Excuse Me Odisha

ଯାହା କହିବୁ ସତ କହିବୁ

୨୦୨୩ ମସିହାରେ କୋଟିପତି ହେବାକୁ ଯାଉଛନ୍ତି ଏହି କିଛି ଖାସ ରାଶିର ଲୋକେ। ଦେଖନ୍ତୁ, ସେଥିରେ ଆପଣଙ୍କ ରାଶି ନାହିଁ ତ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ୍କୁ ବହୁତ ସ୍ବାଗତ ଜଣାଉଛୁ। ଆଗାମୀ ୨୦୨୩ ମସିହାରେ କିଛି ଖାସ ରାଶିର ଲୋକ ମାନଙ୍କ ଭାଗ୍ୟ ବଦଳିବା ପାଇଁ ଯାଉଛି।ଏହି ରାଶିର ଲୋକଙ୍କର ଆଗାମୀ ସମୟ ଅତ୍ୟନ୍ତ ସୁଖମୟ ହେବା ସହିତ ଅନେକ ଧନସମ୍ପତ୍ତିରା ଅଧିକାରୀ ହେବେ। କହିବାକୁ ଗଲେ ରାଶି ଅନୁସାରେ ବ୍ୟକ୍ତିର ବ୍ୟକ୍ତିତ୍ଵ, ଗୁଣ, ଚାଲିଚଳନ ବିଷୟରେ ଜାଣି ହୋଇଥାଏ। ତେବେ ଆଜି ଆମେ ଯେଉଁ ଖାସ ରାଶିର ଲୋକଙ୍କ ବିଷୟରେ କହିବାକୁ ଯାଉଛୁ ସେମାନଙ୍କୁ ୨୦୨୩ ମସିହାରେ ସବୁ କ୍ଷେତ୍ରରେ ସଫଳତା ମିଳିବାର ଯୋଗ ରହିଛି। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ବୃଷ ରାଶି :-

ଏହି ରାଶିର ଲୋକଙ୍କର ଆଗାମୀ ସମୟ ବହୁତ ସୁଖମୟ ରହିବ। ଏମାନେ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ପ୍ରାପ୍ତ କରିବେ।ଆପଣ କୌଣସି ନୂତନ ବ୍ୟବସାୟ ଆରମ୍ଭ କରି ପାରନ୍ତି। ପିତାମାତାଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଚାକିରି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ଆଶାନୁରୂପ ସଫଳତା ମିଳିବା ସହିତ ପଦୋନ୍ନତୀ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ।

ସିଂହ ରାଶି :-

ଏହି ରାଶିର ଲୋକଙ୍କୁ ଆଗାମୀ ସମୟରେ ଅନେକ ଲାଭ ପ୍ରାପ୍ତ ହେବ।ଆପଣଙ୍କୁ ନିଜର କଠିନ ପରିଶ୍ରମର ଉଚିତ ଫଳ ପ୍ରାପ୍ତ ହେବ। ଆପଣଙ୍କ ଜୀବନରେ ଚାଲିଥିବା ସବୁ ସମସ୍ୟା ସମାପ୍ତ ହୋଇଯିବ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ଼ ରହିବ। କ୍ୟାରିୟରରେ ଆପଣ ଅଗ୍ରଗତି କରିବେ। ଆପଣଙ୍କ ଜୀବନରେ ସମସ୍ତ ଦୁଃଖକଷ୍ଟ ଦୂର ହୋଇଯିବ। ଅଚାନକ ଆପଣଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି। ବ୍ୟବସାୟକୁ ସୁଦୃଢ କରିବା ପାଇଁ କଠିନ ପରିଶ୍ରମ କରିବେ।

ବିଛା ରାଶି :-

ଏହି ରାଶିର ଲୋକ ମାନଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଏମାନଙ୍କର ସମସ୍ତ ମନସ୍କାମନା ପୂରଣ ହେବ। ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ସମସ୍ୟାର ସମାଧାନ ହୋଇଯିବ। ଅଚାନକ ଧନଲାଭ ହେବାର ଯୋଗ ରହିଛି। ଗୁରୁଜନଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିବ। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ଏହା ସହିତ ଆପଣ ଅନେକ ନୂତନ କାର୍ଯ୍ୟର ଆରମ୍ଭ କରିବେ। ବ୍ୟବସାୟରେ ଉନ୍ନତି କରିବେ।

ଧନୁ ରାଶି :-

ଏହି ରାଶିର ଲୋକ ମାନଙ୍କ ପାଇଁ ଆଗାମୀ ସମୟ ବହୁତ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ। ଆପଣ ନିଜ ଜୀବନର ସବୁ କଠିନ ପରିସ୍ଥିତିକୁ ସାହସର ସହିତ ସାମ୍ନା କରିବେ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି।ଆପଣଙ୍କ ଜୀବନର ସବୁ ଦୁଖଃକଷ୍ଟ ସଂମ୍ପର୍ଣ୍ଣ ଭାବେ ଦୂର ହୋଇ ଯିବ। ଶତ୍ରୁ ଆପଣଙ୍କୁ ଭୟ କରିବେ।

କୁମ୍ଭ ରାଶି :-

ଏହି ରାଶିର ଲୋକଙ୍କ ପାଇଁ ଆଗାମୀ ସମୟ ଅତ୍ୟନ୍ତ ଅନୁକୂଳ ସାବ୍ୟସ୍ତ ହେବ। ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ହେବେ। ଅଧିକ ଅର୍ଥ ଉପାର୍ଜନ କରିବା ପାଇଁ ଆପଣଙ୍କୁ ନୂତନ ପନ୍ଥା ଆପଣେଇବାକୁ ପଡ଼ିବ। ନୂଆ ଯାନ ବା ଜମି କ୍ରୟ କରି ପାରନ୍ତି। ଆର୍ଥିକ ଲାଭ ପ୍ରାପ୍ତ କରିବେ। ଯେଉଁ କାର୍ଯ୍ୟରେ ଆପଣ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ। ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *