Excuse Me Odisha

ଯାହା କହିବୁ ସତ କହିବୁ

ସ୍ତ୍ରୀଙ୍କୁ ଏହି ଉପହାର ଦେବା ଦ୍ୱାରା ଲୋକେ କୋଟିପତି କାହିଁକି ବନିଥାନ୍ତି ଜାଣନ୍ତୁ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସ୍ତ୍ରୀଙ୍କୁ ଏହି ଉପହାର ଦେବା ଦ୍ୱାରା ଲୋକେ କୋଟିପତି କାହିଁକି ବନିଥାନ୍ତି।

ବନ୍ଧୁଗଣ ସ୍ତ୍ରୀଙ୍କୁ ଏହି ଉପହାର ଦେବା ଦ୍ୱାରା ବ୍ୟକ୍ତିଙ୍କ ଭାଗ୍ୟ ତାଙ୍କର ସାଥ ଛାଡେ ନାହିଁ। ଆଚାର୍ଯ୍ୟ ଚାଣକ୍ୟ ନୀତି ଅନୁସାରେ ସ୍ତ୍ରୀଙ୍କୁ ଏହି ଉପହାର ଦେବା ଦ୍ୱାରା ବ୍ୟକ୍ତିଙ୍କ ଭାଗ୍ୟ ପ୍ରବଳ ହୋଇଯାଇଥାଏ। ଏଥିପାଇଁ ସ୍ତ୍ରୀଙ୍କୁ ଏହି ଉପହାର ନିଶ୍ଚୟ ଦିଅନ୍ତୁ। ଆପଣଙ୍କୁ ତ ଜଣା ଥିବ ସ୍ତ୍ରୀ ମାନଙ୍କୁ ମା ଲକ୍ଷ୍ମୀଙ୍କର ରୂପ ମାନାଯାଏ। ଶାସ୍ତ୍ରରେ ଏମିତି ବର୍ଣ୍ଣନା କରାଯାଇଛି ଯେ ଯେତେବେଳେ ସ୍ତ୍ରୀ କାନ୍ଦିଥାଏ ତ ମା ଲକ୍ଷ୍ମୀ କ୍ରୋଧର ଆସି ବ୍ୟକ୍ତିକୁ ବର୍ବାଦ କରିଦେଇଥାଆନ୍ତି। ଆପଣଙ୍କ ଜଣା ପାଇଁ କହିଦେଉଛୁ କି ସ୍ତ୍ରୀ ଏମିତି ଏକ ଜିନିଷ ଅଟେ ଯିଏ ବ୍ୟକ୍ତିକୁ ଧନବାନ ବନେଇ ଦେଇପାରେ।

ଶାସ୍ତ୍ର ଅନୁସାରେ ଏହି କଥା ଉଲ୍ଲେଖ ଅଛି ଯେ ମା ଲକ୍ଷ୍ମୀଙ୍କର ଅନେକ ରୂପ ଅଛି। ସେଥି ମଧ୍ୟରୁ ମା ଲକ୍ଷ୍ମୀଙ୍କର ଗୋଟେ ରୂପ ଅଛି। ସମସ୍ତଙ୍କ ଘରେ କୌଣସି ନାଁ କୌଣସି ରୂପରେ ମା ଲକ୍ଷ୍ମୀ ବାସ କରିଥାନ୍ତି। କୌଣସି ବି ଘରେ ଲକ୍ଷ୍ମୀ ଖୁସି ଏବଂ ପ୍ରସନ୍ନ ରହିବେ ତ ସେହି ଘର ଉପରେ ମା ଲକ୍ଷ୍ମୀଙ୍କର କୃପା ବନି ରହିଥାଏ। ମା ଲକ୍ଷ୍ମୀ ଅତ୍ୟନ୍ତ ଖୁସି ଥାନ୍ତି। ଏମିତିରେ ସ୍ତ୍ରୀଙ୍କୁ ଏହି ଉପହାର ଦେବା ଦ୍ୱାରା ଆପଣଙ୍କ ଭାଗ୍ୟ ପ୍ରବଳ ହୋଇଯାଇଥାଏ। ମା ଲକ୍ଷ୍ମୀ ସେହି ବ୍ୟକ୍ତି ଉପରେ କୃପା ବର୍ଷା କରିଥାନ୍ତି। ତେବେ ଆସନ୍ତୁ ଜାଣିବା।

ମାନ୍ୟତା ଅନୁସାରେ ବୁଧବାର କିମ୍ବା ଶୁକ୍ରବାର ଦିନ ଏହି ମଧ୍ୟରୁ କୌଣସି ଗୋଟେ ଦିନରେ କପଡା ଉପହାର କରିବା ବହୁତ ଶୁଭ ହୋଇଥାଏ। ଆପଣ ଚାହିଁଲେ ନିଜ ସ୍ତ୍ରୀଙ୍କ ବ୍ୟତିତ ମା ଭଉଣୀ ପିଉସୀ ମାଉସୀ କିମ୍ବା କୌଣସି ବିବାହିତା ମହିଳାଙ୍କୁ କପଡା ଉପହାର କରିପାରନ୍ତି। ଶାସ୍ତ୍ର ଅନୁସାରେ ଏହା ମାନ୍ୟତା ଅଛି ଯେ ଏମିତି କରିବା ଦ୍ୱାରା ବ୍ୟକ୍ତି ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ କରିଥାଏ।

ଅଭୂଷଣ। ଏମିତି କୁହାଯାଏ ଯେ ଆଭୂଷଣ ବିନା ଦେବୀଙ୍କ ପୂଜା ଅଧୁରା ମାନାଯାଏ। ଏଥିପାଇଁ ଦେବୀଙ୍କ ପୂଜାରେ ଆଭୂଷଣ ନିଶ୍ଚୟ ଅର୍ପଣ କରନ୍ତୁ। ମା ଲକ୍ଷ୍ମୀଙ୍କୁ ଆଭୂଷଣ ଅତ୍ୟନ୍ତ ପସନ୍ଦ ଅଟେ। ଅର୍ଥାତ ଆପଣ ନିଜ ସ୍ତ୍ରୀଙ୍କୁ କୌଣସି ଛୋଟ ମୋଟ ଆଭୂଷଣ ଦେଇପାରିବେ। କୁହାଯାଏ ଯେ ଆଭୂଷଣରେ ସଜେଇ ହୋଇଥିବା ଗୃହ ଲକ୍ଷ୍ମୀ ଘରର ସମ୍ବଦ୍ଧରେ ସମ୍ପର୍ଣ୍ଣତାକୁ ଦର୍ଶାଇଥାଏ।

ଘରର ମାନ ସମ୍ମାନ ବୃଦ୍ଧି ପାଇଥାଏ। ଶାସ୍ତ୍ରରେ ଏହି କଥାକୁ କୁହାଯାଇଛି ଯେ ଗୃହ ଲକ୍ଷ୍ମୀଙ୍କୁ ସୁନ୍ଦର ବସ୍ତ୍ର ଏବଂ ଆଭୂଷଣରେ ପରିପୂର୍ଣ୍ଣ ରହିବା ଉଚିତ। ଶାସ୍ତ୍ର ଅନୁସାରେ ଗୃହ ଲକ୍ଷ୍ମୀଙ୍କୁ ଯେବେ କୌଣସି ବ୍ୟକ୍ତି ସୁନ୍ଦର କପଡା ଆଭୂଷଣ ଏବଂ ତାର ଇଜ୍ଜତ କରିଥାଏ ତ ସାକ୍ଷତ ମା ଲକ୍ଷ୍ମୀ ସେହି ବ୍ୟକ୍ତିଙ୍କ ଉପରେ ପ୍ରସନ୍ନ ହୋଇଯାଇଥାନ୍ତି ଏବଂ ଦେଇଥାନ୍ତି ବରଦାନ।

ଲକ୍ଷ୍ମୀଙ୍କୁ ସୁହାଗ ଜିନିଷନିଶ୍ଚୟ ଉପହାର କରିବା ଉଚିତ। ଯେମିତିକି ବିନ୍ଦି ସିନ୍ଦୁର ଚୁଡ଼ି। କାରଣ ସୁହାଗର ଜିନିଷ ଉପହାର ଦେଲେ ସୌଭାଗ୍ୟ ବଢିଥାଏ। ଏହା ଦ୍ୱାରା ମା ଲକ୍ଷ୍ମୀ ସବୁଠାରୁ ଅଧିକ ପ୍ରସନ୍ନ ହୋଇଥାନ୍ତି। ଏଥିପାଇଁ ତାଙ୍କୁ ସମୟ ସମୟରେ ଉପହାର ନିଶ୍ଚୟ ଦେବା ଉଚିତ

ଆଚାର୍ଯ୍ୟ ଚାଣକ୍ୟ ନୀତି ଅନୁସାରେ ଯିଏ ସ୍ତ୍ରୀଙ୍କ ସମ୍ମାନ କରେନାହି ସେ ନିଜର ମାତା ପିତାଙ୍କର କଣ ସମ୍ମାନ କରିବ। ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେବେ କୌଣସି ପୁରୁଷ ସ୍ତ୍ରୀଙ୍କ ସମ୍ମାନ କରିଥାଏ ତେବେ ସଂସାରରେ ଅନେକ ଖରାପ ଜିନିଷ ନଷ୍ଟ ହୋଇଯାଇଥାଏ। ଆଚାର୍ଯ୍ୟ ଚାଣକ୍ୟ କୁହଁନ୍ତି ସ୍ତ୍ରୀଙ୍କ କାନ୍ଦିବା ସେହି ଘରର ବର୍ବାଦି ଆଣିପାରେ। ସେହି ଘର ପାପୀ ହୋଇଯାଇଥାଏ। ଶାସ୍ତ୍ର ଅନୁସାରେ ସ୍ତ୍ରୀଙ୍କ ପ୍ରସନ୍ନ ରହିବା ଘରେ ଅନେକ ଦିବ୍ୟଶକ୍ତିର ବାସ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *