Excuse Me Odisha

ଯାହା କହିବୁ ସତ କହିବୁ

କୋଟିଏ ଲୋକଙ୍କ ମଧ୍ୟରୁ କେବଳ ଜଣଙ୍କୁ ହିଁ ଆସିଥାଏ କୋଟିପତି ହେବାର ସ୍ବପ୍ନ |

ସେୟାର୍ କରନ୍ତୁ

ବନ୍ଧୁଗଣ ସ୍ୱପ୍ନର ଦୁନିଆ ରହସ୍ୟମୟ କଥାରେ ପରିପୂର୍ଣ ରହିଥାଏ | ତେବେ ସ୍ବପ୍ନ ସମସ୍ତେ ଦେଖିଥାନ୍ତି ଏବଂ ସ୍ବପ୍ନ ର ଭିନ୍ନ ଭିନ୍ନ ଶକ୍ତି ରହିଥାଏ | ସ୍ବପ୍ନର ଦୁନିଆ ଏମିତି ଏକ ଦୁନିଆ ହୋଇଥାଏ ଯେଉଁଠାକୁ ଯିବା ପରେ ନିଜକୁ ଅଲଗା ଅନୁଭବ କରିଥାଉ | ସ୍ବପ୍ନ ଅନେକ ପ୍ରକାରର ହୋଇଥାଏ ଗୋଟିଏ ହେଉଛି ଯାହାକୁ ଆମେ ଦେଖିବା ପରେ ଡ଼ରିକି ଉଠିଯାଉ ଏବଂ ତାକୁ ଆମେ ଭୁଲିପାରୁ ନାହିଁ | ଏବଂ ଅନ୍ୟଟି ହେଉଛି ସଂଗୀନ ସ୍ବପ୍ନ ଯାହାକୁ ଦେଖିବା ପରେ ଆମକୁ ସୁନ୍ଦର ଅନୁଭବ ହୋଇଥାଏ |

କିନ୍ତୁ ଏଥିସହିତ କିଛି ଏମିତି ମଧ୍ୟ ସ୍ବପ୍ନ ରହିଥାଏ ଯାହା ରାତା ରାତି ମଣିଷର ଭାଗ୍ୟ ବଦଳେଇ ଦିଏ | ଏହି ସ୍ବପ୍ନ କିଛି ଖାସ ଲୋକ ଙ୍କୁ ହିଁ ଦେଖା ଦେଇଥାଏ, ଏହା ଭଗବାନ ଙ୍କ ସଂକେତ ହୋଇଥାଏ କି ସେହି ବ୍ୟକ୍ତି ବହୁତ ଶୀଘ୍ର କୋଟିପତି ବନିବ | ସେଥିପାଇଁ ଧ୍ୟାନ ର ସହ ପଢନ୍ତୁ କଣ ଆପଣଙ୍କୁ ମଧ୍ୟ ଏହି ସ୍ବପ୍ନ ଆସୁଛି?

1. ସ୍ବପ୍ନ ଶାସ୍ତ୍ର ଅନୁସାରେ ଏହା ମାନ୍ୟତା ରହିଛି କି ଯେଉଁ ବ୍ୟକ୍ତି କୁ ସ୍ବପ୍ନ ରେ ଗଙ୍ଗା ନଦୀ ଦେଖାଯାଏ ତ ସେହି ବ୍ୟକ୍ତି ଶୀଘ୍ର ହିଁ କୋଟିପତି ବନିଯାଏ | ଏହିପରି ବିଶ୍ୱାସ ରହିଛି କି ଏହି ସଂକେତ ଈଶ୍ୱର ଙ୍କ ଠାରୁ ହିଁ ମିଳିଥାଏ | କିନ୍ତୁ ବନ୍ଧୁଗଣ ଧ୍ୟାନ ରଖନ୍ତୁ ଏହି ସ୍ବପ୍ନ କେବେ ବି କାହା ସହ ସେୟାର କରନ୍ତୁ ନାହିଁ |

2.ଯଦି ଆପଣଙ୍କ ସ୍ବପ୍ନ ରେ ବଡ ପାହାଡ଼ ଉପରୁ ଝରଣା ଝରୁଥିବାର ଦେଖାଯାଏ ତ ବହୁତ ଶୁଭ ହୋଇଥାଏ ଏବଂ ଯଦି ଆପଣ ସେହି ଝରଣା ରେ ପାଣି ପିଉଥିବାର ଦେଖାଯାଏ ତେବେ ଏହା ଭଗବାନ ଙ୍କ କୃପା ବୋଲି ସୂଚନା ମିଳିଥାଏ | ଏହାର ଅର୍ଥ ଭଗବାନ ଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିଛି ଏବଂ ଆପଣ ଜୀବନ ରେ ଅନେକ ଧନ ଉପାର୍ଜନ କରିବାକୁ ଯାଉଛନ୍ତି |

3.ସ୍ବପ୍ନ ରେ ଈଶ୍ୱର ଆସିବା ଅତ୍ୟନ୍ତ ଶୁଭ ହୋଇଥାଏ, ଶାସ୍ତ୍ର ରେ କୁହାଯାଇଛି କି ଜଣେ ପବିତ୍ର ଲୋକ ଙ୍କ ସ୍ବପ୍ନ ରେ ହିଁ ଈଶ୍ୱର ଆସିଥାନ୍ତି | ସ୍ବପ୍ନ ରେ ଈଶ୍ୱର ଆସିବ ସକାରାତ୍ମକ ଶକ୍ତି କୁ ବଢ଼ାଇଥାଏ | ଏହାର ଅର୍ଥ ଆପଣ ଭବିଷ୍ୟତ ରେ ଧନୀ ହେବାକୁ ଯାଉଛନ୍ତି |

4.ସ୍ବପ୍ନ ଶାସ୍ତ୍ର ଅନୁସାରେ ଯେଉ ବ୍ୟକ୍ତି କୁ ସ୍ବପ୍ନ ରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖାଯାଏ ତ ସେହି ବ୍ୟକ୍ତି ଶୀଘ୍ର ଧନବାନ ବନିଯାଏ | ପରିବେଶ ର ସୁନ୍ଦରତା ଫୁଲ ର ସୁନ୍ଦରତା ଦେଖା ଯିବା ଭବିଷ୍ୟତ ରେ ଧନ ପାଇବାର ସଂକେତ ଦେଇଥାଏ |

5.ସ୍ବପ୍ନ ରେ ଯଦି କୌଣସି ବ୍ୟକ୍ତି ଙ୍କୁ ମାତା ପିତା ପାଣି ପିଆଉ ଥିବାର ଦେଖାଯାଏ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ | ଏହା ମାତା ପିତା ଙ୍କ ତରଫ ରୁ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି |

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *