Excuse Me Odisha

ଯାହା କହିବୁ ସତ କହିବୁ

ଏହି ନବରାତ୍ରୀରେ ଝାଡୁ ତଳେ ରଖିଦିଅନ୍ତୁ ଏହି ଜିନିଷ। ବର୍ଷ ସାରା ହେବ ଟଙ୍କାର ବର୍ଷା !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ନବରାତ୍ରୀରେ ଝାଡୁ ତଳେ ରଖିଦିଅନ୍ତୁ ଏହି ଜିନିଷ। ବର୍ଷ ସାରା ଟଙ୍କାର ବର୍ଷା ହେବ।

ବନ୍ଧୁଗଣ ଚୈତ୍ର ନବରାତ୍ରୀରେ ଝାଡୁ ତଳେ ଚୁପଚାପ ରଖିଦିଅନ୍ତୁ ଏହି ୧ ଜିନିଷ ମା ଲକ୍ଷ୍ମୀ ଦୌଡ଼ି ଚାଲିଆସିବେ। ଚୈତ୍ର ନବରାତ୍ରୀର ପର୍ବ ୨ ଏପ୍ରିଲରୁ ଆରମ୍ଭ ହେବ ଏବଂ ଏହି ପର୍ବ ଆଦିଶକ୍ତି ମା ଦୁର୍ଗାଙ୍କୁ ସମର୍ପଣ ଅଟେ। ଏହିଥର ଚୈତ୍ର ନବରାତ୍ରୀ ୨ ଏପ୍ରିଲ ଶନିବାର ଦିନ ଠାରୁ ଆରମ୍ଭ ହେବ। ଏହିବର୍ଷ ନବରାତ୍ରୀ ପୁରା ୯ ଦିନ ପର୍ଯ୍ୟନ୍ତ ହେବ।

ନବରାତ୍ରୀରେ ମା ଦୁର୍ଗାଙ୍କର ୯ ଟି ଅଲଗା ଅଲଗା ସ୍ୱରୂପକୁ ପୂଜା କରାଯାଏ। ଏମିତି କରିଲେ ମାଙ୍କ ଖାସ କୃପା ବର୍ଷା ହୋଇଥାଏ। ଏହିଥର ନବରାତ୍ରୀରେ ଅନେକ ସାରା ଦୁର୍ଲଭ ସଂଯୋଗ ବନୁଅଛି। ୨ ଏପ୍ରିଲରୁ ସର୍ବସିଦ୍ଧି ଯୋଗ ଅମୃତସିଦ୍ଧି ଯୋଗ ବନୁଅଛି। ଏମିତିରେ ଯଦି ଚୈତ୍ର ନବରାତ୍ରୀରେ ରାତିରେ ଶୋଇବା ପୂର୍ବରୁ ଝାଡୁ ତଳେ ଚୁପଚାପ ରଖିଦିଅନ୍ତୁ ଏହି ଗୋଟିଏ ଜିନିଷ ତ ମା ଲକ୍ଷ୍ମୀ ଦୌଡ଼ି ଚାଲିଆସିବେ।

ଝାଡୁ ସମସ୍ତଙ୍କ ଘରେ ଥାଏ। ଝାଡୁକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ବୋଲି କୁହାଯାଏ। ଝାଡୁକୁ ନେଇ ବହୁତ ଶୁଭ ଏବଂ ଅଶୁଭ କଥା ଅଛି। ଆଉ ଝାଡୁକୁ କେମିତି ରଖିବେ କେବେ କିଣିବେ କେବେ ଫୋପାଡିବେ ଏବଂ ଝାଡୁ ତଳେ ଏମିତି କଣ ରଖିଦେବେ ନବରାତ୍ରୀରେ ରାତିରେ ଶୋଇବା ପୂର୍ବରୁ କି ଜୀବନରେ ସବୁ ଖୁସି ଆସିଯିବ ଏବଂ ସମସ୍ତ ସମସ୍ୟା ଦୂର ହୋଇଯିବ। ତେବେ ଆସନ୍ତୁ ଜାଣିବା ଏହାର ବିଷୟରେ। କାରଣ ଝାଡୁ ମା ଲକ୍ଷ୍ମୀଙ୍କର ପ୍ରତୀକ ଅଟେ ଏବଂ ଦରିଦ୍ରତା ରୂପୀ ସମସ୍ୟାକୁ ବାହାରକୁ ବାହାର କରିଦେଇଥାଏ।

ଝାଡୁରେ ବହୁତ ଶୁଭ ପ୍ରୟୋଗମାନ କରାଯାଏ। ଆଜି ଆମେ ଏମିତି କିଛି ଖାସ କଥା ବିଷୟରେ ଜଣେଇବୁ ଯାହା ଜୀବନରେ ସମସ୍ତ ସମସ୍ୟାରୁ ଆପଣଙ୍କୁ ମୁକ୍ତି ଦେଇପାରିବ। ଝାଡୁକୁ ନେଇ କିଛି ଛୋଟ ଛୋଟ ପ୍ରୟୋଗ କଲେ ଘରେ ଦୁଃଖ କ୍ଳେଶ ଦରିଦ୍ରତା ଦୂର ହୋଇଯାଇଥାଏ ଏବଂ ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଜ୍ୟୋତିଷଙ୍କ ଅନୁସାରେ ଝାଡୁର ବହୁତ ମହତ୍ୱ ରହିଛି। ବିମାରୀକୁ ଦୂର କରିବା ପାଇଁ ମା ଶୀତଳା ନିଜର ଗୋଟେ ହାତରେ ଝାଡୁ ଧରି ରହିଥାନ୍ତି ଏବଂ ଏଥିପାଇଁ ଝାଡୁର ପ୍ରତିଦିନ ପ୍ରୟୋଗ କଲେ ବିଶେଷ ଲାଭ ପ୍ରାପ୍ତ ହୋଇଥାଏ ଏବଂ କିଛି ବିଶେଷ କଥାର ଧ୍ୟାନ ରଖିବା ଉଚିତ।

ସୂର୍ଯ୍ୟାସ୍ତ ପରେ କେବେବି ଝାଡୁ ଘରେ ଲଗେଇବା ଉଚିତ ନୁହେଁ ନଚେତ ମା ଲକ୍ଷ୍ମୀ କ୍ରୋଧିତ ହୋଇଯିବେ। ଯଦି ଜରୁରୀ ତ ଝାଡୁ କରି ଅପରିଷ୍କାର ଜିନିଷକୁ ଗୋଟେ ସାଇଟରେ ରଖିଦିଅନ୍ତୁ ବାହାରକୁ ଫୋପାଡ଼ନ୍ତୁ ନାହିଁ ପର ଦିନ ସକାଳ ହେଲେ ଝାଡୁ କରି ବାହାରକୁ ଫୋପାଡ଼ି ଦେବେ।

ସର୍ବଦା ଝାଡୁକୁ ଗୋଟେ ଜାଗାରେ ରଖିବା ଉଚିତ। ଯଦି ଏମିତି ନହୋଇ ଝାଡୁ କରିବା ପରେ ଏଠି ସେଠି ରଖି ଦେଉଛନ୍ତି ତ ଧନର ଆଗମନରେ ବାଧା ଆସିଥାଏ ଏବଂ ଆର୍ଥିକ ସମସ୍ୟାର ସମୁଖୀନ ହେବାକୁ ପଡିଥାଏ।

ଯଦି ଚୈତ୍ର ନବରାତ୍ରୀରେ ସ୍ୱପ୍ନରେ ଝାଡୁ ଦେଖନ୍ତି ତ ଏହାର ଅର୍ଥ ମା ଦୁର୍ଗାଙ୍କ କୃପା ଆପଣଙ୍କ ଉପରେ ବର୍ଷିବାକୁ ଯାଉଛି ଏବଂ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିବେ। ଯଦି ଝାଡୁକୁ ଆପଣ ଚୈତ୍ର ନବରାତ୍ରୀରେ ସ୍ୱପ୍ନରେ ଦେଖୁଛନ୍ତି ତ ବହୁତ ଶୁଭ ମାନାଯାଏ।

ଏହି ବର୍ଷ ଚୈତ୍ର ନବରାତ୍ରୀ ୨ ଏପ୍ରିଲରୁ ଆରମ୍ଭ ହେଉଛି ଏବଂ ଅନେକ ଦୁର୍ଲଭ ସଂଯୋଗ ବନୁଅଛି ତ ସର୍ବସିଦ୍ଧି ଯୋଗ ଏବଂ ଅମୃତସିଦ୍ଧି ଯୋଗ ଅଛି ତ ଅନେକ ଗ୍ରହଙ୍କ ନିୟତି ରାଜଯୋଗ ଏବଂ ଧନ ଯୋଗର ନିର୍ମାଣ କରୁଛି ଯାହାର କାରଣରେ ଏହା ବହୁତ ଶୁଭ ଫଳଦାୟୀ ରହିବ।

ଏହି ବର୍ଷ ନବରାତ୍ରୀରେ ରାତିରେ ଶୋଇବା ପୂର୍ବରୁ ଝାଡୁ ତଳେ ଚୁପଚାପ ଏହି ଗୋଟିଏ ଜିନିଷ ରଖିଦେବେ ତ ମା ଲକ୍ଷ୍ମୀଙ୍କ ଖାସ କୃପା ପୁରା ବର୍ଷ ଆପଣଙ୍କ ଉପରେ ବର୍ଷିବ। ଅନ୍ନ ଧନର ଭଣ୍ଡାର ଭରିଯିବ। କେବେବି ଧନର ଅଭାବ ରହିବ ନାହିଁ।

ଯଦି ଆପଣଙ୍କ ଘରେ ବହୁତ ପୁରୁଣା ଛିଣ୍ଡା ଝାଡୁ ଅଛି ତ ଏମିତି ଝାଡୁ ଘରେ ନକରାତ୍ମକତା ବଢାଇଥାଏ। ଅଧିକ ପୁରୁଣା ଝାଡୁର ବ୍ୟବହାର କରିବା ଉଚିତ ନୁହେଁ କି ଛିଣ୍ଡା ଝାଡୁ ଘରେ ରଖିବା ଉଚିତ ନୁହେଁ ଏହା ଦ୍ବାରା ଜୀବନରେ ଧନର ସମସ୍ୟା ବଢିଥାଏ। ଯଦି ଘରେ ଝାଡୁ ପୁରୁଣା ହୋଇଯାଇଛି ତ ଏହି ନବରାତ୍ରୀରେ ନୂତନ ଝାଡୁ ଆଣନ୍ତୁ ଏବଂ ନବରାତ୍ରୀରେ ନୂତନ ଝାଡୁର ବ୍ୟବହାର କରିବା ଶୁଭ ହୋଇଥାଏ। ଧନକୁ ଯେମିତି ଧନକୁ ଘରେ ଲୁଚାଇ ରଖନ୍ତି ସେମିତି ଝାଡୁକୁ ଲୁଚାଇ ରଖିବା ଉଚିତ। ଯେମିତି ଅନ୍ୟ ଲୋକଙ୍କର ନଜର ଝାଡୁ ଉପରେ ନପଡିବ

ଭୁଲରେ ବି ଖୋଲା ଆକାଶ ତଳେ ଝାଡୁ ରଖିବା ଉଚିତ ନୁହେଁ। ନଚେତ ଜୀବନରେ ସମସ୍ୟା ବଢିଯାଏ।

ଆସନ୍ତୁ ଜାଣିବା କଣ ସେହି ଜିନିଷ ଯାହା ଝାଡୁ ତଳେ ରଖିବା ଉଚିତ।

ଚୈତ୍ର ନବରାତ୍ରୀରେ କୌଣସି ବି ଦିନରେ ରାତିରେ ଶୋଇବା ପୂର୍ବରୁ ଝାଡୁ ତଳେ ୫ ଟି କିମ୍ବା ୧୧ ଟି ଲାଲ ଲଙ୍କା ରଖନ୍ତୁ। ଯଦି ଆପଣଙ୍କ ଘରେ କାହାକୁ ନଜର ଲାଗିଯାଇଛି ନକରାତ୍ମକତା ବଢିଯାଇଛି କେହି ଆପଣଙ୍କ ଉପରେ ଯାଦୁ ମନ୍ତ୍ର କରିଦେଇଛି ପରିବାରର କୌଣସି ସଦସ୍ୟଙ୍କ ଉପରେ କେହି କଳା ଯାଦୁ କରିଦେଇଛି ତ ବାରମ୍ବାର କେହି ରୋଗରେ ପଡୁଛି ତ ଆପଣ ଚୈତ୍ର ନବରାତ୍ରୀରେ ରାତିରେ ଶୋଇବା ପୂର୍ବରୁ ଝାଡୁ ତଳେ ଚୁପଚାପ ୫ ଟି କିମ୍ବା ୧୧ ଟି ଲାଲ ଲଙ୍କା ରଖିଦିଅନ୍ତୁ। ମାଙ୍କ କୃପା ବର୍ଷା ହେବ। କେବେବି ନକରାତ୍ମକ ଆପଣଙ୍କ ଘର ଭିତରକୁ ପ୍ରବେଶ କରି ପାରିବ ନାହିଁ। ପର ଦିନ ସକାଳେ ଯେତେବେଳେ ଆପଣ ସଫା କରିବେ ତ ଏହି ଲଙ୍କାକୁ ବି ଘରୁ ବାହାର କରିଦିଅନ୍ତୁ।

ଝାଡୁ ତଳେ ଆପଣ ଧନିଆ ରଖିପାରିବେ। ଏହା ମା ଲକ୍ଷ୍ମୀଙ୍କୁ ବହୁତ ପ୍ରିୟ ଅଟେ। ଯଦି ଆପଣ ସବୁଜ ଧନିଆ ଝାଡୁ ତଳେ ରଖିବେ ତ ଘରକୁ ଧନ ଆସିଥାଏ। ଧନର ଅଭାବ କେବେବି ହୋଇନଥାଏ। ଚାକିରୀ ବ୍ୟବସାୟରେ ଉନ୍ନତି ପାଇଁ ଆପଣ ଏହାକୁ ନିଶ୍ଚୟ ଝାଡୁ ତଳେ ରଖନ୍ତୁ। ଏହାକୁ ପର ଦିନ ଘରର ସଫା କରିବା ସମୟରେ ଏହାକୁ ବି ଘରୁ ବାହାର କରିଦିଅନ୍ତୁ।

କଉଡିକୁ ଝାଡୁ ତଳେ ଆପଣ ଚୁପଚାପ ରଖିଦିଅନ୍ତୁ। ଏହା ମା ଲକ୍ଷ୍ମୀଙ୍କୁ ବହୁତ ପ୍ରିୟ ଅଟେ। ଯଦି ଚୈତ୍ର ନବରାତ୍ରୀରେ ରାତିରେ ଶୋଇବା ପୂର୍ବରୁ ଅଳ୍ପ ଝାଡୁ ତଳେ ରଖିଦିଅନ୍ତୁ। ଏମିତି କଲେ ମାଙ୍କ ଖାସ କୃପା ଆପଣଙ୍କ ଉପରେ ଏବଂ ଆପଣଙ୍କ ପରିବାର ଉପରେ ବର୍ଷ ସାରା ବର୍ଷା ହୋଇଥାଏ। ପର ଦିନ ଏହି କଉଡିକୁ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ତାହାକୁ ଗଙ୍ଗା ଜଳରେ ଶୁଦ୍ଧ କରି ତାହାକୁ ପୂଜା ଘରେ ରଖିଦିଅନ୍ତୁ। ଯେତେବେଳେ ଆପଣ ପୂଜା କରିବେ ତ କଉଡ଼ିକୁ ବି ପୂଜା କରିବେ।

ଚୈତ୍ର ନବରାତ୍ରୀରେ ଆପଣ ଝାଡୁ ତଳେ ଲବଙ୍ଗ ଏବଂ ଗୁଜୁରାତି ମଧ୍ୟ ରଖିପାରିବେ ଏହା ଦ୍ବାରା ମା ଲକ୍ଷ୍ମୀଙ୍କ ଖାସ କୃପା ବର୍ଷା ହୋଇଥାଏ। ଧନ କେବେବି ଶେଷ ହୋଇନଥାଏ। ଧନ ଆଗମନର ସ୍ତୋତ୍ର ସବୁବେଳେ ଖୋଲା ରହିଥାଏ। ଜୀବନରେ ମାନ ସମ୍ମାନ ବଢିଥାଏ।

ଚୈତ୍ର ନବରାତ୍ରୀରେ ରାତିରେ ଶୋଇବା ପୂର୍ବରୁ ଝାଡୁ ତଳେ ୧ ଟଙ୍କାର କଏନ ବି ରଖିପାରିବେ। ପର ଦିନ ସକାଳେ ଏହାକୁ ଭଲ ଭାବରେ ଧୋଇ ଗଙ୍ଗା ଜଳରେ ସ୍ୱଚ୍ଛ କରିନିଅନ୍ତୁ ଏବଂ ଏହାକୁ ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଏମିତି କରିଲେ ଧନର ବୃଦ୍ଧି ହୋଇଥାଏ। ଜୀବନରେ ବିଶେଷ ଉପଲବ୍ଧି ପ୍ରାପ୍ତ ହୋଇଥାଏ। ମନସ୍କାମନା ପୂରଣ ହୋଇଥାଏ। କେବେବି ଧନର ଅଭାବ ରହିନଥାଏ। ଆପଣଙ୍କୁ ହଠାତ ଧନ ଲାଭ ହେବ।

ଚୈତ୍ର ନବରାତ୍ରୀରେ ଶୋଇବା ପୂର୍ବରୁ ଝାଡୁ ତଳେ ଗୋଟେ ମୟୁରପୁଙ୍ଖ ରଖିଦିଅନ୍ତୁ। ଏହା ଦ୍ବାରା ମା ଲକ୍ଷ୍ମୀଙ୍କ ଅସୀମ କୃପା ବର୍ଷା ହୋଇଥାଏ। କେବେବି ଧନର ଅଭାବ ହେବନାହିଁ। ଧନ ଆଗମନର ସ୍ତୋତ୍ର ସବୁବେଳେ ଖୋଲା ରହିବ। ଯଦି ଘରେ କୌଣସି ପ୍ରକାରର ଲଢେଇ ଝଗଡା କିମ୍ବା ଧନ ସମ୍ବଦ୍ଧିତ ସମସ୍ୟା ଚାଲୁଥିବ ତ ଦୂର ହୋଇଯିବ। ପର ଦିନ ଏହି ମୟୁରପୁଙ୍ଖକୁ ଯେମିତି ଝାଡୁ ଘରେ ଲଗାନ୍ତି ସେମିତି ଘର ସାରା ଲଗେଇ ଦିଅନ୍ତୁ ଏବଂ ଏହାକୁ ଘର ଠାରୁ ଦୂରକୁ ଫୋପାଡୁ ଦିଅନ୍ତୁ। ଏହା ଦ୍ବାରା ଘରର ସବୁ ନକରାତ୍ମକ ଶକ୍ତି ଦୂର ହୋଇଯିବ।

ଯଦି ଘରେ ଧନ ରହୁ ନାହିଁ ବାରମ୍ବାର ଆପଣଙ୍କ ଖର୍ଚ୍ଚ ହୋଇଯାଉଛି କିମ୍ବା ସନ୍ତାନ ପ୍ରାପ୍ତିର ଆପଣଙ୍କର ମନସ୍କାମନା ଅଛି ଚାକିରୀ ପ୍ରାପ୍ତି ପାଇଁ ଉପାୟ କରିବାକୁ ଚାହୁଁଛନ୍ତି ତ ଚୈତ୍ର ନବରାତ୍ରୀରେ ରାତିରେ ଶୋଇବା ପୂର୍ବରୁ ଝାଡୁ ତଳେ ହଳଦୀର ୫ ଟି ଖଣ୍ଡ ଆପଣ ରଖିଦିଅନ୍ତୁ। ଏମିତି କଲେ ଏତେ ଧନ ଆସିବ ଯେ ଆପଣ ସମ୍ଭାଳି ପାରିବେ ନାହିଁ। ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କର ସମସ୍ତ ମନସ୍କାମନା ପୁରଣ ହୋଇଯିବ। ପର ଦିନ ଘରର ସଫା କରିବା ସମୟରେ ଏହାକୁ ବି ଫୋପାଡ଼ି ଦିଅନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *