Excuse Me Odisha

ଯାହା କହିବୁ ସତ କହିବୁ

ମହାଶିବ ରାତ୍ରି ପୂର୍ବରୁ ଏହି ୫ ଟି ରାଶି ଉପରେ ଧନ ବର୍ଷା କରିବେ ବାବା ଭୋଳାନାଥ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହାଶିବ ରାତ୍ରି ପୂର୍ବରୁ ଏହି ୫ ଟି ରାଶି ଉପରେ ଧନର ବର୍ଷା କରିବେ ଭଗବାନ ଭୋଳାନାଥ

ବନ୍ଧୁଗଣ ମହାଶିବ ରାତ୍ରି ପୂର୍ବରୁ ଏହି ୫ ଟି ରାଶିରେ ଧନର ବର୍ଷା ହେବ। ଭଗବାନ ଭୋଳାନାଥଙ୍କୁ ଦେବଙ୍କ ଦେବ ମହାଦେବ ଶଙ୍କର ନୀଳକଣ୍ଠ ଭୋଳାବାବା ଶିବଶମ୍ଭୁ କାଶୀ ବିଶ୍ଵନାଥ ମହେଶ୍ୱର ଯେପରି ଅନେକ ନାମରେ ଜଣାଯାଏ। କୁହାଯାଏ କି ମନ ଶରୀରୁ ଜିଏବି ପୁରା ଶ୍ରଦ୍ଧାରେ ଭୋଳାନାଥଙ୍କର ପୁରା ଆରୋଧନା କରେ ମହାଶିବ ରାତ୍ରି ଦିନ ତାଙ୍କୁ ମନବାଂଛିତ ଫଳ ମିଳିଥାଏ। ଭଗବାନ ଶିବ ତାଙ୍କ ଭକ୍ତଙ୍କୁ ଦୁଃଖ କଷ୍ଟ ସମସ୍ୟାରୁ ରକ୍ଷା କରନ୍ତି।

ଭଗବାନ ଶିବଙ୍କର ଆରୋଧନାର ବିଶେଷ ପର୍ବ ହେଉଛି ମହାଶିବ ରାତ୍ରି ଦିନଟି ଅଟେ। ଆପଣ ଯଦି ଏହି ଦିନ ଭଗବାନ ଶିବଙ୍କର ପୂଜା କରନ୍ତି ତ ବିଶେଷ ମନସ୍କାମନା ପୂରଣ ହୋଇଥାଏ। ଏହିଥର ଏହି ମହାଶିବ ରାତ୍ରି ୧ମାର୍ଚ୍ଚ ୨୦୨୨ ମଙ୍ଗଳବାର ଦିନକୁ ପଡୁଛି। ବିଶେଷ କଥା ଏହାକି ଏହିଥର କେତେ ବର୍ଷ ପରେ କେତେ ସାରା ଗ୍ରହର ଦୁର୍ଲଭ ମହାସଂଯୋଗ ବନୁଛି। କାରଣ ଏହି ଦିନ ଶିବାଳୟରେ ଭଗବାନ ଭୋଳାନାଥଙ୍କର ବିଶେଷ ପୂଜା କରାଯାଏ। ମହାଶିବ ରାତ୍ରି ଆସିବା ପୂର୍ବରୁ ହିଁ ସବୁ ପ୍ରସ୍ତୁତିର ଆୟୋଜନ ହୋଇଯାଏ।

ଭକ୍ତ ମାନେ ଭୋଳାନାଥଙ୍କର ବ୍ରତ ଉପବାସ ରଖି ଭଗବାନ ଶିବ ଲିଙ୍ଗରେ ଜଳ ଅର୍ପଣ କରିଥାନ୍ତି। ଆଉ ବିଶେଷ ମନସ୍କାମନାକୁ ପୂରଣ କରିବା ପାଇଁ ଆଶୀର୍ବାଦ ମାଗନ୍ତି। ଭଗବାନ ଶିବଙ୍କୁ ହିନ୍ଦୁ ଧର୍ମରେ ଏହି ବ୍ରତକୁ ବହୁତ ମହତ୍ତ୍ୱପୂର୍ଣ୍ଣ ମାନନ୍ତି। ଏହି ବର୍ଷ ମହାଶିବ ରାତ୍ରି ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦଶି ତିଥିରେ ପଡୁଛି। ଏହି ଦିନ ଶୁଭ ଯୋଗ ବନୁଛି ଯାହାର କାରଣରୁ ମହାଶିବ ରାତ୍ରିରେ କିଛି ଲାଭ ଏହି ରାଶି ମାନଙ୍କୁ ମିଳିବାକୁ ଯାଉଛି। ତ ଏହି ବର୍ଷ ମହାଶିବ ରାତ୍ରିରେ ୪ ଟି ଗ୍ରହ ଏକା ସାଙ୍ଗରେ ବସିଛନ୍ତି। ମାନେ ମକର ରାଶିରେ ବୁଧ ମଙ୍ଗଳ ଶୁକ୍ର ଶନିଙ୍କର ଜ୍ୟୋତି ବନୁଛି।

ଯାହାର କାରଣରୁ ଏହିଥର ମହାଶିବ ରାତ୍ରି ଆହୁରି ଖାସ ବନୁଅଛି। ଏହି ମହାଶିବ ରାତ୍ରି ସର୍ବ ସିଦ୍ଧି ଯୋଗ ଏବଂ ଅମୃତ ସିଦ୍ଧି ଯୋଗ ନେଇକି ଆସୁଛି। କେତେ ସାରା ଯୋଗ ମଧ୍ୟ ବନୁଅଛି। ଏହା ମଙ୍ଗଳବାର ଦିନ ପଡୁଛି। ମଙ୍ଗଳବାର ଭଗବାନ ହନୁମାନଙ୍କର ବାର ଅଟେ। ଆଉ ଭଗବାନ ହନୁମାନ ଭଗବାନ ଶିବଙ୍କର ଅଂଶ ଅଟେ। ଏଥିପାଇଁ ଏହି ବର୍ଷ ମହାଶିବ ରାତ୍ରିକୁ ବିଶେଷ ଲାଭକାରୀ ମାନାଯାଏ।

ଏହି ଶିବ ରାତ୍ରିର ତିଥି ମାର୍ଚ୍ଚ ୧ ମଙ୍ଗଳବାର ଦିନ ସକାଳ ୩:୧୭ ମିନିଟରେ ଆରମ୍ଭ ହେବ ଏବଂ ୨ ମାର୍ଚ୍ଚ ରାତ୍ରି ୧ ଟା ପର୍ଯ୍ୟନ୍ତ ରହିବ ଏବଂ ଏହିଦିନ ଆପଣ ଭଗବାନ ଶିବଙ୍କର ବିଶେଷ ରୂପେ ପୂଜାପାଠ କରନ୍ତୁ ଆଉ ନିଜର ବିଶେଷ ମନସ୍କାମନାକୁ ମଧ୍ୟ ପୂରଣ କରନ୍ତୁ। ମାନ୍ୟତା ଅଛି ଏହି ଦିନ ବ୍ରତ କଲେ ମନସ୍କାମନା ପୂରଣ ହୋଇଥାଏ। କନ୍ୟାର ବିବାହ ଯଦି ବହୁତ ସମୟ ଧରି ହୋଇପାରୁନାହିଁ କିମ୍ବା କୌଣସି ପ୍ରକାରର ବାଧା ଆସୁଛି ତ ମହାଶିବ ରାତ୍ରି ବିତ୍ର ତାଙ୍କ ଦ୍ବାରା କରାନ୍ତୁ। ଏହା ଫଳଦାୟୀ ଅଟେ।

ଯଦି ଆପଣ ଏହି ଦିନ ବ୍ରତ ରଖନ୍ତି ତ ଆପଣଙ୍କ ଘର ପରିବାରରେ ସୁଖ ସମୃଦ୍ଧି ଆସିଥାଏ। ଏହି ମହାଶିବ ରାତ୍ରି କେତେ ଗୁଡିଏ ରାଶିଙ୍କ ପାଇଁ ବହୁତ ଶୁଭ ରହିବ। କାରଣ ମହାଶିବ ରାତ୍ରି ପୂର୍ବରୁ ଭଗବାନ ଶିବଙ୍କର କିଛି ରାଶିଙ୍କ ଉପରେ ଆଶୀର୍ବାଦ ରହିବ। ଏହି ଦିନ ଶନି ଶୁକ୍ର ଏବଂ ବୁଧ ଗୋଟିଏ ରାଶି ମକର ରାଶିରେ ବିରାଜମାନ କରିବେ। ଏହି ରାଶିମାନେ ନିଜ ଜୀବନରେ ଦୁଇଗୁଣା ଉନ୍ନତି କରିବେ। ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ।

ମେଷ ରାଶି। ଏହି ରାଶିର ଜାତକଙ୍କୁ ଭୋଳାନାଥଙ୍କ କୃପା ମହାଶିବ ରାତ୍ରି ପୂର୍ବରୁ ଆପଣଙ୍କ ଉପରେ ପଡୁଛି। ଆପଣ ଧନ ପ୍ରାପ୍ତି କରିବେ। ଇନକମରେ ଜବରଦସ୍ତ ବୃଦ୍ଧି ହେବ। ଧନରେ ମାଲାମାଲ ହେବାରୁ ଆପଣଙ୍କୁ କେହି ଅଟକାଇ ପାରିବେ ନାହିଁ। କୌଣସି ବିଜନେସ ବ୍ୟାପାର ଯଦି ଆପଣଙ୍କର ଚାଲିଛି ଦୁଇଗୁଣା ଧନ ଲାଭ ହେବ। ଯଦି ଚାକିରୀ କରୁଛନ୍ତି ତ ଆପଣଙ୍କୁ ବୃଦ୍ଧି ଦେଖିବାକୁ ମିଳିବ। ମହାଦେବଙ୍କ କୃପାରୁ ଆପଣଙ୍କ ବୈବାହିକ ଜୀବନରେ ଖୁସି ଦେଖିବାକୁ ମିଳିବ। ବିବାହରେ ଯଦି ଡେରି ହେଉଥାଏ ତ ଆପଣଙ୍କର ବିବାହର ଯୋଗ ବନିବ।

କନ୍ୟା ରାଶି। ଏହି ରାଶିର ଜାତକଙ୍କ ଉପରେ ମହାଶିବ ରାତ୍ରିରେ ଭଗବାନ ଶିବଙ୍କର ବିଶେଷ କୃପା ରହିବ। ଏଥିପାଇଁ ମହାଶିବ ରାତ୍ରି ପର ଠାରୁ ଧନରେ ମାଲାମାଲ ହେବେ। ଭଗବାନ ଶିବଙ୍କ କୃପାରୁ ଆପଣଙ୍କ ଭାଗ୍ୟ ଚମକିବାକୁ ଯାଉଛି। ଯଦି ଆପଣ ଏହି ସମୟରେ ନୂତନ ବିଜନେସ ସ୍ଥାପନ କରିବାକୁ ଚାହୁଁଛନ୍ତି କିମ୍ବା ଚାକିରୀରେ ପ୍ରୋମସନ ଚାହୁଁଛନ୍ତି ତ ସେଥିରେ ବୃଦ୍ଧି ଦେଖିବାକୁ ମିଳିବ।

ମହାଦେବଙ୍କ କୃପାରୁ ଅନେକ ଜାଗାରୁ ଆପଣଙ୍କୁ ଧନର ଲାଭହେବ। ପୁରୁଣା କାର୍ଯ୍ୟ ଆପଣଙ୍କର ହୋଇଯିବ ଯାହା ଅନେକ ଦିନ ଧରି ପଡି ରଗିଥିଲା। ମହତ୍ବପୂର୍ଣ ଅଵସର ପ୍ରାପ୍ତ ହେବ। ଘରେ ସୁଖ ଦେଖିବାକୁ ମିଳିବ। ଯାହା କିଛି ବି ସମସ୍ୟା ଥିଲା ତାହା ସବୁ ଦୂର ହେବ। ଭଗବାନ ଶିବଙ୍କ କୃପାରୁ ଆପଣଙ୍କୁ ଅନେକ ଜାଗାରୁ ଧନ ପ୍ରାପ୍ତ ହେବ। ବଡ଼ ଭାଇ ଭଉଣୀଙ୍କର ସହଯୋଗ ପ୍ରାପ୍ତ ହେବ। ବୈବାହିକ ଜୀବନ ସୁଖମୟ ହେବ।

ମକର ରାଶି। ଏହି ରାଶିର ଜାତକଙ୍କର ଭାଗ୍ୟ ଦୁଇଗୁଣା ଚମକିବ। ଭଗବାନ ଶିବଙ୍କ କୃପାରୁ ମହାଶିବ ରାତ୍ରି ପୂର୍ବରୁ ବଡ଼ ଖୁସି ଖବର ମିଳିବ। ଆପଣଙ୍କ ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିବ। ଅଧୁରା କାର୍ଯ୍ୟ ପୁରା କରିବା ପାଇଁ ଆପଣ ପ୍ରୟାସ କରିବେ। ଭଗବାନ ମହାଦେବଙ୍କ କୃପା ଆପଣଙ୍କ ଉପରେ ବର୍ଷିବ। ଆପଣଙ୍କୁ ଧନର ଲାଭ ହେବ। ଜମିବାଡ଼ି ମାମଲାରେ ଆପଣଙ୍କୁ ଲାଭ ମିଳିବ।

ମୀନ ରାଶି। ଏହି ରାଶିର ଜାତକଙ୍କ ଉପରେ ଭଗବାନ ଶିବଙ୍କର ବିଶେଷ କୃପା ବର୍ଷିବ। ଅନେକ ଜାଗାରୁ ଆପଣଙ୍କୁ ଧନର ଲାଭ ହେବ। ବିଜନେସର୍ସ ବୃଦ୍ଧି ଦେଖିବାକୁ ମିଳିବ। କୌଣସି କମ୍ପାନୀରୁ ଆପଣଙ୍କୁ ଜବର ଅଫର ଆସିପାରେ। ଘର ପରିବାରରେ ସକରାତ୍ମକ ମାହଲ ଦେଖିବାକୁ ମିଳିବ। ଆପଣ ନୂଆ ଘର ନୂଆ ଜମି କିମ୍ବା ନୂଆ ଗାଡି କିଣି ପାରନ୍ତି।

ମିଥୁନ ରାଶି। ଏହି ରାଶିର ଜାତକଙ୍କୁ ଭଗବାନ ଶିବଙ୍କ କୃପାରୁ ମହାଶିବ ରାତ୍ରି ପୂର୍ବରୁ ଅନେକ ଜାଗାରୁ ଧନର ଲାଭ ଦେଖିବାକୁ ମିଳିବ। ଆୟରେ ମଧ୍ୟ ଜବରଦସ୍ତ ଲାଭ ମିଳିବ। ଆପଣଙ୍କର ଅଟକି ରହିଥିବା ଧନ ଆପଣଙ୍କୁ ପ୍ରାପ୍ତ ହେବ। ବ୍ୟାଙ୍କରୁ ଆପଣଙ୍କର ଲୋନ ମଞ୍ଜୁର ହେବ। ଭଗବାନ ଶିବଙ୍କ କୃପାରୁ ଆପଣଙ୍କ ଘର ପରିବାରରେ ଖୁସି ଦେଖିବାକୁ ମିଳିବ। ଘରେ ଧାର୍ମିକ କାର୍ଯ୍ୟ ମାଙ୍ଗଳିକ କାର୍ଯ୍ୟ ହେବ। ଅବିବାହିତ ଜାତକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *