ଯଦି କେହି ଆପଣଙ୍କ ସାଥ ଦେଉ ନାହାନ୍ତି, ତ ଥରେ ଏହି କଥା ଶୁଣି ନିଅନ୍ତୁ,ଦେଖିବେ ପୁରା ଦୁନିଆ ଆପଣଙ୍କ ପାଦ ଚାଟିବ
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କେହି ସାଥ ଦେଇନଥାଏ ତ ଥରେ ଏହି କଥା ଶୁଣି ନିଅନ୍ତୁ। ପୁରା ଦୁନିଆ ପାଦ ଚାଟିବ।
ସମସ୍ତଙ୍କ ଜୀବନରେ ସମସ୍ୟା ଥାଏ ଯାହାକି ତାଙ୍କୁ ଏତେ ଚିନ୍ତିତ କରିଦେଇଥାଏ କି ତାଙ୍କର ଭାବିବା ଏବଂ ଚିନ୍ତା କରିବାର କ୍ଷମତା ଶେଷ ହୋଇଯାଇଥାଏ। ଏତେ ସମସ୍ୟା ଥାଏ କି ମନୁଷ୍ୟ ବୁଝିପାରିନଥାଏ ସେ ଏମିତି କଣ କରିବ ଯାହା ଦ୍ୱାରା କି ତାର ସମସ୍ତ ସମସ୍ୟା ଶେଷ ହୋଇଯିବ। ଏହାର ଉତ୍ତର ସ୍ଵୟଂ ଭଗବାନ ଶ୍ରୀକୃଷ୍ଣ ଦେଇଛନ୍ତି।
ମହାଭାରତ ଯୁଦ୍ଧରେ ଧର୍ମକୁ ରକ୍ଷା କରିବା ପାଇଁ ଲଢେଇ ହୋଇଥିବା ସବୁଠାରୁ ବଡ଼ ଯୁଦ୍ଧ ମାନାଯାଏ। ଧରତୀରେ ଭଗବାନ ବିଷ୍ଣୁଙ୍କ ଅବତାର ଭଗବାନ ଶ୍ରୀକୃଷ୍ଣ ସ୍ଵୟଂ ଏହି ଅବତାର ଏହି ଯୁଦ୍ଧକୁ ନିଜେ ଦେଖାଶୁଣା କରିଥିଲେ। କୁରୁକ୍ଷେତ୍ରରେ ଲଢେଇ ହୋଇଥିବା ଏହି ଯୁଦ୍ଧ ଆମକୁ ଗୀତା ଭଳି ମହାନ ଗ୍ରନ୍ଥ ଦେଲେ ଯେଉଁଥିରେ ଜୀବନ ସହିତ ଜଡ଼ିତ ସମସ୍ତ ସମସ୍ୟାର ସମାଧାନ ଅଛି। ଏହିସବୁ କଥା ବ୍ୟତୀତ ମହାଭାରତରେ ଅନେକ କଥା ଏବଂ ତାର ସମସ୍ତ ଚରିତ୍ର ଏବଂ ସେହି ଚରିତ୍ରର ଜୀବନ ଏବଂ ବ୍ୟାଖ୍ୟା ଆମକୁ ବହୁତ କିଛି ଶିଖାଇଥାଏ।
କର୍ଣ ଯିଏ ପାଣ୍ଡବଙ୍କ ଭାଇ ହେଲେ ମଧ୍ୟ ତାଙ୍କର ବିପକ୍ଷରେ ଯୁଦ୍ଧ ଲଢ଼ିଲେ ଏବଂ ସେ ନିଜର ଜୀବନର ବିରତ୍ବାର ଏକ ମିଶାଲ ଦେଲେ ଏବଂ ଆମକୁ ବହୁତ ଶିକ୍ଷା ଶିଖାଇଲା। ମହାଭାରତ ଯୁଦ୍ଧ ପୂର୍ବରୁ ଭଗବାନ ଶ୍ରୀକୃଷ୍ଣ ଏବଂ କର୍ଣ୍ଣଙ୍କ ମଧ୍ୟରେ ସମ୍ବାଦ ହୋଇଥିଲା ଏବଂ ଯାହାର ପ୍ରଶ୍ନର ଉତ୍ତର ଭଗବାନ ଶ୍ରୀକୃଷ୍ଣ ଦେଇଥିଲେ ଯାହା ଆପଣଙ୍କ ଜୀବନରେ ସମସ୍ତ ସମସ୍ୟାର ଠିକ ସମାଧାନ ହୋଇପାରିବ।
କର୍ଣ୍ଣ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲେ ହେ ବାସୁଦେବ ଜନ୍ମ ନେବା କ୍ଷଣେ ହିଁ ମୋର ମାତା ମୋତେ ତ୍ୟାଗ କରିଦେଲେ କିନ୍ତୁ ସୁର ବୀର ଜନ୍ମ ହେବା କଣ ମୋର ଅପରାଧ ଥିଲା। ଗୁରୁ ଦ୍ରୋଣାଚାର୍ଯ୍ୟ ମୋତେ ଶସ୍ତ୍ର ଶିକ୍ଷା କେବଳ ଏଥିପାଇଁ ଦେଇନାହାନ୍ତି କି ମୁଁ କ୍ଷତ୍ରିୟ ନଥିଲି ପର୍ଶୁରାମ ମତେ ଯୁଦ୍ଧର ଶିକ୍ଷାତ ଦେଲେ କିନ୍ତୁ ଏହା ଜାଣିବା ପରେ ମୁଁ ଜଣେ କ୍ଷତ୍ରିୟ ନୁହେଁ ତ ସେ ମୋତେ ଶିଖାଇ ଥିବା ସମସ୍ତ ବିଦ୍ୟାକୁ ଭୁଲିବାର ଅଭିଶାପ ଦେଲେ ଏତିକି ହିଁ ନୁହେଁ ଭୁଲ ବଶତଃ ମୋ ଦ୍ୱାରା ଯେଉଁ ତିର ଲାଗିଗଲା ତ ତାର ମାଲିକ ବି ମୋତେ ଅଭିଶାପ ଦେଲେ ଯେବେ କି ମୋର ସେଥିରେ କୌଣସି ଭୁଲ ନଥିଲା।
ଦ୍ରୌପଦୀଙ୍କ ସ୍ୱୟଂବରରେ ମୋର ଅପମାନ ହେଲା ଏମିତିକି ମା କୁନ୍ତୀ ବି ମୋତେ ସତ୍ୟ କେବଳ ଏଥିପାଇଁ କହିଲେ ଯାହା ଦ୍ୱାରା ସେ ନିଜର ପାଣ୍ଡଵ ପୁତ୍ରଙ୍କ ରକ୍ଷା କରିପାରିବେ। ନିଜ ଜୀବନରେ ମୋତେ ଯାହାବି ମାନ ସମ୍ମାନ ବୈଭବ ମିଳିଲା ତାହା ଦୁର୍ଯ୍ୟଧନଙ୍କ ଠାରୁ ମିଳିଲା। ତାହେଲେ ମୁଁ କେଉଁଠି ଭୁଲ ଅଛି। କର୍ଣ୍ଣର ଏହି ଉତ୍ତର ଦେବାକୁ ଯାଇ ଭଗବାନ ଶ୍ରୀକୃଷ୍ଣ କହିଲେ ହେ କୁନ୍ତୀ ପୁତ୍ର କଦାଚିତ ତୁମର ସହିତ ଖରାପ ବ୍ୟବହାର ହେଲା କିନ୍ତୁ ମୋର କଥାବି ତୁମ ଠାରୁ କିଛି ଅଲଗା ନାହିଁ। ମୋର ଜନ୍ମ ଏକ କାରାଗାରରେ ହୋଇଥିଲା ଏବଂ ଜନ୍ମ ପୂର୍ବରୁ ହିଁ ମୋର ମୃତ୍ୟୁ ଧାର୍ଯ୍ୟ କରାଯାଇଥିଲା। ମୋର ପ୍ରାଣର ରକ୍ଷା ପାଇଁ ମୋର ଜନ୍ମ ହେବା ମାତ୍ରେ ହିଁ ମୋର ମାତା ପିତାଙ୍କୁ ଦୂରେଇବାକୁ ପଡିଲା। ତୁମେ ବାଲ୍ୟକାଳରେ ସବୁ ଅସ୍ତ୍ର ଶସ୍ତ୍ର ଘୋଡା ତିର ଘୋଡା ଛୁରୀ ରଥ ଧନୁସ ଆଦି ସହିତ ଖେଳି ବଡ଼ ହୋଇଛ କିନ୍ତୁ ମୁଁ ପିଲା ଦିନରୁ ନିଜର ପ୍ରାଣର ରକ୍ଷା ଲୋକଙ୍କ ଦ୍ୱାରା କରିଲି। ପିଲା ଦିନରୁ ହିଁ ଅନେକ ଲୋକ ମୋତେ ମାରିବାକୁ ଚେଷ୍ଟା କଲେ।
ତୁମେ ଯେଉଁ କନ୍ୟାକୁ ପ୍ରେମ କଲ ତା ସହିତ ହିଁ ବିବାହ କରିଲ କିନ୍ତୁ ମୁଁ ନିଜ ପ୍ରେମ ସହିତ ବିବାହ ବି କରି ପାରିଲି ନାହିଁ ବରଂ ମୋତେ ସେ ସମସ୍ତଙ୍କୁ ବିବାହ କରିବାକୁ ପଡିଲା ଯେଉଁମାନେ ମୋତେ ବିବାହ କରିବାକୁ ଚାହୁଁଥିଲେ ଯେଉଁମାନଙ୍କୁ ମୁଁ ରାକ୍ଷସଙ୍କ କବଳରୁ ମୁକ୍ତ କରିଲି। ନିଜ ପ୍ରତି ହୋଇଥିବା ଏତେ ଅନ୍ୟାୟ ପରେ ବି ତୁମେ ସୁର ବିରରେ ଜଣାହେଲ କିନ୍ତୁ ଜରାସୁର ଠାରୁ ପୁରା ସମ୍ପ୍ରଦାୟର ରକ୍ଷା ପାଇଁ ଯେବେ ମୁଁ ତାକୁ ଯମୁନାର କୂଳକୁ ନେଇ ଗଲି ତ ଲୋକେ ମୋତେ କାୟର ଭୀରୁ ମଧ୍ୟ କହିଲେ। ଯଦି ଦୁର୍ଯ୍ୟଧନ ଏହି ଯୁଦ୍ଧରେ ଜିତି ଗଲା ଅବଶ୍ୟ ହିଁ ତୁମେ ଏହାର ବହୁତ ବଡ଼ ଉପାଧି ମିଳିବ କିନ୍ତୁ ଯୁଧିଷ୍ଠିର ଯୁଦ୍ଧ ଜିତିବା ପରେ ମୋତେ କଣ ମିଳିବ କିଛି ବି ନୁହେଁ କେବଳ ଯୁଦ୍ଧ କରେଇବାର ଦୋଷୀ କହିବା ବ୍ୟତୀତ।
ଏଥିପାଇଁ ହେ କର୍ଣ୍ଣ ତୁମକୁ ସର୍ବଦା ଏହି କଥା ଜ୍ଞାତ ହେବା ଉଚିତ ଯେ ଏହି ସଂସାରରେ ପ୍ରତ୍ୟକଙ୍କ ଜୀବନ ଚୁନତିରେ ଭରା ରହିଥାଏ। ସମସ୍ତଙ୍କ ଜୀବନରେ ଅନ୍ୟାୟର କିଛି ସମୟ ଆସିଥାଏ କିନ୍ତୁ କେହି ନାଁ କେହି କେଉଁଠି ନାଁ କେଉଁଠି ଅନ୍ୟାୟର ଶିକାର ହୋଇଥାଏ କିନ୍ତୁ ଠିକ କଣ ଏହାର ଅନନ୍ଦାଜ କେବଳ ତୁମକୁ ହୋଇଥାଏ। ଆମକୁ କେତେ ଅନ୍ୟାୟ ସହିବାକୁ ପଡିଲା କେତେ ଅପମାନ ସହିବାକୁ ପଡିଲା ଏହିସବୁ କଥା ଆମର ଯୋଗ୍ୟତାକୁ କହିନଥାଏ। ଏଥିପାଇଁ ହେ କର୍ଣ୍ଣ ମୋର ତୁମକୁ ଏହି ନିବେଦନ ଅଟେ ମୁଁ ତୁମକୁ ଏହି ପରାମର୍ଶ ଦେବି ଯଦି ତୁମେ ନିଜ ପ୍ରତି ହେଉଥିବା ଅନ୍ୟାୟର ସିକାୟତ କରିବା ବନ୍ଦ କରି ନିଜର ବିବେଚନ କର।
ଜୀବନରେ ତୁମ ସହିତ ପଛେ ଅନ୍ୟାୟ ହେଉ କିନ୍ତୁ ତୁମେ ଅଧର୍ମ ରାସ୍ତାରେ ଚାଲିବ ତ ଏହା ତୁମ ପାଇଁ ଅଜ୍ଞାନୀ ହିଁ ହେବ। ଏହା କେବେବି ଭୁଲନ୍ତୁ ନାହିଁ କି ଅଧର୍ମ ସମସ୍ତ ସ୍ଥିତିରେ ଏବଂ କେବଳ ବିନାଶର ମାର୍ଗ ବନିଥାଏ। ତେବେ ଭଗବାନ ଶ୍ରୀକୃଷ୍ଣ କେତେ କମ ସମୟରେ ଜୀବନର ପାଠ ଆମ ସମସ୍ତଙ୍କୁ ଶିଖାଇ ଦେଲେ। ଆମ ସହିତ କିଏ କେତେବି ଅନ୍ୟାୟ କରୁ ଅନ୍ୟାୟ ବଦଳରେ ଅନ୍ୟାୟ କରିବା ତ ଅନ୍ୟାୟ ହିଁ ଅଟେ। ପଛେ ଆମ ସହିତ ଅନ୍ୟାୟ ହେଉ କିନ୍ତୁ ଆମକୁ ଅଧର୍ମର ମାର୍ଗ କେବେବି ବାଛିବା ଉଚିତ ନୁହେଁ। ଆମକୁ ସଠିକ ରାସ୍ତାରେ ଚାଲି ହିଁ ଆଗକୁ ବଢିବା ଉଚିତ। ଆଜି ନୁହେଁ ତ କାଲି ସମସ୍ତ ସମସ୍ୟା ସମାପ୍ତ ହୋଇଯିବ।