Excuse Me Odisha

ଯାହା କହିବୁ ସତ କହିବୁ

କରଜ ଅଧିକ ହେଲେ ବା କେହି ଟଙ୍କା ନେଇ ଫେରାଉ ନଥିଲେ,ଆପଣାନ୍ତୁ ଏହି ଉପାୟ ! ୨୪ ଘଣ୍ଟାରେ ଦେଖିବେ ଚମତ୍କାର !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କରଜ ଅଧିକ ହେଲେ ବା କେହି ଫେରାଉ ନଥିଲେ କରନ୍ତୁ ଏହି ଉପାୟ। ୨୪ ଘଣ୍ଟାରେ ଦେଖିବେ ଚମତ୍କାର।

କେତେ ଲୋକଙ୍କ ଜୀବନରେ କରଜର ଏତେ ସମସ୍ୟା ହୋଇଯାଏ ଯେ ସେମାନେ ଚାହିଁଲେ ମଧ୍ୟ ସେଥିରୁ ବାହାରି ପାରନ୍ତି ନାହିଁ। ଏମତି କୁହାଯାଏ ଯେ କରଜ ଠୁ ବଡ଼ କେହି ଶତୃ ନାହିଁ କେଉଁ ବି ଦୁଃଖ ନାହିଁ। କାରଣ କରଜ ଯେଉଁ ବ୍ୟକ୍ତିଙ୍କ ଉପରେ ଥାଏ ନଚାହିଁକି ବି ୨୪ ଘଂଟା ଚିନ୍ତାରେ ରହିଥାଏ। ଏବଂ ଏହି ଚିନ୍ତା ତାର ଦୁର୍ଭାଗ୍ୟର କାରଣ ବି ବନିଥାଏ। କିନ୍ତୁ ବନ୍ଧୁଗଣ ଆଜି ଏହି ପୋଷ୍ଟରେ ଭଗବାନ ହନୁମାନଙ୍କ ଏପରି ପ୍ରୟୋଗ ବିଷୟରେ ଜଣାଇବୁ ଯାହାକୁ କରିକି କରଜର ସବୁ ସମସ୍ୟା ତୁରନ୍ତ ସମାପ୍ତ ହୋଇଯିବ। କାରଣ କଳିଯୁଗରେ ଦେବତା କେବଳ ପ୍ରଭୁ ହନୁମାନ ହିଁ ଅଟନ୍ତି ଯିଏକି ସବୁ ପ୍ରକାରର ସଂକଟରୁ ନିଜ ଭକ୍ତଙ୍କୁ ଭାର କରନ୍ତି।

ସେଥିପାଇଁ ଯଦି ଆପଣଙ୍କ ଜୀବନରେ କରଜ ଅଛି ତ ଆପଣ ବିଲକୁଲ ନିରାଶ ହୁଅନ୍ତୁ ନାହିଁ। ଏବଂ ଏହି ଉପାୟକୁ ସମ୍ପୂର୍ଣ୍ଣ ଭକ୍ତିର ସହ କରିକି ଦେଖନ୍ତୁ। ଦୁନିଆରେ ଯଦି ଭକ୍ତ ଅଛନ୍ତି ତ ଭଗବାନ ବି ଅଛନ୍ତି। ଏବଂ ଭଗବାନ ଅଛନ୍ତି ତ ଭକ୍ତ ବି ଅଛନ୍ତି। ଏଥିପାଇଁ ନିଜ ଭକ୍ତଙ୍କୁ ରକ୍ଷା କରିବା ପାଇଁ ପ୍ରଭୁ ହନୁମାନଙ୍କୁ ଆସିବା ପାଇଁ ପଡିଥାଏ। ଏହି ପ୍ରୟୋଗ ମଙ୍ଗଳବାର ଶନିବାର କିମ୍ବା ଗୁରୁବାର ଠାରୁ ଆରମ୍ଭ କରାଯାଏ ଏବଂ ଏହି ଉପାୟକୁ କରିବା ପାଇଁ ଆପଣଙ୍କୁ ୧୧ଟି ପାନପତ୍ର ୧୧ ଟି ସୁପାରି ଦରକାର ଏବଂ ହନୁମାନଙ୍କ ସିନ୍ଦୁର ନେବେ।

ସିନ୍ଦୁର କେବଳ ନାରଙ୍ଗୀ ରଙ୍ଗର ବା କମଳା ରଙ୍ଗର ହୋଇଥିବ। କମଳା ରଙ୍ଗର ସିନ୍ଦୁର ନେଇ କରି ସେଥିରେ ଚମେଲି ତେଲ ପକେଇବେ ଏବଂ ସବୁ ପାନପାତ୍ରରେ ଭଗବାନ ରାମଙ୍କ ନାମ ଲେଖିବେ। ଏବଂ ସୁପାରିକୁ ସିନ୍ଦୁରରେ ଲଗେଇକି ପାନପାତ୍ରରେ ଲାଲ କପଡ଼ାରେ ବାନ୍ଧି ଦେବେ। ଏହାପରେ ନିଜ ଘର ମନ୍ଦିରରେ ହନୁମାନଙ୍କର ସାମ୍ନାରେ ଚମେଲି ତେଲର ଦୀପ ଜଳେଇକି ୧୧ ଥର ହନୁମାନ ଚାଳିସାର ପାଠ କରିବେ।

ପ୍ରତି ହନୁମାନ ଚାଳିସା ସରିବା ପରେ ଗୋଟେ ପାନପତ୍ର ସୁପାରୀ ଯେଉଁ ବିଡା ବାନ୍ଧିଥିବେ ତାକୁ ଭଗବାନ ହନୁମାନଙ୍କୁ ଚଢେଇ ଦେବେ। ଏହି ଉପାୟ ସପ୍ତାହର ଗୋଟିଏ ଦିନ କରିବେ। ତାପର ଦିନ ଏହିସବୁ ପାନପତ୍ର ଉଠାଇ ବର ଗଛ ପାଖରେ ରଖିକି ଆସିବେ। ଏବଂ ଏହି ପ୍ରକାରର କହିବେ କି ପ୍ରଭୁ ମତେ କରଜରୁ ମୁକ୍ତି ଦିଅନ୍ତୁ। ଏହି ପ୍ରୟୋଗ ଦ୍ୱାରା ଶତୃ ମୁକ୍ତି ନବଗ୍ରହ ଶାନ୍ତ କରଜ ସମସ୍ୟା ଚାକିରୀ ବ୍ୟବସାୟ ସମସ୍ୟା ଆଦି ବହୁ ପ୍ରକାରର ସମସ୍ୟାରୁ ମୁକ୍ତି ମିଳିଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *