Excuse Me Odisha

ଯାହା କହିବୁ ସତ କହିବୁ

୭୦୦ ବର୍ଷ ପରେ ଅକ୍ଷୟା ତୃତୀୟାରେ ଅଦ୍ଭୁତ ମହାସଂଯୋଗ ! ରାଶି ଅନୁସାରେ ଘରକୁ ନେଇ ଆସନ୍ତୁ ମାଆ ଲକ୍ଷ୍ମୀଙ୍କର ଏହି ସବୁ ପ୍ରିୟ ଜିନିଷ,ଦେଖିବେ ଟଙ୍କା ପଇସାରେ ଘର ପୁରି ଉଠିବ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୭୦୦ ବର୍ଷ ପରେ ଅଦ୍ଭୁତ ଗ୍ରହସଂଯୋଗ। ହେବେ ମାଲାମାଲ। ଅକ୍ଷୟ ତୃତୀୟା ରାଶି ଅନୁସାରେ ଘରକୁ ଆଣନ୍ତୁ ମା ଲକ୍ଷ୍ମୀଙ୍କର ପ୍ରିୟ ଜିନିଷ।

ଅକ୍ଷୟ ତୃତୀୟର ପବିତ୍ର ଦିନରେ କିଣାକିଣି କରିବାକୁ ବହୁତ ଶୁଭ ମାନାଯାଏ। କୁହାଯାଏ କାହାକୁ ଯଦି ବିବାହ ପାଇଁ ଜିନିଷ କିଣାକିଣି କରିବାର ଅଛି ସପିଂ କରିବାର ଅଛି ତ ଏହି ଦିନ ନିଶ୍ଚୟ କରନ୍ତୁ ବହୁତ ଶୁଭ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଣା ଯାଇଥିବା ଜିନିଷ ସର୍ବଦା ବହୁତ ଲାଭ ଦେଇଥାଏ। ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି କରାଇଥାଏ। ବହୁତ ଲୋକ ଏମିତି ବି ଅଛନ୍ତି ତାଙ୍କୁ ଲାଗିଥାଏ କି ଏହିଦିନ କେବଳ ସୁନା ଜିନିଷ କିଣା ଯାଇଥାଏ କିନ୍ତୁ ଏହା ବିଲକୁଲ ଭୁଲ ଅଟେ। ଆପଣ ନିଜ ରାଶି ଅନୁସାରେ କିଛି ଶୁଭ ଜିନିଷକୁ ଅଳ୍ପ ହେଲେ ବି ନିଶ୍ଚୟ କିଣନ୍ତୁ।

ଆପଣ ନିଜର ସାମର୍ଥ୍ୟ ଅନୁସାରେ ଯେକୌଣସି ଜିନିଷ କିଣି ପାରିବେ। ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଦିନ ରାଶି ଅନୁସାରେ କେଉଁ ଜିନିଷ କିଣିବା ଦ୍ୱାରା ଆପଣଙ୍କୁ ଉନ୍ନତି କରାଇଥାଏ। ଏହିଦିନ ଶୁଭ ମଙ୍ଗଳ କାର୍ଯ୍ୟ କରିପାରିବେ ଯେପରି କି ବିବାହ ଗୃହ ପ୍ରବେଶ ବ୍ୟପାରର ଆରମ୍ଭ ଉଦ୍ୟଗ ଅତ୍ୟନ୍ତ ଶୁଭ ମାନାଯାଏ ବିନା ବହି ଦେଖି ଏହି କାର୍ଯ୍ୟ କରିପାରିବେ ଏହି ଅକ୍ଷୟ ତୃତୀୟା ଦିନ। ଏହି ଦିନ ସର୍ଵସିଦ୍ଧି ଯୋଗ ବନିଥାଏ ତ ଏହି ଦିନ ବହୁତ ଜିନିଷ କିଣା ଯାଇଥାଏ ଯେପରିକି ବାହନ ସୁନା କିମ୍ବା ଅନ୍ୟ କୌଣସି ଜିନିଷ।

ଏହି ଦିନ କିଣା ଯାଇଥିବା ଜିନିଷ ଆପଣଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଲାଭ ଦେଇଥାଏ। ଆପଣଙ୍କୁ ଭାଗ୍ୟର ସାଥ ମିଳିଥାଏ। ଆପଣଙ୍କର ସଫଳତା ଦିନକୁ ଦିନ ବଢିବାକୁ ଲାଗିଥାଏ। ଏହି ଦିନ ଯେଉଁ ବି କାର୍ଯ୍ୟ କରାଯାଇ ଥାଏ ସେଥିରେ ଉନ୍ନତି ନିଶ୍ଚୟ ହୋଇଥାଏ। ଏହି ତିଥି ସବୁଠାରୁ ସର୍ବତମ ତିଥି ଅଟେ ଏହାର ସମାନ କୌଣସି ତିଥି ନାହିଁ। ଏହି ଦିନ ଦାନ ପୁଣ୍ୟ ନିଶ୍ଚୟ କରିବା ଉଚିତ।

ଆସନ୍ତୁ ଜାଣିବା ଅକ୍ଷୟା ତୃତୀୟା ଦିନ ନିଜର ରାଶି ଅନୁସାରେ କେଉଁ ଜିନିଷ ଘରକୁ ଆଣିବେ ତ ଖୁସି ବଢିବ।

ମେଷ ରାଶି। ଏହି ରାଶିର ଜାତକ ଏହି ଦିନ ମସୁର ଡାଲି କିଣିବା ଉଚିତ। ଏହା ଦ୍ବାରା ଆପଣଙ୍କ ସୂର୍ଯ୍ୟଙ୍କୁ ବଳ ମିଳିବ। ଜୀବନରେ ଚତୁର୍ପାର୍ଶ୍ଵରେ ଆପଣଙ୍କର ଜୟ ଜୟ କାର ହେବ।

ବୃଷ ରାଶି। ଏହି ରାଶିର ଇଷ୍ଟ ଦେବୀ ସ୍ୱୟଂ ମା ଲକ୍ଷ୍ମୀ ଅଟନ୍ତି। ଏହି ଦିନ ଆପଣଙ୍କୁ ଚାଉଳ କିଣିବା ଉଚିତ। ଏମିତି କରିଲେ ଧନର ଦେବୀ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ।

ମିଥୁନ ରାଶି। ଏହି ରାଶିର ସ୍ୱାମୀ ହେଉଛନ୍ତି ବୁଧ ଦେବ। ଆପଣଙ୍କୁ ସବୁଜ ମୁଗ କିଣିବା ଉଚିତ। ସେମିତିରେ ଆପଣ ଧନିଆ କିମ୍ବା କପଡା ବି କିଣି ପାରିବେ। ଏଥିପାଇଁ ଏହି ଦିନ ସବୁଜ ମୁଗ ନିଶ୍ଚୟ କିଣିବେ। ଯେଉଁ ଜିନିଷ ବି ଘରକୁ ଆଣିବେ ପର ଦିନ ନିଶ୍ଚୟ ଖାଇନେବେ।

କର୍କଟ ରାଶି। ଏହି ରାଶିର ଜାତକଙ୍କୁ ଚାଉଳ ଏବଂ କ୍ଷୀର କିଣିବା ଉଚିତ। କ୍ଷୀର ଚାଉଳରେ ଖିରି ବନେଇ ଖାଇପାରିବେ।

ସିଂହ ରାଶି। ଏହି ରାଶିର ସ୍ୱାମୀ ସ୍ୱୟଂ ସୂର୍ଯ୍ୟଦେବ ଅଟନ୍ତି। ଏଥିପାଇଁ ଆପଣଙ୍କୁ ଲାଲ ରଙ୍ଗର ଫଳ କିଣିବା ଉଚିତ। ଏହା ବ୍ୟତୀତ ତମ୍ବା ଜିନିଷ ମଧ୍ୟ କିଣି ପାରିବେ କିମ୍ବା ଲାଲ ରଙ୍ଗର ଫଳ କିଣି ନିଅନ୍ତୁ। ଏହା ଦ୍ବାରା ଆପଣଙ୍କ ସୂର୍ଯ୍ୟଦେବଙ୍କୁ ବଳ ମିଳିବ ଏବଂ ଜୀବନରେ ଖୁସି

କନ୍ୟା ରାଶି। ଏହି ରାଶିର ଜାତକଙ୍କୁ ମୁଗ ଡାଲି କିଣିବା ଉଚିତ। ଏମିତି କରିବା ଦ୍ୱାରା ଜୀବନରେ ସୁଖ ଶାନ୍ତି ବନି ରହିଥାଏ।

ତୁଳା ରାଶି। ଏହି ରାଶିର ସ୍ୱାମୀ ସ୍ଵୟଂ ଶୁକ୍ର ଅଟନ୍ତି। ଆପଣ ଚିନି ଏବଂ ଚାଉଳ ଅକ୍ଷୟା ତୃତୀୟା ଦିନ ନିଶ୍ଚୟ କିଣନ୍ତୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଜିନିଷକୁ କିଣିଲେ ଆପଣଙ୍କ ଜୀବନରେ ଖୁସି ଆସିବ ଧନର ବୃଦ୍ଧି ହେବ।

ବିଛା ରାଶି। ଏହି ରାଶିର ଜାତକଙ୍କୁ ଗୁଡ଼ କିମ୍ବା ପାଣି କିଣିବା ଉଚିତ। ଏହା ଆପଣଙ୍କ ପାଇଁ ବହୁତ ଶୁଭ ରହିଥାଏ। ଗୁଡିକୁ ଭୋଗ ଲଗାଇ ପ୍ରସାଦ ଭାବେ ସେବନ କରନ୍ତୁ।

ଧନୁ ରାଶି:- ଏହି ରାଶିର ସ୍ୱାମୀ ସ୍ଵୟଂ ଦେବଗୁରୁ ବୃହସ୍ପତି ଅଟନ୍ତି। ଆପଣଙ୍କୁ କଦଳୀ କିମ୍ବା ହଳଦିଆ ଚାଉଳ କିଣିବା ଉଚିତ। ଏହା ଦ୍ବାରା ପୁରା ବର୍ଷ ସାରା ଖୁସିର ବର୍ଷା ହେବ। ଜୀବନରେ କୌଣସି କଷ୍ଟ ଆସିବ ନାହିଁ। ସନ୍ତାନ ସୁଖ ମିଳିବ।

ମକର ରାଶି। ଏହି ରାଶିର ଜାତକ କଳା ଡାଲି କିଣିବା ଉଚିତ ନଚେତ ଚାହିଁଲେ ଦହି ମଧ୍ୟ ଦହି ମଧ୍ୟ କିଣି ପାରିବେ। ଏହା ଦ୍ବାରା ଆପଣଙ୍କୁ ଦୁଇ ଗୁଣା ଲାଭ ମିଳିବ।

କୁମ୍ଭ ରାଶି। ଆପଣଙ୍କୁ କଳା ତିଳ କିମ୍ବା କପଡା କିଣିବା ଉଚିତ। ଆପଣ ଯେକୌଣସି ରଙ୍ଗର କପଡ଼ା କିଣି ପାରିବେ କିନ୍ତୁ କଳା ତିଳ କିଣି ଆଣନ୍ତୁ ଏବଂ ପୂଜାରେ ବ୍ୟବହାର କରନ୍ତୁ। ଆପଣଙ୍କ ଜୀବନରେ ଖୁସି ଆସିବ।

ମୀନ ରାଶି। ଏହି ରାଶିର ଜାତକଙ୍କୁ ହଳଦୀ କିମ୍ବା ଚଣା ଡାଲି କିଣିବା ଉଚିତ। କାରଣ ଏହି ରାଶିର ସ୍ୱାମୀ ଦେବଗୁରୁ ବୃହସ୍ପତି ଏବଂ ଏହି ଜିନିଷ କିଣିଲେ ଜୀବନରେ ଖୁସି ମିଳିଥାଏ ଏବଂ ପୁଣ୍ୟ ପ୍ରାପ୍ତି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *