Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ଉଠିବା ପରେ ଲେଖିଦିଅନ୍ତୁ ଏହି ଗୋଟେ ନାମ ତୁରନ୍ତ ହେବ ଚମତ୍କାର। ଯାହା ମାଗିବେ ତାହା ପାଇବେ।

ସେୟାର୍ କରନ୍ତୁ

ପ୍ରାୟ ଲୋକ କହିଥାନ୍ତି କି ସେମାନଙ୍କ ଭାଗ୍ୟ ଖରାପ ଚାଲିଛି ବହୁତ ପରିଶ୍ରମ କରିବା ପରେ ମଧ୍ୟ ସେମାନଙ୍କୁ କିଛି ଶୁଭ ଫଳ ମିଳୁନାହିଁ ଏମତିରେ ଜ୍ୟୋତିଷ ଏବଂ ଶାସ୍ତ୍ରର ମାଧ୍ୟମରେ ଆପଣଙ୍କର ସବୁ ସମସ୍ୟାର ସମାଧାନ କରାଯାଇ ପାରିବ। ଧର୍ମ ଗ୍ରନ୍ଥରେ ଏମିତି କେତେକ ଉପାୟ କୁହାଯାଇଛି ଯାହା ଭଲ ପରିଣାମ ଦେଇଥାଏ କିନ୍ତୁ ତାକୁ ଠିକ ବିଧିରେ କରିବା ମଧ୍ୟ ଜରୁରୀ ହୋଇଥାଏ। ଯେଉଁ ଲୋକମାନେ ଏହି କଥାର ଧ୍ୟାନ ରଖନ୍ତି ନାହିଁ ସେମାନେ ଏହି ଉପାୟ କରିବା ପରେ ବି ଭଲ ଫଳ ମିଳିପାରେ ନାହିଁ। ଆଜି ଆମେ ଆପଣଙ୍କୁ ଭାଗ୍ୟ ଉଦୟ କରିବାର ସହଜ ଉପାୟ ଜଣେଇବୁ। ଏହି ଉପାୟ ଆପଣଙ୍କୁ ସକାଳୁ ସକାଳୁ ନିଦରୁ ଉଠିବା ପରେ ପରେ ବେଡ଼ ଉପରେ ବସି ହିଁ କରିବାକୁ ପଡିବ। ଏହି ସହଜ ଉପାୟ ଦ୍ୱାରା ଆପଣ ନିଜର ଜୀବନ ବଦଳାଇ ପାରିବେ ଆଉ ଭାଗ୍ୟଶାଳୀ ବନିପାରିବେ। ତେଣୁ ଆପଣ ସକାଳୁ ଉଠିବା ପରେ ଏହି ୭ ଟି ନାମକୁ କୁହନ୍ତୁ ଦିନଟି ଭଲରେ କଟିବ। ଏହା ବ୍ୟତୀତ ଆପଣ ସକାଳୁ ନିଜ ହାତରେ ଲେଖନ୍ତୁ ଏହି ଗୋଟିଏ ନାମ ଏହା ଦ୍ବାରା ଶୁଭ ହୋଇଥାଏ। ଏହା ସହିତ ଜାଣିବା ସ୍ତ୍ରୀ ଯଦି ସକାଳେ ଘରେ ଏହି କାମ କରନ୍ତି ତେବେ ଘରେ ସର୍ବଦା ସୁଖ ଶାନ୍ତି ବନି ରହିବ।

ତେଣୁ ଆପଣ ସକାଳୁ ଯେତେବେଳେ ବି ଉଠୁଛନ୍ତି ବେଡ଼ରୁ ଓଲ୍ହାଇବା ପୂର୍ବରୁ ନିଜର ବାମ ହାତରେ ଡାହାଣ ହାତ ଦ୍ୱାରା ନିଜ ଇଷ୍ଟ ଦେବତାଙ୍କ ନାମ ଲେଖନ୍ତୁ। ଯଦି ଆପଣ ଭଗବାନ ଶ୍ରୀକୃଷ୍ଣଙ୍କୁ ନିଜର ଇଷ୍ଟ ଦେବ ମାନୁଛନ୍ତି ତ ଭଗବାନ ଶ୍ରୀକୃଷ୍ଣଙ୍କ ନାମ ନିଜ ହାତରେ ଲେଖନ୍ତୁ ଯଦି ଭଗବାନ ଶିବଙ୍କୁ ଇଷ୍ଟ ଦେବ ମାନୁଛନ୍ତି ତେବେ ଭଗବାନ ଶିବଙ୍କ ନାମ ଲେଖନ୍ତୁ। ଏମିତି ଯେଉଁ ଭଗବାନଙ୍କୁ ଆପଣ ଇଷ୍ଟ ଦେବ ଭାବୁଛନ୍ତି ଆପଣ ତାଙ୍କ ନାମ ନିଜ ହାତରେ ଲେଖନ୍ତୁ। ଏମିତି ଲେଖିବା ସମୟରେ କେବଳ ନିଜ ହାତର ଆଙ୍ଗୁଳି ଦ୍ୱାରା ହିଁ ପ୍ରତିକାତ୍ମାକ ଦ୍ୱାରା ହିଁ ଲେଖନ୍ତୁ କୌଣସି କଲମ ବ୍ୟବହାର କରିବା ଉଚିତ ନୁହେଁ। ଏହା ଦ୍ବାରା ଶାସ୍ତ୍ର ଅନୁସାରେ ଆମେ ଆମର ହାତର ରେଖାରୁ ହିଁ ନିଜ ଭାଗ୍ୟକୁ ପାଇଥାଉ। ଏହି ରେଖା ଆମର ଭାଗ୍ୟର ରେଖା ଯୋଗ ହୋଇଥାଏ।

ଆପଣ କଣ ପାଇବେ ଆପଣଙ୍କ ଜୀବନ କେମିତି ରହିବ ଏହିସବୁ ଏହି ରେଖାରେ ଲେଖାଥାଏ। ସେଥିପାଇଁ ସକାଳୁ ସକାଳୁ ପବିତ୍ର ସମୟରେ ଯଦି ଆପଣ ଭଗବାନଙ୍କ ନାମ ନିଜ ରେଖାରେ ଲେଖିଦେବେ ତେବେ ଆପଣଙ୍କ ଭାଗ୍ୟ ସେହି ପରମେଶ୍ୱରଙ୍କ ସହିତ ଜଡ଼ିତ ହୋଇଯିବ। ଯେବେ ଭଗବାନ ଆପଣଙ୍କ ଭାଗ୍ୟର ହିସାବ ବନି ଯାଇଥିବେ ତ ଆମ ଜୀବନରେ ଆସୁଥିବା ସଙ୍କଟ ନିଜେ ହିଁ ଦୂର ହୋଇଯିବ। ସେଥିପାଇଁ ସକାଳୁ ସକାଳୁ ପବିତ୍ର ସମୟରେ ଯଦି ଆପଣ ଭଗବାନଙ୍କ ନାମ ନିଜ ରେଖାରେ ଲେଖିଦେବେ ତେବେ ଆପଣଙ୍କ ଭାଗ୍ୟ ସେହି ପରମେଶ୍ୱରଙ୍କ ସହ ଯୋଡି ହୋଇଯିବ। ଏହି କାମକୁ କରିବା ସମୟରେ ଇଶ୍ୱରଙ୍କୁ ପ୍ରାର୍ଥନା କରିବାକୁ ପଡିବ। ଏଥିପାଇଁ ଆପଣଙ୍କୁ ସକାଳୁ ସକାଳୁ ଭଲ ଉର୍ଜା ଶକ୍ତି ପ୍ରାପ୍ତ ହେବ ଆଉ ଆପଣଙ୍କ ଦିନ ବି ଭଲରେ କଟିବ। ଏହାକୁ ଆପଣ ଯଦି କିଛି ଦିନ ପର୍ଯ୍ୟନ୍ତ କରିବେ ତ ନିଜ ଜୀବନରେ ବହୁତ ବଡ଼ ଚମତ୍କାର ଦେଖିବାକୁ ମିଳିବ।

ଶାସ୍ତ୍ରରେ କୁହାଯାଇଛି ଯେ ସପ୍ତ ଋଷି ମାନଙ୍କୁ ପୂଜା କରିବା ଦ୍ୱାରା ଆମର ଜାତକରେ ଥିବା ସମସ୍ତ ଦୋଷ ଦୂର ହୋଇଯାଏ। ଅଧିକ ଲୋକ ଏମିତି ଅଛନ୍ତି ଯେଉଁମାନେ ପରିଶ୍ରମ ତ କରିଥାନ୍ତି କିନ୍ତୁ ସେମାନଙ୍କୁ ଧନ ମିଳି ପାରେ ନାହିଁ। ଏହାର ମୁଖ୍ୟ କାରଣ ଜାତକରେ ଗ୍ରହ ଦୋଷ। ଏହା ସହିତ ଅଜାଣତରେ କରାଯାଇଥିବା ପାପ କର୍ମ ପାଇଁ ବି ଭଗବାନଙ୍କ କୃପା ଆପଣଙ୍କୁ ମିଳିପାରେ ନାହିଁ। ଏମିତିରେ ଆପଣ ଦରିଦ୍ର ଗରିବ ବନିଯାଆନ୍ତି। ସେଥିପାଇଁ ଆଜି ଆମେ ଏମିତି ଉପାୟ ବିଷୟରେ ଜାଣିବା ଯାହା ଗରିବ ଏବଂ ଦରିଦ୍ର ଅବସ୍ଥାରୁ ସବୁଦିନ ପାଇଁ ଦୂର କରିଦେବ। ପ୍ରତ୍ୟକ ଦିନ ସକାଳେ ଉଠିବା ପରେ ଏହି ୭ ଟି ଋଷିଙ୍କ ନାମ ଉଚାରଣ କରିବେ ତ ଆପଣଙ୍କର ସବୁ ସମସ୍ୟାର ସମାଧାନ ହୋଇଯିବ। ଏମିତିରେ ପୁରାଣରେ ବର୍ଣ୍ଣିତ ଅଛି କି ରାକ୍ଷସ ରାବଣ ଏହି ସପ୍ତ ଋଷି ମାନଙ୍କର ନାମ ଉଚାରଣ କରୁଥିଲା। ଏହି ୭ ୠଷିଙ୍କ ବିଷୟରେ ଖାସ କଥା ଜାଣିବା।

ବିଶ୍ଵାମିତ୍ର। ବିଶ୍ଵାମିତ୍ର ଗାୟତ୍ରୀ ମନ୍ତ୍ରର ରଚନା କରିଥିଲେ। ତା ସହିତ ଭଗବାନ ଶ୍ରୀରାମଚନ୍ଦ୍ର ଏବଂ ଭଗବାନ ଲକ୍ଷ୍ମଣ ବିଶ୍ଵାମିତ୍ରଙ୍କ ଶିଷ୍ୟ ଥିଲେ।

ଋଷି ବଶିଷ୍ଠ। ଏହି ଋଷିଙ୍କର ଜନ୍ମ ସଂସାରର ରଚୟିତା ଭଗବାନ ବ୍ରହ୍ମାଙ୍କ ଇଚ୍ଛାରେ ହୋଇଥିଲା। ତଥା ରାଜା ଦଶରଥଙ୍କ ଚାରି ପୁତ୍ର ତାଙ୍କର ଶିଷ୍ୟ ଥିଲେ।

ଦ୍ରୋଣାଚାର୍ଯ୍ୟ କୌରବ ଏବଂ ପାଣ୍ଡବ ମାନଙ୍କୁ ଧନୁର ବିଦ୍ୟା ଏବଂ ଅସ୍ତ୍ର ଶସ୍ତ୍ର ଚାଳନା ଶିଖାଇଥିଲେ।

ଋଷି ଅଗସ୍ତିକା। ଏହି ଋଷି ସପ୍ତମ ୠଷି ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ତାଙ୍କର ନାମ କାଶୀରେ ହୋଇଥିଲା। ଆଉ ଏହି ଋଷିଙ୍କର ସ୍ତ୍ରୀ ଲୋପାମୁଦ୍ର ଥିଲେ।

ଭିଗୁ ଋଷି। ଭିଗୁ ଗ୍ରୀକ ସଭ୍ୟତାର ରଚୟିତା କରିଥିଲେ। ଏହି ଋଷି ଭଗବାନ ବ୍ରହ୍ମାଙ୍କ ମସ୍ତିଷ୍କରୁ ଉତ୍ପତ୍ତି ହୋଇଥିଲେ।

ଋଷି କଶ୍ୟପ। ଏହି ୠଷିଙ୍କ ନାମରୁ ହିଁ କଶ୍ୟପ ଗୁତ୍ରର ସ୍ଥାପନା ହୋଇଥିଲା। ପୁରାଣ ଅନୁସାରେ ୠଷି କଶ୍ୟପଙ୍କର ୧୨ ଟି ସ୍ତ୍ରୀ ଥିଲେ।

ଋଷି ମାନଙ୍କର ଋଷି ଦେବଙ୍କର ଦେବ ମହାଦେବଙ୍କ ବିଷୟରେ ଆପଣ ମାନେ ସମସ୍ତେ ଜାଣିଛନ୍ତି ଯିଏ ଯୋଗ ଏବଂ ଶକ୍ତି ଦ୍ୱାରା ବହୁତ ଶକ୍ତି ପ୍ରାପ୍ତ କରିଛନ୍ତି।

ସକାଳୁ ଉଠିବା ପରେ ଏହି ୭ ଟି ୠଷିଙ୍କ ନାମ ଜପ କରିବା ଦ୍ୱାରା ଆପଣଙ୍କର ସବୁ ସମସ୍ୟା ଦୂର ହେବ। ଆପଣଙ୍କର ସବୁ ଇଛା ମଧ୍ୟ ପୂରଣ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *