Excuse Me Odisha

ଯାହା କହିବୁ ସତ କହିବୁ

ଏହିସବୁ ଉପାୟ ଗୁଡ଼ିକୁ କରିବା ଦ୍ଵାରା ଆଣ୍ଠୁଗଣ୍ଠି ଦରଜରୁ ଖୁବ୍ ସହଜରେ ମୁକ୍ତି ପାଇ ପାରିବେ। ଜାଣନ୍ତୁ କଣ ସେହି ଉପାୟ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ।ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଲୋକମାନେ ନିଜର ଜୀବନଶୈଳୀକୁ ବିଗାଡି ଦେଇଛନ୍ତି। ଯାହାଦ୍ଵାରା ଅଧିକାଂଶ ଲୋକେ ଗ୍ୟାସ, ଏସିଡିଟି, ଆଣ୍ଠୁ ଗଣ୍ଠି ସମସ୍ୟା, ମଧୁମେହ, ବ୍ଲଡ଼ ପ୍ରେସର ଭଳି ଅନେକ ସମସ୍ୟାରେ ପୀଡ଼ିତ ହେଉଛନ୍ତି।ଏଥିପାଇଁ ଅନେକ ଔଷଧ ମଧ୍ୟ କିଛି ସୁଫଳ ପ୍ରଦାନ କରୁ ନାହିଁ। ତେଣୁ ଆଜି ଆମେ ଆପଣ ମାନଙ୍କୁ କିଛି ଘରୋଇ ପ୍ରାକୃତିକ ଉପାୟ ବିଷୟରେ କହିବାକୁ ଯାଉଛୁ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ତେବେ ଏହି ପ୍ରାକୃତିକ ଘରୋଇ ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ଉପାଦାନ ଗୁଡ଼ିକ ହେଉଛି ସୋରିଷ ତେଲ,ରସୁଣ,ଡାଲଚିନି ଓ ମେଥି।ଏହି ସମସ୍ତ ଜିନିଷକୁ ବ୍ୟବହାର କରି ଆପଣ ଉପଚାରକୁ ପ୍ରସ୍ତୁତ କରିବେ।ଏକ ପାତ୍ରରେ କିଛି ସୋରିଷ ତେଲ ନେଇ ଏହାକୁ କିଛି ସମୟ ପର୍ଯ୍ୟନ୍ତ ଗରମ କରନ୍ତୁ।ଏହାପରେ ଏଥିରେ କିଛି ଡାଲଚିନି, କିଛି କୋସା ରସୁଣ, ଅଳ୍ପ ମେଥି ଦାନା ପକାଇ ଦିଅନ୍ତୁ।

ଏହାକୁ କିଛି ସମୟ ପର୍ଯ୍ୟନ୍ତ ଭଲଭାବରେ ଗରମ କରି ନିଅନ୍ତୁ। ତାପରେ ଏହାକୁ ପୁଣି କିଛି ସମୟ ପର୍ଯ୍ୟନ୍ତ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ଥଣ୍ଡା ହେବା ପରେ ଆପଣ ଏହାକୁ ନେଇ ବ୍ୟବହାର କରି ପାରିବେ। ଆପଣ ନିଜର ଦ ବ୍ୟବହାର କରି ପାରିବେ। ଆଜିକାଲି ଅଧିକାଂଶ ଲୋକଙ୍କର ଶରୀର ବ୍ୟଥା ହେବାର ସମସ୍ୟା ଦେଖା ଯାଉଛି। ତେଣୁ ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହି ଘରୋଇ ଉପଚାର ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ।

ପ୍ରସ୍ତୁତ କରିଥିବା ଉପାୟକୁ ଆପଣ ନିଜର ଦରଜ ହୋଇଥିବା ସ୍ଥାନରେ ଭଲ ଭାବରେ ମାଲିସ କରନ୍ତୁ।ଦେଖିବେ ଖୁବ୍ ଅଳ୍ପ ଦିନ ମଧ୍ୟରେ ଆପଣଙ୍କୁ ସୁଫଳ ମିଳିବ। ଏହାସହିତ ଆପଣଙ୍କୁ ଆରାମ ମଧ୍ୟ ମିଳିବ। ଏହାକୁ ବ୍ୟବହାର କରିବା ମଧ୍ୟ ଆପଣଙ୍କ ପାଇଁ ବହୁତ ସହଜ ଅଟେ। ଆପଣ ଏହାକୁ ପ୍ରତିଦିନ ବ୍ୟବହାର କରି ପାରିବେ।

ଏହି ଉପଚାରକି ପ୍ରସ୍ତୁତ କରି ଆପଣ ଏହାକୁ ବ୍ୟବହାର କରିବା ସହିତ କିଛିଦିନ ପାଇଁ ସଂରକ୍ଷଣ ମଧ୍ୟ କରି ପାରିବେ।ଆପଣଙ୍କ ଶରୀରରେ ଦରଜ ହେଉଥିବା ସ୍ଥାନରେ ଆପଣ ଏହାକୁ ମାଲିସ କରି ସୁଫଳ ପାଇ ପାରିବେ।

ତେବେ ସାଙ୍ଗମାନେ, ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *