ମହିଳାଙ୍କ ୫ ଟି ଭଲ କାମ ସ୍ୱାମୀଙ୍କୁ ବନେଇ ଥାଏ କୋଟିପତି।
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହିଳାଙ୍କ ୫ ଟି ଭଲ କାମ ସ୍ୱାମୀଙ୍କୁ ବନେଇ ଥାଏ କୋଟିପତି।
ସ୍ୱାମୀଙ୍କର ଭଲ ସମୟ ଆସିବା ପୂର୍ବରୁ ସ୍ତ୍ରୀ ୫ ଟି ଭଲ କାମ କରିଥାଏ ଯାହା ଦ୍ୱାରା ସ୍ୱାମୀ ଯଥା ଶୀଘ୍ର ମାଲାମାଲ ହୋଇଯାଇଥାନ୍ତି। ସ୍ୱାମୀଙ୍କ ବିଜନେସ ଅନେକ ଗୁଣା ଉନ୍ନତି କରିଥାଏ ତାଙ୍କୁ ଧନୀ ହେବାରୁ କେହି ଅଟକାଇ ପାରିବେ ନାହିଁ।
ବନ୍ଧୁଗଣ ଜଣେ ନାରୀ ଚାହିଁଲେ ପୁରୁଷଙ୍କୁ ବର୍ବାଦ କରିଦେଇପାରେ ଏବଂ ନାରୀ ଚାହିଁଲେ ପୁରୁଷଙ୍କୁ ରୋଡ଼ପତିରୁ କୋଟିପତି ବନେଇଦେଇପାରେ। ଗୋଟେ ନାରୀ ଘରକୁ ସୁନ୍ଦର କରିଥାଏ ଚାହିଁଲେ ଖରାପ ମଧ୍ୟ କରିଦେଇଥାଏ କିନ୍ତୁ ଯେବେବି କୌଣସି ନାରୀ ହଠାତ ୫ ଟି କାମ କରିବାକୁ ଲାଗିବ ତ ତାର ସ୍ୱାମୀ ମାଲାମାଲ ହୋଇଯାଏ। ମା ଲକ୍ଷ୍ମୀ ସ୍ଵୟଂ ତାଙ୍କ ଘରେ ନିଜର ବାସ ବନେଇଥାନ୍ତି ଏବଂ ସୁଖ ସମୃଦ୍ଧି ଧନ ଚୁମ୍ବକ ଭଳି ଟାଣି ହୋଇଆସିଥାଏ। ତେବେ ଆସନ୍ତୁ ଜାଣିବା।
ଯେଉଁ ମହିଳା ହଠାତ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଶୀଘ୍ର ଉଠିବାକୁ ଲାଗେ ଘରର ସଫା ସୁତରାରେ ତାଙ୍କର ମନ ଲାଗିଥାଏ ଦାୟିତ୍ୱକୁ ଲିଭାଇଥାନ୍ତି ତ ସେହି ମହିଳା ଭଗବାନଙ୍କ କୃପା ପାଇଥାନ୍ତି ଏବଂ ତାଙ୍କ ସ୍ୱାମୀ ଯେକୌଣସି କାର୍ଯ୍ୟ କରନ୍ତୁ ତାର ଫଳ ନିଶ୍ଚୟ ମିଳିଥାଏ କାରଣ ଏମାନଙ୍କ ସହିତ ସ୍ୱୟଂ ମା ଲକ୍ଷ୍ମୀ ଛିଡା ହୋଇଥାନ୍ତି।
ହଠାତ ଭଗବାନଙ୍କ ଉପରେ ବିଶ୍ୱାସ ଶ୍ରଦ୍ଧା ଭାବ ବଢିଯିବା। ଭାରତୀୟ ସଭ୍ୟତା ଅନୁସାରେ ଯେବେ କୌଣସି ନାରୀ ପବିତ୍ର ମନରେ ପୂଜା ପାଠରେ ଲୀନ ହୋଇଯାଇଥାନ୍ତି ତ ସେ ସମସ୍ତ ଦେବାଦେବୀଙ୍କର କୃପା ପ୍ରାପ୍ତ କରିନେଇଥାଏ। ଏମିତି ମହିଳାଙ୍କ ସହିତ ସ୍ଵୟଂ ମା ଲକ୍ଷ୍ମୀ ଥାଆନ୍ତି। ଏମିତି ନାରୀଙ୍କ ସ୍ୱାମୀ ଯଥା ଶୀଘ୍ର ମାଲାମାଲ ହୋଇଯାଇଥାନ୍ତି ତାଙ୍କର ବ୍ୟବସାୟ ଅନେକ ଗୁଣା ଉନ୍ନତି କରିଥାଏ।
ହଠାତ ଯେଉଁ ମହିଳା ବଡ଼ ମାନଙ୍କର ମାନ ସମ୍ମାନ କରିବାକୁ ଲାଗେ ସେ ନିଜ ମୁହଁରୁ ମିଠା କଥା କହିବାକୁ ଲାଗେ ଲୋକମାନେ ତାର ମିଠା କଥାରେ ଆକର୍ଷିତ ହେବା ତ ସେଠାରେ ଅସ୍ଥାୟୀ ରୂପରେ ମା ସ୍ୱରସ୍ୱତୀ ବାସ କରିଥାନ୍ତି। ଏମିତି ମହିଳାଙ୍କ ସ୍ୱାମୀ ଅନେକ କିଛି କାର୍ଯ୍ୟକୁ ଶେଷ କରିପାରିଥାନ୍ତି। ଏମିତି ମହିଳାଙ୍କର ଦର୍ଶନ କରିବା ବହୁତ ଶୁଭ ହୋଇଥାଏ।
ଅଚାନକ ହଠାତ ସ୍ୱାମୀଙ୍କ ପାଦ ଦବେଇବାକୁ ଲାଗେ। କୁହାଯାଏ ପୁରୁଷଙ୍କ ଗୋଡ଼ ଠାରୁ ନେଇ କୁଣ୍ଡଳୀ ପର୍ଯ୍ୟନ୍ତ ଯେଉଁ ଭାଗ ହୋଇଥାଏ ଶନିଦେବଙ୍କର ହୋଇଥାଏ ତ ସେଠାରେ ସ୍ତ୍ରୀଙ୍କ ଆଙ୍ଗୁଳିରେ ଯେଉଁ ଭାଗ ଥାଏ ତାହା ଶୁକ୍ରଦେବଙ୍କର ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଙ୍କର ଶୁକ୍ର ଉପରେ ପ୍ରଭାବ ପଡିଥାଏ ତ ଧନର ପ୍ରାପ୍ତି ଅବଶ୍ୟ ହୋଇଥାଏ। ଏଥିପାଇଁ ଯେତେବେଳେ କୌଣସି ସ୍ତ୍ରୀ ସକାଳେ ସ୍ୱାମୀଙ୍କ ଗୋଡ଼ ଦବେଇ ଥାଏ ତ ସେତେବେଳେ ଧନର ଏମିତି ଏକ ଯୋଗ ବନିଥାଏ ଯେ ଆପଣ ମାଲାମାଲ ହୋଇଯାଇଥାନ୍ତି ଏବଂ ଆପଣଙ୍କୁ କେବେବି ଧନର କମି ହୋଇନଥାଏ। ଏହି କାରଣରୁ ମା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କର ପାଦ ଦବେଇଥାନ୍ତି।
ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେଉଁ ସ୍ତ୍ରୀଙ୍କ ଇଛା ସିମିତ ହୋଇଯାଇଥାଏ ତ ଘରେ ସେହି କ୍ଷଣରେ ସେଠାରେ ମା ଲକ୍ଷ୍ମୀଙ୍କ ବାସ ହୋଇଯାଇଥାଏ ଏବଂ ଏମିତି ସ୍ତ୍ରୀଙ୍କ ସ୍ୱାମୀ ଧନ ସମ୍ପତ୍ତି ଟଙ୍କା ପଇସାରେ ମାଲାମାଲ ହୋଇଯାଇଥାନ୍ତି। ମିଳିଥାଏ ମାନ ସମ୍ମାନ। ଯେଉଁଠାରେ ସ୍ତ୍ରୀଙ୍କ ଇଛା ସୀମିତ ହୋଇଥାଏ ସେଠାରେ ଧନ ସମ୍ପତ୍ତିର ଉନ୍ନତି ହୋଇଥାଏ