Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀକୃଷ୍ଣ ନିଜେ କହିଛନ୍ତି – ମହିଳା ମାନେ ଏଭଳି ଶୋଇଲେ, ଘରେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। ପ୍ରତ୍ୟେକ ମଣିଷ ଶରୀର ପାଇଁ ନିଦ ବହୁତ ଜରୁରୀ ଅଟେ। ଆମେ ଶୋଇବା ପରେ ଆମ ଶରୀରର ସବୁ ଥକାପଣ ଦୂର ହୋଇଯାଇଥାଏ। ସମସ୍ତଙ୍କର ଶୋଇବାର ଏକ ନିର୍ଦ୍ଧିଷ୍ଟ ସମୟ ରହିଥାଏ। କିନ୍ତୁ ବେଳେବେଳେ ଏହି ନିଦ ଗଭୀର ହୋଇଯାଏ କି ବ୍ୟକ୍ତି କେତେବେଳେ ଓ କେଉଁ ସମୟରେ ମଧ୍ୟ ଶୋଇ ଯାଇଥାନ୍ତି। ଆଜି ଆମେ ଆପଣ ମାନଙ୍କୁ ମହିଳା ମାନେ କେଉଁଭଳି ଭାବରେ ଶୋଇବା ଉଚିତ, ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

– ବିଳମ୍ବ ରାତିରେ କେବେ ମଧ୍ୟ ମହିଳା ମାନଙ୍କୁ ଶୋଇବା ଉଚିତ ନୁହେଁ।ଶାସ୍ତ୍ର ଅନୁସାରେ ବିନା କାରଣରେ ମହିଳା ମାନେ ଅଧିକ ରାତି ପର୍ଯ୍ୟନ୍ତ ଉଜାଗର ରହିଲେ, ଘରେ ଅଶାନ୍ତି ସୃଷ୍ଟି ହୋଇପାରେ। ତେଣୁ ମହିଳା ମାନଙ୍କୁ ବିନା କାରଣରେ ବିଳମ୍ବ ରାତି ପର୍ଯ୍ୟନ୍ତ ଉଜାଗର ରହିବା ଉଚିତ ନୁହେଁ। ଏହାଦ୍ବାରା ଶରୀର ଅସୁସ୍ଥ ହୋଇଥାଏ। ତେଣୁ ରାତିରେ ଶୀଘ୍ର ଶୋଇ ସକାଳୁ ଶୀଘ୍ର ଉଠିବା ଉଚିତ।

– ଶାସ୍ତ୍ର ଅନୁସାରେ ଯେଉଁ ଘରେ ମହିଳାମାନେ ଅଧିକ ସମୟ ପର୍ଯ୍ୟନ୍ତ ଶୋଇ ରହି ଥାଆନ୍ତି, ସେହି ଘରେ ରାହୁ, କେତୁ ଓ ଶନିଙ୍କର କୋପ ଦୃଷ୍ଟି ପଡ଼ିଥାଏ। ଏହାସହିତ ଦେବୀ ଓ ଦେବରା ମାନେ ସେହି ଘର ଉପରେ କ୍ରୋଧିତ ହୋଇ ଯାଇଥାନ୍ତି।ତେଣୁ ଏଭଳି ଭୂଲ କରିବା ଉଚିତ ନୁହେଁ। ଅସମୟରେ ଶୋଇବା ମଧ୍ୟ ଧନହାନୀ ଓ ରୋଗଗ୍ରସ୍ତ ହେବାର କାରଣ ହୋଇଥାଏ।

– ଯେଉଁ ସମୟରେ ଆପଣ ଶୋଇବାକୁ ଯାଉଛନ୍ତି, ସେତେବେଳେ ଆପଣ ନିଜ ମନରେ କୌଣସି ପ୍ରକାରର ନକରାତ୍ମକ ଭାବନା ରଖନ୍ତୁ ନାହିଁ ଏବଂ ନକାରାତ୍ମକ କଥା କୁହନ୍ତୁ ନାହିଁ।ନଚେତ କିଛି ଖରାପ ସ୍ବପ୍ନ ଦେଖି ପାରନ୍ତି। ତେଣୁ ଶୋଇବାକୁ ଯିବା ସମୟରେ ମନରେ ସର୍ବଦା ସକାରାତ୍ମକ ବିଚାର କରିବା ଉଚିତ।

– ମଙ୍ଗଳବାର, ଶନିବାର ଓ ଗୁରୁବାର ଦିନ ଅଧିକ ସମୟ ପର୍ଯ୍ୟନ୍ତ ଶୋଇବା ଉଚିତ ନୁହେଁ। ତେଣୁ ଏହି ବାର ଦିନ ଖୁବ୍ ଶୀଘ୍ର ଉଠିବାକୁ ଚେଷ୍ଟା କରନ୍ତୁ। ଶାସ୍ତ୍ର ଅନୁସାରେ ଏହିଦିନ ମାନଙ୍କରେ ବିଳମ୍ବରେ ଉଠିବା ଦ୍ଵାରା ଅନେକ ଦୋଷ ଲାଗିଥାଏ, ଯାହା ଆପଣ ଘରକୁ ବର୍ବାଦ କରି ଦେଇଥାଏ।

– ଶାସ୍ତ୍ର ଅନୁସାରେ ସକାଳୁ ଉଠିବାର ସଠିକ ସମୟ ହେଉଛି ଭୋର ୪ ଘଟିକାରୁ ୫.୩୦ ଭିତରେ ମାନାଯାଇଥାଏ। ଏହି ସମୟରେ ଉଠୁଥବା ଲୋକଙ୍କ ଉପରେ ପ୍ରତ୍ୟେକ ଦେବୀ ଦେବତା ଓ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଘରର ମହିଳା ମାନେ ପୂର୍ବ ଓ ଦକ୍ଷିଣ ଦିଗ ଆଡ଼କୁ ମୁଣ୍ଡ କରି ଶୋଇବା ଉଚିତ।ଏହାଦ୍ଵାରା ପରିବାରରେ ସୁଖଶାନ୍ତିର ବାତାବରଣ ଦେଖା ଦେଇଥାଏ। ଏହି ଦିଗକୁ ମୁଣ୍ଡ କରି ପ୍ରତ୍ୟେକ ପୁରୁଷ ଓ ମହିଳା ମାନେ ଦୁହେଁ ଶୋଇବା ଉଚିତ।

ତେବେ ବନ୍ଧୁଗଣ, ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *