Excuse Me Odisha

ଯାହା କହିବୁ ସତ କହିବୁ

ମୟୁରପୁଙ୍ଖର ୨୦ ଟି ଲାଭ। ୧୦୦% ଉନ୍ନତି। ଘରେ ହେବ ଟଙ୍କାର ବର୍ଷା !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମୟୁରପୁଙ୍ଖରେ ୨୦ ଟି ଲାଭ। ୧୦୦% ଉନ୍ନତି। ଘରେ ହେବ ଟଙ୍କାର ବର୍ଷା।

ବନ୍ଧୁଗଣ ମୟୁରପୁଙ୍ଖ ବହୁତ ଶୁଭ ହୋଇଥାଏ। ଆପଣଙ୍କ ସମସ୍ୟାକୁ କରିପାରେ ଦୂର। ଗରିବିର ହୋଇଥାଏ ଅନ୍ତ। ସ୍ୱାମୀ ସ୍ତ୍ରୀଙ୍କ ଝଗଡା ବି ହୋଇନଥାଏ। ଧନ ଆସିବାର ରାସ୍ତା ଖୋଲିଥାଏ। ଆସନ୍ତୁ ଜାଣିବା ଏହାର ଆଶ୍ଚର୍ଯ୍ୟ କରିଦେବା ଭଳି ଲାଭ ବିଷୟରେ।

ବନ୍ଧୁଗଣ ମୟୁରପୁଙ୍ଖକୁ ବହୁତ ଶୁଭ ମାନାଯାଏ। ଭଗବାନ ଶ୍ରୀକୃଷ୍ଣ ସର୍ବଦା ମୟୁରପୁଙ୍ଖକୁ ନିଜ ମୁଣ୍ଡରେ ଧାରଣ କରିଥାନ୍ତି। ମୟୁରପୁଙ୍ଖକୁ ଘରେ ରଖିଲେ ଅନେକ ଫାଇଦା ଥାଏ। ମୟୁରପୁଙ୍ଖରେ ଅନେକ ପ୍ରକାରର ଉପାୟ କରାଯାଏ ଯାହା ଦ୍ୱାରା ଅନେକ ପ୍ରକାରର ସମସ୍ୟାରୁ ମୁକ୍ତି ମିଳିଯାଏ। ଆଜି ଆମେ ଆପଣଙ୍କୁ ଏମିତି ଅନେକ ଉପାୟ ବିଷୟରେ ଜଣେଇବୁ ଯାହାକୁ କରିବା ପରେ ଆପଣ ମାଲାମାଲ ହୋଇଯିବେ। ଧନ ଅଚାନକ ଆସିବା ଆରମ୍ଭ ହୋଇଯିବ। ଗରିବୀର ହୋଇଥାଏ ଅନ୍ତ। କରଜରୁ ମିଳିଥାଏ ମୁକ୍ତି। ଆସନ୍ତୁ ଜାଣିବା ମୟୁରପୁଙ୍ଖର ଚମତ୍କାରୀ ଲାଭ।

ମୟୁରପୁଙ୍ଖ ରଖନ୍ତୁ ତକିଆ ତଳେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତକିଆ ତଳେ କିମ୍ବା ତକିଆର କଭର ଭିତରେ ଗୋଟେ ମୟୁରପୁଙ୍ଖ ରଖି ଶୋଇବା ଦ୍ୱାରା ବିନା ବାଧାରେ ଲାଭର ପ୍ରାପ୍ତି ହୋଇଥାଏ। ତକିଆ ତଳେ ମୟୁରପୁଙ୍ଖ ରଖିବା ପାଇଁ ଆପଣ ମୟୁରପୁଙ୍ଖକୁ ଅଳ୍ପ କାଟିନିଅନ୍ତୁ। ଏହାକୁ ତକିଆ ତଳେ ରଖି ଶୋଇଲେ ବ୍ୟକ୍ତିକୁ ସଫଳତା ମିଳିଥାଏ। ଅଚାନକ ଧନ ଆସିବାରେ ଲାଗିଥାଏ। ବ୍ୟକ୍ତି ହୋଇଯାଏ ଧୀରେ ଧୀରେ ମାଲା ମାଲ। ପିଜିଟିଭ ପ୍ରଭାବ ପଡିଥାଏ। ଖରାପ ସ୍ୱପ୍ନବି ଆସିନଥାଏ।

କୋଟିପତି ବନିବା ପାଇଁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁଠି ପୁରା ପରିବାର ଏକା ସହିତ ବସିଥାନ୍ତି ସେହି ସ୍ଥାନରେ ମୟୁରପୁଙ୍ଖ ରଖିଲେ ବ୍ୟକ୍ତି ଧୀରେ ଧୀରେ କୋଟିପତି ହୋଇଯାଏ। ମୟୁରପୁଙ୍ଖକୁ ପ୍ରତିଦିନ ଦର୍ଶନ କଲେ ସକରାତ୍ମକ ଉର୍ଜା ପ୍ରାପ୍ତ ହୋଇଥାଏ। ଧୀରେ ଧୀରେ ଘରର ସମସ୍ତ ସଦସ୍ୟ ସଫଳତା ହୋଇଥାନ୍ତି।

ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କେବେବି ହୋଇନଥାଏ ତଲାକ ଲଢେଇ ଝଗଡା ହୋଇନଥାଏ। ଦୁଇଟି ମୟୁରପୁଙ୍ଖର ଯୋଡାକୁ ସ୍ୱାମୀ ସ୍ତ୍ରୀଙ୍କ ରୁମରେ ପୂର୍ବ ପଶ୍ଚିମ ଦିଗରେ ଲଗେଇଲେ ପ୍ରେମ ଆହୁରି ବଢିଯାଇଥାଏ ଲଢେଇ ଝଗଡା କେବେବି ହୋଇନଥାଏ। ଏମିତିକି କଥା ତଲାକ ପର୍ଯ୍ୟନ୍ତ ବି ଯାଇନଥାଏ। ସ୍ୱାମୀଙ୍କର ପର ସ୍ତ୍ରୀ ସହିତ ବି ସମ୍ବଦ୍ଧ ହୋଇନଥାଏ। ସମ୍ପର୍କ ମଜବୁତ ହୋଇଥାଏ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଆହୁରି ପ୍ରେମ ବଢିଯାଏ।

ଯେଉଁଠାରେ ହୋଇଥାଏ ଦେବୀ ଦେବତାଙ୍କ ବାସ ସେ ଘର କେବେବି ଗରିବ ହୋଇନଥାଏ। ସର୍ବଦା ଧନ କେଉଁଠୁ ନାଁ କେଉଁଠୁ ଆସିଥାଏ। ସମସ୍ତଙ୍କ ଘରେ ବନାହୋଇଥିବା ମନ୍ଦିରରେ ୧ ଟି ମୟୁରପୁଙ୍ଖ ନିଶ୍ଚୟ ରଖିବା ଦରକାର। ଏହା ଦ୍ବାରା ବ୍ୟକ୍ତି ମାଲାମାଲ ହୋଇଯାନ୍ତି। ସଫଳତାର ରାସ୍ତା ଖୋଲିଥାଏ।

ଯଦି ଆପଣ ଚାହାଁନ୍ତି ମା ଲକ୍ଷ୍ମୀ ଦୌଡ଼ି ଦୌଡ଼ି ଚାଲି ଆସନ୍ତୁ ତ ଗୋଟେ ମୟୁରପୁଙ୍ଖ ଘରର ମୁଖ୍ୟ ଦ୍ୱାରରେ ନିଶ୍ଚୟ ଲଗାଇ ଦିଅନ୍ତୁ। ଆପଣ ତାହାକୁ ଫୋଟ ଫ୍ରେମ ବି କରିପାରନ୍ତି। ଘରର ମୁଖ୍ୟ ଦ୍ୱାରରେ ମୟୁରପୁଙ୍ଖ ଲଗାଇଲେ ପଇସା ଚୁମ୍ବକ ଭଳି ଆସିଥାଏ।

ଦୁକାନରେ ବି ଆପଣ ମୟୁରପୁଙ୍ଖ ଲଗେଇ ପାରିବେ। କାମ କାର୍ଯ୍ୟ ବହୁତ ସହଜରେ ଚାଲିବାକୁ ଲାଗିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *