Excuse Me Odisha

ଯାହା କହିବୁ ସତ କହିବୁ

ଘରର ଭିତରେ ଭୁଲରେ ବି ଏହି ଦେବୀଙ୍କର ନାମ ନିଅନ୍ତୁ ନାହିଁ। ପୂଜା ଘର ହୋଇଯାଏ ବର୍ବାଦ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରର ଭିତରେ ଭୁଲରେ ବି ଏହି ଦେବୀଙ୍କର ନାମ ନିଅନ୍ତୁ ନାହିଁ। ପୂଜା ଘର ହୋଇଯାଏ ବର୍ବାଦ।

ଭୁଲରେ ଘରେ ଏହି ଦେବୀଙ୍କର ନାମ ନିଅନ୍ତୁ ନାହିଁ ନଚେତ ଜୀବନସାରା ଆସିଥାଏ ଗରିବୀ। ଏହା ସହିତ ଜାଣିବା ପୂଜା ଘର ସହିତ ଜଡ଼ିତ କିଛି ବାସ୍ତୁ ନିୟମ ବିଷୟରେ।

ଆମେ ସମସ୍ତେ ଘରକୁ ଏକ ମନ୍ଦିର ଭଳି ମାନିଥାଉ। ଘରେ ସର୍ବଦା ଦେବୀ ଦେବତାଙ୍କର ସର୍ବଦା ବାସ ରହୁ ତାଙ୍କର କୃପା ସର୍ବଦା ବନି ରହୁ ଏଥିପାଇଁ ବିଭିନ୍ନ ପ୍ରକାରର ଉପାୟ କରିଥାଉ। ସର୍ବଦା ଘରକୁ ସଫା ରଖିଥାଉ ଯାହା ଦ୍ୱାରା କେବେବି ଘରକୁ ନକରାତ୍ମକ ଉର୍ଜା ପ୍ରବେଶ କରିପାରିବ ନାହିଁ ଏବଂ ମା ଲକ୍ଷ୍ମୀ ଘରେ ସର୍ବଦା ବାସ କରିବେ। ଘରେ ନକରାତ୍ମକ ଉର୍ଜା ବୃଦ୍ଧି ହେଲେ ଘରର ଲୋକ ଦୁରାଚାରି ବନିଯାନ୍ତି ଏବଂ ମା ଲକ୍ଷ୍ମୀ ଏମିତି ଘର ଛାଡ଼ି ଚାଲିଯାନ୍ତି।

ଘରେ ପୂଜାପାଠ ପାଇଁ ନିଶ୍ଚୟ ମନ୍ଦିର କରାଯାଏ। ମନ୍ଦିରରେ ଅନେକ ପ୍ରକାରର ଦେବୀ ଦେବତାଙ୍କ ଫୋଟ ରଖିଥାଉ ଏବଂ ତାଙ୍କର ପୂଜା କରିଥାଉ କିନ୍ତୁ ଘରର ମନ୍ଦିରର ଏହି ଦେବୀ ଦେବତାଙ୍କର ମୂର୍ତି ରହିବା ଆବଶ୍ୟକ ଅଟେ।

ଭଗବାନ ଗଣେଶଙ୍କର ମୂର୍ତି ରହିବା ଆବଶ୍ୟକ ଅଟେ। ତାଙ୍କର କୃପା ବିନା କୌଣସି ବି କାର୍ଯ୍ୟ ସିଦ୍ଧ ହୁଏ ନାହିଁ। ଭଗବାନ ଗଣେଶଙ୍କର ପୂଜା ବିନା କୌଣସି ବି ଭଗବାନଙ୍କର ପୂଜା କଲେ ଫଳ ମିଳିନଥାଏ। କାରଣ ଭଗବାନ ଗଣେଶ ପ୍ରଥମ ପୂଜନୀୟ ଅଟନ୍ତି।

ଘରର ମନ୍ଦିରରେ ମା ଲକ୍ଷ୍ମୀଙ୍କର ମୂର୍ତି ରହିବା ଆବଶ୍ୟକ ଅଟେ। ସୁଖ ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତି ପାଇଁ ପ୍ରତିଦିନ ମା ଲକ୍ଷ୍ମୀଙ୍କର ପୂଜା କରିବା ଉଚିତ।

ଭଗବାନ ଶିବ ଏବଂ ଭଗବାନ ବିଷ୍ଣୁଙ୍କର ମୂର୍ତି ପୂଜା ଘରେ ଅବଶ୍ୟ ରହିବା ଉଚିତ। ଏମାନଙ୍କର ପୂଜା କଲେ ଘରେ ସୁଖ ଶାନ୍ତି ବନି ରହିଥାଏ।

ଘରେ ଶିବ ଲିଙ୍ଗ ସ୍ଥାପିତ କରି ପ୍ରତିଦିନ ଚନ୍ଦନ ଟୀକା ଲଗାଇ ପୂଜା କରିବା ଉଚିତ।

ଘରର ମନ୍ଦିରରେ ମା ସ୍ୱରସ୍ୱତୀଙ୍କର ମୂର୍ତି ରହିବା ବି ଆବଶ୍ୟକ ଅଟେ। ପଢ଼ାରେ ସଫଳତା ମିଳିଥାଏ।

ଘରକୁ ଖରାପ ଶକ୍ତିରୁ ବଞ୍ଚିବା ପାଇଁ ଭଗବାନ ହନୁମାନଙ୍କର ମୂର୍ତି ଘରେ ନିଶ୍ଚୟ ଲଗାନ୍ତୁ। ଏହା ଦ୍ବାରା ଘରକୁ ଆସୁଥିବା ଅତିଥିଙ୍କ ମାଧ୍ୟମରେ ଆସୁଥିବା ନକରାତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ କରିପାରି ନଥାଏ।

ନିଜର ଘରର ଇଷ୍ଟ ଦେବଙ୍କର ଦେବା ଦେବୀଙ୍କର ଫୋଟ ନିଶ୍ଚୟ ରଖନ୍ତୁ।

ଘରେ ଏହି ଭୁଲ କରନ୍ତୁ ନାହିଁ।

ଘରେ ଦେବାଦେବୀଙ୍କର ବାସ ବନେଇ ରଖିବା ପାଇଁ ଘରକୁ ଅପରିଷ୍କାର କରି ରଖନ୍ତୁ ନାହିଁ। ଘରକୁ ପ୍ରତିଦିନ ପ୍ରାତଃ ସମୟରେ ସଫା କରିବା ଉଚିତ।

ସନ୍ଧ୍ୟା ପରେ ଝାଡୁ ଲଗାଇବା ବର୍ଜିତ ଅଟେ।

ଘରେ ବୁଢିଆଣି ବସା ଥିଲେ ତୁରନ୍ତ ସଫା କରିଦିଅନ୍ତୁ।

ଘରେ ଭଙ୍ଗା କାଚ କିମ୍ବା ଆଇନା ରଖନ୍ତୁ ନାହିଁ।

ଘରେ ପୂର୍ବଜଙ୍କ ଫୋଟ ଠାକୁର ଘରେ ଲଗାଇବେ ନାହିଁ।

ଘରେ ଲକ୍ଷ୍ମୀଙ୍କର ନାମ କେବେବି ନିଅନ୍ତୁ ନାହିଁ। ଘରେ ଦରିଦ୍ରତାର ବାସ ହୋଇଥାଏ। ଘରକୁ ଅଲକ୍ଷ୍ମୀର ପ୍ରବେଶ ନହେବା ପାଇଁ ଘର ବାହାରେ ଲେମ୍ବୁ ଲଙ୍କା ଅବଶ୍ୟ ଟାଙ୍ଗି ଦିଅନ୍ତୁ।

ଘର ସଦସ୍ୟଙ୍କୁ ପରସ୍ପରକୁ ଗାଳି ଦେବା କିମ୍ବା ଅଭିଶାପ ଦେବା ଉଚିତ ନୁହେଁ।

ପୂଜା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ସ୍ଥିର କରନ୍ତୁ ଏବଂ ସେହି ସେମ ସମୟରେ ପ୍ରତିଦିନ ପୂଜା କରନ୍ତୁ।

ପୂଜା କରିବା ସମୟରେ ସର୍ବଦା ମୁଣ୍ଡ ଢାଙ୍କି ପୂଜା କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *