ସ୍ତ୍ରୀଙ୍କର ଏମିତି ରୁମ ହେଲେ ସ୍ୱାମୀଙ୍କ ମୃତ୍ୟୁ ଶୀଘ୍ର ହୋଇଥାଏ।
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସ୍ତ୍ରୀଙ୍କର ଏମିତି ରୁମ ହେଲେ ସ୍ୱାମୀଙ୍କ ମୃତ୍ୟୁ ଶୀଘ୍ର ହୋଇଥାଏ।
ଯେଉଁ ସ୍ୱାମୀ ସ୍ତ୍ରୀ ନିଜ ବିଛଣାରେ ଏହି ୩ ଟି ଭୁଲ କରିଥାନ୍ତି ତ ତାଙ୍କୁ ଗରିବୀ ନିଜର ଶିକାର ବନେଇନିଏ। ଏମିତିକି ସ୍ୱାମୀଙ୍କର ଚାକିରୀ ଯିବାର ଆଶଙ୍କା ବି ବନି ରହିଥାଏ। ହୋଇଥାଏ ସ୍ୱାମୀଙ୍କ ମୃତ୍ୟୁ। ବନ୍ଧୁଗଣ ରାତିରେ ଯେଉଁ ବିଛଣାରେ ଆପଣ ଶୋଇଥାନ୍ତି ସକାଳୁ ଯଦି ଅସ୍ତ ବ୍ୟସ୍ତରେ ଛାଡି ଦିଅନ୍ତି ତ ରାହୁ ସମ୍ବଦ୍ଧିତ ଦୋଷ ଉତ୍ପନ ହୋଇଯାଇଥାଏ। ସକାଳୁ ସକାଳୁ ଆମେ ଜଣା ଅଜଣାତରେ ଏମିତି କିଛି ଭୁଲ କରି ବସିଥାଉ ଯାହାର ପ୍ରଭାବ ଆମର ସ୍ୱାସ୍ଥ୍ୟ ଏବଂ ଆସୁଥିବା ଜୀବନ ଉପରେ ପଡିଥାଏ।
ସଫଳ ବା ଧନବାନ ହେବା ପାଇଁ ପ୍ରତିଦିନ ବିଛଣା ସହିତ ଜଡ଼ିତ କିଛି ଭୁଲ କରିବା ଠାରୁ ଦୂରେଇ ରହିବା ଉଚିତ। ସ୍ୱାମୀ ସ୍ତ୍ରୀଙ୍କୁ ବିଛଣାରେ ଏମିତି ୩ ଟି ଭୁଲ କେବେବି କରିବା ଉଚିତ ନୁହେଁ। ଏହା ଦ୍ବାରା ରାହୁଦୋଷ ଉତ୍ପନ ହୋଇଥାଏ ଏବଂ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଗ୍ରହଣ ଲାଗିଯାଇଥାଏ ଏହା ସହିତ ଘର ପରିବାର ବ୍ୟବସାୟ ବିଜନେସ ସବୁ ବର୍ବାଦ ହୋଇଯାଇଥାଏ। ଶାଶୁ ଶଶୁର ଦେଢଶୁର ଯାଙ୍କ ସହିତ ସମ୍ବଦ୍ଧ ଖରାପ ହୋଇଯାଇଥାଏ। ବାପ ଘର ସହିତ ବି ସମ୍ପର୍କ ଖରାପ ହୋଇଯାଇଥାଏ ଏମିତିକି ସ୍ୱାମୀଙ୍କ ମୃତ୍ୟୁ ବି ହୋଇଯାଇଥାଏ।
ସ୍ୱାମୀ ସ୍ତ୍ରୀଙ୍କ ଜୀବନ ଅସ୍ତ ବ୍ୟସ୍ତ ହୋଇଯାଏ। ଏଥିପାଇଁ ବେଡ଼ରୁମରେ ବିଛଣାରେ ଏହି ଭୁଲ କରିବା ଉଚିତ ନୁହେଁ। ତେବେ ଆସନ୍ତୁ ଜାଣିବା ସେହି ୩ ଟି କାମ ବିଷୟରେ ଯାହା ଆପଣ ନିଜ ବେଡ଼ରୁମର ବିଛଣାରେ ଭୁଲରେ ବି କରିବା ଉଚିତ ନୁହେଁ ଏବଂ କୌଣସି ବି ଲୋକଙ୍କୁ ନିଜ ବିଛଣାରେ ଭୁଲରେ ବି ୩ ଟି ଭୁଲ କରିବା ଉଚିତ ନୁହେଁ।
ସ୍ୱାମୀ ସ୍ତ୍ରୀଙ୍କୁ ଗୁରୁବାର ଦିନ ଘରେ ପୋଛା ଲଗାଇବା ଉଚିତ ନୁହେଁ। ଏହା ଦ୍ବାରା ବରହସ୍ପି ଗ୍ରହ କମଜୋର ହୋଇଥାଏ। ଯାହା ଦ୍ୱାରା ପରସ୍ପର ମଧ୍ୟରେ ଥିବା ପ୍ରେମ ନଷ୍ଟ ହୋଇଯାଏ। ଏହା ଦ୍ବାରା ସ୍ୱାମୀ ସ୍ତ୍ରୀ ପରସ୍ପରକୁ ଘୃଣା କରିବାରେ ଲାଗନ୍ତି ଏମିତିକି ସ୍ୱାମୀ ଅନ୍ୟ ସ୍ତ୍ରୀ ସହିତ ସମ୍ବଦ୍ଧ ବନେଇ ପାରନ୍ତି। ସ୍ୱାମୀ ସ୍ତ୍ରୀ ଦୁଇଜଣ ଜାକ ଭଟକ ଯାଇଥାନ୍ତି।
ସ୍ୱାମୀ ସ୍ତ୍ରୀଙ୍କ ରୁମରେ ଝାଡୁ ପୋଛା ରଖିବା ଉଚିତ ନୁହେଁ ବହୁତ ହିଁ ଅଶୁଭ ମାନାଯାଏ।
ଶାସ୍ତ୍ର ଅନୁସାରେ ସ୍ୱାମୀ ସ୍ତ୍ରୀଙ୍କ ରୁମ ଏମିତି ହେବା ଉଚିତ ଯେଉଁଠାରୁ ସୁଗଦ୍ଧ ବାହରୁଥିବ।
ବିବାହିତ ଲୋକଙ୍କ ବେଡ଼ ବା ପଲଙ୍କ ଲୁହାର ହେବା ଉଚିତ ନୁହେଁ। ବହୁତ ଅଶୁଭ ପରିଣାମ ମିଳିଥାଏ।
ସ୍ୱାମୀ ସ୍ତ୍ରୀଙ୍କୁ ନିଜ ବିଛଣାରେ ବସି ମାଛ ମାଂସ ମଦର ସେବନ କରିବା ଉଚିତ ନୁହେଁ ଏବଂ ଏହା ସହିତ ଖାଦ୍ୟ ବି ଖାଇବା ଉଚିତ ନୁହେଁ ଏମିତି କି ବିଛଣାରେ ବସି ଚା ମଧ୍ୟ ବସି ପିଇବା ଉଚିତ ନୁହେଁ। ଏହା ଦ୍ବାରା ରାହୁଦୋଷ ଉତ୍ପନ ହୋଇଥାଏ। ଏହା ଦ୍ୱାରା ବିଛଣା ମଇଳା ହୋଇଯାଇଥାଏ। ସ୍ୱାମୀ ସ୍ତ୍ରୀଙ୍କ ଜୀବନ ଖରାପ ହୋଇଯାଇଥାଏ ଅଶୁଭ ହୋଇଯାଇଥାଏ। ବୈବାହିକ ଜୀବନ ବର୍ବାଦ ହୋଇଯାଇଥାଏ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହାକୁ ବହୁତ ଅଶୁଭ ବୋଲି ମାନାଯାଏ। ଏମିତିକି ଆପଣଙ୍କ ସ୍ୱାମୀଙ୍କ ବ୍ୟପାର ବି ଧୀରେ ଧୀରେ ନଷ୍ଟ ହେବାକୁ ଲାଗିଥାଏ। ଯେତେ ଶୀଘ୍ର ସମ୍ଭବ ସ୍ୱାମୀ ସ୍ତ୍ରୀ ଏହି ଅଭ୍ୟାସକୁ ପରିବର୍ତ୍ତନ କରିଦିଅନ୍ତୁ। ଆପଣ ଚାହିଁଲେ ବେଡ଼ରୁମରେ ଟେବୁଲ ଉପରେ ବସି ଖାଦ୍ୟ ଖାଇ ପାରିବେ କିନ୍ତୁ ବିଛଣାରେ ନୁହେଁ। ଏହା ଦ୍ୱାରା ଶନିମହାରାଜ କ୍ରୋଧିତ ହୋଇଯାଇଥାଆନ୍ତି ଏବଂ ଦୁଇ ଜଣଙ୍କ ଜୀବନରେ ଗ୍ରହଣ ଲାଗିଯାଇପାରେ।
ସ୍ୱାମୀ ସ୍ତ୍ରୀଙ୍କଙ୍କ ପଲଙ୍କ ତଳେ ଜୋତା ଚପଲ ରଖିବା ଉଚିତ ନୁହେଁ। ବେଡ଼ର ବକ୍ସରେ ଚାକୁ ଛୁରୀ ଭଳି ଧାରୁଆ ଜିନିଷ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଦୁଇଜଣଙ୍କ ଜୀବନ ନର୍କ ବନିଯାଇଥାଏ ପରସ୍ପର ମଧ୍ୟରେ ପ୍ରେମ ଫିକା ପଡିଯାଇଥାଏ।
ସକାଳୁ ବିଛଣା ଓଲଟା ପାଲଟା ହୋଇଯିବା। କିଛି ଲୋକ ସକାଳୁ ଉଠିବା ପରେ ବିଛଣାକୁ ଏମିତି ହିଁ ଛାଡି ଦିଅନ୍ତି ଯାହା ଦିନ ସାରା ଏମିତି ହିଁ ପଡି ରହିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ଦ୍ବାରା ରାହୁ ସମ୍ବଦ୍ଧିତ ଦୋଷ ବନିଥାଏ। ଏହା ସହିତ ସ୍ୱାସ୍ଥ୍ୟ ଏବଂ ଧନ ସମ୍ବଦ୍ଧିତ ସମସ୍ୟା ବି ଉତ୍ପନ ହୋଇଥାଏ। ଏମିତି ଲୋକଙ୍କ ପିଛା ରାହୁ କେତୁ ଛାଡ଼ନ୍ତି ନାହିଁ। ଏଥିପାଇଁ ଯଦି ଉନ୍ନତି କରିବାକୁ ଚାହୁଁଥାନ୍ତି ତେବେ ସକାଳୁ ନିଜ ବିଛଣାକୁ ନିଶ୍ଚୟ ସାଇଜ କରିଦିଅନ୍ତୁ। ଅପରିଷ୍କାର ବିଛଣା ଅଶୁଭ ହୋଇଥାଏ। ଏହା ମନୁଷ୍ୟଙ୍କ ଜୀବନ ଖରାପ ହେବାର ଚିହ୍ନ ଅଟେ। ସେଥିପାଇଁ ବିଛଣାରେ ଚାଦର ଅସ୍ତ ବ୍ୟସ୍ତ ଛାଡ଼ନ୍ତୁ ନାହିଁ।
ବାସ୍ତୁଶାସ୍ତ୍ର ଅନୁସାରେ ସ୍ୱାମୀ ସ୍ତ୍ରୀ ଯେଉଁ ବିଛଣାରେ ଶୋଇଥାନ୍ତି ସେହି ବିଛଣାରେ ପଡିଥିବା ବେଡ଼ସିଟ ଏବଂ ତକିଆର ପଡିଥିବା କଭରକୁ ପ୍ରତ୍ୟକ ସପ୍ତାହରେ ଥରେ ଧୋଇବା ଉଚିତ ଏବଂ ପରିଷ୍କାର ବେଡ଼ସିଟର ବ୍ୟବହାର କରିବା ଉଚିତ।
ତକିଆ ତଳେ ୨ ଟି ଗୁଜରାତି ରଖି ଶୋଇଲେ ଏବଂ ସକାଳୁ ଉଠି ୧ ଗୁଜୁରାତି ସ୍ୱାମୀଙ୍କୁ ଖୁଆଇ ଦିଅନ୍ତୁ ଏବଂ ଅନ୍ୟଟି ନିଜେ ଖାଇ ଦିଅନ୍ତୁ। ଏହା ଦ୍ବାରା ପ୍ରେମ ବଢିଥାଏ ଏବଂ ଦୁନିଆର କୌଣସି ବି ଶକ୍ତି ଆପଣଙ୍କୁ ଅଲଗା କରି ପାରିବ ନାହିଁ। ଧୀରେ ଧୀରେ ସକରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ। ଆପଣଙ୍କ ଜୀବନରେ ସୁଖ ସମୃଦ୍ଧିର ବାସ ହୋଇଥାଏ। ଏମିତି ସପ୍ତାହରେ ୨ ଥର ନିଶ୍ଚୟ କରନ୍ତୁ।
କିଛି ବି ହୋଇଗଲେ ସ୍ୱାମୀ ସ୍ତ୍ରୀଙ୍କ ରୁମକୁ ଅନ୍ୟ ଲୋକଙ୍କୁ ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ। ବହୁତ ଅଶୁଭ ମାନାଯାଏ। ଏହା ଦ୍ୱାରା ସର୍ବଦା ପାଇଁ ସ୍ୱାମୀ ସ୍ତ୍ରୀଙ୍କ ଜୀବନରେ ଦୂରତା ଉତ୍ପନ ହୋଇପାରେ। ତଲାକ ହୋଇପାରେ। ଦୁଇଜଣଙ୍କ ମଧ୍ୟରେ ଅନ୍ୟ ଜଣଙ୍କର ପ୍ରବେଶ ହୋଇପାରେ। ଶାସ୍ତ୍ର ଅନୁସାରେ ସ୍ୱାମୀ ସ୍ତ୍ରୀଙ୍କ ରୁମକୁ ବହୁତ ପବିତ୍ର ମାନାଯାଏ। ଏହା ଭିତରକୁ ଜୂତା ଚପଲ ପିନ୍ଧି ପ୍ରବେଶ କରିବା ଉଚିତ ନୁହେଁ। ସ୍ୱାମୀ ସ୍ତ୍ରୀଙ୍କୁ ବାହାରକୁ ଯିବା ସମୟରେ ଚାବି ପକେଇ ଯିବା ଉଚିତ।
ସ୍ୱାମୀ ସ୍ତ୍ରୀଙ୍କ ରୁମରେ ହିଂସ୍ର ଜୀବଜନ୍ତୁଙ୍କ ଫୋଟ ନିଜ ପୂର୍ବଜଙ୍କ ଫୋଟ ଭୁଲରେ ବି ରଖିବା ଉଚିତ ନୁହେଁ। ଏହା ଦ୍ବାରା ନକରାତ୍ମକତା ବଢି ଯାଇଥାଏ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଲଢେ଼ଇ ଝଗଡା ଆରମ୍ଭ ହୋଇଥାଏ। ଏହା ଦ୍ୱାରା ଶାଶୁ ଶଶୁରଙ୍କ ସହିତ ସମ୍ପର୍କବି ଖରାପ ହୋଇଯାଇଥାଏ। ସ୍ୱାମୀ ସ୍ତ୍ରୀଙ୍କୁ ନିଜ ରୁମରେ ହଂସର ଯୋଡ଼ା ମୟୁରର ଯୋଡ଼ା ଫୋଟ ରଖିବା ଉଚିତ। ଏହା ଦ୍ବାରା ପ୍ରେମ ବଢିଥାଏ।
ଆସନ୍ତୁ ଜାଣିବା ସ୍ୱାମୀ ସ୍ତ୍ରୀଙ୍କୁ ରୁମରେ କେଉଁ ଦିଗରେ ଶୋଇବା ଉଚିତ ଯାହା ଦ୍ୱାରା କେବେବି ଝଗଡା ହେବ ନାହିଁ।
ବାସ୍ତୁଶାସ୍ତ୍ର ଅନୁସାରେ ସ୍ୱାମୀ ସ୍ତ୍ରୀଙ୍କୁ କିମ୍ବା କୌଣସି ବି ବ୍ୟକ୍ତି ଶୋଇବା ସମୟରେ ନିଜର ମୁଣ୍ଡ ଦକ୍ଷିଣ କିମ୍ବା ପୂର୍ବକୁ ରଖିବା ଉଚିତ ଅର୍ଥାତ ଆମର ପାଦ ଉତ୍ତର କିମ୍ବା ପଶ୍ଚିମ ଦିଗକୁ ରହିବା ଉଚିତ। ଏହା ଦ୍ବାରା ପରସ୍ପର ମଧ୍ୟରେ ପ୍ରେମ ବଢିଥାଏ ସୁଖର ପ୍ରାପ୍ତି ହୋଇଥାଏ। ଭୁଲ ଦିଗକୁ ମୁଣ୍ଡ କରି କେବେବି କୌଣସି ଲୋକ ଶୋଇବା ଉଚିତ ନୁହେଁ।