Excuse Me Odisha

ଯାହା କହିବୁ ସତ କହିବୁ

ବାହାହୋଇ ସଲାପରେ ବି ନିଜ ପ୍ରଥମ ପ୍ରେମକୁ ଭୁଲି ପାରନ୍ତି ନାହିଁ ଏହି ଚାରିଟି ରାଶିର ଝିଅ ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ପ୍ରେମ ଏକ ସୁନ୍ଦର ଅନୁଭବ ଅଟେ, ଯାହା ସମସ୍ତଙ୍କୁ କେବେ ନା କେବେ ହୋଇଥାଏ। ପ୍ରଥମ ପ୍ରେମର କଥା ବହୁତ ନିଆରା ହୋଇଥାଏ। ପ୍ରଥମ ପ୍ରେମ ସାର୍ଥକ ହେଉ ଅଥବା ନହେଉ କିନ୍ତୁ ସର୍ବଦା ମନେ ରହିଥାଏ। ଜ୍ଯୋତିଷ ଶାସ୍ତ୍ରରେ କୌଣସି ବ୍ୟକ୍ତିର ନାମର ପ୍ରଥମ ଅକ୍ଷରରୁ ତାଙ୍କ ସ୍ଵଭାବ, ଚରିତ୍ର, ଚାଲିଚଳନ, ଭବିଷ୍ୟତ ବିଷୟରେ ଅନେକ କଥା ଜାଣି ହୋଇଥାଏ। ଆଜି ଆମେ ଆପଣଙ୍କୁ କିଛି ଏଭଳି ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ନିଜ ପ୍ରଥମ ପ୍ରେମକୁ କେବେବି ଭୁଲି ପାରନ୍ତି ନାହିଁ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

B ନାମ ଥିବା ଝିଅମାନେ:-

ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର B ରୁ ଆରମ୍ଭ ହୋଇଥାଏ, ସେହି ଝିଅମାନେ ପ୍ରେମ ମାମଲାରେ ବହୁତ ସଚ୍ଚୋଟ ଓ ବିଶ୍ବାସୀ ହୋଇଥାଆନ୍ତି।ଏମାନେ ସାମାନ୍ଯ ଜିଦି ଓ ଚଞ୍ଚଳ ସ୍ଵଭାବର ମଧ୍ୟ ହୋଇଥାନ୍ତି, ଯାହାଦ୍ଵାରା ଏମାନେ ସାମାନ୍ୟ କଥାରେ ବିବାଦ ସୃଷ୍ଟି କରି ଦେଇଥାନ୍ତି। ଥରେ ଯାହା ପାଇବାକୁ ଇଚ୍ଛା କରନ୍ତି ତାହାକୁ ହାସଲ କରିବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାଆନ୍ତି।ଏମାନେ ନିଜ ପ୍ରେମକୁ ପାଇବା ପାଇଁ ବହୁତ ପ୍ରୟାସ କରିଥାନ୍ତି।ଚେଷ୍ଟା କରନ୍ତି। ଯଦି ଏମାନେ ପ୍ରେମରେ ସଫଳ ହୁଅନ୍ତି ନାହିଁ, ତାହେଲେ ଅନ୍ୟ କାହାକୁ ବିବାହ କଲେ ମଧ୍ୟ ନିଜ ପ୍ରଥମ ପ୍ରେମକୁ କେବେବି ଭୁଲି ପାରନ୍ତି ନାହିଁ।

K ନାମ ଥିବା ଝିଅମାନେ:-

ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର K ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ସୁନ୍ଦର ଏବଂ ଆକର୍ଷଣୀୟ ହୋଇଥାନ୍ତି।ଏହାସହିତ ଏମାନେ ବହୁତ ଶାନ୍ତ ଓ ରୋମାଣ୍ଟିକ ସ୍ୱଭାବର ହୋଇଥାନ୍ତି। ପ୍ରେମ ମାମଲାରେ ଏମାନେ ନିଜ ପ୍ରେମୀଙ୍କ ପ୍ରତି ବହୁତ ବିଶ୍ଵସ୍ତ ରହିଥାନ୍ତି।ଏମାନଙ୍କୁ ମନେଇବା ବହୁତ କଠିନ ଅଟେ। କିନ୍ତୁ ଏମାନେ ନିଜ ପ୍ରଥମ ପ୍ରେମକୁ କେବେବି ଭୁଲି ପାରନ୍ତି ନାହିଁ। ତାଙ୍କୁ କେବେବି ଭୁଲି ପାରନ୍ତି ନାହିଁ। ବୈବାହିକ ଜୀବନ ପ୍ରତି ଏମାନେ ଯଥେଷ୍ଟ ଗୁରୁତ୍ବ ମଧ୍ୟ ଦେଇଥାନ୍ତି।

R ନାମ ଥିବା ଝିଅମାନେ :-

ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର R, ସେମାନେ ହୃଦୟରୁ ବହୁତ ନିର୍ମଳ ଓ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି। ଏମାନେ ଥରେ ଯାହାକୁ ପ୍ରେମ କରନ୍ତି ତାଙ୍କୁ ସାରା ଜୀବନ ପର୍ଯ୍ୟନ୍ତ ପ୍ରେମ କରନ୍ତି।ଏମାନଙ୍କ ହୃଦୟରେ ପ୍ରଚୁର ପ୍ରେମ ଓ ସ୍ନେହ ଭରି ରହିଥାଏ।ଏହି ଝିଅମାନେ ନିଜ ପ୍ରେମୀଙ୍କୁ କେବେବି ଭୁଲି ପାରନ୍ତି ନାହିଁ।କିନ୍ତୁ ଏମାନଙ୍କ ପାଇଁ ଏହି ଅତୁଟ ପ୍ରେମ ଏମାନଙ୍କର ଦୁର୍ବଳତା ବନିଯାଏ।

M ନାମ ଥିବା ଝିଅମାନେ :-

ଯେଉଁ ଝିଅମାନଙ୍କ ନାମର ପ୍ରଥମ ଅକ୍ଷର M ରୁ ଆରମ୍ଭ ହୋଇଥାଏ, ସେମାନେ ହୃଦୟରୁ ଅତ୍ୟନ୍ତ ନିର୍ମଳ ଓ ବୁଦ୍ଧିମତୀ ହୋଇଥାନ୍ତି। ଏମାନେ ଥରେ ଯାହାକୁ ପ୍ରେମ କରନ୍ତି, ତାଙ୍କୁ ସାରା ଜୀବନ ଭୁଲି ପାରନ୍ତି ନାହିଁ। ଏହି ଝିଅମାନେ ପ୍ରେମରେ ଏଭଳି ପାଗଳ ହୋଇଯାନ୍ତି ଯେ ନିଜ ପ୍ରଥମ ପ୍ରେମକୁ କେବେ ମଧ୍ୟ ଭୁଲି ପାରନ୍ତି ନାହିଁ। ଏମାନେ ନିଜ ପ୍ରେମ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି।

ତେବେ ବନ୍ଧୁଗଣ, ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *