Excuse Me Odisha

ଯାହା କହିବୁ ସତ କହିବୁ

ସ୍ତ୍ରୀଙ୍କର ଏହି ୩ଟି ଭୁଲ ପାଇଁ ସ୍ଵାମୀଙ୍କ ଜଲଦି ହୋଇଯାଇଥାଏ ମୃତ୍ୟୁ ! ଜାଣନ୍ତୁ କାମ ସେହି ଭୁଲ ଗୁଡାକ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସ୍ତ୍ରୀଙ୍କର ୩ ଭୁଲ ଯୋଗୁ ସ୍ୱାମୀଙ୍କର ମୃତ୍ୟୁ ଜଲଦି ହୋଇଥାଏ

ବନ୍ଧୁଗଣ ମହିଳା ମାନଙ୍କର ଏହି ୩ ଟି ଭୁଲ ପାଇଁ ସ୍ୱାମୀଙ୍କର ମୃତ୍ୟୁ ପ୍ରଥମେ ହୋଇଯାଏ। ଭଗବାନ କରନ୍ତୁ କୌଣସି ମହିଳାମାନେ ଏହି ୩ ଟି ଭୁଲ କେବେବି ନକରନ୍ତୁ ନଚେତ ସ୍ୱାମୀଙ୍କ ମୃତ୍ୟୁ ବହୁତ ଜଲଦି ହୋଇଯାଏ। କୁହାଯାଏ ସ୍ୱାମୀ ସ୍ତ୍ରୀ ପରସ୍ପରର ପୁରକ ଅଟନ୍ତି। ଶାସ୍ତ୍ର ଅନୁସାରେ ଜଣେ ବ୍ୟକ୍ତିର ଜୀବନ ସେତେ ପର୍ଯ୍ୟନ୍ତ ଅଧୁରା ମାନାଯାଏ ଯେତେ ପର୍ଯ୍ୟନ୍ତ ତାର ଜୀବନସାଥୀ ଅର୍ଥାତ ତାର ବିବାହ ନହେବା ପର୍ଯ୍ୟନ୍ତ।

ଆପଣଙ୍କୁ ଜଣେଇ ଦେଉଛୁ ଅର୍ଦ୍ଧାଙ୍ଗିନୀ କୁହାଯାଉଥିବା ସ୍ତ୍ରୀ ନିଜ ସ୍ୱାମୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇବା ପାଇଁ ଏମିତି ଅନେକ ଚେଷ୍ଟା କରିଥାଏ ଯାହା ଦ୍ୱାରା ତାର ସ୍ୱାମୀ ମୃତ୍ୟୁ ଠାରୁ ବଞ୍ଚିତ ରହିବ। ଯେମିତିକି କରବାଚୌଥର ବ୍ରତ ରଖିବା ଅନେକ ପୂଜାପାଠ କରିବା ଧାର୍ମିକ ଯାତ୍ରା କରିବା ସାବିତ୍ରୀ ବ୍ରତ ରଖିବା ଆଦି ସାମିଲ ଅଛି କିନ୍ତୁ ତଥାପି ବୃଦ୍ଧ ହେବା ପୂର୍ବରୁ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥାଏ।

ଗରୁଡ଼ ପୁରାଣ ଅନୁସାରେ ଯେବେ କୌଣସି ମହିଳା ଏହି ୩ ଟି ଭୁଲ କରିଥାନ୍ତି ତ ତାର ସ୍ୱାମୀକୁ ମୃତ୍ୟୁକୁ ପ୍ରାପ୍ତ କରିଥାଏ। ଅର୍ଥାତ ସ୍ତ୍ରୀ ପୂର୍ବରୁ ଯୁବ ଅବସ୍ଥାରେ ତାର ମୃତ୍ୟୁ ହୋଇଯାଇଥାଏ ଆଉ ସ୍ତ୍ରୀଙ୍କୁ ଯୁବ ଅବସ୍ଥାରେ ହିଁ ଏକା ହିଁ ରହିବାକୁ ପଡିଥାଏ। ଏମିତି ମହିଳା ସ୍ୱାମୀଙ୍କ ସୁଖରୁ ବଞ୍ଚିତ ରହିଯାନ୍ତି। ତେବେ ଆସନ୍ତୁ ସେହି ୩ ଟି ଭୁଲ ବିଷୟରେ ଜଣେଇବୁ।

ଯେବେ କୌଣସି ମହିଳା ଖାସ କରି କରବାଚୌଥରେ କିମ୍ବା ସାବିତ୍ରୀ ବ୍ରତରେ କିମ୍ବା କୌଣସି ବି ବ୍ରତ ନିଜ ସ୍ୱାମୀ ପାଇଁ ରଖିଛନ୍ତି ଆଉ ଲୁଚେଇ କରି ଭୋଜନ ଗ୍ରହଣ କରିଥାନ୍ତି କିମ୍ବା ପାଣି ବି ଆପଣ ପିଇ ନିଅନ୍ତି ତ ଏହା ନିକଟ ଭବିଷ୍ୟତରେ ସ୍ୱାମୀର ମୃତ୍ୟୁ ବୃଦ୍ଧ ହେବା ପୂର୍ବରୁ ହୋଇଯାଇଥାଏ। ମନରେ ଭୋଜନ ପାଇଁ ଲୋଭ ବି ବ୍ରତ ସମୟରେ କରିବା ଉଚିତ ନୁହେଁ। ଏମିତି ମହିଳା ଅନେକ ଜନ୍ମ ପର୍ଯ୍ୟନ୍ତ ସ୍ୱାମୀ ସୁଖରୁ ବଞ୍ଚିତ ହୋଇ ରହିଥାନ୍ତି।

ଶାସ୍ତ୍ର ଅନୁସାରେ ବ୍ରତ ସମୟରେ ଯେବେ କୌଣସି ମହିଳା ବ୍ରତ ଲୁଚେଇ କରି ଭାଙ୍ଗି ଦେଇଥାଏ ଆଉ କାହାରିକୁ ଜାଣିବା ପାଇଁ ଦେଇନଥାଏ ତ ଏମିତିରେ ବି ସ୍ୱାମୀର ମୃତ୍ୟୁ ଯୁବ ଅବସ୍ଥାରେ ହୋଇଯାଇଥାଏ। ଗରୁଡ଼ ପୁରାଣରେ କୁହାଯାଇଛି ଯେ ଯେବେ କୌଣସି ମହିଳା ନିଜ ସ୍ୱାମୀର ଦୀର୍ଘାୟୁ ପାଇଁ ବ୍ରତ ରଖିଥାଏ ତ ତାକୁ ଭୋଜନ ଗ୍ରହଣ କରିବା ଉଚିତ ନୁହେଁ ଅର୍ଥାତ ବ୍ରତକୁ ଭକ୍ତିରେ ସହକାରେ କରିବା ପରେ ହିଁ ବ୍ରତ ଭାଙ୍ଗିବା ଉଚିତ। ତେବେ ଯାଇ ସ୍ୱାମୀର ଆୟୁଷ ଲମ୍ବା ହୋଇଥାଏ। ଆଉ ନିକଟ ଭବିଷ୍ୟତରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ହୋଇନଥାଏ ବରଂ ପ୍ରେମ ବଢିଯାଇଥାଏ। ଏମିତି କଲେ ସ୍ୱାମୀର ଆୟୁଷ ବୃଦ୍ଧି ହୋଇଥାଏ। ଏହା ସହିତ ସାତଜନ୍ମ ପାଇଁ ସାଥ ମିଳିଯାଇଥାଏ।

ମହିଳା ବାରମ୍ବାର କଥା କଥାରେ ସ୍ୱାମୀଙ୍କର ମିଛ ରାଣ ଖାଇବା ସ୍ୱାମୀଙ୍କୁ କଥା କଥାରେ ମିଛ କହିବା ଝଗଡା ଆଦି କରିବା ମୁଖରୁ ଖରାପ ଭାଷାରେ ଗାଳି ଦେବା। ଏହାକୁ ଘୋର ପାପ ବୋଲି ମାନାଯାଏ। ଏମିତି ମାନ୍ୟତା ଅଛି ଯେ ନିକଟ ଭବିଷ୍ୟତରେ ଏମିତି ସମ୍ପର୍କ ଭାଙ୍ଗି ରୁଜି ନଷ୍ଟ ହୋଇଯାଇଥାଏ। ଆଉ ଯୁବ ଅବସ୍ଥାରେ ସ୍ୱାମୀର ମୃତ୍ୟୁ ନିଶ୍ଚୟ ହୋଇଯାଇଥାଏ।

ଅନେକ ମହିଳା କରବାଚୌଥ କରିଥାନ୍ତି ଆଉ ଭକ୍ତିରେ ସହକାରେ ଏହି ବ୍ରତକୁ ପାଳନ ବି କରିନିଅନ୍ତି କିନ୍ତୁ କଥା କଥାରେ ସ୍ୱାମୀଙ୍କର ମିଛ ରାଣ ଖାଇବା ସ୍ୱାମୀଙ୍କୁ କଥା କଥାରେ ମିଛ କହିବା ଝଗଡା ଆଦି କରିବା ମୁଖରୁ ଖରାପ ଭାଷାରେ ଗାଳି ଦେବା। ସ୍ୱାମୀଙ୍କୁ ମାରିବା ଆଉ କଥା କଥାରେ ହଇରାଣ କରିବା ଏହା ଦ୍ବାରା ସ୍ୱାମୀର ମୃତ୍ୟୁ ଜଲଦି ହୋଇଯାଇଥାଏ। ଆଉ ଗରୁଡ଼ ପୁରାଣ ଅନୁସାରେ ଏମିତି ମହିଳାଙ୍କୁ ସ୍ୱାମୀଙ୍କ ସୁଖରୁ ବଞ୍ଚିତ ରହିବାକୁ ପଡିଥାଏ। କାରଣ ସ୍ୱାମୀ ଭଗବାନଙ୍କ ରୂପ ହୋଇଥାଏ।

ଗରୁଡ଼ ପୁରାଣ ଅନୁସାରେ ଯେବେ କୌଣସି ମହିଳା ମାଂସର ସେବନ କରିଥାଏ ତେବେ ତାର ସ୍ୱାମୀ ଉପରେ କଷ୍ଟ ଆସିଥାଏ। ଆଉ ସ୍ୱାମୀର ମୃତ୍ୟୁ ଯୁବ ଅବସ୍ଥାରେ ହୋଇଯାଇଥାଏ। ଖାସ କରି ଗୁରୁବାର ଦିନ ମହିଳା କେଶ ଧୋଇଲେ ନିଜ ସ୍ୱାମୀର ଆୟୁଷ ଏବଂ ସନ୍ତାନର ମୃତ୍ୟୁ ଶୀଘ୍ର ହୋଇଥାଏ। ସ୍ୱାମୀ ଥାଉ ଥାଉ ପର ପୁରୁଷଙ୍କୁ ଦେଖିବା କିମ୍ବା ସମ୍ବଦ୍ଧ ସ୍ଥାପିତ କରିବା ଦ୍ୱାରା ସ୍ୱାମୀର ମୃତ୍ୟୁ ଯୁବ ଅବସ୍ଥାରେ ହୋଇଯାଇଥାଏ। ଯେବେ କୌଣସି ମହିଳା ନିଜ ମଙ୍ଗଳସୁତ୍ର ବାହାର କରି ଦେଇଥାଏ ଆଉ ନିଜର ମଥାବି ଖାଲି ରଖିଥାଏ ତ ଏମିତିକି ହାତରେ ଚୁଡ଼ି ଏବଂ ପାଦରେ ପାଉଁଜି ପିନ୍ଧି ନଥାଏ ତ ସ୍ୱାମୀର ମୃତ୍ୟୁ ବୃଦ୍ଧ ହେବା ପୂର୍ବରୁ ଅର୍ଥାତ ଯୁବ ଅବସ୍ଥାରେ ହୋଇଯାଇଥାଏ।

ସ୍ୱାମୀ ଭୋଜନ କରିବା ପୂର୍ବରୁ ମହିଳା ଭୋଜନ କଲେ ସ୍ୱାମୀର ମୃତ୍ୟୁ ମଧ୍ୟ ହୋଇଥାଏ।

ରାତିରେ ଡେରିରେ ଶୋଉଥିବା ଏବଂ ସକାଳେ ଡେରିରେ ଉଠୁଥିବା ମହିଳା ମାନଙ୍କର ସ୍ୱାମୀଙ୍କର ମୃତ୍ୟୁ ଯୁବ ଅବସ୍ଥାରେ ହୋଇଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *