Excuse Me Odisha

ଯାହା କହିବୁ ସତ କହିବୁ

ଘରର ବୋହୁ ବାସନ ଧୋଇଲେ ଘର ବର୍ବାଦ କାହିଁକି ହୋଇଯାଏ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରର ବହୁ ବାସନ ଧୋଇଲେ ଘର ବର୍ବାଦ କାହିଁକି କାହିଁକି ହୋଇଯାଏ।

ଘରର ବହୁ ଦ୍ୱାରା ବାସନ ଧୋଇଲେ ବହୁତ ଶୀଘ୍ର ଘର ବର୍ବାଦି କାହିଁକି ହୋଇଥାଏ ଜାଣିବା ଏହି ପୋଷ୍ଟରେ। ଏହା ସହିତ ଜାଣିବା ଘରର ମହିଳାଙ୍କ ଦ୍ୱାରା ହେଉଥିବା ୨ ଟି ଭୁଲ ଯୋଗୁ ଘରେ ଗରିବୀ ନିଜର ବାସ କରିଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ ବହୁ ଦ୍ୱାରା ବାସନ ଧୋଇଲେ ଶୀଘ୍ର ଗରିବୀ ଆସିଥାଏ ଏବଂ ଘର ବର୍ବାଦ ହୋଇଯାଇଥାଏ ଏହା ସହିତ ସ୍ୱାମୀଙ୍କର କିଛି ବି ହୋଇପାରେ

ହିନ୍ଦୁ ଧର୍ମରେ ଝିଅ ବହୁ ମାନଙ୍କୁ ଘରର ଲକ୍ଷ୍ମୀ ମାନାଯାଏ। ଏମିତି ମାନ୍ୟତା ଅଛି ଯେ ଯଦି କୌଣସି ସ୍ତ୍ରୀ ଚାହିଁବ ତ ଘରକୁ ସ୍ୱର୍ଗ ବନେଇଦେଇପାରେ ଏବଂ ଚାହିଁଲେ ନର୍କ ବି ବନେଇ ଦେଇପାରେ। ଝିଅ ବହୁ ମାନଙ୍କର କିଛି ଅଭ୍ୟାସ ଯୋଗୁ ଦରିଦ୍ର୍ୟତା ପାଇଁ ଦାୟୀ ହୋଇଥାଏ ତ ସେମିତି କିଛି ଅଭ୍ୟାସ ଏମିତି ବି ହୋଇଥାଏ ଯାହା ଘରେ ସୁଖ ଏବଂ ସମୃଦ୍ଧି ଆଣିଥାଏ। ପ୍ରତ୍ୟକ ବିକ୍ତିଙ୍କ ଉନ୍ନତିର ପଛରେ ଗୋଟେ ସ୍ତ୍ରୀର ହିଁ ହାତ ଥାଏ । ସେ ସମସ୍ତଙ୍କର ଧ୍ୟାନ ରଖିଥାଏ।

ଘରର ମହିଳାଙ୍କୁ ଏହି ୨ ଟି କାମ କରିବାକୁ ମନା କରାଯାଇଛି ଏମିତି କଲେ ଘରେ ଦାରିଦ୍ର୍ୟତା ଆସିଥାଏ ଘରକୁ ମା ଲକ୍ଷ୍ମୀ କେବେବି ପ୍ରବେଶ କରନ୍ତି ନାହିଁ। ଜଣେ ମହିଳା ହିଁ ହୋଇଥାଏ ଯିଏ ବ୍ୟକ୍ତିଙ୍କ ଜୀବନକୁ ସୁନ୍ଦର କରି ପାରିଥାଏ। ମହିଳା ସ୍ୱାମୀଙ୍କୁ ଭଲ ମାର୍ଗରେ ନେଇଯାଇଥାଏ। ସେଥିପାଇଁ ମହିଳାଙ୍କୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନାଯାଏ। ଗୋଟେ ସଫଳ ମନୁଷ୍ୟର ପଛରେ ମହିଳାଙ୍କର ହିଁ ଥାଏ। ଘରର ମହିଳାଙ୍କୁ ଏହି ୨ ଟି କାମ କରିବା ଉଚିତ ନୁହେଁ।

ଯେଉଁ ଘରର ମହିଳା ଝାଡୁରେ ଗୋଡ଼ ଲଗାଇଥାଏ କିମ୍ବା ଗୋଡ଼ରେ ଠକର ମାରିଥାଏ ସେହି ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇନଥାଏ। ଏମିତି ଘରେ ସର୍ବଦା ଦରିଦ୍ରତା ଛାଇ ରହିଥାଏ।

ଘରର ମହିଳାଙ୍କର ଯଦି ଏହି ଅଭ୍ୟାସ ଥାଏ କି ତାୱା ଏବଂ କରେଇକୁ ଗ୍ୟାସ ଉପରେ ରଖି ଶୋଇ ଯିବାର ତ ଏମିତି ଘରକୁ ମା ଲକ୍ଷ୍ମୀ କେବେବି ଆସନ୍ତି ନାହିଁ। ଏହା ଗରିବୀ ଏବଂ ଦୁଃଖର କାରଣ ବନିଥାଏ।

ଯେଉଁ ଘରର ମହିଳାମାନେ ଗୋଡ଼ରେ ଗୋଇଁଠା ମାରି କବାଟ ଖୋଲିଥାନ୍ତି ତ ସେମିତି ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇନଥାଏ। ଏମିତି ଭୁଲ କରନ୍ତୁ ନାହିଁ।

ଯଦି ଘରର ମହିଳାମାନେ ଘରର ଦୁଆର ମୁହଁରେ ବସି ଭୋଜନ ଗ୍ରହଣ କରିଥାନ୍ତି ତ ସେହି ଘରର ବର୍ବାଦି ନିଶ୍ଚିତ। ଏହାକୁ ବହୁତ ଅଶୁଭ ମାନାଯାଏ।

ଘରର ମହିଳାମାନେ ରାତିରେ ଯଦି ଘରେ ଅଇଁଠା ବାସନ ରଖି ଶୋଇଥାନ୍ତି ତ ଏହା ଗରିବୀକୁ ଆମନ୍ତ୍ରଣ କରିଥାଏ।

ଘରର ସୁଖ ଶାନ୍ତି ପାଇଁ ସପ୍ତାହରେ ଥରେ ସମୁଦ୍ର ଲୁଣରେ ପୋଛା ମାରନ୍ତୁ।

ଏମିତିରେ ଆପଣ ଦେଖିଥିବେ କିଛି ଲୋକ ସକାଳେ ଉଠିବା ପରେ ବିନା ବ୍ରସରେ ଚା ପିଅନ୍ତି କିମ୍ବା ଜଳଖିଆ ଖାଇଥାନ୍ତି। କିନ୍ତୁ ଆମ ଶାସ୍ତ୍ର ଅନୁସାରେ ଏମିତି କରିବା ଉଚିତ ମାନାଯାଇ ନଥାଏ। ଏମିତି କରିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଏବଂ ଆପଣଙ୍କ ଘରେ ନକରାତ୍ମକ ଶକ୍ତିର ପ୍ରଭାବ ବଢିଥାଏ। ଏଥିପାଇଁ ଆପଣ ବର୍ଷ ବ୍ରସ କରିବା ପରେ ହିଁ କିଛି ବି ଖାଇବା ଉଚିତ।

ଆପଣ ଏହା ବି ଦେଖିଥିବେ ଅନେକ ଲୋକ ବାଥରୁମରେ ଗାଧୋଇବା ପରେ ବାଥରୁମକୁ ଗନ୍ଧିଆ ରଖିଥାନ୍ତି। କେବେବି ସଫା ରଖନ୍ତି ନାହିଁ। ଆମର ଏହି ଅଭ୍ୟାସକୁ ଶାସ୍ତ୍ରରେ କ୍ଷତିକାରକ କୁହାଯାଇଛି। ବାଥରୁମକୁ ଗନ୍ଧିଆ ରଖିଲେ ଚନ୍ଦ୍ରମାଙ୍କ ସ୍ଥିତି ଖରାପ ହୋଇଯାଇଥାଏ। ଯେଉଁ କାରଣରୁ ଆମକୁ ଆର୍ଥିକ ସ୍ଥିତିର ସାମ୍ନା କରିବାକୁ ପଡିଥାଏ।

ମହିଳା ମାନଙ୍କ ଅଳସୁଆମି କାରଣରୁ ଅଇଁଠା ବାସନ ସଫା କରନ୍ତି ନାହିଁ। କୁହାଯାଏ କି ଭଜନ କରିବା ପରେ ଅଇଁଠା ବାସନକୁ ସଫା କରି ନରଖିଲେ ଶନି ମାଦେବଙ୍କ ପ୍ରଭାବ ପଡିଥାଏ। ସେଥିପାଇଁ ଖାଇବା ପରେ ଅଇଁଠା ବାସନକୁ ସଫା କରିଦେବା ଉଚିତ। ଯଦି ଏମିତି ସମ୍ଭବ ନହୁଏ ତାହେଲେ ଧ୍ୟାନ ରଖନ୍ତୁ କି ରାତିରେ ଶୋଇବା ପୂର୍ବରୁ ଅଇଁଠା ବାସନକୁ ନିଶ୍ଚୟ ସଫା କରିବେ। ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ସବୁବେଳେ ଆପଣଙ୍କ ଉପରେ ବନିରହିଥାଏ।

ସବୁବେଳେ ଆପଣଙ୍କୁ ଏହି କଥା ମନେ ରଖିବାକୁ ହେବ କି ନିଜ ଘର ସହିତ ନିଜ ଶେଜର ବି ସଫା କରିବା ଉଚିତ। ଯଦି ପ୍ରତ୍ୟକ ଦିନ ସଫା ହୋଇପାରୁନାହିଁ ତାହେଲେ ଘରେ ଦରିଦ୍ରତା ବଢିଥାଏ। ଯଦି ଆପଣ ବି ନିଜ ପାଖ ପଡିଶା ଯାତ୍ରାରେ ଥପୁ ଛନ୍ତି ତାହେଲେ ବି ଏହି ଅଭ୍ୟାସକୁ ଚେଞ୍ଜ କରିଦିଅନ୍ତୁ। କାରଣ ଘର ପାଖରେ ଥପିଲେ ବି ଦରିଦ୍ରତା ଆସିଥାଏ।

ଆପଣ ଦେଖିଥିବେ ପ୍ରାୟତଃ ଲୋକେ ଘରେ କିମ୍ବା ଘର ବାରଣ୍ଡାରେ ବସି ପାନ ଗୁଟୁକା ଖାଇ ଘର ଆଗରେ ଥପୁ ଥାନ୍ତି। ଏମିତି କରିବା ଠିକ ହୋଇନଥାଏ। ଶାସ୍ତ୍ରରେ କୁହାଯାଇଛି ପାଖ ପଡିଶା ଜାଗାରେ ଥପିଲେ ମା ଲକ୍ଷ୍ମୀ ରାଗିଥାନ୍ତି। ସେଥିପାଇଁ ଏହି କାମ କରିବା ଠାରୁ ଆପଣ ଦୂରେଇ ରୁହନ୍ତୁ। ଯେବେବି ବ୍ୟକ୍ତିର ଖରାପ ସମୟ ଆସିଥାଏ। ସେତେବେଳେ ତାଙ୍କ ସହିତ ସବୁକିଛି ଖରାପ ହୋଇଥାଏ। ତା ସହିତ ତାଙ୍କର ପ୍ରତ୍ୟକ କାମ ବିଗିଡି ଯାଇଥାଏ।

ଯେଉଁ ଲୋକ ଭଜନ ଅଇଁଠା ଛାଡିବାର ଅଭ୍ୟାସ ରଖିଥାଏ ଏବଂ ବଞ୍ଚି ଯାଉଥିବା ଖାଦ୍ୟକୁ ବାହାରକୁ କିମ୍ବା ଡ଼ଷ୍ଟପିନରେ ଫୋପାଡ଼ି ଦିଏ ତାହେଲେ ଅନ୍ନର ଅପମାନ ହୋଇଥାଏ। ଏହି କାରଣରୁ ମା ଲକ୍ଷ୍ମୀ ସେହି ଘରୁ ଚାଲିଯାନ୍ତି ଓ ବ୍ୟକ୍ତିକୁ ଗରିବର ସାମ୍ନା କରିବାକୁ ପଡିଥାଏ। ଏଥିପାଇଁ ଭଜନ କରିବା ବେଳେ ଅଇଁଠା ଖାଦ୍ୟ ଛାଡିବା ଉଚିତ ନୁହେଁ। ଯେତିକି ଖାଇବାର କ୍ଷମତା ରହୁଛି ସେହି ପରିମାଣରେ ଭଜନ ବାଢିବା ଉଚିତ ଅଟେ।

ସୁର୍ଯ୍ୟ ଅସ୍ତ ପରେ କେବେବି ଘର ଭିତରେ ଝାଡୁ ଲଗାଇବା ଉଚିତ ନୁହେଁ। ଏମିତି କରିବା ଅଶୁଭ ମାନାଯାଏ। ଯଦି ଆପଣ ସୁର୍ଯ୍ୟ ଅସ୍ତ ପରେ ଝାଡୁ ଲଗାଉଛନ୍ତି ତାହେଲେ ଘରର ମଇଳା ସଫା ହେଉନାହିଁ ଆପଣ ଆପଣଙ୍କର ଘରର ଖୁସିର ସଫା କରୁଛନ୍ତି। ଜୋତା ଚପଲ ଘରେ ଏପଟ ସେପଟ ପଡି ରହୁଛି କିମ୍ବା ଓଲଟା ପଡି ରହୁଥିଲେ ଏହା ଘରକୁ ଅଶୁଭ ସଂକେତ ଦେଇଥାଏ। ସେଥିପାଇଁ ଚପଲ ଠିକ ଜାଗାରେ ରଖନ୍ତୁ ଏବଂ ଉଚିତ ଜାଗାରେ ରଖନ୍ତୁ। ଏହାର ଧ୍ୟାନ ରଖିବେ କି ଜୋତା ଚପଲ ଘର ଭିତରେ କିମ୍ବା ବାରଣ୍ଡାରେ ଏପଟେ ସେପଟେ ଯେମିତି ନରହୁ।

ଯେଉଁ ଘରେ କ୍ଷୀର ଉତୁରି ତଳେ ପଡ଼ିଥାଏ ସେହି ଘରେ ଖରାପ ସମୟ ଆସେ। ହଁ ବନ୍ଧୁଗଣ କ୍ଷୀର ଉତୁରି ତଳେ ପଡିବା ଶୁଭ ହୋଇଥାଏ। କିନ୍ତୁ ପ୍ରତିଦିନ କ୍ଷୀର ଉତୁରି ତଳେ ପଡିବା ଅଶୁଭ ସଂକେତ ଦେଇଥାଏ। ଯଦି ଘରେ କ୍ଷୀର ଉତୁରି ତଳେ ପଡିଥାଏ ତାହେଲେ ଘରେ ଅନେକ ପ୍ରକାରର ଅସୁବିଧାର ସାମ୍ନା କରିବାକୁ ପଡିଥାଏ। ତା ସହିତ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।

ରୋଷେଇ ଘରେ କେବେବି ଭଙ୍ଗା ଜିନିଷ ରଖିବା ଉଚିତ ନୁହେଁ। ଏହା ଦ୍ବାରା ଘରକୁ ଦାରିଦ୍ର୍ୟତା ଆସିଥାଏ। ଏହାକୁ ବହୁତ ଅଶୁଭ ମାନାଯାଏ ଏବଂ ଘରର ସଦସ୍ୟଙ୍କ ପାଇଁ ଅସଫଳତାର କାରଣ ହୋଇଥାଏ। ଏଥିପାଇଁ ଭଙ୍ଗା ଜିନିଷ ରୋଷେଇ ଘରୁ ତୁରନ୍ତ ବାହାର କରିଦିଅନ୍ତୁ

ରୋଷେଇ ଘର ସର୍ବଦା ସଫା ରଖିବା ଉଚିତ। ରୋଷେଇ ଘର ଆପଣଙ୍କ ଭାଗ୍ୟ ବଦଳାଇ ଦେଇଥାଏ। ରୋଷେଇ ଘରକୁ ମା ଲକ୍ଷ୍ମୀଙ୍କର ବାସ ମାନାଯାଏ। ଯେଉଁ ଘରେ ରୋଷେଇ ଘରକୁ ପ୍ରବେଶ କରିବା ସମୟରେ ହାତ ଯୋଡି ପ୍ରବେଶ କରିଥାନ୍ତି ସେହି ଘରକୁ କେବେବି ଦାରିଦ୍ର୍ୟତା ଆସିନଥାଏ।

ରୋଷେଇ ଘର ସାମ୍ନାରେ କେବେବି ଝାଡୁ ପୋଛା ରଖିବା ଉଚିତ ନୁହେଁ। କମ ରଶ୍ମି ବାଲା ବଲ ଲଗେଇବା ଉଚିତ ନୁହେଁ। ରଶ୍ମି ଭଲ ଭାବରେ ଥିବା ବଲ ଲଗେଇବା ଉଚିତ।

ରୋଷେଇ ଘରେ ଜଗ ଗ୍ଲାସ କିମ୍ବା ବଡ଼ ପାତ୍ରରେ ପାଣି ଭର୍ତ୍ତି କରି ରଖନ୍ତୁ। ଏହା ଦ୍ୱାରା ମା ଲକ୍ଷ୍ମୀ ଏବଂ ମା ଅନ୍ନପୂର୍ଣ୍ଣାଙ୍କର ବାସ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *