Excuse Me Odisha

ଯାହା କହିବୁ ସତ କହିବୁ

ଏହି ତିନୋଟି ତାରିଖରେ ଜନ୍ମ ହୋଇଥିବା ଲୋକମାନେ ହୋଇଥାନ୍ତି ଧନବାନ,ଭାଗ୍ୟ ବଳରେ ଏମାନେ ହୋଇଥାନ୍ତି କୋଟିପତି ମଧ୍ୟ ହୋଇଥାନ୍ତି !

ସେୟାର୍ କରନ୍ତୁ

ଅଙ୍କ ଜ୍ୟୋତିଷ ଶାସ୍ତ୍ରରେ ବ୍ୟକ୍ତିର ଜନ୍ମ ତାରିଖରୁ ତାର ସ୍ଵଭାବ, ଗୁଣ ବିଷୟରେ ଜଣା ପଡ଼ିଥାଏ। ଏହାସହିତ ମୂଳାଙ୍କ ଏହି କଥାକୁ ଦର୍ଶାଇଥାଏ କି ବ୍ୟକ୍ତିର ଭାଗ୍ୟ କିପରି ରହିବ ଏବଂ କିପରି ଧନ ପ୍ରାପ୍ତ ହେବ।

– ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ।

– ମଙ୍ଗଳ ଗ୍ରହର ପ୍ରଭାବ ପଡ଼ିଥାଏ।

– ଉତ୍ସାହୀ ହୋଇଥାନ୍ତି ଲୋକେ।

ପ୍ରତ୍ୟେକ ମଣିଷ ପାଇଁ ତାର ଜନ୍ମ ତାରିଖ ବହୁତ ଖାସ୍ ହୋଇଥାଏ। ଅଧିକାଂଶ ଲୋକେ ନିଜର ଜନ୍ମ ତିଥିକୁ ନେଇ ନିଜକୁ ଭାଗ୍ୟଶାଳୀ ମାନି ଥାଆନ୍ତି।ଅଙ୍କ ଜ୍ୟୋତିଷ ଶାସ୍ତ୍ରରେ ବ୍ୟକ୍ତିର ଜନ୍ମ ତାରିଖରୁ ତାର ସ୍ଵଭାବ, ଗୁଣ ବିଷୟରେ ଜଣା ପଡ଼ିଥାଏ। ଅଙ୍କ ଜ୍ୟୋତିଷରେ ୯ ମୂଲାଙ୍କକୁ ବହୁତ ଶୁଭ ମାନା ଯାଇଥାଏ।ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ମୂଲାଙ୍କ ୯ ରେ ଜନ୍ମ ତାରିଖ ଥିବା ଲୋକେ ରହିଥାନ୍ତି :-

ଅଙ୍କ ଶାସ୍ତ୍ର ଅନୁସାରେ, ଯେଉଁ ଲୋକଙ୍କର ଜଙ୍କ ତାରିଖ ୯, ୧୮ ଏବଂ ୨୭ ରହିଥାଏ, ସେମାନଙ୍କର ୯ ମୂଲାଙ୍କ ହୋଇଥାଏ। ଏହି ମୂଲାଙ୍କ ଥିବା ଲୋକମାନେ ଧନସମ୍ପତ୍ତି ମାମଲାରେ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନେ ନିଜର ଆତ୍ମୀୟ ସ୍ଵଭାବ ଯୋଗୁଁ ସମସ୍ତଙ୍କ ସହିତ ମିଶି ଯାଇଥାନ୍ତି।

ମଙ୍ଗଳ ଦେବ ୯ ମୂଲାଙ୍କର ସ୍ବାମୀ ଅଟନ୍ତି :-

ଅଙ୍କ ଜ୍ୟୋତିଷ ଅନୁସାରେ ମୂଲାଙ୍କ ୯ ର ସ୍ବାମୀ ମଙ୍ଗଳ ଗ୍ରହ ଅଟନ୍ତି। ମଙ୍ଗଳ ଗ୍ରହର ପ୍ରଭାବ କାରଣରୁ ଏହି ଲୋକମାନଙ୍କର ଉତ୍ସାହ ଭରପୂର ହୋଇ ରହିଥାଏ।ଏମାନେ କେବେବି ଖୁବ୍ ଶୀଘ୍ର ହାର ମାନି ନଥାନ୍ତି ଏବଂ ସାହସର ସହିତ ଏମାନେ କଠିନ ପରିଶ୍ରମ କରି ସଫଳତା ହାସଲ କରିଥାନ୍ତି।

ମୂଲାଙ୍କ ୯ ଥିବା ଲୋକଙ୍କ ସ୍ଵଭାବ :-

ଅଙ୍କ ଜ୍ୟୋତିଷ ଶାସ୍ତ୍ରରେ ମୂଲାଙ୍କ ୯ ଥିବା ଲୋକେ ସ୍ୱଭାବରୁ ବହୁତ ଉତ୍ତମ ଓ ମଜାଳିଆ ହୋଇଥାନ୍ତି। ଏମାନଙ୍କ ସ୍ଵଭାବ ବହୁତ ଆକର୍ଷିତ ହୋଇଥାଏ। ଏମାନେ ନିଜ ଜୀବନରେ ଆସୁଥିବା କଠିନ ପରିସ୍ଥିତିକୁ ସାହସର ସହିତ ସାମ୍ନା କରିଥାନ୍ତି। ଏମାନଙ୍କର ଉତ୍ତମ ସ୍ୱଭାବ ଯୋଗୁଁ ଏମାନଙ୍କୁ ସମସ୍ତେ ପସନ୍ଦ କରିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *