Excuse Me Odisha

ଯାହା କହିବୁ ସତ କହିବୁ

ଆଇନା କେଉଁ ଦିଗରେ ଲଗାଇବା ଉଚିତ। ଏହି ଦିଗରେ ଭୁଲରେ ବି ଲଗାନ୍ତୁ ନାହିଁ। ହୋଇଯିବେ ବର୍ବାଦ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଆଇନା କେଉଁ ଦିଗରେ ଲଗାଇବା ଉଚିତ। ଏହି ଦିଗରେ ଭୁଲରେ ବି ଲଗାନ୍ତୁ ନାହିଁ। ହୋଇଯିବେ ବର୍ବାଦ।

ବାସ୍ତୁଶାସ୍ତ୍ରରେ ଆଇନା ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ଯଦି ଏହାକୁ ଠିକ ଦିଗରେ ନରଖନ୍ତି ତେବେ ଜୀବନରେ ସମସ୍ୟା ଆସିଥାଏ ଏବଂ ଯଦି ଠିକ ଭାବରେ ରଖନ୍ତି ତେବେ ସକାରାତ୍ମକ ଉର୍ଜାରେ ଜୀବନକୁ ସମ୍ପୂର୍ଣ ସୁନ୍ଦର କରିଦେଇଥାଏ। ଘରେ ଝଗଡା କ୍ଳେଶ ନହେଉ ଧରନ ଅଭାବ ନରହୁ ତେବେ ଆଇନାର ଆକାର ଏବଂ ସାଇଜର ଧ୍ୟାନ ନିଶ୍ଚୟ ରଖନ୍ତୁ।

ପ୍ରାଚୀନ କଥା ଅନୁସାରେ ଯେତେବେଳେ କାଚ ଭାଙ୍ଗି ଯାଇଥାଏ ତ ଘରେ ନେଗେଟିଭ ଏନର୍ଜୀକୁ ଆକର୍ଷଣ କରିଥାଏ ଏବଂ ଘରକୁ ଦୁର୍ଭାଗ୍ୟ ଆଣିଥାଏ। ସେଥିପାଇଁ ଭଙ୍ଗା କାଚକୁ ତୁରନ୍ତ ଘରୁ ବାହାର କରିଦିଅନ୍ତୁ ନଚେତ ଘରର ସଦସ୍ୟଙ୍କ ମଧ୍ୟରେ ଝଗଡା ଝାଟି ହୋଇଥାଏ। କାଚର ଅଂଶକୁ ଆତ୍ମା ମାନାଯାଏ। ଏଥିପାଇଁ କାଚ ଭାଙ୍ଗିବାକୁ ଅଶୁଭ ମାନାଯାଏ।ତେବେ ଆସନ୍ତୁ ଜାଣିବା ଆଇନା କେଉଁ ଦିଗରେ ଲଗାଇଲେ ଜୀବନରେ ଖୁସି ଅଧିକ ଆସିବ।

ଆଇନାକୁ ଉତ୍ତର ପୂର୍ବ କିମ୍ବା ପୂର୍ବ-ଉତ୍ତର ଦିଗରେ ଲଗାଇବା ଉଚିତ।

ବାଥରୁମରେ ଆଇନା ଉତ୍ତର ପୂର୍ବ କିମ୍ବା ପୂର୍ବ-ଉତ୍ତର ଦିଗରେ ଲଗାଇବା ଉଚିତ।

ଘରର ମେନଗେଟରେ ଆଇନା ଭୁଲରେ ବି ଲଗାନ୍ତୁ ନାହିଁ। ଏମିତି କରିଲେ ଘରକୁ ନେଗେଟିଭ ଏନର୍ଜୀ ପ୍ରବେଶ କରିଥାଏ।

କେବେ ଆଇନାକୁ ପରସ୍ପରର ସାମ୍ନାରେ ଲଗାଇ ଦେଇଥାନ୍ତି। ଏମିତି ଭୁଲରେ ବି କରନ୍ତୁ ନାହିଁ।

ସିଡ଼ି ପାଖରେ ଆଇନା ଲଗାନ୍ତୁ ନାହିଁ। ଏହାକୁ ଅଶୁଭ ମାନାଯାଏ।

ଗୋଲାକାର ଆଇନା କେବେବି ଘରେ ରଖନ୍ତୁ ନାହିଁ। ବର୍ଗାକାର କିମ୍ବା ଆୟତ୍ତ କାର ଆଇନା ହିଁ ଶୁଭ ହୋଇଥାଏ।

ତେଜଦାର ଆଇନା ବି ଘରେ ଲଗାନ୍ତୁ ନାହିଁ ନଚେତ କରଜରେ ବୁଡି ଯିବେ।

ବେଡ଼ରୁମରେ କାଚ କିମ୍ବା ଡ୍ରେସିଂ ଟେବୁଲ ଭୁଲରେ ବି ରଖନ୍ତୁ ନାହିଁ। ଯଦି ଅଛି ତେବେ ତାହାକୁ ଢାଙ୍କି ଦିଅନ୍ତୁ।

ଆୟତ୍ତକାର ଆଇନା ସବୁଠାରୁ ଶୁଭ ହୋଇଥାଏ।

ଆପଣଙ୍କର ଷ୍ଟର ମାନେ ଆପଣଙ୍କର ସାମଗ୍ରୀ ଥାଏ ସେହି ଷ୍ଟର ରୁମରେ ଯଦି ଆପଣ କାଚ ଲଗାଇ ଥାନ୍ତି ତେବେ ଆପଣଙ୍କର ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ। କେବେବି ଆପଣଙ୍କର ଧନ ସମ୍ପତ୍ତିର ଅଭାବ ଦେଖାଦିଏ ନାହିଁ ଏବଂ ଗୃହରେ ନିଜ ନିଜ ଭିତରେ କେବେବି ମଧ୍ୟ ମନମାଳିନ୍ୟ ଦେଖାଯାଇନଥାଏ। ତେବେ ଆପଣଙ୍କର ଯଦି ଷ୍ଟୋର ରୁମ ନାହିଁ ତେବେ ଆପଣଙ୍କର ରୋଷେଇ ଘରେ ରୋଷେଇ ଜିନିଷକୁ କାଚର ବକ୍ସ କରି ରୋଷେଇ ସାମଗ୍ରୀକୁ ରଖନ୍ତୁ। ଏହା ଦ୍ୱାରା ଆପଣଙ୍କର କେବେବି ଧନର ଅଭାବ ରହିବ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *