Excuse Me Odisha

ଯାହା କହିବୁ ସତ କହିବୁ

୩୦ ଏପ୍ରିଲ ୨୦୨୨ ସୂର୍ଯ୍ୟ ଗ୍ରହଣ। ସୂର୍ଯ୍ୟ ଗ୍ରହଣରେ ଭୁଲରେବି କରନ୍ତୁ ନାହିଁ ଏହି ୫ ଟି କାମ। ନଚେତ ପଡିବ ମହଙ୍ଗା। ୪ ଟି ରାଶିଙ୍କୁ ହେବ ନାହିଁ ଧନର କମି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୩୦ ଏପ୍ରିଲ ୨୦୨୨ ସୂର୍ଯ୍ୟ ଗ୍ରହଣ। ସୂର୍ଯ୍ୟ ଗ୍ରହଣରେ ଭୁଲରେବି କରନ୍ତୁ ନାହିଁ ଏହି ୫ ଟି କାମ। ନଚେତ ପଡିବ ମହଙ୍ଗା। ୪ ଟି ରାଶିଙ୍କୁ ହେବ ନାହିଁ ଧନର କମି।

ବନ୍ଧୁଗଣ ଏହି ୪ ଟି ରାଶି ବନିଯିବେ ମାଲାମାଲ। ସଫଳତା ପାଦ ଚୁମ୍ବନ କରିବ। ଚମକି ଯିବ ଭାଗ୍ୟର ତାରା। ଆଜି ସେହି ରାଶି ମାନଙ୍କ ବିଷୟରେ ଜଣେଇବୁ ଯାହାଙ୍କ ଉପରେ ଏହି ସୂର୍ଯ୍ୟ ଗ୍ରହଣର ଶୁଭ ପ୍ରଭାବ ପଡ଼ିବାକୁ ଯାଉଛି। ଯେଉଁମାନେ ବନିବେ କୋଟିପତି। ତେବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ହିନ୍ଦୁ ଧର୍ମରେ ସୂର୍ଯ୍ୟ ଗ୍ରହଣ ଏବଂ ଚନ୍ଦ୍ର ପରାଗ ଦୁଇଜଣଙ୍କର ବିଶେଷ ମହତ୍ୱ ରହିଛି। ଯେଉଁ ଦିନ ସୂର୍ଯ୍ୟ ଗ୍ରହଣ ଲାଗିଥାଏ ସେହିଦିନ ସୂର୍ଯ୍ୟ ଗ୍ରହଣ ପଡିଥାଏ ସେହିଦିନ କିଛି ନିୟମର ପାଳନ କରିବା ଉଚିତ। ସୂର୍ଯ୍ୟଙ୍କ ପିତା ଏବଂ ଆତ୍ମାର କାରକ ମାନାଯାଏ। ସୂର୍ଯ୍ୟ ବ୍ୟକ୍ତିଙ୍କ କ୍ୟାରିୟର ସହନ ଶକ୍ତି ଜୀବନ ଶକ୍ତି ଇଛା ଶକ୍ତି ମାନ ସମ୍ମାନ ରାଜଯୋଗ ଆଦିର କାରକ ମଧ୍ୟ ହୋଇଥାଏ। ଏବଂ ଧର୍ମ ଦୃଷ୍ଟିରେ ସୂର୍ଯ୍ୟ ଉପରେ ଗ୍ରହଣ ଲାଗିବା ଅଶୁଭ ମାନାଯାଏ।

ହିନ୍ଦୁ ଧର୍ମରେ ସୂର୍ଯ୍ୟଙ୍କୁ ଦେବତା ରୂପରେ ପୂଜା କରାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଗ୍ରହଣ ପୁରା ୧୨ ଟି ରାଶି ଉପରେ ନିଜର ଭଲ ଖରାପ ପ୍ରଭାବ ପକାଇଥାଏ। ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ୩୦ ଏପ୍ରିଲକୁ ଲାଗିବ। ଏହି ସୂର୍ଯ୍ୟ ଗ୍ରହଣ ମଧ୍ୟ ରାତ୍ରି ୧୨:୧୫ ରୁ ଆରମ୍ଭ ହୋଇ ୪:୭ ପର୍ଯ୍ୟନ୍ତ ରହିବ। ଏହି ସୂର୍ଯ୍ୟ ଗ୍ରହଣ ଭାରତରେ ଦେଖାଦେବ ନାହିଁ। ଭାରତରେ ଏହାର ସୁତକ କାଳ ମାନାଯିବ ନାହିଁ କିନ୍ତୁ ଏହାର ଜ୍ୟୋତିଷ ପ୍ରଭାବ ରାଶି ଉପରେ ଅବଶ୍ୟ ପଡିବ।

ଏହି ସୂର୍ଯ୍ୟ ଗ୍ରହଣ ଖାସ କରି ଦକ୍ଷିଣ ପଶ୍ଚିମ ଆମେରିକା ପ୍ରଶାନ୍ତ ଆଣ୍ଟଲାଣ୍ଟିକ ଏବଂ ଆଣ୍ଟାଟିକାରେ ଦେଖାଦେବ। ଏହି ସୂର୍ଯ୍ୟ ଗ୍ରହଣ ମେଷ ରାଶି ତଥା ଗୃହିଣୀ ନକ୍ଷତ୍ରରେ ଲାଗିବ। ମେଷ ରାଶିର ସ୍ୱାମୀ ମଙ୍ଗଳ ଗ୍ରହ ଅଟେ ଏଥିପାଇଁ ଏହି ଗ୍ରହଣର ମହତ୍ୱ ବି ଆହୁରି ଅଧିକ ବଢିଯିବ ଏବଂ ଗ୍ରହଣର ଘଟଣା ଧାର୍ମିକ ଏବଂ ବୈଜ୍ଞାନିକ ନଜରରେ ବହୁତ ଖାସ ମାନାଯାଏ।

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ସୂର୍ଯ୍ୟ ଗ୍ରହଣର ବହୁତ ଅଧିକ ମହତ୍ୱ ମାନାଯାଏ। କୌଣସି ବି ଗ୍ରହଣ ସମୟରେ କୌଣସି ପ୍ରକାରର ଶୁଭ କାର୍ଯ୍ୟ କରାଯାଏ ନାହିଁ। ପୂଜାପାଠ ମଧ୍ୟ ଏହି ସମୟରେ କରାଯାଏ ନାହିଁ। ସୂର୍ଯ୍ୟ ଗ୍ରହଣର ପ୍ରଭାବରେ ଅନେକ ପ୍ରକାରର ସମସ୍ୟା ଆସିଥାଏ ଯାହାର ପ୍ରଭାବ ସିଧା ବ୍ୟକ୍ତିଙ୍କ ଉପରେ ପଡିଥାଏ।

ସୂର୍ଯ୍ୟ ଗ୍ରହଣ ସମୟରେ କଣ କରିବେ ନାହିଁ।

ଗ୍ରହଣ ସମୟରେ ଆଇନା ଦେଖିବା ଉଚିତ ନୁହେଁ। ଏହା ଦ୍ବାରା ନକରାତ୍ମକତା ବଢିଯାଏ।

ସୂର୍ଯ୍ୟ ଗ୍ରହଣ ସମୟରେ ଖାଦ୍ୟରେ ତୁଳସୀ ପତ୍ର ପକେଇ ଭଜନ କରିବା ଉଚିତ।

ଏହି ଦିନ ଯେତେ ସମ୍ଭବ ଭଗବାନ ବିଷ୍ଣୁଙ୍କର ଜପ ପାଠ କରନ୍ତୁ। ହନୁମାନ ଚାଳିସାର ପାଠ କରନ୍ତୁ। ରାମ ନାମର ଜପ କରନ୍ତୁ। ଏହି ଦିନ ସ୍ୱାତିକ ଭଜନ ଗ୍ରହଣ କରନ୍ତୁ।

ଗର୍ଭବତୀ ମହିଳାଙ୍କୁ ସତର୍କ ରହିବା ଆବଶ୍ୟକ। ଗର୍ଭବତୀ ମହିଳାଙ୍କୁ ରାମ ନାମର ଜପ ଅବଶ୍ୟ କରିବା ଉଚିତ। ଏହା କରିଲେ ଆପଣଙ୍କ ଶିଶୁ ଉପରେ ଯେଉଁ କଷ୍ଟ ହେବ ତାହା ଦୂର ହୋଇଯିବ।

ସୂର୍ଯ୍ୟ ଗ୍ରହଣ ସମୟରେ କୌଣସି ପ୍ରକାରର ମାଙ୍ଗଳିକ କାର୍ଯ୍ୟ କରନ୍ତୁ ନାହିଁ। ଏହି ସମୟରେ ମନ୍ଦିରର କବାଟ ବି ବନ୍ଦ କରିଦିଆଯାଏ।

ଏହି ସମୟରେ ଯାତ୍ରା କରନ୍ତୁ ନାହିଁ।

ଏହି ସମୟରେ ସିଙ୍ଗାର ମେକପ ଆଦି କରନ୍ତୁ ନାହିଁ। ଭୋଗ ବିଳାସ ଠାରୁ ଦୂରେଇ ରୁହନ୍ତୁ।

ଏହି ସମୟରେ ମାଂସ ମଦର ସେବନ କେବେବି କରନ୍ତୁ ନାହିଁ।

ଏହି ସମୟରେ ଯଦି କୌଣସି ଜରୁରୀ କାମ ପାଇଁ ବାହାରକୁ ଯିବାକୁ ପଡ଼ିବ ତ ଭଗବାନ ଶିବଙ୍କର ନାମ ୨୧ ଥର ଜପ କରି ଯାଆନ୍ତୁ।

ସୁର୍ଯ୍ୟ ଗ୍ରହଣ ଶେଷ ହେବା ପରେ ଶୁଦ୍ଧ ଜଳରେ ସ୍ନାନ କରିକି କୌଣସି କାର୍ଯ୍ୟ କରନ୍ତୁ। ଗ୍ରହଣ ସମୟରେ ଇଷ୍ଟ ଦେବଙ୍କୁ ଧ୍ୟାନ କରନ୍ତୁ ଏବଂ ମନ୍ତ୍ର ଜପ କରନ୍ତୁ।

ସୁର୍ଯ୍ୟ ଗ୍ରହଣ ସମୟରେ ଧାତୁ ଏବଂ ପିତ୍ତଳର ଦାନ କରନ୍ତୁ।

ଗ୍ରହଣ ସମୟରେ ଖାଦ୍ୟକୁ ହଟାଇ ଦେଇ ସତେଜ ଖାଦ୍ୟ ଖାଆନ୍ତୁ। ନଚେତ ଗ୍ରହଣ ପୂର୍ବରୁ ରନ୍ଧା ଯାଇଥିବା ଖାଦ୍ୟରେ ତୁଳସୀ ପତ୍ର ପକେଇଦିଅନ୍ତୁ ଏବଂ ସେହି ଖାଦ୍ୟ ଗ୍ରହଣ ପରେ ଖାଆନ୍ତୁ।

ଗ୍ରହଣ ପରେ ଗାଈକୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ। ଗରିବକୁ ବସ୍ତ୍ର ଦାନ କରନ୍ତୁ।

ଆସନ୍ତୁ ଜାଣିବା ଏମିତି କେଉଁ ୪ ଟି ରାଶି ଅଛି ଏହି ସୂର୍ଯ୍ୟ ଗ୍ରହଣ ଭଲ ପ୍ରଭାବ ପକାଇବ। ଏହି ୪ ଟି ରାଶି ସୁଖ ସୁବିଧାରେ ବୃଦ୍ଧି କରିବେ। ଧନ ସମ୍ପତ୍ତିରେ ଅଧିକ ଉନ୍ନତି କରିବେ। ଏମାନଙ୍କ ମାନ ସମ୍ମାନ ପ୍ରତିଷ୍ଠାରେ ଅଧିକ ବୃଦ୍ଧି ହେବ। ଚାକିରୀରେ ଚମତ୍କାରୀ ପ୍ରଭାବରେ ଉନ୍ନତି କରିବେ। ବହୁତ ଲାଭ ହେବ। ଏହି ସୂର୍ଯ୍ୟ ଗ୍ରହଣ ଏମାନଙ୍କ ପାଇଁ ବହୁତ ଶୁଭ ସାବ୍ୟସ୍ତ ହେବ। ବହୁତ ଲାଭଦାୟକ ପରିଣାମ ମିଳିବ। ଏଥିପାଇଁ ଅଶୁଭ ମାନାଯାଉଥିବା ଏହି ସୂର୍ଯ୍ୟ ଗ୍ରହଣ ଆପଣଙ୍କୁ ଅଦ୍ଭୁତ ଲାଭ ବି ଦେବ।

ମେଷ ରାଶି। ଏହି ରାଶିରେ ହିଁ ଏହି ସୂର୍ଯ୍ୟ ଗ୍ରହଣ ଲାଗିବ ଯାହାକି ବହୁତ ଶୁଭ ଫଳ ପ୍ରଦାନ କରିବ। ଏମାନଙ୍କର ସମାଜରେ ମାନ ସମ୍ମାନର ବୃଦ୍ଧି ହେବ। ସମାଜରେ ଭଲ ପ୍ରଭାବ ପଡିବ। ଲୋକପ୍ରିୟତାରେ ବୃଦ୍ଧି ହେବ। ଧନ ସମ୍ପତ୍ତି ଐଶ୍ୱର୍ଯ୍ୟରେ ବୃଦ୍ଧି ହେବ। ହଠାତ କେଉଁଠୁ ଧନ ଲାଭର ଯୋଗ ଅଛି। ବ୍ୟବସାୟରେ ଉନ୍ନତି ହେବ ଏବଂ ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି।

ଲୋକଙ୍କ ସହିତ ମିଳା ମିଶା କରିବେ ଯେଉଁ କାରଣରୁ ଲାଭ ମିଳିବ। ଆପଣଙ୍କ ଭାଗ୍ୟ ଚମକି ଉଠିବ। ଘରେ ସୁଖ ଶାନ୍ତି ବନିରହିବ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢିବ ପୂଜାପାଠରେ ଅଧିକ ମନ ଲାଗିବ। ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ। ଯାହାବି କାର୍ଯ୍ୟ ପରିଶ୍ରମର ସହିତ କରିବେ ତ ସଫଳତା ନିଶ୍ଚୟ ମିଳିବ। ସ୍ବାସ୍ଥ୍ୟକୁ ନେଇ ଛୋଟ ମୋଟ ସମସ୍ୟା ହୋଇପାରେ। ଏଥିପାଇଁ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ।

କନ୍ୟା ରାଶି। ଏହି ସମୟରେ ଏକ ସକରାତ୍ମକ ଉର୍ଜା ଅନୁଭବ କରିବେ। ଧନ ଜନିତ ସମସ୍ୟା ସମ୍ପୂର୍ଣ୍ଣ ଭାବେ ଦୂରେଇ ଯିବ। ପଦ ପ୍ରତିଷ୍ଠାରେ ଭରପୁର ଉନ୍ନତି ହେବ। ଲୋକମାନେ ଆପଣଙ୍କର ପ୍ରଶଂସା କରିବେ। ବନ୍ଧୁଙ୍କ ଠାରୁ ମାନ ସମ୍ମାନ ବଢିବ। ମିତ୍ର ସ୍ୱଭାବ ଲାଭ ଦେବ। ଧନ ଆଗମନର ନୂତନ ସ୍ତୋତ୍ର ମିଳିବ। ଧନ ସମ୍ପତ୍ତିରେ ଲାଭ ମିଳିବ। ଆର୍ଥିକ ସ୍ଥିତି ବହୁତ ମଜବୁତ ହେବ। ଏହି ସୂର୍ଯ୍ୟ ଗ୍ରହଣ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଆପଣଙ୍କ ଖର୍ଚ୍ଚର କମି ହେବ। ପ୍ରେମ ସମ୍ବଦ୍ଧରେ ମଜବୁତ ଆସିବ। ସ୍ବାସ୍ଥ୍ୟକୁ ନେଇ କୌଣସି ଅଣଦେଖା କରନ୍ତୁ ନାହିଁ। ଚାରି ପଟୁ ଲାଭ ଜନକ ସ୍ଥିତି ଆସିବ।

ମିଥୁନ ରାଶି। ଏହି ରାଶିର ଜାତକଙ୍କ ପାଇଁ ଏହି ସୂର୍ଯ୍ୟ ଗ୍ରହଣ ଶୁଭ ରହିବ। ଆର୍ଥିକ ଦୃଷ୍ଟିରୁ ଭଲ ରହିବ। ପାରିବାରିକ ଦୃଷ୍ଟି କୋଣରୁ ବି ପ୍ରତ୍ୟକ କ୍ଷେତ୍ରରେ ସଫଳତା ମିଳିବ। ଅନେକ ସ୍ରୋତରୁ ଲାଭ ମିଳିବ। ଧନ ଲାଭର ଅନେକ ଅବସର ପ୍ରାପ୍ତ ହେବ। ଅଟକି ରହିଥିବା କାର୍ଯ୍ୟ ସଫଳତା ପୂର୍ବକ ହୋଇଯିବ। ଧନ ସମ୍ପତ୍ତିରେ ବୃଦ୍ଧି ଜେବ। ବ୍ୟବସାୟରେ ଉନ୍ନତି ହେବ କିନ୍ତୁ ନିବେଶ ବୁଝି ବିଚାରି କରନ୍ତୁ।

ବଡ଼ ମାନଙ୍କ ପରାମର୍ଶ ନିଅନ୍ତୁ କାହାରି କଥାରେ ନିବେଶ କରନ୍ତୁ ନାହିଁ ନଚେତ କ୍ଷତି ହୋଇପାରେ। ପରିବାରରେ ଆନନ୍ଦଦାୟକ ବାତାବରଣ ରହିବ। ସନ୍ତାନ ସୁଖ ମିଳିବ। ଦାୟତ୍ୱ ବି ବଢିବ। କଥାର ମଧୁରତା ରଝନ୍ତୁ। ସମାଜରେ କାର୍ଯ୍ୟକ୍ଷେତ୍ରରେ ସମ୍ପର୍କୀୟଙ୍କ ସହିତ ମିଳାମିଶା ବନାଇ ରଖନ୍ତୁ। ଏହି ସୂର୍ଯ୍ୟ ଗ୍ରହଣ ଆପଣଙ୍କ ପାଇଁ ବହୁତ ଶୁଭ ଅଵସର ନେଇ ଆସିଛି।

ମୀନ ରାଶି। ଏହି ରାଶିର ଜାତକଙ୍କ ପାଇଁ ଏହି ସୂର୍ଯ୍ୟ ଗ୍ରହଣ ସବୁ ସମସ୍ୟାରୁ ବାହାରକୁ ବାହାର କରିଦେବ। ନିଜକୁ ଚାପ ମୁକ୍ତ ଅନୁଭବ କରିବେ। ମନରେ ପ୍ରସନ୍ନତା ବଢିଯିବ। ଆପଣଙ୍କୁ ଅନେକ ପ୍ରକାରର ଲାଭ ମିଳିବ। ସନ୍ତାନ ସୁଖ ଏବଂ କାର୍ଯ୍ୟରେ ସଫଳତା ଖୁସି ଦେବ। ପ୍ରଭାବଶାଳି ବ୍ୟକ୍ତିଙ୍କ ସହିତ ସମ୍ବଦ୍ଧ ମଜବୁତ ହେବ।

ଶୁଭ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ଧନ ସମ୍ପତ୍ତିର ବୃଦ୍ଧି ହେବ। ସୁଖ ସୁବିଧାର ବୃଦ୍ଧି ହେବ। ମାନ ସମ୍ମାନରେ ବୃଦ୍ଧି ହେବ। ଏହି ସୂର୍ଯ୍ୟ ଗ୍ରହଣ ଆପଣଙ୍କ ପାଇଁ ବହୁତ ଶୁଭ ଅଵସର ନେଇ ଆସିବ। ମିଠା ଦାନ କରନ୍ତୁ। ଲୋକଙ୍କ ମୁହଁ ମିଠା କରନ୍ତୁ। ବିଦେଶ ଯାତ୍ରାର ଯୋଗ ରହିଛି। ବାହନ ସୁଖ ଭୌତିକ ସୁଖର ଯୋଗ ରହିଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *