Excuse Me Odisha

ଯାହା କହିବୁ ସତ କହିବୁ

ଆଜି ରାତିଠାରୁ ପୁରା ୧୦ ବର୍ଷ ପର୍ଯ୍ୟନ୍ତ ଏହି ୭ଟି ରାଶି ଉପରେ ଧନ ବର୍ଷା କରିବେ ମା ଲକ୍ଷ୍ମୀ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଆଜି ରାତି ଠାରୁ ପୁରା ୧୦ ବର୍ଷ ପର୍ଯ୍ୟନ୍ତ ଏହି ୭ ଟି ରାଶି ଉପରେ ଧନ ଲୁଟେଇବେ ମା ଲକ୍ଷ୍ମୀ।

ବନ୍ଧୁଗଣ ଆଜି ରାତି ଠାରୁ ପୁରା ୧୦ ବର୍ଷ ପର୍ଯ୍ୟନ୍ତ ଏହି ୭ ଟି ରାଶି ଉପରେ ମା ଲକ୍ଷ୍ମୀ ଧନର ବର୍ଷା କରିବେ। ଯଦି କୌଣସି ବ୍ୟକ୍ତିକୁ ନିଜ ଜୀବନରେ ଧନ ପ୍ରାପ୍ତ କରିବାର ଅଛି ତ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରାଇବା ବହୁତ ଜରୁରୀ ଅଟେ। ଯଦି ଧନର ଦେବୀ ମା ଲକ୍ଷ୍ମୀ କୌଣସି ବ୍ୟକ୍ତି ଉପରେ ପ୍ରସନ୍ନ ହୋଇଯାନ୍ତି ତ ସେହି ବ୍ୟକ୍ତିର ଜୀବନରେ କେବେବି ଧନର କମି ହୁଏ ନାହିଁ। ଏହା ସହିତ ସେହି ବ୍ୟକ୍ତିର ସମସ୍ତ ସୁଖ ସୁବିଧା ଧନ ସମ୍ପତ୍ତି ପ୍ରାପ୍ତ ନିଶ୍ଚୟ ହୋଇଥାଏ। ତାଙ୍କର ପରିବାରରେ ସୁଖ ସମୃଦ୍ଧି ସବୁବେଳେ ବନି ରହିଥାଏ।

ଆଜି ଆମେ ଆପଣଙ୍କୁ ଏପରି କିଛି ରାଶି ମାନଙ୍କ ବିଷୟରେ ଜଣେଇବାକୁ ଯାଉଛୁ ଯାହାଙ୍କ ଉପରେ ଏବେ ମା ଲକ୍ଷ୍ମୀ ନିଜର ବିଶେଷ କୃପା ବର୍ଷା କରାଇବେ। ଏହି କାରଣରୁ ଏବେ ଏହି ରାଶି ମାନଙ୍କ ଭାଗ୍ୟ ଏକଦମ ବଦଳି ଯିବ। ଆଜି ରାତି ଠାରୁ ପୁରା ୧୦ ବର୍ଷ ପର୍ଯ୍ୟନ୍ତ ଏହି ୭ ଟି ରାଶି ଉପରେ ମା ଲକ୍ଷ୍ମୀ କରିବେ ଧନର ବର୍ଷା। ତେବେ ଆସନ୍ତୁ ସେହି ଭାଗ୍ୟଶାଳୀ ରାଶି କେଉଁମାନେ ଜାଣିନେବା ଯାହାଙ୍କ ଉପରେ ମା ଲକ୍ଷ୍ମୀ ଆଜି ରାତି ଠାରୁ ପୁରା ୧୦ ବର୍ଷ ପର୍ଯ୍ୟନ୍ତ ପ୍ରସନ୍ନ ରହିବେ।

ମେଷ ରାଶି। ମା ଲକ୍ଷ୍ମୀଙ୍କର କୃପାରୁ ଏହି ରାଶିର ଜାତକଙ୍କର ଭାଗ୍ୟ ବଦଳିଯିବ। ବନ୍ଦ ଭାଗ୍ୟର ତାଲା ଖୋଲିଯିବ। ଯାହା ଦ୍ୱାରା ଆପଣଙ୍କୁ ନିଜ ଜୀବନରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ। ସଫଳତା ମିଳିବ। ଆପଣ ମା ଲକ୍ଷ୍ମୀଙ୍କ କୃପାରୁ ବହୁତ ଆଗକୁ ଗତି କରିବେ। କାର୍ଯ୍ୟ ସ୍ଥଳରେ ବରିଷ୍ଠ ଅଧିକାରୀଙ୍କ ସହିତ ସମ୍ବଦ୍ଧ ହୋଇପାରେ। ଆପଣ ନିଜ କାର୍ଯ୍ୟରେ ପ୍ରସନ୍ନ ରହିବେ।

ଆପଣଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ଲାଭକାରୀ ସିଦ୍ଧ ହେବ। ତା ସହିତ ଘର ପରିବାରରେ ଖୁସି ନଜର ଆସିବ। ଘରେ କୌଣସି ବିବାହ କାର୍ଯ୍ୟ ହୋଇପାରେ। ବିଦ୍ୟାର୍ଥୀ ମାନଙ୍କ ପାଇଁ ଭଲ ରହିବ। ତା ସହିତ ଅବିବାହିତ ଜାତକ ବିବାହ ବଂଦ୍ଧନରେ ବାନ୍ଧି ହେବେ। ଆପଣଙ୍କୁ ବିଦେଶ ଯାତ୍ରା କରିବାର ସୁଯୋଗ ମିଳିପାରେ। ନୂଆ ଚାକିରୀ ମଧ୍ୟ ମିଳିପାରେ। ଧନ ପ୍ରାପ୍ତିର ଯୋଗ ଅଛି। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସଫଳ ହେବ। ବଡ଼ ଭାଇ ଭଉଣୀଙ୍କ ଠାରୁ କିଛି ସାହାର୍ଯ୍ୟ ମିଳିପାରେ। ଲଭ ଲାଇଫ ମଧ୍ୟ ଭଲ ରହିବ।

ମିଥୁନ ରାଶି। ଏହି ରାଶିର ଜାତକ ଉପରେ ଆଜି ରାତି ଠାରୁ ପୁରା ୧୦ ବର୍ଷ ପର୍ଯ୍ୟନ୍ତ ମା ଲକ୍ଷ୍ମୀଙ୍କର ବିଶେଷ କୃପା ଦୃଷ୍ଟି ରହିବ ଏବଂ ଆପଣଙ୍କ ସବୁ ଦୁଃଖର ନିବାରଣ ମଧ୍ୟ ହେବ। ମା ଲକ୍ଷ୍ମୀଙ୍କ କୃପାରୁ ଜୀବନରେ ଉନ୍ନତି କରିବେ। ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କୁ ଧନ ପ୍ରାପ୍ତି ସହିତ ଖୁସି ମଧ୍ୟ ମିଳିବ। ଯେଉଁମାନଙ୍କର ବିବାହ ହୋଇ ପାରୁନଥିଲା ସେମାନଙ୍କର ବିବାହର ଯୋଗ ବନୁଛି।

ଯେଉଁମାନେ ଚାକିରୀ ଖୋଜୁଥିଲେ ସେମାନଙ୍କୁ ଭଲ ଚାକିରୀ ସହିତ ଭଲ ଦରମା ମଧ୍ୟ ମିଳିବ। ଆପଣଙ୍କୁ ଏହି ସମୟରେ ସମସ୍ତ ପ୍ରକାରର ସାହାର୍ଯ୍ୟ ସହଯୋଗ ମିଳିବ। ବିଶେଷ କାର୍ଯ୍ୟ କରିବାକୁ ଚାହୁଁଥିଲେ ଆପଣଙ୍କର ସବୁ କାର୍ଯ୍ୟ ସଫଳ ହେବ। ପାରିବାରିକ ଜୀବନରେ ଖୁସି ଦେଖିବାକୁ ମିଳିବ। ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଦେଖିବାକୁ ମିଳିବ। ଆପଣ ଜମି ବାଡ଼ି କିଣାବିକା କରିପାରନ୍ତି।

କନ୍ୟା ରାଶି। ଏହି ରାଶିର ଜାତକଙ୍କ ଉପରେ ଆଜି ରାତି ଠାରୁ ପୁରା ୧୦ ବର୍ଷ ପର୍ଯ୍ୟନ୍ତ ମା ଲକ୍ଷ୍ମୀଙ୍କ କୃପା ବର୍ଷା ହେବ। ଆପଣ ଖୁସିରେ ରହିବେ। ଆପଣ ସବୁ ଶୁଭ ରାଶି ମାନଙ୍କ ମଧ୍ୟରୁ ଜଣେ। ଆପଣଙ୍କୁ ସେୟାର ମାର୍କେଟରୁ ଲାଭ ମିଳିବ। ଇନକମରେ ବୃଦ୍ଧି ହେବ। ହଠାତ ଧନର ପ୍ରାପ୍ତି ହେବ। ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବ। ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ରହିବ।

ଏହି କାରଣରୁ କେତେ ପ୍ରକାରର ଲାଭ ମିଳିବ। ସବୁଠାରୁ ଅଧିକ କାରବାରରେ ଲାଭ ମିଳିବ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢିବ। ଆସିବାକୁ ଥିବା ସମୟ ଆପଣଙ୍କ ପାଇଁ ଭଲ ରହିବ। ଚାକିରୀ କରୁଥିବା ଲୋକଙ୍କ ପ୍ରମୋସନ ମିଳିପାରେ। ଆପଣଙ୍କୁ ଚାକିରୀରେ ଅଧିକ ଦରମା ମିଳିବ। ମା ମା ଲକ୍ଷ୍ମୀଙ୍କର ନାମ ନେଇ ଯେକୌଣସି କାର୍ଯ୍ୟ ଆରମ୍ଭ କରନ୍ତି ତ ଆପଣଙ୍କ କାର୍ଯ୍ୟ ଭଲରେ ଭଲରେ ଶେଷ ହେବ। ଆପଣଙ୍କୁ ସେଥିରୁ ଅଧିକ ଲାଭ ମିଳିବ।

ତୁଳା ରାଶି। ଏହି ରାଶିର ଜାତକଙ୍କ ଉପରେ ଆଜି ରାତି ଠାରୁ ପୁରା ୧୦ ବର୍ଷ ପର୍ଯ୍ୟନ୍ତ ମା ଲକ୍ଷ୍ମୀଙ୍କ କୃପା ବର୍ଷା ହେବ। ଏହି ରାଶିର ଜାତକଙ୍କ ଉପରେ ମା ଲକ୍ଷ୍ମୀ ଧନର ବର୍ଷା କରିବେ। ଆପଣଙ୍କୁ ଅନେକ ଜାଗାରୁ ଧନର ଲାଭ ମିଳିବ। ଏହି ରାଶିର ଜାତକଙ୍କୁ ଏହି ସମୟରେ ଉଚ୍ଚ ଅଧିକାରୀଙ୍କ ସାହାର୍ଯ୍ୟ ମିଳିବ। ମା ଲକ୍ଷ୍ମୀଙ୍କ କୃପାରୁ ସମାଜରେ ମାନ ସମ୍ମାନ ମିଳିବ।

ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ନୂଆ ବ୍ୟକ୍ତିଙ୍କ ସହ ପରିଚୟ ହୋଇପାରେ। ଆପଣଙ୍କ ପାଇଁ ଆସିବାକୁ ଥିବା ସମୟ ବହୁତ ହିଁ ଭଲ ରହିବ। ବ୍ୟାପାର କରୁଥିବା ଲୋକଙ୍କୁ ଲାଭ ହେବ। ବ୍ୟାପାର କରୁଥିବା ଲୋକଙ୍କୁ ଉନ୍ନତି ହେବ। ସମୟ ସହିତ ନିଜ ଜୀବନରେ ସଫଳତା ମିଳିବ। ଆପଣ ନିଜ କାର୍ଯ୍ୟ କ୍ଷେତ୍ରରେ ପ୍ରଗତି କରିବେ। ପରିବାରରେ ବାତାବରଣ ଠିକ ରହିବ। ବୈବାହିକ ଜୀବନରେ ଖୁସି ଦେଖିବାକୁ ମିଳିବ। ସନ୍ତାନ ପ୍ରାପ୍ତିର ଯୋଗ ମଧ୍ୟ ବନୁଅଛି।

ଧନୁ ରାଶି। ଏହି ରାଶିର ଜାତକଙ୍କ ଭାଗ୍ୟ ଆଜି ରାତି ଠାରୁ ପୁରା ୧୦ ବର୍ଷ ପର୍ଯ୍ୟନ୍ତ ଆପଣଙ୍କର ଭାଗ୍ୟ ଆପଣଙ୍କ ସାଥ ଦେବ। ମା ଲକ୍ଷ୍ମୀଙ୍କ କୃପାରୁ ଏବେ ଆପଣଙ୍କୁ ଧନର ପ୍ରାପ୍ତି ହେବ। ଆପଣ ଯାହାବି ନିଷ୍ପତ୍ତି ନେବେ ଉଚିତ ସାବ୍ୟସ୍ତ ହେବ। ଆପଣଙ୍କୁ ପ୍ରତ୍ୟକ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ଅନେକ ପ୍ରକାରର ଖୁସି ଖବର ପ୍ରାପ୍ତ ହେବ। ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି। ଆପଣଙ୍କ ଜୀବନରେ ଅନେକ ପ୍ରକାରର ଖୁସି ଯେପରି ଧନର ବୃଦ୍ଧି ହେବ। କୋର୍ଟ କଚେରୀରେ ସଫଳତା ହାସଲ ହେବ। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢିବ। ଆପଣ ଯେତେ ଅଧିକ ପରିଶ୍ରମ କରିବେ ସେତିକି ଅଧିକା ଲାଭ ପାଇବେ।

କୁମ୍ଭ ରାଶି। ଏହି ରାଶିର ଜାତକଙ୍କ ଭାଗ୍ୟ ବହୁତ ତେଜରେ ଚମିକିବ। ଆପଣଙ୍କୁ ଅନେକ ଜାଗାରୁ ବଡ଼ ଧନ ଲାଭ ହେବ। ଆପଣ ଯାହାବି କାର୍ଯ୍ୟ କରିବେ ବା ନିଷ୍ପତ୍ତି ନେବେ ତାହା ଉଚିତ ସାବ୍ୟସ୍ତ ହେବ। ଆପଣଙ୍କୁ ପ୍ରତ୍ୟକ କାର୍ଯ୍ୟରେ ଉପଲବ୍ଧି ପ୍ରାପ୍ତ ହେବ। ଏହି ସମୟ ବିଦ୍ୟାର୍ଥୀ ମାନଙ୍କ ପାଇଁ ବହୁତ ଭଲ ରହିବ। ଶତ୍ରୁ ବିରୋଧୀ ଟିକେ କମ ହେବେ। ସମାଜରେ ମାନ ସମ୍ମାନ ପ୍ରାପ୍ତ ହେବ। ଲଭ ଲାଇଫ ଭଲ ରହିବ। ପ୍ରତ୍ୟକ କାର୍ଯ୍ୟରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ।

ମୀନ ରାଶି। ଏହି ରାଶିର ଲୋକଙ୍କର ଲଟେରୀ ଲାଗିପାରେ। ଆପଣଙ୍କର ଭାଗ୍ୟ ଚମକି ପାରେ। ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଛି। ଚାକିରୀ ବ୍ୟବସାୟ କାରବାରରେ ଲାଭ ମିଳିବ।ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କର ବନ୍ଦ ପଡିଥିବା କାର୍ଯ୍ୟ ଖୋଲି ପାରେ। ସମାଜରେ ଆପଣଙ୍କର ପରିବାରରେ ସମସ୍ତଙ୍କ ସହଯୋଗ ଆପଣଙ୍କୁ ମିଳିପାରେ। ଦାମ୍ଫତ୍ୟ ଜୀବନରେ ଖୁସି ଆସିବ।

ପାଠ ପଢା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ସ୍ୱାସ୍ଥ୍ୟ ସମ୍ବଦ୍ଧିତ ସମସ୍ୟା ଦୂରରେ ରହିବ। କୌଣସି ପୁରୁଣା ସମସ୍ୟା ଥିଲେ ତାହା ବି ଦୂର ହେବ। ଆପଣଙ୍କୁ ବଡ଼ ସଫଳତା ମିଳିପାରେ। ଆପଣଙ୍କର ଯାହାବି କାର୍ଯ୍ୟ ଅଟକି ରହିଥିଲା ତାହା ଏବେ ପୁରା ହେବ। ପରିବାରରେ ମଧ୍ୟ ଖୁସି ଦେଖିବାକୁ ମିଳିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *