Excuse Me Odisha

ଯାହା କହିବୁ ସତ କହିବୁ

ବୁଧବାର ଦିନ ଭୁଲରେ ବି ଏହି ୩ଟି କାମ କରନ୍ତୁ ନାହିଁ। ଘର ବର୍ବାଦ ହୋଇଯିବ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ବୁଧବାର ଦିନ ଭୁଲରେ ବି ଏହି ୩ଟି କାମ କରନ୍ତୁ ନାହିଁ। ଘର ବର୍ବାଦ ହୋଇଯିବ।

ଶାସ୍ତ୍ର ଅନୁସାରେ ବୁଧବାର ଦିନକୁ ଭଗବାନ ଗଣେଶଙ୍କର ଉପାସନା କରିବା ପାଇଁ ସର୍ବତମ ବୋଲି ମାନାଯାଏ। ଏହି ଦିନ ପ୍ରଥମ ପୂଜନୀୟ ଭଗବାନ ଗଣେଶଙ୍କୁ ପୂଜା କରିବା ଦ୍ୱାରା ପ୍ରତ୍ୟେକ ଇଚ୍ଛା ପୂରଣ ହୁଏ ଏବଂ ସବୁ କଷ୍ଟ ଦୂର ହୋଇଥାଏ। ଏହି ଦିନକୁ ବହୁତ ଖାସ ବୋଲି ମାନାଯାଏ। ବନ୍ଧୁଗଣ ଜୀବନରେ ସବୁ ଦୁଃଖ କଷ୍ଟରୁ ମୁକ୍ତି ପାଇବା ପାଇଁ ଟଙ୍କାର ସମସ୍ୟାରୁ ମୁକ୍ତି ପାଇବା ପାଇଁ ଭଗବାନ ଗଣେଶଙ୍କର ପୂଜା ସର୍ବତମ ମାନାଯାଏ। ଭଗବାନ ଗଣେଶଙ୍କର ଫୋଟ ଲୋକେ ହସ୍ପିଟାଲ ବାହାରେ ଲଗାଇ ଥାନ୍ତି। କାହିଁକିନା ଭଗବାନ ଗଣେଶ ସବୁ କଷ୍ଟ ସମାପ୍ତ କରିଥାନ୍ତି। ଭଗବାନ ଗଣେଶଙ୍କୁ ବିଘ୍ନ ହର୍ତା କୁହାଯାଏ। ଯିଏ ସମସ୍ତ କଷ୍ଟକୁ ହରଣ କରିଥାନ୍ତି।

ଶାସ୍ତ୍ର ଅନୁସାରେ ଭଗବାନ ଗଣେଶଙ୍କର ବ୍ରତ ରଖିବା ଦ୍ୱାରା ସେହି ବ୍ୟକ୍ତି କେବେବି ଦୁଃଖୀ ରହିନଥାଏ। ତା ଉପରେ ସର୍ବଦା ଭଗବାନ ଶିବଙ୍କ ପରିବାରର କୃପା ବନି ରହିଥାଏ।

ଭଗବାନ ଗଣେଶଙ୍କୁ ସିନ୍ଦୁର ନିଶ୍ଚୟ ଅର୍ପଣ କରନ୍ତୁ। ଭଗବାନ ଗଣେଶଙ୍କ ମଥାରେ ସିନ୍ଦୁରର ତିଳକ କରିଲେ ଭଗବାନ ଗଣେଶ ସମସ୍ତ ସମସ୍ୟା ଦୂର କରିଥାନ୍ତି ଏବଂ ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ।

ଭଗବାନ ଗଣେଶଙ୍କୁ ଲଡୁ ବହୁତ ପ୍ରିୟ ଅଟେମ ତାଙ୍କୁ ଲଡୁର ଭୋଗ ଲଗାଇବା ଉଚିତ। କୌଣସି ବି ମିଠା ବସ୍ତୁର ଭୋଗ ଅର୍ପଣ କରିପାରିବେ। ଏହି ଭୋଗକୁ ନିଜ ପରିବାର ସହିତ ବାଣ୍ଟି ସେବନ କରନ୍ତୁ। ବହୁତ ଶୁଭ ଫଳ ପ୍ରାପ୍ତ ହୋଇଥାଏ।

ଯଦି ଆପଣଙ୍କ ଚାକିରୀରେ ସମସ୍ୟା ଆସୁଥାଏ ତ ଏମିତିରେ ଆପଣ ବୁଧବାର ଦିନ ବିଧିବଧ ଭାବରେ ଭଗବାନ ଗଣେଶଙ୍କର ପୂଜା କରିବା ଉଚିତ। ପୂଜାପାଠରେ ଦୁବ ନିଶ୍ଚୟ ଅର୍ପଣ କରିବା ଉଚିତ। ୨୧ ଟି ଦୁବ ଯଦି ପ୍ରତି ବୁଧବାର ଦିନ ଭଗବାନ ଗଣେଶଙ୍କୁ ଅର୍ପଣ କରିବେ ତ ଭଗବାନ ଗଣେଶଙ୍କ କୃପାରୁ କୁବେର ସମାନ ଧନ ପ୍ରାପ୍ତ ହୋଇଥାଏ।

ବୁଧବାର ଦିନ ଭଗବାନ ଗଣେଶଙ୍କୁ ବୁନ୍ଦିଆ ଲଡୁ ନିଶ୍ଚୟ ଅର୍ପଣ କରିବା ଉଚିତ।

ମାନ ସମ୍ମାନର ବୃଦ୍ଧି ପାଇଁ ଭଗବାନ ଗଣେଶଙ୍କର ପୂଜା କରିବା ଉଚିତ। ସମସ୍ତ କାମରେ ସଫଳତା ପ୍ରାପ୍ତ ହେବ।

ବୁଧବାର ଦିନ ଭଗବାନ ଗଣେଶଙ୍କ ସାମ୍ନାରେ ଶୁଦ୍ଧ ଘିଅର ଦୀପ ଜଳାନ୍ତୁ। ନିଜର ମନସ୍କାମନା କୁହନ୍ତୁ ଏହା ଦ୍ବାରା ସମସ୍ତ ପ୍ରକାରର ସୁଖ ସମୃଦ୍ଧିର ପ୍ରାପ୍ତ ହୋଇଥାଏ।

ଭଗବାନ ଗଣେଶଙ୍କ ପୂଜାରେ ଚାଉଳ ଅର୍ପଣ କରିବା ଉଚିତ। ଯେମିତି ଭଙ୍ଗା ରୁଜା ହୋଇନଥିବ। ଚାଉଳକୁ ଅର୍ପଣ କରିବା ପୂର୍ବରୁ ଅଳ୍ପ ଟିକେ ଓଦା କରିଦିଅନ୍ତୁ। ଏମିତି କରିଲେ ଧନ ପ୍ରାପ୍ତ ହୋଇଥାଏ।

ଭଗବାନ ଗଣେଶଙ୍କର ପୂଜା କରିଲେ ତାଙ୍କର ପିଠିର ଦର୍ଶନ କରିବେ ନାହିଁ।

ଭଗବାନ ଗଣେଶଙ୍କ ପୂଜାରେ ତୁଳସୀ ପତ୍ର ଅର୍ପଣ କରିବେ ନାହିଁ।

ଯଦି ଆପଣ ମିଛ କେସରେ ଫସି ଯାଇଛନ୍ତି ତେବେ ଏହି ପ୍ରୟୋଗ କରିବା ଉଚିତ। ପାନ ପତ୍ରରେ ଯଦି ହଳଦୀ ଦ୍ୱାରା ସ୍ବାସ୍ତିକ ନିଜର ଅନାମିକା ଆଙ୍ଗୁଳିରେ ବନେଇ ଭଗବାନ ଗଣେଶଙ୍କୁ ଅର୍ପଣ କରିବେ ଏବଂ ତାଙ୍କୁ ପ୍ରାର୍ଥନା କରି ନିଜର ସମସ୍ୟା କୁହନ୍ତୁ ଆପଣଙ୍କର ସମସ୍ୟା ଭଗବାନ ଗଣେଶ ଦୂର କରିଦେବେ। ଏମିତି ପ୍ରତ୍ୟକ ବୁଧବାର ଦିନ ସେତେ ପର୍ଯ୍ୟନ୍ତ କରିବେ ଯେତେ ପର୍ଯ୍ୟନ୍ତ ସମସ୍ୟାରୁ ମୁକ୍ତି ନମିଳିଯିବ।

ଭଗବାନ ଗଣେଶଙ୍କର ପୂଜା କରିବେ ତ ଗୋଟେ ପାତ୍ରରେ ଅଳ୍ପ ମକାର ଦାନା ରଖି ଅର୍ପଣ କରନ୍ତୁ। ପୂଜା ପରେ ଏହି ମକାକୁ ନେଇ ନିଜ ପୂଜା ଘରେ କୌଣସି ବି ପାତ୍ରରେ ରଖିଦିଅନ୍ତୁ। ଏମିତି ଜାଗାରେ ଲୁଚାଇ ରଖନ୍ତୁ ଯେମିତି କାହାରିକୁ ଦେଖାଯିବ ନାହିଁ। ଏହା ଦ୍ବାରା ଘରେ ଧନର ଅଭାବ ରହିବ ନାହିଁ।

ଆପଣଙ୍କୁ ଏତେ ଟଙ୍କା ମିଳୁ ନାହିଁ ଯେଉଁଥିରେ ଆପଣ ସନ୍ତୁଷ୍ଟ ହୋଇପାରିବେ। ତେବେ ବୁଧବାର ଦିନ ଭଗବାନ ଗଣେଶଙ୍କର ପୂଜା ବିଧି ବିଧାନର ସହିତ କରନ୍ତୁ ଆଉ ଗୁଡ଼ ଏବଂ ଘିଅର ଭୋଗ ଅର୍ପଣ କରନ୍ତୁ। ଆଉ କିଛି ସମୟ ପରେ ସବୁ ଭୋଗ ଗାଈକୁ ଖୁଆଇ ଦିଅନ୍ତୁ। ଏହା ଦ୍ବାରା ବହୁତ ଲାଭ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *