Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି- କଳିଯୁଗର ଅନ୍ତରେ ମିଳିବ ଏହି ସଂକେତ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କଳିଯୁଗର ଅନ୍ତର ଆରମ୍ଭରେ ଏହି ସଂକେତ ମିଳିବ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି

କଳିଯୁଗର ବୟସ ହେଉଛି ୪ ଲକ୍ଷ ୩୨ ହଜାର ବର୍ଷ। ୪ ଟି ଚରଣରେ ବିଭକ୍ତ କରାଯାଇଛି। ଏବେ ପ୍ରଥମ ଚରଣ ଚାଲିଛି ଏବଂ ପ୍ରଥମ ଚରଣର ବୟସ ହେଉଛି ୧ ଲକ୍ଷ ୮ ହଜାର ବର୍ଷ। ଏଥିରେ ଜୀବର ବୟସ ହେଉଛି ୧୦୦ ବର୍ଷ। ଦ୍ୱିତୀୟ ଚରଣରେ ୫୦ ବର୍ଷ ତୃତୀୟ ଚରଣର ବୟସ ୨୫ ଚତୁର୍ଥ ଚରଣରେ ସାଢେ ବାର ବର୍ଷ। ଘୋର କଳିଯୁଗ ଯେତେବେଳେ ଆସିବ ତ ୯ କିମ୍ବା ୧୦ ବର୍ଷର ପିଲା ନନା କିମ୍ବା ନାରାୟଣ ବନିଯିବେ। ଘୋର କଳିଯୁଗର ସ୍ଥିତି କିପରି ହେବ ଏବେ ତ ଆପଣଙ୍କୁ ଜଣା ଅଛି ଏ ଆମର ମା ଏ ଆମର ବାପା ଭାଇ ଭଉଣୀ ଏ ଆମର ସ୍ତ୍ରୀ ଆମର ଝିଅ ଅଟେ। ଘୋର କଳିଯୁଗ ତାକୁ କୁହାଯିବ ଯେଉଁଠି କୌଣସି ବି ସମ୍ବଦ୍ଧ ସୁରକ୍ଷିତ ହେବ ନାହିଁ।

ଯେଉଁଠି ନାଁ ଝିଅ ନାଁ ଭଉଣୀ ନାଁ ମା ନାଁ ବାପା ନାଁ ଭାଇ ଥିବ। ଯେଉଁଠି କୌଣସି ସମ୍ବଦ୍ଧ ସୁରକ୍ଷିତ ରହିବ ନାହିଁ ଏବଂ ସେଠାରେ ପଶୁ ଭଳି ବ୍ୟବହାର ହୋଇଯିବ। ଆପଣ ମାନେ ଦେଖୁଥିବେ ପଶୁମାନଙ୍କ ଭିତରୁ ଯେଉଁ ମା ଜନ୍ମ ଦେଇଥାଏ କିଛି ସମୟ ପରେ ସେହି ପିଲା ନିଜର ମା ସହିତ ହିଁ ସହବାସ କରିଥାଏ। ଯେଉଁ ସ୍ଥିତି ପଶୁଙ୍କର ଅଟେ ଘୋର କଳିଯୁଗରେ ସେହି ସ୍ଥିତି ମନୁଷ୍ୟ ମାନଙ୍କ ଠାରେ ଦେଖାଯିବ। ଏବେ ତ ଆମକୁ ଜଣା ଅଛି ଆମର ବାପା କିଏ ଅଟେ କିନ୍ତୁ ଆସିଥିବା ସମୟରେ କେଉଁ ପିଲାର ବାପା କିଏ ଅଟେ ଏହା ଘୋର ପାପ। ଭୋକରେ ଏକ ରୋଟିର ଖଣ୍ଡ ପଛରେ ଲୋକ ନିଜର ଜୀବନ ଦେଇଦେବେ ଏବଂ ଅନ୍ୟର ଜୀବନ ନେଇ ନେବେ।

ଏକ ରୋଟିର ଖଣ୍ଡ ଯଦି କେହି ନଦୀରେ ଦେଖେଇଦେବେ ତ ସେ ପଛେ ନଦୀରେ ବୁଡି ମରିଯିବି କିନ୍ତୁ ଏକ ରୋଟିର ଖଣ୍ଡକୁ ଛାଡିବ ନାହିଁ ଏତେ ଭୁକର କଷ୍ଟ ପାଇବେ ଲୋକେ। କଳିଯୁଗରେ ଯାହାକୁ ଘର ଚଳେଇବା ଆସେନାହିଁ ସେହି ଲୋକମାନେ ଦେଶକୁ ଚଳେଇବେ। ପ୍ରଜାଙ୍କ ଉପରେ ଏତେ ଟ୍ୟାକ୍ସ ଚଢ଼େଇଦେବେ କି ପ୍ରଜା ଗଣିବା ଭୁଲିଯିବେ କି କେତେ ଟ୍ୟାକ୍ସ ଅଟେ। ଆମେ ଆପଣଙ୍କୁ ଜଣେଇଦେଉଛୁ କି ଏବେ ବର୍ତ୍ତମାନରେ ୩୨ ପ୍ରକାରର ଟ୍ୟାକ୍ସ ଭାରତରେ ଲାଗୁ ଅଛି। ଏହି ପ୍ରକାରର ଟ୍ୟାକ୍ସ ଆମେ ସରକାରଙ୍କୁ ଦେଇଥାଉ। ଏହା ତ କିଛି ବି ନୁହେଁ ଟ୍ୟାକ୍ସ ଆହୁରି ଅଧିକ ବଢିବ। କଳିଯୁଗର ରାଜା ହିଁ ପ୍ରଜାମାନଙ୍କର ଶୋଷଣ କରିବେ ଯାହା ଏବେ ବର୍ତ୍ତମାନ ହେଉଅଛି।

କଳିଯୁଗରେ ଏକ ବ୍ୟକ୍ତିର ଲମ୍ବାଇ ହେବ ଆପଣ ଚଣା ଗଛ ତ ଦେଖିଥିବେ ତାହା ଏକ ଛୋଟ ଝାଡ଼ ଅଟେ ଆଉ ସେହି ଚଣାର ଝାଡ଼ ତଳେ ବସି କଳିଯୁଗର ବ୍ୟକ୍ତି ଛାଇନେବେ ଅନ୍ତରେ ଏତିକି ରହିଯିବ କଳିଯୁଗର ବ୍ୟକ୍ତି ଲମ୍ବାଇରେ। ପାପ ବ୍ୟତୀତ ଆଉ କିଛି ହେବନାହିଁ କଳିଯୁଗରେ। ଏଥିପାଇଁ ଆମେ କହୁଛୁ ଏବେ ନୁହେଁ ତ ଏବେ ତ ଭଗବାନଙ୍କ କଥା ଅଛି ଆପଣ ତାହା ଶୁଣିପାରିବେ ଭଗବାନଙ୍କୁ ଭଲ ପାଇପାରିବେ

ଭଗବାନଙ୍କର ତୀର୍ଥରେ ଯାଇପାରିବେ ତ ଆପଣଙ୍କୁ ଜଣା ଅଛି ସବୁ ସମ୍ପର୍କର ମାନ ମର୍ଯ୍ୟାଦାର ମା ବାପା ଭାଇ ଭଉଣୀ ସମସ୍ତଙ୍କର ମର୍ଯ୍ୟାଦା ଏବେ କରିପାରିବେ ନାହିଁ ତ କେବେବି କରିପାରିବେ ନାହିଁ ଏବଂ ଏହି ମାନବ ଜୀବନକୁ ବ୍ୟର୍ଥ ହେବାକୁ ଦିଅନ୍ତୁ ନାହିଁ। ଯଦି ଏହା ବ୍ୟର୍ଥ ଚାଲିଗଲା ତ ମୁଣ୍ଡ ପିଟି ପିଟି କାନ୍ଦୁଥିବେ। ପସ୍ତେଇବାକୁ ପଡିବ ହାତକୁ କିଛିବି ଆସିବ ନାହିଁ କେବଳ ପସ୍ତେଇବା ବ୍ୟତୀତ।

ଗୋଟେ ରାଜାଙ୍କ କଥା ଅଛି। ଗୋଟେ ରାଜାଙ୍କୁ ବହୁତ ଅଭିମାନ ଥିଲା ମୋ ପାଖରେ ବହୁତ ଧନ ସମ୍ପତ୍ତି ଅଛି ଯାହାକୁ ଗଣି ବି ହେଉନାହିଁ ଏବଂ ଏହି ଅଭିମାନରେ ସେ କାହା ସହିତ ଭଲରେ କଥା ବି ହୁଏନାହିଁ। ଥରେ ଗୋଟେ ଦିନ ଏକ ଫକୀର ଆସିଲା ଏବଂ ରାଜାଙ୍କ ପାଖରେ ଯାଇ ବସିଗଲା। ରାଜାକୁ ଲାଗିଲା କି ଏ ବାବାଜୀ ପାଗଳ ହୋଇଯାଇଛି ଏହାକୁ ଏହା ଜଣାନାହିଁ କି ରାଜାଙ୍କ ପାଖରେ କେହି ବସନ୍ତି ନାହିଁ। ସାଧୁ ମହାରାଜ ବୁଝି ଗଲେ କି ଏଠାରେ ଏବେ ରାଜାଙ୍କୁ କ୍ରୋଧ ଆସିବାକୁ ଲାଗିଛି। ଏହାପରେ ବାବାଜୀ ଏକ ପୋଟଳିରେ ଗୋଟେ ଛୁରୀ କାଢ଼ିଲେ ଆଉ ବାବାଜୀ କହିଲେ ସେ ରାଜା ମୁଁ ଫକୀର ଅଟେ।

ମୋତେ ଏହି ଲୋଭ ଆଡ଼କୁ ଯିବାକୁ ଦେବନାହିଁ କିନ୍ତୁ ଏହା ମୋର ବଡ଼ କାମର ଅଟେ। ଏହା ବିନା ମୁଁ କୌଣସି କାମ କରିପାରେ ନାହିଁ। ମୋର ଗୋଟେ କାମ କରିବେ ତୁମେ ତ ରାଜା ଅଟ ତୁମେ ତ ବହୁତ କିଛି ନେଇ ଆସିବ ମୋ ପାଇଁ ଏକ ଛୁରୀ ନେଇ ଆସିବ ଆଉ ଯେବେ ତୁମେ ଉପରେ ମୋ ସହିତ ସାକ୍ଷତ କରିବ ଏହି ଛୁରୀ ଦେଇଦେବ। ଏଥିରେ ମୋର କାମ ଚଳେଇନେବି ଏବଂ ଯେତେବେଳେ ରାଜାକୁ ଏହି କଥା ବୁଝିବାକୁ ଆସିଲା ରାଜା ତାଙ୍କର ଚରଣରେ ପଡିଗଲେ। ଆଉ କହିବାକୁ ଲାଗିଲେ ହେ ବାବା ଏହି ରାଜା ଅଟେ।

ସେଠାରେ ତ ମୁଁ ବି ଆପଣଙ୍କ ଭଳି ନିବସ୍ତ୍ର ହୋଇ ଆସିବି ନାଁ ତୁମେ କିଛି ନେଇକି ଯାଇପାରିବ ନାଁ ମୁଁ କିଛି ନେଇକି ଯାଇପାରିବି ଛୁରୀ ବି ଯାଇପାରିବ ନାହିଁ ନିଜ ସହିତ। ଯଦି ଯିବ ତ ତୁମ ଦ୍ୱାରା କରାଯାଇଥିବା କାର୍ଯ୍ୟ କଳାପ ସୁନ୍ଦର କର୍ମ ଯିବ ତୁମର ସତ କର୍ମ ତୁମ ସହିତ ଯିବ ଏବଂ ଆଗକୁ ଯାହାବି କରିବେ ତାହା ତୁମ ସହିତ ଉପରକୁ ଯିବ। ତ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ଉଧବ ଘୋର କଳିଯୁଗରେ କେବଳ ପାପ ଅତ୍ୟାଚାର ବଢିବ ଦୁରାଚାର ବଢିବ ଏହା ତୁମକୁ କହିବାର ଆବଶ୍ୟକ ନାହିଁ।

ଆଜି ବାପା ପୁଅଙ୍କ ସମ୍ବଦ୍ଧ ଶେଷ ହୋଇସାରିଛି ଭାଇ ଭଉଣୀଙ୍କ ସମ୍ବଦ୍ଧ ଶେଷ ହୋଇସାରିଛି କେବଳ ଅଛି କଣ ମନୁଷ୍ୟର ଅଂଶ। ଛୁରୀ ସହିତ ସମାନ। ଆସିବାକୁଥିବା ଭୟଙ୍କର ସମୟ ଅଟେ। ଯଦି ନିଜର ମଙ୍ଗଳ ଚାହୁଁଛନ୍ତି ତ ଏହି ଜନ୍ମରେ କିଛି ଏମିତି କରିଯାଅ କି ପର ଜନ୍ମ ତୁମକୁ ନେବାକୁ ପଡିବ ନାହିଁ। ଆଉ ଯେମିତି ୮୪ ଲକ୍ଷ ଜନିରେ ଜନ୍ମ ନେବାକୁ ନପଡ଼େ ଏବଂ ଯଦି ତୁମକୁ କିଛି କରିବାକୁ ଆସେନାହିଁ ତ ଭଗବତ ଗୀତା ଶୁଣନ୍ତୁ ପାଠ କରନ୍ତୁ। ଏହି ଭାଗବତ ହିଁ ତୁମକୁ ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ ପହଞ୍ଚାଇ ଦେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *