Excuse Me Odisha

ଯାହା କହିବୁ ସତ କହିବୁ

ଏହି ଚମତ୍କାରି ଦୀପ ଜାଳିଲେ ଆପଣଙ୍କ ଭାଗ୍ୟ ଖୋଲିଯିବ। ଦାରିଦ୍ର୍ୟ ଦୂର ହୋଇ ସୁଖ ସମୃଦ୍ଧି ବୃଦ୍ଧି ପାଇବ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ଚମତ୍କାରି ଦୀପ ଜାଳିଲେ ଆପଣଙ୍କ ଭାଗ୍ୟ ଖୋଲିଯିବ। ଦାରିଦ୍ର୍ୟ ଦୂର ହୋଇ ସୁଖ ସମୃଦ୍ଧି ବୃଦ୍ଧି ପାଇବ।

ଯିଏ ଭଗବାନ ଶିବଙ୍କ ଶରଣକୁ ଯାଏ ସିଏ ଆଉ କେଉଁଠି କି ଯିବାର ଆବଶ୍ୟକତା ନାହିଁ। କାରଣ ଭଗବାନ ଶିବ ଯାହା ଉପରେ ବି ହାତ ରଖିଦିଅନ୍ତି ସେ ବ୍ୟକ୍ତିର ଉଧାର ହୋଇଯାଏ।ସେ ବ୍ୟକ୍ତିକୁ ଆଉ କିଛି ବି ଦରକାର ନାହିଁ। କାରଣ ସେ ଭଗବାନ ଶିବଙ୍କ ଠାରୁ ହିଁ ସବୁକିଛି ପାଇନେବ କିନ୍ତୁ ଏକ ଛୋଟ ପ୍ରୟୋଗ କୌଣସି ବି ସୋମବାର ଦିନ ଗୋଟିଏ ଦୀପ ଏମିତି ଯାହା ଆପଣଙ୍କର ସବୁ ଦୁଃଖକୁ ହିଁ ଜାଳିଦେବ

ତେବେ ଦୀପ କେଉଁଠାରେ ଜାଳିବା ଜୀବନରେ ଦୁଃଖ ସମାପ୍ତ ହୋଇଯିବ। ଜୀବନରେ କେବଳ ଖୁସି ଆସିବ। ସୋମବାର ଦିନ ଭଗବାନ ଶିବଙ୍କର ଆରୋଧନା କରିବା ଦ୍ବାରା ଜୀବନରେ ସବୁ କଷ୍ଟ ସମାପ୍ତ ହୋଇଯିବ। ଭଗବାନ ଶିବଙ୍କର ଆରୋଧନା କରୁଥିବା ବ୍ୟକ୍ତିଙ୍କର କୌଣସି ଗ୍ରହ ବାଧା ସମସ୍ୟା ଦେଇନଥାଏ। ଭଗବାନ ଶିବଙ୍କ ଉପରେ ବିଭିନ୍ନ ପ୍ରକାରର ଜିନିଷ ଅର୍ପଣ କରାଯାଇଥାଏ ଯାହା ଦ୍ୱାରାକି ସମସ୍ତ ସମସ୍ୟା ଦୂର ହୋଇଯିବ।

ଯଦି ଆପଣ କରଜରେ ଚିନ୍ତିତ ଅଛନ୍ତି ଜୀବନରେ ଗୋଟିଏ ପରେ ଗୋଟିଏ ସମସ୍ୟା ଆସୁଛି ଯିବାର ନାଁ ନେଉନି। ଧନର ସମସ୍ୟା ଅଧିକ ଚିନ୍ତିତ କରୁଛି ତେବେ ଥରେ ବଟକେଶ୍ୱର ମହାଦେବଙ୍କର ଶରଣକୁ ଚାଲିଯାଅନ୍ତୁ। ସମସ୍ତ ସମସ୍ୟାରୁ ଆପଣଙ୍କୁ ବାହାର କରିଦେବେ। ଆପଣଙ୍କ ଘର ପାଖରେ ଥିବା ବର ଗଛ ପାଖକୁ ସୋମବାର ଦିନ ଯିବେ ଗୋଟେ ଘଟି ଜଳରେ ଗୋଟେ ଚୁଟକି ଚାଉଳ ଗୋଟେ ଚୁଟକି ହଳଦୀ ନେଇକି କୌଣସି ବର ଗଛ ପାଖକୁ ଯାଆନ୍ତୁ ଏବଂ ସେଠାରେ ଜଳ ଅର୍ପଣ କରନ୍ତୁ ଆଉ ବଟକେଶ୍ୱର ମହାଦେବଙ୍କୁ ପ୍ରଣାମ କରନ୍ତୁ

ଏହାପରେ ଅଳ୍ପ ଚେର ଗଛରୁ ତୋଳି ଆଣନ୍ତୁ। ଏବଂ ଏହି ଚେରକୁ ଲାଲ ଧାଗା ସାହାର୍ଯ୍ୟରେ ବାନ୍ଧି ନିଜ ପକେଟରେ ରଖିଦିଅନ୍ତୁ ବା ପର୍ସରେ ରଖିଦିଅନ୍ତୁ କିମ୍ବା ବ୍ୟବସାୟ ସ୍ଥଳରେ ରଖିପାରିବେ ନହେଲେ ଗଳା ବା ହାତରେ ବାନ୍ଧି ପାରିବେ। ଏହି ଉପାୟ ୩ ସୋମବାର କରିବେ। ଧନର ସମସ୍ୟା ଦୂର ହେବ କରଜ ସମସ୍ୟାବି ଦୂର ହୋଇଯିବ।

କେତେ ଥର କଣ ହୋଇଥାଏ ନାଁ ଶତ୍ରୁ ବହୁତ ହଇରାଣ କରନ୍ତି ତେବେ ଏମିତିରେ କଣ କରିବେ ନାଁ ଏଥିପାଇଁ ଦରକାର ୧୧ ଟି କଳା ମରିଚ ଏବଂ କଞ୍ଚା କ୍ଷୀର। କଳା ମରିଚକୁ କୁଟି କରି ପାଉଡର କରିବେ ଏବଂ କଞ୍ଚା କ୍ଷୀରରେ ମିଶେଇକି ଭଗବାନ ଶିବ ଲିଙ୍ଗରେ ଅର୍ପଣ କରିବେ। ଏପରି କରିବା ଦ୍ବାରା ଶତ୍ରୁ ବିରୋଧୀ ଶାନ୍ତ ହୋଇଯାନ୍ତି।

ଏହି ପ୍ରୟୋଗ ୩ ସୋମବାର ଲଗାତାର କରନ୍ତୁ।

ଭଗବାନ ଶିବ ଲିଙ୍ଗରେ ଜଳ ଅର୍ପଣ କଲେ ଘରେ ସୁଖ ଶାନ୍ତି ରହିଥାଏ।

ଭଗବାନ ଶିବ ଲିଙ୍ଗରେ ହରଡ଼ ଡାଲି ବା ହରଡ଼ ପତ୍ର ଅର୍ପଣ କଲେ ଧନ ଐଶ୍ୱର୍ଯ୍ୟ ମିଳିଥାଏ।

ମୁଗ ଡାଲି ଅର୍ପଣ କଲେ ବୁଧ ଶାନ୍ତ ହୋଇଯାଏ।

ମହୁ ଅର୍ପଣ କଲେ ଶତ୍ରୁ ବିରୋଧୀ ଶାନ୍ତ ହୋଇଥାନ୍ତି।

ଯଦି ଚିନି ଅର୍ପଣ କରନ୍ତି ତେବେ ଦୁଃଖର ନାଶ ହୋଇଥାଏ। ଦରିଦ୍ର୍ୟତା ସମାପ୍ତ ହୋଇଥାଏ।

କଳା ରାଶି ଅର୍ପଣ କଲେ କଳହ ଦୂର ହୋଇଥାଏ। ଶନିଦେବଙ୍କର ବାଧା ଦୂର ହୋଇଥାଏ।

ଏବେ ଆସନ୍ତୁ ଜାଣିବା ସେହି ଦୀପ ଯାହାକି ଚମତ୍କାରି ଦୀପ ଯାହା ଆପଣଙ୍କ ଜୀବନରୁ ଧନର ସମସ୍ୟାକୁ ଦୂର କରିଥାଏ। କରଜରୁ ବାହାର କରିଦେବ। କୌଣସି ସୋମବାର ଦିନ ଏହି ଉପାୟ କରିବେ।

ବେଲ ପତ୍ରର ଗଛ ଆଖ ପାଖରେ ଯେଉଁଠି ବି ଅଛି ସେଠାରେ ମାଟିର ଦୀପ ଏବଂ ସେଥିରେ ଘିଅ ଏବଂ ଦୁଇଟି ବତୀ ଦେଇ ଜାଳିବେ। ଏହାକୁ ସୋମବାର ଦିନ ସନ୍ଧ୍ୟାରେ କରିବେ। ଦୀପ ତଳେ ଚାଉଳର ଗୋଟେ ଦାନା ରଖିବେ। ଆପଣ ଦେଖିବେ ଲଗାତାର ୫ ସୋମବାର କରିବେ ତ ଜୀବନରୁ ସମସ୍ତ ସମସ୍ୟାରୁ ମୁକ୍ତି ପାଇଯିବେ ଦୁଃଖରୁ ମୁକ୍ତି ମିଳିବ। ସୁଖ ସମୃଦ୍ଧିର ବୃଦ୍ଧି ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *