Excuse Me Odisha

ଯାହା କହିବୁ ସତ କହିବୁ

ଏହି ଝିଅର ଦୁଃଖ ନିଶ୍ଚିତ ଭାବରେ ଥରେ ଶୁଣନ୍ତୁ,ବିବାହର ୪ ଦିନ ପରେ ସ୍ବାମୀ ଘରୁ ବାହାର କରିଦେଲା,ଆଉ ତା ପରେ …

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଜାଣିବା ଏମିତି ଭୁଲ ଯୋଗୁ ଗରିବୀ ଘରେ ବାସ କରିଥାଏ ଏବଂ ଦରିଦ୍ରତା ପିଛା ଛାଡେ ନାହଁ। ଏହି ଭୁଲ ଘରେ କେବେବି ହେବାକୁ ଦିଅନ୍ତୁ ନାହିଁ।

ବାସ୍ତୁଶାସ୍ତ୍ର ଅନୁସାରେ ପ୍ରତ୍ୟକ ବ୍ୟକ୍ତି ଜୀବନରେ ଆଗକୁ ବଢ଼ିବା ପାଇଁ ଚେଷ୍ଟା କରିଥାଏ। ବହୁତ ପରିଶ୍ରମ କରିଥାଏ ଚେଷ୍ଟା କରିଥାଏ ପୁରା ମନର ସହିତ ନିଜର କାର୍ଯ୍ୟକୁ କରିଥାଏ। ଏହାପରେ ବି ଗରିବୀର ଶିକାର ବନି ରହିଥାନ୍ତି କିଛି ଲୋକ। ନିଜ ଜୀବନରେ ବହୁତ ପତିଶ୍ରମ ପରେ ବି ଧନୀ ହୋଇପାରନ୍ତି ନାହିଁ। ଏହାର ବହୁତ କାରଣ ହୋଇପାରେ। ବାସ୍ତୁଶାସ୍ତ୍ର ଅନୁସାରେ ଏମିତି ବହୁତ କାର୍ଯ୍ୟ ଅଛି ଯାହା ଦ୍ୱାରା ଆର୍ଥିକ ସମସ୍ୟା ଗରିବୀ ଲାହିରହିଥାଏ। ଆସନ୍ତୁ ଜାଣିବା କଣ ସେହି କାର୍ଯ୍ୟ ଯାହା ଭୁଲରେ ବି କରିବା ଉଚିତ ନୁହେଁ। ନଚେତ ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି।

ସୁର୍ଯ୍ୟ ଉଦୟ ପରେ ବି ଶୋଇ ରହିବା। ପ୍ରତ୍ୟକ ବ୍ୟକ୍ତିକୁ ରାତିରେ ସର୍ବପ୍ରଥମେ ଖାଦ୍ୟ ଖାଇ ଶୀଘ୍ର ଶୋଇ ଯିବା ଉଚିତ ଏବଂ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠି ଯିବା ଉଚିତ। ସକାଳୁ ଉଠିବା ପରେ ସୂର୍ଯ୍ୟଦେବଙ୍କୁ ପ୍ରଣାମ କରିବା ଉଚିତ। ଯେଉଁ ଘରେ ସଦସ୍ୟ ମାନଙ୍କର ଶୀଘ୍ର ଉଠିବାର ଅଭ୍ୟାସ ଥାଏ ସେହି ଘରେ ଦେବୀ ଦେବତା ମାନଙ୍କର ଆଶୀର୍ବାଦ ବନି ରହିଥାଏ।

ତୁଳସୀ ଗଛ। ଘରର ମଧ୍ୟମ ଅଗଣାରେ ଲଗା ଯାଇଥିବା ତୁଳସୀ ଗଛକୁ ଶୁଭ ମାନାଯାଏ ଯଦି ଘରେ ତୁଳସୀ ଗଛ ଶୁଖି ଯାଏ ତ ଘରକୁ ସମସ୍ୟା ଏବଂ ଦାରିଦ୍ର୍ୟତା ଆସିବାର ସଂକେତ ଦେଇଥାଏ। ଏଥିପାଇଁ ତୁଳସୀ ଗଛକୁ ଶୁଖିବାକୁ ଦେବା ଉଚିତ ନୁହେଁ। ଯଦି ଏହା ଶୁଖି ଯାଏ ତ ଶୁଖି ଯାଇଥିବା ଗଛକୁ ବାହାର କରି ନୂଆ ଗଛକୁ ଲଗାଇବା ଉଚିତ ଏବଂ ଶୁଖିଲା ତୁଳସୀ ଗଛକୁ ପ୍ରବାହିତ ଜଳରେ ପ୍ରବାହିତ କରିଦେବା ଉଚିତ।

କଳା ପିମ୍ପୁଡି। ଘରେ ଖାଦ୍ୟ ବସ୍ତୁରେ କଳା ପିମ୍ପୁଡି ଲାଗିବା ଘରକୁ ସମସ୍ୟା ଆସିବାର ସଂକେତ ଦେଇଥାଏ।

ଘରେ ଲାଗିଥିବା ଗଛ। ଘରେ ଲାଗିଥିବା ଗଛପତ୍ର ଶୁଖିବାକୁ ଲାଗିବ ତ ତାହାକୁ ତୁରନ୍ତ କାଟି ଦିଅନ୍ତୁ। ଘରେ ଲାଗିଥିବା ଗଛପତ୍ର ସର୍ବଦା ହରାଭରା ରହିବା ଦରକାର। ଘରର ଗଛପତ୍ର ଶୁଖିବା ଉଚିତ ନୁହେଁ। ଏହା ଦ୍ବାରା ଆପଣଙ୍କ ଉପରେ କରଜ ବଢିଥାଏ। ଗଛ ପତ୍ରରେ ପ୍ରତିଦିନ ପାଣି ନିଶ୍ଚୟ ଦିଅନ୍ତୁ।

ଘରେ ଝାଡୁ ମା ଲକ୍ଷ୍ମୀଙ୍କର ପ୍ରତୀକ ହୋଇଥାଏ। କାହିଁକିନା ଝାଡୁ ଦରିଦ୍ରତାକୁ ଘରୁ ବାହାର କରିଦେଇଥାଏ। ଏହା ଦ୍ୱାରା ଘରେ ସୁଖ ସମୃଦ୍ଧି ଏବଂ ଧନ ଦୌଲତ ଆସିଥାଏ। ଝାଡୁ ଉପରେ ଗୋଡ଼ ରଖିବା କିମ୍ବା ଝାଡୁରେ ଗୋଡ଼ ନବଜାଇବା ଉଚିତ। ଏହା ଦ୍ୱାରା ମା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ। ଘରେ କୌଣସି ଛୋଟ ପିଲା ଯଦି ଅଚାନକ ଘରେ ଝାଡୁ ଲଗାଇବାକୁ ଲାଗେ ତ ତାହାକୁ ଘରକୁ କୌଣସି ଅତିଥି ଆସିବାର ସଂକେତ ମାନାଯାଇଥାଏ। ସୂର୍ଯ୍ୟାସ୍ତ ପରେ ଘରେ ଝାଡୁ ନଲଗାଇବା ଉଚିତ।

କାହିଁକିନା ଏହା ବ୍ୟକ୍ତିର ଦୁର୍ଭାଗ୍ୟକୁ ଆମନ୍ତ୍ରଣ କରିଥାଏ। ଖାଦ୍ୟ ଖାଇବା ପୂର୍ବରୁ ଝାଡୁ ନିଶ୍ଚୟ ଲଗେଇବା ଉଚିତ ଏହା ଶୁଭ ସଂକେତ ମାନାଯାଏ। ଝାଡୁକୁ କେବେବି ଠିଆ କରିକି ରଖନ୍ତୁ ନାହିଁ। ଝାଡୁକୁ ସବୁବେଳେ ଶୁଆଇକି ରଖନ୍ତୁ। ଝାଡୁକୁ ଠିଆ କରି ରଖିବା ଦ୍ୱାରା ଘରେ କଳହ ବଢିଥାଏ। ଏବଂ ଘରେ ଦରିଦ୍ରତା ଏବଂ ଗରିବିର ବାସ ହୋଇଥାଏ। ଅନ୍ଧାର ହେବା ପରେ ଆପଣ ଝାଡୁ ଲଗାନ୍ତୁ ନାହିଁ। ଏହା ଦ୍ବାରା ମା ଲକ୍ଷ୍ମୀ ରାଗି ଯାଇଥାନ୍ତି। ଘରର କୌଣସି ସଦସ୍ୟ ଯଦି ବାହାରକୁ ଯାଉଛି ତ ସେ ଯିବା ପରେ ସଙ୍ଗେ ସଙ୍ଗେ ଘରେ ଝାଡୁ ଲଗାନ୍ତୁ ନାହିଁ।

କିଛି ସମୟ ଛାଡିକି ଝାଡୁ ଲଗାଇ ପାରିବେ ତାହାବି ଭଗବାନଙ୍କୁ ପ୍ରାର୍ଥନା କରିବା ପରେ। ଘରେ ଝାଡୁକୁ ଆପଣ ଲୁଚେଇ ରଖିବା ଉଚିତ। କାହାର ନଜର ଝାଡୁ ଉପରେ ନପଡିବା ଉଚିତ ଯେଉଁ ପ୍ରକାରରେ ଧନକୁ ଲୁଚେଇ ରଖାଯାଏ ସେହି ପ୍ରକାରରେ ଝାଡୁକୁ ବି ଲୁଚେଇ ରଖିବା ଉଚିତ। ଯେମିତି କାହାରି ନଜର ଝାଡୁ ଉପରେ ନପଡିବ।

ବାସ୍ତୁ ବିଜ୍ଞାନ ଅନୁସାରେ ଯେଉଁ ଲୋକ ଝାଡୁ ପାଇଁ କୌଣସି ବି ପ୍ରମୁଖ ସ୍ଥାନ ନରଖି ଝାଡୁକୁ ଏଠି ସେଠି ରଖି ଦିଅନ୍ତି ସେମାନଙ୍କର ଘରେ ଆର୍ଥିକ ସମସ୍ୟା ଦେଖାଦେଇଥାଏ। ଏହା ଦ୍ୱାରା ଖର୍ଚ୍ଚ ବଢିଥାଏ। ବନ୍ଧୁଗଣ ଗାଈ କିମ୍ବା ଅନ୍ୟ କୌଣସି ବି ଜୀବଜନ୍ତୁଙ୍କୁ ଝାଡୁରେ ମାରିବା ଅନୁଚିତ। ଏହା ଦ୍ବାରା ମା ଲକ୍ଷ୍ମୀ ଆପଣଙ୍କ ଘରୁ ରୁଷ୍ଟ ହୋଇକରି ଚାଲିଯାଇଥାନ୍ତି।

ଝିଟିପିଟି। ଏହାକୁ ଦେଖିବା ଶୁଭ ହୋଇଥାଏ କିନ୍ତୁ ଯେବେବି ଘରୁ ଆପଣ କୌଣସି କାମ ପାଇଁ ବାହାରକୁ ଯିବେ ତ ଘରକୁ ଫେରିବା ସମୟରେ ଝିଟିପିଟି ଦେଖନ୍ତି ତ ଏହାର ଅର୍ଥ ଆପଣଙ୍କର ଖରାପ ସମୟ ବହୁତ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଆପଣଙ୍କୁ ସତର୍କ ହୋଇଯିବା ଉଚିତ।

ଯଦି ଆପଣ ନୂତନ ଘର ନେଇଛନ୍ତି ଆଉ ମରି ଯାଇଥିବା ଝିଟିପିଟି ଦେଖନ୍ତି ତ ଘରକୁ ପ୍ରବେଶ କରିବା ସମୟରେ ପ୍ରଥମେ ପୂଜାପାଠ କରିନିଅନ୍ତୁ। ଯଦି ଆପଣ ଏମିତି କରନ୍ତି ନାହିଁ ତ ଘରେ ରହୁଥିବା ବ୍ୟକ୍ତିଙ୍କ ଉନ୍ନତି ହୋଇନଥାଏ।

ଯଦି ଜଣା ଅଜାଣତରେ ଝିଟିପିଟି ଆପଣଙ୍କ ଶରୀରରେ ଆଙ୍ଗୁଳିରେ ପଡ଼ିଯାଏ ତ ଏହାବି ଆସୁଥିବା ସମୟର ସୂଚକ ହୋଇଥାଏ ଯେମିତି ଝିଟିପିଟି ଆପଣଙ୍କ ମଥା ଉପରେ ପଡେ ତ ଆପଣଙ୍କ ଜୀବନରେ ଖୁସି ନେଇକି ଆସିଥାଏ। ଜଲଦି ଆପଣଙ୍କୁ ଧନର ଆଗମନ ହୋଇଥାଏ। ଯଦି ଝିଟିପିଟି ଆପଣଙ୍କ ମଥାର ଚୁଟି ଉପରେ ପଡେ ତ ସତର୍କ ହୋଇଯିବା ଉଚିତ। କାରଣ ଆପଣଙ୍କ ଜୀବନରେ ସଙ୍କଟ ଆସିବାକୁ ଯାଉଛି କିମ୍ଵା ବ୍ୟକ୍ତିର ମୃତ୍ୟୁ ପାଖେଇ ଆସୁଛି।

ଆଖି। ଆପଣଙ୍କର ଆସୁଥିବା ସମୟର ସଂକେତ ଦେଇଥାଏ। ମହିଳାଙ୍କ ବାମ ଆଖି ଫରକିବାର ଅର୍ଥ ଆପଣଙ୍କ ଜୀବନରେ କିଛି ଭଲ ହେବାକୁ ଯାଉଛି। ଏହା ଶୁଭ ସଂକେତ ଅଟେ। ଏହା ପୁରୁଷଙ୍କ ବାମ ଆଖି ଫରକିବାର ଅର୍ଥ ଆପଣଙ୍କ ଜୀବନରେ ପରିଶ୍ରମ ଏବଂ କଷ୍ଟ ଆସିବାର ସଂକେତ ଅଟେ। ପୁରୁଷଙ୍କ ଡାହାଣ ଆଖି ଫରକିବାର ଅର୍ଥ ଆପଣଙ୍କ ଜୀବନରେ କିଛି ଶୁଭ ହେବାର ସଂକେତ ଦେଇଥାଏ।

କୁଆ। ଯଦି କୌଣସି ମହିଳାଙ୍କ ଶରୀରରେ କୁଆ ଆସି ବସିଯାଏ ତ ତାଙ୍କର ସ୍ୱାମୀ ଉପରେ କୌଣସି ବଡ଼ ସମସ୍ୟା ଆସିବାର ସଂକେତ ଦେଇଥାଏ। ଯଦି କୌଣସି ଘରର ଛାତ ଉପରେ କିମ୍ବା ଘର ଉପରେ ବହୁତ କୁଆ ଆସି ଘୁରି ବୁଲନ୍ତି ଆବାଜ କରନ୍ତି ତ ଏହା ଘରର ମାଲିକ ଉପରେ କୌଣସି ବଡ଼ ବିପଦର ସଂକେତ ହୋଇଥାଏ।ବ

ଗଛ ତଳେ ପରିଶ୍ରା କରିବା। ଗଛ ତଳେ ପରିଶ୍ରା କରିବା ଉଚିତ ନୁହେଁ। ଖାସ କରି ଅସ୍ତ ଗଛର ଆଖପାଖରେ କେବେବି ଏହି ଭୁଲ କରନ୍ତୁ ନାହିଁ। ଏହି ଗଛକୁ ଦେବତା ମାନଙ୍କର ବାସସ୍ଥାନ ମାନାଯାଏ।

ପିଇବା ପାଣି ରାତିରେ ଖୋଲା ରଖିବା। ପିଇବା ପାଣି ରାତିରେ ସବୁବେଳେ ଢାଙ୍କି କରି ରଖିବା ଉଚିତ। କାରଣ ପାଣିରେ କିଛି ପଡିଯିବା କାରଣରୁ ପାଣି ଦୂଷିତ ହୋଇଯାଏ। ବାସ୍ତୁଶାସ୍ତ୍ର ଅନୁସାରେ ପିଇବା ପାଣି ଏବଂ ଖାଦ୍ୟକୁ ସର୍ବଦା ଢାଙ୍କି କରି ରଖିବା ଉଚିତ।

ଘରେ ଅପରିଷ୍କାର ଜିନିଷ ରଖିବା। ସକାଳୁ ଉଠିବା ପରେ ଘର ସଫା ସୁତରା କରିବା ଉଚିତ ଏବଂ ଅପରିଷ୍କାର ଜିନିଷକୁ ଘରୁ ବାହାର କରିଦେବା ଉଚିତ। ଘରକୁ ସଫା ରଖିବା ଦ୍ୱାରା ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ।

ଯେଉଁ ଘରେ ବହୁକୁ ହଇରାଣ କରାଯାଏ ସେହି ଘରେ ସମସ୍ୟା ପିଛା ଛାଡେନାହିଁ ଆଉ ଗରିବୀ ନିଜର ବାସ ବନେଇ ନେଇଥାଏ। କିନ୍ତୁ ମହିଳାଙ୍କୁ ବି ନିଜର ମର୍ଯ୍ୟାଦାରେ ରହିବା ବି ଆବଶ୍ୟକ ଅଟେ। ଏହା ସହିତ ଘରର ସଦସ୍ୟଙ୍କ ସହିତ ମିଳିମିଶି ରହିବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *