Excuse Me Odisha

ଯାହା କହିବୁ ସତ କହିବୁ

ଏହାର କେବଳ ଗୋଟିଏ ଖଣ୍ଡ,ବଦଳାଇ ଦେବ ଆପଣଙ୍କ ଭାଗ୍ୟ ! ଘରେ ହେବ ଖାଲି ଟଙ୍କା ବର୍ଷା !

ସେୟାର୍ କରନ୍ତୁ

କଣ ଆପଣ ଜାଣିଛନ୍ତି ମା ଲକ୍ଷ୍ମୀ ସେହିଠାରେ ଥାଆନ୍ତି ଯେଉଁଠାରେ ଅଦା ଗଛ ଥାଏ। ଅଦା ତ ସମସ୍ତଙ୍କ ଘରେ ଥାଏ। ଅଦାକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ବୋଲି ମାନାଯାଏ। ଯେଉଁ ଘରେ ଅଦା ଗଛ ଥାଏ ସେଠାରେ ଖୁସି ଥାଏ। ସେମିତିରେ ତ ଗଛରେ ଆମ ଭାଗ୍ୟ ଜଡିତ ହୋଇ ରହିଥାଏ। ସବୁ ନକ୍ଷତ୍ରରେ ଅଲଗା ଅଲଗା ଗଛ ଥାଏ। ଏମିତି କିଛି ଗଛ ଅଛି ଯାହା ଘରେ ବାସ୍ତୁ ଅନୁସାରେ ଠିକ ମାନାଯାଏ ଏବଂ ଜୀବନରେ ଖୁସିକୁ ବି ବଢାଇଥାଏ। ଆଜି ଆମେ ୨ଟି ଉପାୟ କହିବୁ।

ଯଦି ଆପଣ କରଜ ସମସ୍ୟାରେ ଅଛନ୍ତି ତେବେ ଅଦା ସାହାର୍ଯ୍ୟରେ କେମିତି କରଜରୁ ମୁକ୍ତି ପାଇପାରିବେ ଏବଂ ଯଦି ଧନର ସମସ୍ୟା ଅଛି ଖୁସି ହଜିଯାଇଛି ତ କେମିତି ପ୍ରାପ୍ତ କରିବେ।

ଶୁଖିଲା ଅଦା ଯାହାକୁ ସୁଣ୍ଠି କୁହାଯାଏ ଏବଂ ଏହାର ପାଉଡରବି ଥାଏ। ଅଦାର ଯେଉଁ ସୁଣ୍ଠି ତାର ଯେଉଁ ପାଉଡର ଥାଏ ନାଁ ବହୁତ କାମର ହୋଇଥାଏ। ସେଥିରେ ବହୁତ ମୀନରାଲ ଥାଏ। ଆପଣ ନିଜେ ଖାଇପାରିବେ ଆପଣଙ୍କ ପରିବାର ସଦସ୍ୟଙ୍କୁ ବି ଖାଇବାକୁ ଦେଇପାରିବେ। ପିଲାଙ୍କୁ ବି ଦେଇପାରିବେ ପିଲାଙ୍କ ହାଡ଼ ବି ମଜବୁତ ହୋଇଥାଏ ଥକା ପଣ ବି କମ ହୋଇଥାଏ। ଅଦାକୁ ଚାରେ ପକେଇ ଖାଆନ୍ତୁ। ଘରେ ଅଦା ନିଶ୍ଚୟ ରଖନ୍ତୁ। ଅଦା ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ ତା ସହିତ ଭାଗ୍ୟକୁ ବି ବଢ଼ାଇ ଥାଏ। ଆସନ୍ତୁ ଜାଣିବା ୨ଟି ଉପାୟ ବିଷୟରେ।

ପ୍ରଥମ ଉପାୟ। ଯଦି ଜୀବନରେ ଖୁସି ଚାହାନ୍ତି ତ ଆପଣ ଯେକୌଣସି ଦିନ ଅଦାର ଛୋଟ ପ୍ରୟୋଗ କରିପାରିବେ। ଅଦାକୁ କାଟି କରି ସ୍ଲାଇସ ବନାନ୍ତୁ। ଅଦାର ସ୍ଲାଇସରେ ଯେଉଁଠି ଚେର ବାହାରିଥାଏ ସେହିଠାରୁ ଅଳ୍ପ କାଟି ନିଅନ୍ତୁ। ଚେରକୁ ରଖିବେ ସେହିଠାରୁ ହିଁ କାଟିବେ। ଏବେ ଚେର ଵାଲା ଅଂଶରେ କୌଣସି ବି ଜିନିଷ ସାହାର୍ଯ୍ୟରେ ପଦ୍ମ ଫୁଲ କିମ୍ବା ଷ୍ଟାର ବନେଇ ଦିଅନ୍ତୁ। ଆଉ ନିଜର ମନର ଇଛା କୁହନ୍ତୁ। ସାରା ଯାଦୁ ଏହିଥିରେ ଲୁଚି ରହିଛି। ଅଦାର ଗୋଲ ଖଣ୍ଡ ନେବାକୁ ହେବ।

ଯେତିକି ମନର ଇଛା ଥିବ ସେତିକି ଟି ନେବେ। ଅଦାର ଚେର ବାଲା ଅଂଶକୁ ଅର୍ଥାତ ଯେଉଁ ମୁହଁ ଥାଏ ଯେଉଁଥିରେ ଗଛ ଉଠିଥାଏ ସେହି ଅଂଶକୁ ଉପରକୁ ରଖିବେ। ଆଉ ନିୟମିତ ରୂପରେ ପାଣି ଢାଳିବେ। ଆଉ ଯେମିତି ଏଥିରେ ଗଛ ଉଠିବ ତ ଆପଣଙ୍କ ଜୀବନରେ ସମସ୍ୟା ଧୀରେ ଧୀରେ ସମାପ୍ତ ହେବାକୁ ଲାଗିବ। କାରଣ ଅଦାର ସମ୍ବଦ୍ଧ ମା ଲକ୍ଷ୍ମୀଙ୍କ ସହିତ ଅଟେ। ଘରେ ଅଦା ରହିଲେ ମା ଲକ୍ଷ୍ମୀ ଘରେ ବାସ କରିଥାନ୍ତି। ଅଦା ଖାଆନ୍ତୁ କି ନଖାନ୍ତୁ କିନ୍ତୁ ଘରେ ରଖିବେ ନିହାତି। ସର୍ବଦା ସ୍ୱଚ୍ଛ ସ୍ଥାନରେ ରଖିବେ। ଅଦା ଗଛ ମା ଲକ୍ଷ୍ମୀଙ୍କୁ ଆକର୍ଷିତ କରିଥାଏ। ଜୀବନରେ କେବଳ ଖୁସି ଆଣିଥାଏ। ଯେଉଁ ଘରେ ଅଦା ରଖିଥାନ୍ତି ସେହି ଘରେ ଉନ୍ନତି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *