Excuse Me Odisha

ଯାହା କହିବୁ ସତ କହିବୁ

ବ୍ୟବସାୟରେ ମିଳିବ ପ୍ରବଳ ଲାଭ, ଅଫିସରେ ରଖି ଦିଅନ୍ତୁ ଏହି ଖାସ୍ ଜିନିଷ। ଧନର ଅଭାବ କେବେବି ହେବନାହିଁ।

ସେୟାର୍ କରନ୍ତୁ

ବ୍ୟବସାୟରେ ଅଧିକ ଉପାର୍ଜନ ପାଇଁ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ପ୍ରତ୍ୟେକ ବ୍ୟବସାୟୀ ମାନେ ଖୁବ୍ ଶୀଘ୍ର ଲାଭବାନ ହେବା ପାଇଁ ଇଛା ରଖିଥାନ୍ତି। କିନ୍ତୁ ଅନେକ ସମୟରେ ସେମାନେ ଅଧିକ ପରିଶ୍ରମ କରିଥିଲେ ମଧ୍ୟ ସେମାନଙ୍କୁ ଆଶାନୁରୂପ ସଫଳତା ମିଳେ ନାହିଁ। ବ୍ୟବସାୟ ମାମଲାରେ ସେମାନଙ୍କ ଭାଗ୍ୟ ଚମକି ନଥାଏ।

ଆଜି ଆମେ ଆପଣଙ୍କୁ ନିଜ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଏକ ରାମବାଣ ଉପାୟ କହିବାକୁ ଯାଉଛୁ। ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ ବିଷ୍ଣୁଙ୍କର ଦଶଟି ଅବତାର ମଧ୍ୟରୁ କଚ୍ଛପ ଅବତାର ଅନ୍ୟତମ। ଏହି ଅବତାର ସମୁଦ୍ର ମନ୍ଥନ ସମୟରେ ଭଗବାନ ବିଷ୍ଣୁ ଧାରଣ କରିଥିଲେ ଏବଂ ସେ ମଦରାଚଳ ପର୍ବତକୁ ନିଜ ପିଠି ଉପରେ ଧାରଣ କରିଥିଲେ।

ଦୋକାନ ଓ ଅଫିସରେ ରଖନ୍ତୁ କଚ୍ଛପ ଯନ୍ତ୍ର :-

ଏଭଳି କୁହାଯାଏ କି ଯେଉଁଠାରେ କଇଁଛ ରହିଥାନ୍ତି, ସେହିଠାରେ ଦେବୀ ଲକ୍ଷ୍ମୀ ବାସ କରନ୍ତି।ତେଣୁ ଯଦି ଆପଣ ନିଜ କାର୍ଯ୍ୟସ୍ଥଳରେ କଚ୍ଛପ ଯନ୍ତ୍ର ରଖିବେ ତାହେଲେ ଆପଣଙ୍କୁ ନିଶ୍ଚିତ ଭାବରେ ଲାଭ ପ୍ରାପ୍ତ ହେବ। ବ୍ୟାପାରରେ କେବେବି ଆପଣଙ୍କୁ କ୍ଷତି ସହିବାକୁ ପଡ଼ିବ ନାହିଁ

ଏହିଦିନ କରନ୍ତୁ କଚ୍ଛପ ଯନ୍ତ୍ରର ସ୍ଥାପନା :-

ଯଦି ଆପଣ ନିଜ ଦୋକାନ ବା ଅଫିସରେ କଚ୍ଛପ ଯନ୍ତ୍ର ସ୍ଥାପନ କରିବାକୁ ଚାହୁଁଛନ୍ତି, ତାହେଲେ ଏହାକୁ ଶୁକ୍ରବାର ଓ କୌଣସି ମାସର ପୂର୍ଣ୍ଣିମା ଦିନ ସ୍ଥାପନ କରନ୍ତୁ। ଏଭଳି କରିବା ଦ୍ଵାରା ବହୁତ ଲାଭ ମିଳିଥାଏ। ଆପଣ ଚାହିଁଲେ ଏହାକୁ ସ୍ଥାପନ କରିବା ପାଇଁ କୌଣସି ଶୁଭ ମୂହୁର୍ତ୍ତ ଧାର୍ଯ୍ୟ କରି ପାରିବେ।

ବ୍ୟାପାରରେ ଆସୁଥିବା ସମସ୍ତ ସମସ୍ୟା ହେବ ଦୂର :-

କଚ୍ଛପ ଯନ୍ତ୍ର ଦୋକାନ ବା ଅଫିସରେ ରଖିବା ଦ୍ଵାରା ଆପଣଙ୍କ ବ୍ୟବସାୟରେ ଆସୁଥିବା ସମସ୍ତ ସମସ୍ୟା ଦୂର ହୋଇଯିବ। ଏହାସହିତ ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ସକାରାତ୍ମକ ପ୍ରଭାବ ପଡ଼ିବ। ଆପଣଙ୍କ ଭାଗ୍ୟ ମଧ୍ୟ ସୁଦୃଢ ହେବାକୁ ଲାଗିବ। ଆପଣଙ୍କୁ କେବେବି ଆର୍ଥିକ ମାନ୍ଦାବସ୍ଥାର ସାମ୍ନା କରିବାକୁ ପଡ଼ିବ ନାହିଁ।

ଧନର ଅଭାବ କେବେବି ହୋଇ ନଥାଏ :-

କଚ୍ଛପ ଯନ୍ତ୍ର ଆପଣ ରଖିବା ଦ୍ଵାରା ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବା ସହିତ ତାଙ୍କର କୃପା ଦୃଷ୍ଟି ସର୍ବଦା ରହିବ। ଆପଣଙ୍କର ବ୍ୟବସାୟରେ କ୍ଷତି ହେବ ନାହିଁ।ଏହାସହିତ କେବେବି ଧନର ଅଭାବ ହୋଇ ନଥାଏ। ବ୍ୟାପାରରେ ଲାଭ ହିଁ ଲାଭ ମିଳିଥାଏ। ତେବେ ଆପଣ ମାନେ ମଧ୍ୟ ନିଜ ଦୋକାନ ଓ ଅଫିସ ଘରେ କଚ୍ଛପ ଯନ୍ତ୍ର ଆଣି ରଖନ୍ତୁ ଏବଂ ସୁଫଳ ପାଆନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *