Excuse Me Odisha

ଯାହା କହିବୁ ସତ କହିବୁ

ବଡ଼ ବୁଧବାର ମହା ଗୁରୁ ପୂର୍ଣ୍ଣିମା। ବନିଲା ଦୁର୍ଲଭ ମହାସଂଯୋଗ। ମହା ଗୁରୁ ପୂର୍ଣ୍ଣିମା। ଚୁପଚାପ ଫୋପାଡ଼ି ଦିଅନ୍ତୁ ଏହିଠାରେ ୧ ଟି ଲବଙ୍ଗ। ଚମକି ଯିବ ଆପଣଙ୍କ ଭାଗ୍ୟ। ସମସ୍ତ ସମସ୍ୟା ତୁରନ୍ତ ହେବ ଦୂର।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ବଡ଼ ବୁଧବାର ମହା ଗୁରୁ ପୂର୍ଣ୍ଣିମା। ବନିଲା ଦୁର୍ଲଭ ମହାସଂଯୋଗ। ମହା ଗୁରୁ ପୂର୍ଣ୍ଣିମା। ଚୁପଚାପ ଫୋପାଡ଼ି ଦିଅନ୍ତୁ ଏହିଠାରେ ୧ ଟି ଲବଙ୍ଗ। ଚମକି ଯିବ ଆପଣଙ୍କ ଭାଗ୍ୟ। ସମସ୍ତ ସମସ୍ୟା ତୁରନ୍ତ ହେବ ଦୂର

ଏହି ପୂର୍ଣ୍ଣିମା ଦିନ ଗୁରୁଙ୍କ ପୂଜା କରିବାର ବିଧି ଅଛି। ଗୁରୁ ଯିଏ ମାର୍ଗଦର୍ଶନ କରିଥାନ୍ତି। ଏହି ବର୍ଷ ଗୁରୁ ପୂର୍ଣ୍ଣିମା ୧୩ ଜୁଲାଇ ବୁଧବାର ଦିନ ପାଳନ କରାଯିବ। ହିନ୍ଦୁ ମାନ୍ୟତା ଅନୁସାରେ ଏହି ଦିନ ଭକ୍ତଙ୍କୁ ହଳଦିଆ ରଙ୍ଗର କପଡ଼ା ପରିଧାନ କରିବା ଉଚିତ।

ଏହି ଦିନ ଗହମ ଚାଉଳ ଆଦି ଦାନ କରିବା ଉଚିତ। ଏହି ଦିନ ଦାନ କରିବା ଶୁଭ ମାନାଯାଏ।

ଏହି ଦିନ ଅସ୍ତ ଗଛ ମୂଳରେ ମା ଲକ୍ଷ୍ମୀଙ୍କୁ ପୂଜା କରିଲେ ଲୋକଙ୍କୁ ଧନ ଏବଂ ସମୃଦ୍ଧିର ପ୍ରାପ୍ତି ହୋଇଥାଏ।

ଏହି ଦିନ ଗୁରୁଙ୍କୁ ବସ୍ତ୍ର ପାଦୁକା ଆଦି ଉପହାର କରିପାରିବେ।

ଏହି ଦିନ ମା ବାପାଙ୍କୁ ଏକା ସାଙ୍ଗରେ ବସାଇ ତାଙ୍କର ପରିକ୍ରମା କରନ୍ତୁ। ତାଙ୍କର ଚରଣ ସ୍ପର୍ଶ କରି ତାଙ୍କର ଆଶୀର୍ବାଦ ନିଅନ୍ତୁ। ଏମିତି ବ୍ୟକ୍ତିଙ୍କ ଉପରେ ଭଗବାନ ବିଷ୍ଣୁଙ୍କର ସର୍ବଦା କୃପା ବନି ରହିଥାଏ।

ଏହି ଦିନ ପ୍ରଥମେ ଗୁରୁ ବେଦବ୍ୟାସଙ୍କ ପୂଜା କରିବା ଉଚିତ। ଏହା ସହିତ ଗୁରୁଙ୍କ ଵଚନ ଶୁଣନ୍ତୁ ପଢ଼ନ୍ତୁ।

ଏହି ଦିନ ଗୀତା ଏବଂ ପୁରାଣ ପାଠ କରନ୍ତୁ। ଏହି ଦିନ ଗୀତା ପୁରାଣ ପାଠ କରିଲେ ଅଧିକ ଲାଭ ମିଳିଥାଏ।

ଏହି ଦିନ ଭଗବାନ ବିଷ୍ଣୁଙ୍କର ପୂଜା କରିବାର ବିଶେଷ ମହତ୍ୱ ରହିଛି। ଏହି ଦିନ ଭଗବାନ ବିଷ୍ଣୁଙ୍କର ସହିତ ମା ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରନ୍ତୁ। ତାଙ୍କୁ ହଳଦିଆ ରଙ୍ଗର ଫୁଲ ଫଳ ମିଠା ଅର୍ପଣ କରନ୍ତୁ।

ଏହି ଦିନ କରାଯିବା ଉପାୟ ଅତ୍ୟନ୍ତ ଶୁଭ ଫଳ ଦାୟକ ରହିବ। ଆଜି ଆମେ ଆପଣଙ୍କୁ ଜଣେଇବୁ ଆଷାଢ଼ ପୂର୍ଣ୍ଣିମାରେ ଭଗବାନ ବିଷ୍ଣୁଙ୍କର କୃପା ପାଇବା ପାଇଁ ଚମତ୍କାର ଉପାୟ। ଏହି ଉପାୟ କରିଲେ ଭାଗ୍ୟର ଦ୍ୱାର ଖୋଲିଯିବ। ଘରେ ସୁଖ ଧନ ସମ୍ପତ୍ତି ଆଦିର ବୃଦ୍ଧି ହେବ। ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କ କୃପାରୁ ସମସ୍ତ ସମସ୍ୟାରୁ ମୁକ୍ତି ପାଇଯିବେ। ସୁଖ ପୂର୍ଣ୍ଣ ଜୀବନର ପ୍ରାପ୍ତି ହେବ।

ଏହି ଉପାୟ ରାତିରେ କରିବେ। ଉପାୟ କରିବା ପୂର୍ବରୁ ସ୍ନାନ କରିନିଅନ୍ତୁ କିମ୍ବା ଗୋଡ଼ ହାତ ଧୋଇ ନିଅନ୍ତୁ। ସ୍ୱଚ୍ଛ ବସ୍ତ୍ର ପରିଧାନ କରନ୍ତୁ। ଏହି ଉପାୟକୁ କରିବା ପାଇଁ ୧ ଟି ଭଲ ଲବଙ୍ଗର ଆବଶ୍ୟକତା ପଡିବ। ଏହି ଲବଙ୍ଗରେ ଫୁଲ ବି ଥିବା ଉଚିତ। ଏହି ଲବଙ୍ଗକୁ ନେଇ ନିଜ ପୂଜା ସ୍ଥାନରେ ବସି ଯାଆନ୍ତୁ ଦେଶୀ ଘିଅର ଏକ ଦୀପ ଜଳାନ୍ତୁ। ଏହି ଦୀପକୁ ଏକ କୌଣସି ଥାଳିରେ ରଖି ଫୁଲର ପାଖୁଡା ରଖନ୍ତୁ। ଧୂପବତୀ ଜଳାନ୍ତୁ ଏବଂ ଏହାପରେ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କୁ ପ୍ରଣାମ କରି ସେହି ଲବଙ୍ଗକୁ ଭଗବାନ ବିଷ୍ଣୁଙ୍କ ଚରଣରେ ରଖିଦିଅନ୍ତୁ। ଏହାପରେ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କୁ ହଳଦୀ ଏବଂ ହଳଦିଆ ଚନ୍ଦନର ତିଳକ କରନ୍ତୁ।

ଏହାପରେ ଭଗବାନ ବିଷ୍ଣୁଙ୍କର ମହା ମନ୍ତ୍ର ଓଁ ନମଃ ଭଗବତେ ବାସୁଦେବାୟ ତୁଳସୀ ମାଳା ଧରି ଜପ କରନ୍ତୁ। ଏହାପରେ ସେହି ଲବଙ୍ଗକୁ ଦୁଇ ହାତରେ ଉଠାଇନିଅନ୍ତୁ। ଭଗବାନଙ୍କର ସାମ୍ନାରେ ନିଜର ସମସ୍ତ ସମସ୍ୟା କୁହନ୍ତୁ ଏବଂ ସମସ୍ୟାର ନିବାରଣ ପାଇଁ ପ୍ରାର୍ଥନା କରନ୍ତୁ। ଆପଣଙ୍କର ଯଦି କୌଣସି ବିଶେଷ କାମନା ଥିବ ତେବେ ତାହା ତାଙ୍କୁ କୁହନ୍ତୁ ଏବଂ ତାହାର ପୂରଣ ପାଇଁ ପ୍ରାର୍ଥନା କରନ୍ତୁ। ଘର ପରିବାର ଉପରେ କୃପା ବନି ରହୁ ବୋଲି ପ୍ରାର୍ଥନା କରନ୍ତୁ ଏବଂ ସେହି ଲବଙ୍ଗଙ୍କୁ ନିଜର ଡାହାଣ ହାତର ମୁଠାରେ ମୁଠେଇ ନିଜ ଘରର ବାହାରେ କୌଣସି ଖୋଲା ସ୍ଥାନକୁ ଯାଇ କିମ୍ବା ଘରର ଛାତ ଉପରକୁ ଯାଇ ଦକ୍ଷିଣ ଦିଗକୁ ପିଠି କରି ଛିଡା ହୋଇଯାନ୍ତୁ।

ମୁଠାରେ ରଖିଥିବା ଲବଙ୍ଗଙ୍କୁ ନିଜ ମୁଣ୍ଡ ଉପରେ ୭ ଥର ବୁଲାଇବା ସମୟରେ ଏହି ମନ୍ତ୍ର ଜପ କରନ୍ତୁ ଓଁ ନମଃ ଭଗବତେ ବାସୁଦେବାୟ ମନରେ ଜପ କରନ୍ତୁ। ଏହାପରେ ସେହି ଲବଙ୍ଗକୁ ନିଜ ମୁଣ୍ଡ ଉପରେ ପଛ ପଟକୁ ଫୋପାଡ଼ି ଦିଅନ୍ତୁ। ଲବଙ୍ଗକୁ ଫୋପାଡିବା ପରେ ସିଧା ଘରକୁ ଚାଲି ଆସନ୍ତୁ ପଛକୁ ବୁଲି ଚାହିଁବେ ନାହିଁ। ଏହି ଉପାୟ କରିବା ସମୟରେ ଆପଣଙ୍କୁ ଯେମିତି କେହି ଦେଖିବେ ନାହିଁ। ପର ଦିନ ସକାଳେ ଯାଇ କୌଣସି କାଗଜରେ ସେହି ଲବଙ୍ଗକୁ ଉଠାଇ ବାହାରେ କେଉଁଠି ଫୋପାଡ଼ି ଦିଅନ୍ତୁ କିମ୍ବା ଘର ବାହାରେ ମାଟି ଖୋଳି ପୋତି ଦିଅନ୍ତୁ।

ଏହା ପରେ ଘରକୁ ଆସି ହାତ ଧୋଇ ନିଜ ଉପରେ ଗଙ୍ଗା ଜଳ ଛିଞ୍ଚନ କରିନିଅନ୍ତୁ। ଏହି ଉପାୟ କରିଲେ ସମସ୍ତ ସମସ୍ୟା ଦୂର ହୋଇଯିବ। ଭଗବାନ ବିଷ୍ଣୁଙ୍କର କୃପାରୁ ସମସ୍ତ ବାଧା ବିଘ୍ନ ଦୂର ହୋଇଥାଏ। କାର୍ଯ୍ୟରେ ସଫଳତା ମିଳିଥାଏ। ଧନର ଆଗମନ ହୋଇଥାଏ। କାରବାରରେ ବ୍ୟବସାୟରେ ଉନ୍ନତି ହେବ।

ଅଧିକ ଦ୍ଵନ୍ଦ ଥିଲେ କିମ୍ବା କୌଣସି ଖାସ କାମ ପାଇଁ ଆଜି ରାତିରେ ଶୋଇବା ପୂର୍ବରୁ ୨ ଟି ଲବଙ୍ଗ ନେଇ ନିଜର ମୁଣ୍ଡରେ ଓଲଟା ବୁଲାଇ ଘରର ଉତ୍ତର ଦିଗରେ ଫୋପାଡ଼ି ଦିଅନ୍ତୁ। ଧନର ସମସ୍ୟା ବି ଦୂର ହେବ ଏବଂ ଜୀବନରେ ଥିବା ସମସ୍ତ ମନସ୍କାମନା ପୂରଣ ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *