତ୍ମକ ବିଚାର ରଖି ପାରିବେ। ଭଗବାନ ଶିବଙ୍କ କୃପାରୁ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ।

ଆପଣ ଯେତେବେଳେ ଶିବ ମନ୍ଦିର ଯାଉଛନ୍ତି, ପୂଜାର୍ଚ୍ଚନା ସାରି ପ୍ରଥମେ ଦକ୍ଷିଣା ଅର୍ପଣ କରନ୍ତୁ। କାରଣ ଦକ୍ଷିଣା ଅର୍ପଣ ନକରି ଆପଣଙ୍କ ପୂଜା ସମ୍ପନ୍ନ ହେବ ନାହିଁ। କୌଣସି ଅବିବାହିତ ମହିଳା ମାନେ ସୋମବାର ବ୍ରତ କରିବା ଆବଶ୍ୟକ। ଏହାଦ୍ବାରା ଭଗବାନ ଶିବଙ୍କ କୃପାରୁ ଆଶାନୁରୂପ ଜୀବନସାଥୀ ପ୍ରାପ୍ତ ହୋଇଥାଏ। ଶିବଲିଙ୍ଗ ଉପରେ ଆପଣ କେଶର ମଧ୍ୟ ଅର୍ପଣ କରି ପାରିବେ। ଶିବରାତ୍ରି ବ୍ରତ କଲେ ଶୁଭ ଫଳ ପ୍ରାପ୍ତି ହେବା ସହିତ ଭାଗ୍ୟ ବୃଦ୍ଧି ହୋଇଥାଏ ଏବଂ ଭଗବାନ ଶିବଙ୍କର କୃପା ସର୍ବଦା ଆପଣଙ୍କ ଉପରେ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *